ଏହି ସୁପରଷ୍ଟାର କେବେ କେଉଁ ବ୍ରାଣ୍ଡ୍ ପାଇଁ କରିନାହାନ୍ତି ପ୍ରମୋଶନ
ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତ ୭୨ ବର୍ଷ ବୟସରେ ମଧ୍ୟ ତାଙ୍କର ଜଲ୍ଓ୍ବା ଜାରି ରଖିଛନ୍ତି। ଆଜି ବି ସେ ସିଲ୍ଭର ସ୍କ୍ରିନ୍ରେ କେବଳ ହିରୋ ଭୂମିକାରେ ଅଭିନୟ କରୁଛନ୍ତି। ଅନ୍ୟପକ୍ଷରେ ବଲିଉଡ୍ରେ ଏପରି ଅନେକ ଷ୍ଟାର୍ ଅଛନ୍ତି, ଯେଉଁମାନେ ଏହି ବୟସରେ…
ଖୁବଶୀଘ୍ର ରିଲିଜ ହେବ ଡିଡିଏଲଜିର ରିମେକ୍, ଫିଲ୍ମରେ ଲିଡ୍ ରୋଲ୍ରେ ନଜର ଆସିବେ କାଜୋଲ ଓ ଶାହାରୁଖଙ୍କ ଝିଅ-ପୁଅ
ମୁମ୍ବାଇ: ଲୋକପ୍ରିୟ ଫିଲ୍ମ ଦିଲ୍ ବାଲେ ଦୁଲହନିଆ ଲେ ଜାଏଙ୍ଗେକୁ ବା ଡିଡିଏଲଜିକୁ ବଲିଉଡର ମାଇଲଖୁଣ୍ଟ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ଏଥିରେ କାଜୋଲ ଓ ଶାହାରୁଖ ଖାନ୍ଙ୍କ ଅଭିନୟ ଦର୍ଶକଙ୍କ ହୃଦୟରେ ଏବେ ବି ସତେଜ ରହିଛି। ସୂଚନା…
ବଲିଉଡରେ ୩୫ ବର୍ଷ ପୂରଣ କଲେ ଭାଇଜାନ
ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାଁ ୨୬ ଅଗଷ୍ଟରେ ତାଙ୍କ ବଲିଉଡ କ୍ୟାରିୟରର ୩୫ ବର୍ଷ ପୂରଣ କରିଛନ୍ତି। ଅଭିନେତା ୧୯୮୮ରେ ମୁଭି ‘ବିବି ହୋତୋ ଐସି’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ସେ ମୈନେ ପ୍ୟାର କିୟା,…
ଏହି ଫିଲ୍ମ ଅନିଲ କପୁରଙ୍କ ପାଇଁ ଥିଲା ମାଇଲଖୁଣ୍ଟ
ମୁମ୍ବାଇ: ନିର୍ଦ୍ଦେଶକ ଶେଖର କପୁରଙ୍କ ହିନ୍ଦୀ ଫିଲ୍ମ ଦର୍ଶକଙ୍କ ହୃଦୟରେ ବେଶ୍ ପ୍ରଭାବ ପକାଇଥାଏ ବୋଲି ସମସ୍ତେ ଜାଣନ୍ତି। କିଛି ଫିଲ୍ମ ମଧ୍ୟରୁ ୧୯୮୭ରେ ଆସିଥିବା ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ ମଧ୍ୟ ତାଙ୍କର ସୁପରହିଟ୍ ଫିଲ୍ମ ଭାବେ ପ୍ରମାଣିତ ହୋଇଥିଲା। ଏହି…
ସୁଶାନ୍ତଙ୍କ ଘର କିଣିଲେ ଅଭିନେତ୍ରୀ ଅଦା ଶର୍ମା
ବମ୍ବେ: ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଘର କିଣିଛନ୍ତି ଅଭିନେତ୍ରୀ ଅଦା ଶର୍ମା। ୨୦୨୦ରେ ଅଭିନେତା ଆତ୍ମହତ୍ୟା କରିଥିଲେ। ସେବେଠାରୁ ଫ୍ଲାଟ୍ଟି ଖାଲି ପଡ଼ିଥିଲା। ତିନି ବର୍ଷ ପରେ ଅଦା ଏହାକୁ କିଣିଛନ୍ତି। କିଛିଦିନ ପୂର୍ବେ ଅଦା ମୁମ୍ବାଇରେ ଘର…
ତୁଟିନି ସମ୍ପର୍କ, ଏବେ ବି ଏକାଠି
ବମ୍ବେ: ବଲିଉଡର ପାଓ୍ବାର କପଲ୍ସ ମଧ୍ୟରୁ ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅଭିନେତା ଅର୍ଜୁନ କପୁର ଅନ୍ୟତମ। ଉଭୟଙ୍କ ବ୍ରେକ୍ଅପ୍ ନେଇ ଦୀର୍ଘଦିନରୁ ଚର୍ଚ୍ଚା ହୋଇ ଆସୁଥିଲା। ଏବେ ଏହା ଉପରେ ଅଭିନେତ୍ରୀ ପରୋକ୍ଷରେ ପ୍ରତିକ୍ରିୟା ରଖିଛନ୍ତି। ମଲାଇକା ନିଜର ଇନଷ୍ଟାଗ୍ରାମରେ…
ଶାହରୁଖଙ୍କ ଘରେ ପୋଲିସ!
ମୁମ୍ବାଇ: ଯବାନ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡର କିଙ୍ଗ୍ ଖାନ୍। ଏହି ଫିଲ୍ମ ୭ସେପ୍ଟେମ୍ବରକୁ ରିଲିଜ ହେବାକୁ ଯାଉଛି। ଭାଇରାଲ ତେବେ ଶନିବାର ଶାହାରୁଖ ଖାନଙ୍କ ଘର ବାହାରେ ବହୁ ସଂଖ୍ୟାରେ ପୋଲିସ କର୍ମୀଙ୍କୁ ଦେଖିବାକୁ ମିଳିଥିଲା। ଭାଇରାଲ ଭୟାନି…
ଉଜ୍ଜୟିନୀରେ ମହାକାଳଙ୍କ ଦର୍ଶନ କଲେ ପରିଣିତି-ରାଘବ
ମୁମ୍ବାଇ: ଲଭ ବାର୍ଡ ପାରିଣିତି ଚୋପ୍ରା ଓ ରାଘବ ଚଢା ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସେ ଡେଟିଂ ହେଉ କି ତାଙ୍କ ଏନଗେଜମେଣ୍ଟ ଫଟୋରେ। ଦୁହିଁଙ୍କ ଯୋଡିକୁ ନେଇ ବଲିଉଡରେ ସବୁବେଳେ ଚର୍ଚ୍ଚା ଜୋର ଧରିଥାଏ। ଏହି ଲଭ ବାର୍ଡ ସେପ୍ଟେମ୍ବର…
ଏହି ଅଭିନେତ୍ରୀଙ୍କ ସହ ସପ୍ତାହେ କଥା ହୋଇ ନ ଥିଲେ ବାପା
ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ କାଜଲଙ୍କ ୧୯୯୯ ମସିହା ଫେବୃୟାରୀ ୨୪ ତାରିଖରେ ବିବାହ କରିଥିଲେ। ମାତ୍ର ଉଭୟଙ୍କ ଏହି ବିବାହା ପ୍ରସ୍ତାବକୁ ପ୍ରଥମେ କାଜଲଙ୍କ ବାପା ଗ୍ରହଣ କରି ନ ଥିଲେ। ଏନେଇ ସେ ଏକ ସପ୍ତାହ…
ବ୍ରେକ୍ଅପ୍ ହୋଇଥିବା ସ୍ପଷ୍ଟ କଲେ ମଲାଇକା !
ବମ୍ବେ: କେଇ ମାସ ତଳେ ବିବାହକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଖବର ଶିରୋନାମା ପାଲଟିଛି ବଲିଉଡର ଜଣେ ଲର୍ଭବାର୍ଡଙ୍କ ପ୍ରେମଜୀବନ। ଦୁହିଁଙ୍କ ବ୍ରେକ୍ଅପ୍ ହୋଇଥିବା ନେଇ ଗଳିକନ୍ଦିରେ କଥା ଉଠୁଛି। ଆମେ କହୁଛୁ ଅଭିନେତ୍ରୀ ମଲାଇକା ଅରୋରା ଏବଂ…
‘ଗଦର-୨’ର ସଫଳତା ପରେ ଫିସ୍ ବଢାଇଲେ ସନ୍ନି
ମୁମ୍ବାଇ: ଅଭିନେତା ସନ୍ନି ଦେଓଲଙ୍କ ‘ଗଦର-୨’ ଏକ ସୁପରହିଟ୍ ବୋଲି ପ୍ରମାଣିତ ହୋଇଛି। ଏହି ଚଳଚ୍ଚିତ୍ରଟି ଲୋକଙ୍କ ହୃଦୟକୁ ଛୁଇଁଛି। ‘ଗଦର-୨’ର ବକ୍ସ ଅଫିସ ସଂଗ୍ରହରେ ଦମଦାର ଆୟ କରୁଛି। ତାରା ସିଂ ଏବଂ ସାକିନା ପୁଣି ଥରେ ଲୋକଙ୍କ ହୃଦୟରେ…
‘ମେନେ ପ୍ୟାର କିୟା’, ‘ବାଜିଗର’ ଭଳି ହିଟ ଫିଲ୍ମର ଗୀତିକାର ଦେବ କୋହଲିଙ୍କ ପରଲୋକ
ମୁମ୍ବାଇ: ଭେଟେରାନ ଲିରିସିଷ୍ଟ ଦେବ କୋହଲିଙ୍କର ଶନିବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟ ଜନିତ ସମସ୍ୟାରେ ପୀଡିତ ହୋଇ ସେ ପ୍ରାୟ ୨-୩ ମାସ ହେବ ଅନ୍ଧେରି ସ୍ଥିତ କୋକିଳାବେନ ଧିରୁଭାଇ ଅମ୍ବାନି ହସ୍ପିଟାଲରେ…

