ମନୋରଞ୍ଜନ

ବିବାହ ପୂର୍ବରୁ ସମସ୍ତେ ପଛରେ ପଡ଼ନ୍ତି, ପରେ ବଦଳି ଯାଆନ୍ତି: ସାକ୍ଷୀ ଧୋନୀ

ବମ୍ବେ: ୨୦୧୦ରେ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀଙ୍କ ହାତ ଧରିଥିଲେ ସାକ୍ଷୀ ସିଂହ ଧୋନୀ। ଏବେ ବିବାହକୁ ୧୩ ବର୍ଷ ବିତିଥିବା ବେଳେ ଦୁହେଁ ପରସ୍ପର ସହ ବେଶ ଖୁସି ଅଛନ୍ତି। ଉଭୟଙ୍କ ଲଭଷ୍ଟୋରୀକୁ ଫିଲ୍ମରେ ଲୋକେ ଦେଖି ସାରିଥିଲେ ହେଁ…

ଚର୍ଚ୍ଚାରେ ‘ରକି ଔର ରାନୀ କି ପ୍ରେମକାହାନୀ’ରେ ଧର୍ମେନ୍ଦ୍ର-ଶବାନାଙ୍କ ଲିପ୍‌ଲକ୍‌, ଲୋକେ କହୁଛନ୍ତି…

ବମ୍ବେ: ଶୁକ୍ରବାର ବଡ଼ ପରଦାରେ ରିଲିଜ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ ‘ରକି ଔର ରାନୀ କି ପ୍ରେମକାହାନୀ’। ଅଭିନେତା ରଣବୀର ସିଂହ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଏହି ଫିଲ୍ମ ଦର୍ଶକଙ୍କୁ ପସନ୍ଦ ଆସୁଛି। ବିଶେଷକରି ଫିଲ୍ମରେ ବରିଷ୍ଠ ଅଭିନେତା…

ରବି ଶାସ୍ତ୍ରୀଙ୍କ ଜୀବନସାଥୀ ହୋଇଥାନ୍ତେ ଅମୃତା, ଏହି ସର୍ତ୍ତ ଲାଗି ଅଧାରେ ରହିଥିଲା ପ୍ରେମକାହାଣୀ…

ବମ୍ବେ: ଏକଦା ବଲିଉଡ୍‌ର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପରିଗଣିତ ହେଉଥିଲେ ଅମୃତା ସିଂହ। ତାଙ୍କ ସମୟର ସମସ୍ତ ସୁପରଷ୍ଟାରଙ୍କ ସହ ସେ କାମ କରିଛନ୍ତି। ହେଲେ ଅଭିନୟ କମ୍‌ ବ୍ୟକ୍ତିଗତ ଜୀବନକୁ ନେଇ ସେ ରହୁଥିଲେ ବେଶ ଚର୍ଚ୍ଚାରେ। ଫିଲ୍ମ ‘ବେତାବ’ରୁ…

ଲୁକ୍‌କୁ ନେଇ ଅଭିନେତାଙ୍କୁ ‘ଅଟୋ ଡ୍ରାଇଭର’ କହୁଥିଲେ ଲୋକେ, ଏପରି ବଦଳାଇଥିଲେ ଭାଗ୍ୟ

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାରଙ୍କ ମଧ୍ୟରୁ ଅଭିନେତା ଧନୁଷ ଜଣେ। ପ୍ରଥମ ସିନେମାରୁ ହିଁ ସେ ଅଭିନୟରେ ନିଜର ଛାପ ଛାଡ଼ିଥିଲେ। ବଲିଉଡ୍‌ରେ ଫିଲ୍ମ ‘ରାଞ୍ଝଣା’ରୁ ତାଙ୍କୁ ଖ୍ୟାତି ମିଳିଥିଲା। ତେବେ ଲୋକପ୍ରିୟତା ହାସଲ କରିଥିବା ଧନୁଷ କିନ୍ତୁ କେବେ…

ସ୍ବାମୀ ଅଜୟ ଦେବଗନଙ୍କ ପୂର୍ବରୁ ଏହି ଅଭିନେତାଙ୍କ ପ୍ରେମରେ ପଡ଼ିଥିଲେ କାଜୋଲ, ହେଲେ କହି ପାରି ନ ଥିଲେ…

ବମ୍ବେ: ବଲିଉଡ୍‌ର କିଛି ଯୋଡ଼ି ପରଦା ସହ ବ୍ୟକ୍ତିଗତ ଜୀବନରେ ବି ହିଟ୍‌। ସେଥି ମଧ୍ୟରୁ ଅଭିନେତ୍ରୀ କାଜୋଲ ଏବଂ ଅଜୟ ଦେବଗନଙ୍କ ଯୋଡ଼ି ବେଶ ଲୋକପ୍ରିୟ। ହେଲେ ବହୁତ କମ୍‌ ଲୋକ ଜାଣନ୍ତି ଯେ କାଜୋଲଙ୍କ ପ୍ରଥମ ପ୍ରେମ ଅଜୟ…

ବିବାହ ପୂର୍ବରୁ ମା’ ହେବାକୁ ଚାହୁଁଥିଲେ କିଆରା, ଜାଣନ୍ତୁ କ’ଣ କହିଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଖୁବ୍‌ କମ ସମୟ ମଧ୍ୟରେ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଆଜିକାଲି ଅଭିନେତ୍ରୀ ତାଙ୍କର ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ସତ୍ୟପ୍ରେମ କି କଥା’ର ସଫଳତାକୁ ଉପଭୋଗ କରୁଛନ୍ତି। ଅନ୍ୟପକ୍ଷରେ, ଯେତେବେଳେ…

ଆଲିଆଙ୍କ ବଡ଼ ଫ୍ୟାନ୍‌ ମହେଶ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ରକି ଔର ରାନୀ କି ପ୍ରେମ୍‌ କାହାଣୀ’କୁ ନେଇ ଏବେ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍‌ ରହିଛି। ବୁଧବାର ଏହି ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ମୁମ୍ବାଇରେ ହୋଇଥିଲା। ସେଠାରେ ଅନେକ ନାମୀଦାମୀ କଳାକାର…

ନିଜ ବିବାହରେ ମା’ଙ୍କୁ ବି ଡାକି ନ ଥିଲେ ସୈଫ

ବମ୍ବେ: ନବାବ ଘରର ପୁଅ। ହେଲେ ଲୁଚିଲୁଚି କରିଥିଲେ ବିବାହ। ଆମେ କହୁଛି ଅଭିନେତା ସୈଫ ଅଲ୍ଲୀ ଖାଁଙ୍କ କଥା। ଅଭିନେତ୍ରୀ ଅମୃତା ସିଂହଙ୍କୁ ପ୍ରଥମ ବିବାହ କରିଥିଲେ ସେ। ହେଲେ ଏହି ବିବାହକୁ ସେ ନିଜ ମା’ଙ୍କୁ ବି ଡାକି…

ବାଲିରେ ଗର୍ଲସ ଟ୍ରିପ ଏନଜୟ କରୁଛନ୍ତି ସାମନ୍ଥା

ମୁମ୍ବାଇ: ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ବାଲିରେ ଏବେ ଭ୍ୟାକେଶନ ଏନଜୟ କରୁଛନ୍ତି। ଏବେ ସେ ଗର୍ଲସ ଟ୍ରିପରେ ଯାଇଛନ୍ତି। ସେଠାକାର କିଛି ଭିଡିଓ ଓ ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ନିକଟରେ ସେ ଅଭିନୟରୁ ଏକ ବର୍ଷର…

ଏହି ଅଭିନେତାଙ୍କୁ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ କହିଲେ ଉର୍ବଶୀ, ଦର୍ଶକେ ଆଶ୍ଚର୍ଯ୍ୟ

ମୁମ୍ବାଇ: ବଲିଉଡର ଆଗଧାଡିର ନାୟିକା ଉର୍ବଶୀ ରୌତେଲା ନିଜ ବୟାନ ଓ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ। କେତେଥର ସେ ଏହାକୁ ନେଇ ଟ୍ରୋଲର ବି ଶିକାର ହୋଇଛନ୍ତି। ଏବେ ନିକଟରେ ଉର୍ବଶୀ ଏମିତି ଏକ ଟୁଇଟ…

ଅନେକ ହିରୋଙ୍କ ସହ ଥିଲା ପ୍ରେମ ସମ୍ପର୍କ, ଏବେ ଏକା ଚାଲୁଛନ୍ତି ବାଟ

ମୁମ୍ବାଇ: କୁହାଯାଏ, ପ୍ରକୃତ ପ୍ରେମ ସହଜରେ ମିଳି ନ ଥାଏ। ଆଉ ଯାହାଙ୍କୁ ମିଳିଯାଏ ତାଙ୍କ ପ୍ରେମ ସଫଳ ହୋଇଥାଏ। ବଲିଉଡ୍‌ ଫିଲ୍ମରେ ୩ ଘଣ୍ଟା ମଧ୍ୟରେ ଆମେ ଅନେକ ଥର ଦେଖିଥାଉ ଜଣେ ଅଭିନେତ୍ରୀ ତାଙ୍କ ହିରୋଙ୍କ ପ୍ରେମ ପାଇବା…

ପରଦାରେ ଆଲିଆ-ରଣବୀରଙ୍କ ‘ରକି ଔର ରାନୀ କି ପ୍ରେମ କାହାନୀ’

ବମ୍ବେ: ପରଦାରେ ବଲିଉଡ୍‌ର ବହୁ ପ୍ରତିକ୍ଷୀତ ଫିଲ୍ମ ‘ରକି ଔର ରାନୀ କି ପ୍ରେମକାହାନୀ’। ଶୁକ୍ରବାର ଫିଲ୍ମଟି ରିଲିଜ ହୋଇଛି। ଏଥିରେ ଅଭିନେତା ରଣବୀର ସିଂହ ଏବଂ ଆଲିଆ ଭଟ୍ଟଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳୁଛି। ଦୀର୍ଘଦିନ ପରେ ନିର୍ଦ୍ଦେଶକ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?