କିଆରାଙ୍କ ପସନ୍ଦ ସି ବିଚ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଏବେ ପ୍ରଫେସନାଲ ଓ ପର୍ସନାଲ ଲାଇଫ ମଧ୍ୟରେ ଖୁବସୁରତ ବାଲାନ୍ସର ଆନନ୍ଦ ନେଉଛନ୍ତି। କିଛିବର୍ଷ ହେବ ଏହି ଅଭିନେତ୍ରୀ ବଲିଉଡକୁ କିଛି ହିଟ ମୁଭି ଭେଟି ଦେଇଛନ୍ତି। ଆଉ ଏହାକୁ ନେଇ ସେ ନିକଟରେ…
ନିକଙ୍କୁ ପ୍ରଶଂସା କଲେ ପିସି
ମୁମ୍ବାଇ: ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ପତି ନିକ ଜୋନାସଙ୍କ ସହ ଏକ ସ୍ପେଶାଲ ବଣ୍ଡ ସେୟାର କରନ୍ତି। ଏହାର ପ୍ରମାଣ ତାଙ୍କ ଫଟୋ ଓ ଭିଡିଓରୁ ମିଳିଯାଇଥାଏ। ନିକଟରେ ପିସି ତାଙ୍କ ପତି ନିକ ଜୋନାସଙ୍କର ଖୁବ ପ୍ରଶଂସା…
ଐଶ୍ୱର୍ଯ୍ୟାଙ୍କ ପ୍ରଶଂସାରେ ଶତମୁଖ
ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ସ୍ତ୍ରୀ ତଥା ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ପ୍ରଶଂସା କରିବାର କୌଣସି ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ। ନିକଟରେ ଅଭିଷେକ ଐଶ୍ୱର୍ଯ୍ୟାଙ୍କ ପ୍ରଶଂସାରେ ପୁଣି ଶତମୁଖ ହୋଇଛନ୍ତି। ନିକଟରେ ଅଭିଷେକ ବଚ୍ଚନ ଫିଲ୍ମର ପ୍ରମୋଶନ ସମୟରେ…
‘ପଠାନ’ ରେକର୍ଡ ଭାଙ୍ଗିଲା ‘ଗଦର-୨’
ଅଭିନେତା ସନ୍ନି ଦେଓଲଙ୍କ ବହୁ ପ୍ରତୀକ୍ଷିତ ମସାଲା ଆକ୍ସନ ଏଣ୍ଟରଟେନର୍ ‘ଗଦର ୨’ ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରିଛି। ପରଦାରେ ତାରା-ସାକିନାଙ୍କ ଯୋଡିକୁ ଦେଖି ପ୍ରଶଂସକମାନେ ଖୁସି ଅଛନ୍ତି। ଦର୍ଶକ ଫିଲ୍ମକୁ ବହୁତ ଭଲ ପାଇବା ଦେଇଛନ୍ତି। ‘ଗଦର ୨’…
ବଦ୍ରିନାଥ ଦର୍ଶନ କଲେ ରଜନୀକାନ୍ତ
ଡେରାଡୁନ: ରିଲିଜ ପରଠାରୁ ଚର୍ଚ୍ଚାରେ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’। ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଥିବା ଯୋଗୁ ଅଭିନେତାଙ୍କ ଖୁସି ଦ୍ୱିଗୁଣିତ ହୋଇଛି। ରଜନୀକାନ୍ତ ନିଜ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇବା ସହ ଚାରି ଧାମ ଯାତ୍ରାରେ ବାହାରିଛନ୍ତି। ନିକଟରେ…
ରୋମାନ୍ସ କରିବେ ଶାହାରୁଖ
ମୁମ୍ବାଇ: ଦୀର୍ଘଦିନ ପରେ ରୋମାନ୍ସର ବାଦଶାହା ଶାହାରୁଖ ଖାଁ ନିଜ ପ୍ରଶଂସକଙ୍କ ପାଇଁ ରୋମାଣ୍ଟିକ୍ ଟ୍ରାକ ନେଇ ଆସିବାକୁ ପ୍ରସ୍ତୁତ ହେଲେଣି। ଶାହାରୁଖଙ୍କ ଅଭିନୀତ ମୁଭି ‘ଯଓ୍ବାନ’ର ଏକ ଗୀତ ରିଲିଜ ହେବାକୁ ଯାଉଛି। ଏହାଏକ ରୋମାଣ୍ଟିକ ସଙ୍ଗ ‘ଚଲେୟା’, ଯେଉଁଥିରେ…
‘ଦର୍ଶକଙ୍କ ଟ୍ରୋଲ୍ ଶୁଣିବା ମୋର କର୍ତ୍ତବ୍ୟ’
ମୁମ୍ବାଇ: ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ ତାଙ୍କ ଫିଲ୍ମ ଦେଖିବା ପାଇଁ ଦର୍ଶକମାନେ କିଣୁଥିବା ଟିକେଟର ମୂଲ୍ୟ ନିକଟରେ ସେ ଋଣୀ ଅଟନ୍ତି ବୋଲି କହିଛନ୍ତି। ସେ କହିଛନ୍ତି, ଯଦି କେହି ମୋ’ ଫିଲ୍ମ ଦେଖିବା ପାଇଁ ଟିକେଟ କିଣୁଛନ୍ତି ତେବେ…
ସନି ଦେଓଲଙ୍କୁ ଝଟ୍କା
ଅଭିନେତା ସନି ଦେଓଲଙ୍କ ଫିଲ୍ମ ‘ଗଦର ୨’ ବକ୍ସ ଅଫିସରେ ଭଲ ଆୟ କରୁଛି। ରିଲିଜର ତୃତୀୟ ଦିନରେ ଫିଲ୍ମ ନିର୍ମାତାଙ୍କୁ ଏକ ବଡ଼ ଝଟକା ଲାଗିଛି। ଏହି ପୁରା ଫିଲ୍ମ ୟୁଟ୍ୟୁବରେ ଲିକ ହୋଇଛି। ସନ୍ନି ଦେଓଲ ଏବଂ ଅମିଶା…
ଶୁଭଦିନକୁ ଅପେକ୍ଷା
ନୂଆ ଓଡିଆ ସିନେମା ‘ଆଇନା କେବେ ମିଛ କହେନା’କୁ ନେଇ ବେଶ୍ ଆଶାବାଦୀ ଅଛନ୍ତି ଦୀପକ। କାରଣ ସେ ଏହି ଫିଲ୍ମରେ ଏକ ଭିନ୍ନ ଧରଣର ଭୂମିକାରେ ଅଭିନୟ କରୁଛନ୍ତି। ଅନ୍ୟପକ୍ଷରେ ଏହାର କାହାଣୀରେ ରହିଛି ପାରିବାରିକ ଛିଟା। ଲଭ୍ ଷ୍ଟୋରିର…
ନିଆରା ଅନ୍ଦାଜରେ ଶ୍ରୀଦେବୀଙ୍କ ଜନ୍ମ ଦିନରେ ଡୁଡଲ ବନାଇଲା ଗୁଗୁଲ
ମୁମ୍ବାଇ: ବଲିଉଡକୁ ବହୁ ବ୍ଲବୁଷ୍ଟର ମୁଭି ଭେଟିଦେଇଥିବା ନାୟିକା ସ୍ବାର୍ଗତା ଶ୍ରୀଦେବିଙ୍କର ଆଜି ହେଉଛି ୬୦ ତମ ବାର୍ଥ ଆନିର୍ଭସାରୀ। ଶ୍ରୀଦେବୀ ତାଙ୍କର ବଳିଷ୍ଠ ଅଭିନୟ ତଥା ଶାନଦାର ଡାନ୍ସ ପାଇଁ ବେଶ ଜଣାଶୁଣା। ସେ ବଲିଉଡକୁ ଏକରୁ ଅଧିକ ବ୍ଲକବଷ୍ଟର…
ବାପାଙ୍କୁ ହରାଇଲେ ଅଭିନେତ୍ରୀ
ବମ୍ବେ: ସବୁବେଳେ ନିଜର ଚୁଲବୁଲି ସ୍ବଭାବକୁ ନେଇ ପ୍ରଶଂସକଙ୍କ ହୃଦୟରେ ରାଜ୍ କରୁଥିବା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ତାଙ୍କ ବାପା ଶଶିକାନ୍ତ ଲୋଖଣ୍ଡେଙ୍କ ୬୮ ବର୍ଷରେ ନିଧନ ହୋଇଛି। ଶନିବାର ଅପରାହ୍ନରେ ସେ ଶେଷ…
ସ୍ବାମୀ ରଣବୀରଙ୍କୁ ନୁହେଁ, ଏହି କଳାକାରଙ୍କୁ ପ୍ରଥମେ ଗର୍ଭଧାରଣ ଖବର ଜଣାଇଥିଲେ ଆଲିଆ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କର ଦମ୍ଦାର ଅଭିନୟ ପାଇଁ ବେଶ୍ ପ୍ରସିଦ୍ଧ। ନିକଟରେ ଆଲିଆ ଫିଲ୍ମ ‘ରକି ଔର୍ ରାନୀ କି ପ୍ରେମ କହାନୀ’ ଜରିଆରେ ପ୍ରଶଂସକଙ୍କର ଖୁବ୍ ମନୋରଞ୍ଜନ କରିଛନ୍ତି। ଗତ ବର୍ଷ ରଣବୀର କପୁରଙ୍କୁ ବିବାହ…

