ମନୋରଞ୍ଜନ

ରଜନୀକାନ୍ତଙ୍କୁ ପୂଜା କଲେଣି ଲୋକେ

ଚେନ୍ନାଇ: ଦେଶ ବିଦେଶରେ ସୁପରଷ୍ଟାର ରଜନୀକାନ୍ତଙ୍କ ଅଗଣିତ ପ୍ରଶଂସକ ଅଛନ୍ତି। ଗତ ଅଗଷ୍ଟରେ ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ମୁକ୍ତିଲାଭ କରିବା ପୂର୍ବରୁ ଫିଲ୍ମର ସଫଳତା ପାଇଁ ବହୁ ସଂଖ୍ୟକ ପ୍ରଶଂସକ ମନ୍ଦିରରେ ଏକତ୍ର ପ୍ରାର୍ଥନା କରିଥିଲେ। ଏଥିରୁ ରଜନୀକାନ୍ତଙ୍କ ପାଇଁ ପ୍ରଶଂସକଙ୍କ…

କ୍ୟାଟ୍ରିନାଙ୍କ ନାଁରେ ଉଠିଥିଲା ଗୁଜବ, ଏବେ ଜଣାପଡ଼ିଲା ସତ

ମୁମ୍ବାଇ: ଦୀର୍ଘଦିନ ଧରି ଡେଟିଂ ପରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଅଭିନେତା ଭିକ୍କି କୌଶଲ ଶେଷରେ ୨୦୨୧ରେ ବିବାହ କରିଥିଲେ। ଏହା ମଧ୍ୟରେ ସେମାନଙ୍କ ବିବାହକୁ ୨ ବର୍ଷ ଅତିକ୍ରମ କରିଥିବାବେଳେ ନିକଟରେ କ୍ୟାଟ୍ରିନା ଗର୍ଭବତୀ ଥିବା ନେଇ ଗୁଜବ…

୧୧ ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେବେ ଅଭିନେତ୍ରୀ

ବମ୍ବେ: ସ୍ବାମୀଙ୍କଠାରୁ ଅଲଗା ହେବେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ କନିକା ମାହେଶ୍ୱରୀ। ‘ଦିୟା ଔର ବାତୀ ହମ୍‌’ରେ ମିନାକ୍ଷୀ ଚରିତ୍ରରେ ଅଭିନୟ କରି ହୃଦୟ ଜିତିଥିବା କନିକା ନିଜର ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ବିବାହର ୧୧…

ଝିଅର ସ୍ପିଚ ଦେଖି ଚିନ୍ତାରେ ପଡି ଯାଇଥିଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ୧ ନଭେମ୍ବରରେ ତାଙ୍କର ୫୦ତମ ଜନ୍ମଦିନ ପାଳନ କରିଥିଲେ। ଏହି ଉତ୍ସବକୁ ପାଳନ କରିବା ପାଇଁ ସେ ମୁମ୍ବାଇରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଯେଉଁଥିରେ ତାଙ୍କୁ ଗଣମାଧ୍ୟମ ସହ ତାଙ୍କ…

ଲୋକ ସଭା ନିର୍ବାଚନ ଲଢିବେ କଙ୍ଗନା!

ମୁମ୍ବାଇ: ବଲିଉଡର ଆଗଧାଡିର ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କର ବ୍ୟକ୍ତିତ୍ୱ ପାଇଁ ପ୍ରସିଦ୍ଧ। ରାଜନୈତିକ କିମ୍ବା ସାମାଜିକୁ, ସେ ପ୍ରତ୍ୟେକ ପ୍ରସଙ୍ଗରେ ସାହସର ସହିତ ନିଜର ମତ ପ୍ରକାଶ କରନ୍ତି। ରାଜନୀତିରେ ପ୍ରବେଶ କରିବା ବିଷୟରେ କଙ୍ଗନାଙ୍କୁ ଅନେକ ସମୟରେ ପ୍ରଶ୍ନ…

ବିରଳ ରୋଗରେ ପୀଡ଼ିତ ରଣବୀର କପୁର,ଜାଣନ୍ତୁ ଏହି ରୋଗର ନାଁ

ବଲିଉଡର ଚକୋଲେଟ୍‌ ବୟ ଅଭିନେତା ରଣବୀର କପୁର ପିଲାଦିନରୁ ଏକ ରୋଗରେ ପୀଡିତ ଅଛନ୍ତି। ଆମେ ପ୍ରାୟତଃ ଆମର ଯନ୍ତ୍ରଣା ଲୁଚାଇଥାଉ। ତାଙ୍କର ରୋଗ ବହୁତ କ୍ୱଚିତ୍‌ ଲୋକଙ୍କଠାରେ ଦେଖାଯାଏ। ଏହି କାରଣରୁ ରଣବୀର ଶୀଘ୍ର ଶୀଘ୍ର ଖାଦ୍ୟ ଖାଆନ୍ତି ଏବଂ…

ଅଭିନେତ୍ରୀ ଉର୍ଫି ଜାଭେଦ ଗିରଫ!

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଉର୍ଫି ଜାଭେଦ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ବିଶେଷକରି ସେ ତାଙ୍କର ପୋଷାକ ପରିଚ୍ଛଦକୁ ନେଇ ଅଧିକ ଚର୍ଚ୍ଚାରେ ଥାନ୍ତି। କେବେ ଅଖାରେ ତିଆରି ଡ୍ରେସ୍‌ ପିନ୍ଧି ଚର୍ଚ୍ଚାରେ ରହିଥାନ୍ତି ତ ଆଉ…

ଏଲଭିଶ ଯାଦବଙ୍କ ନାଁରେ ରୁଜୁ ହେଲା ମାମଲା: ରେଭ୍ ପାର୍ଟିରୁ ୫ ଜଣ ଗିରଫ, ସାପ ବିଷ ଏବଂ ବିଦେଶୀ ମହିଳା ଚାଲାଣ ଅଭିଯୋଗ

ନୂଆଦିଲ୍ଲୀ,୩/୧୧: ନିକଟରେ ବିଗ୍ ବସ୍ ଓଟିଟି ବିଜୟୀ ହୋଇଥିବା ୟୁଟ୍ୟୁବର ଏଲଭିଶ ଯାଦବଙ୍କ ନାଁରେ ଆସିଛି ବଡ଼ ଅଭିଯୋଗ। ନୋଏଡା ସେକ୍ଟର ୪୯ ରେ ଏଲବିଶଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ଏକ ରେଭ୍ ପାର୍ଟିରୁ ଗିରଫ…

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ମଧ୍ୟରେ ଫାଟ!

ମୁମ୍ବାଇ: ବଲିଉଡ ଆକ୍ଟ୍ରେସ୍‌ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ୧ ନଭେମ୍ବରରେ ତାଙ୍କର ୫୦ତମ ଜନ୍ମଦିନ ପାଳନ କରଛନ୍ତି। କିନ୍ତୁ ଅଭିନେତ୍ରୀଙ୍କ ଜନ୍ମଦିନରେ ତାଙ୍କ ସ୍ବାମୀ ଅଭିଷେକ ବଚ୍ଚନଙ୍କୁ ଦେଖିବାକୁ ମିଳି ନଥିଲା କିମ୍ବା ବଚ୍ଚନ ପରିବାରର କୌଣସି ସଦସ୍ୟ ଏହି ଉତ୍ସବରେ…

କିଙ୍ଗ୍‌ଖାନଙ୍କ ଜନ୍ମଦିନରେ ବିଲେଇ ଫଟୋ ପଠାଇଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ୍‌ ଖାନ୍‌ ଆଜି ଅର୍ଥାତ୍‌ ନଭେମ୍ବର ୨ରେ ତାଙ୍କର ୫୮ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। କିଙ୍ଗ୍‌ଖାନ୍‌ ସାରା ବିଶ୍ୱରେ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି…

କିଙ୍ଗ ଖାନଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡର କିଙ୍ଗ ଖାନ ଶାହାରୁଖ ଆଜି ୫୮ ବର୍ଷରେ ପଦାର୍ପଣ କରିଛନ୍ତି। ୨୦୨୩ ତାଙ୍କ ପାଇଁ ସଫଳତାର ବର୍ଷ ବୋଲି ପ୍ରମାଣିତ ହୋଇଛି। କାରଣ ତାଙ୍କର ଦୁଇଟି ଚଳଚ୍ଚିତ୍ର ଜୱାନ ଏବଂ ପଠାନ ବକ୍ସ ଅଫିସ୍‌ରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ଉଭୟ…

ଓଏମଜି ୨ ରିଲିଜ ହେଉ ବୋଲି ଚାହୁଁ ନ ଥିଲେ ସନ୍ନି

ମୁମ୍ବାଇ: ଓଲ୍ଡ ଇଜ୍‌ ଗୋଲ୍ଡ ପରି ୯୦ଦଶକର ହିରୋ ସନି ଦଓ୍ବେଲ ପ୍ରଶଂସକଙ୍କ ପାଇଁ ସବୁବେଳେ ଖାସ୍‌। ଗଦର-୨ର ହିଟ୍‌ ପରେ ସନି ଚର୍ଚ୍ଚାକୁ ଆସିଥିଲେ। ନିକଟରେ ସନି ଓ ବବି ଦଓ୍ବେଲ କଫି ଓ୍ବିଥ କରନର ସେକେଣ୍ଡ ଏପିସୋଡ ଚ୍ୟାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?