ମନୋରଞ୍ଜନ

ଫ୍ୟାମିଲି ଫଟୋରୁ ଶାଶୁଙ୍କୁ ହଟାଇଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ୧୧ ଅକ୍ଟୋବରରେ ବିଗ୍‌ ବି’ ଅମିତାଭ ବଚ୍ଚନ ତାଙ୍କର ୮୧ତମ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ତାଙ୍କ ପରିବାର ସମେତ ପ୍ରଶଂସକମାନେ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି। ଯେତେବେଳେ ବିଗ୍‌ ବିଙ୍କ ନାତୁଣୀ ନଭ୍ୟା ନଭେଲି ନନ୍ଦା…

ଋଣ ଶୁଝିପାରିବେନି ଅମିତାଭ ବଚ୍ଚନ

ମେଗାଷ୍ଟାର ଅମିତାଭ ବଚ୍ଚନ ଦମ୍‌ଦାର ଅଭିନୟ ସହିତ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଅମିତାଭ ବଚ୍ଚନଙ୍କ ପ୍ରଶଂସକ ଅଛନ୍ତି। ୧୧ ଅକ୍ଟୋବରରେ ଅମିତାଭ ବଚ୍ଚନ ତାଙ୍କର ୮୧ତମ ଜନ୍ମଦିନ ପାଳନ…

ଜାତୀୟ ସିନେମା ଦିବସ ଅବସରରେ ପ୍ରଶଂସକଙ୍କୁ ଉପହାର ଦେଲେ ଶାହାରୁଖ

ମୁମ୍ବାଇ: ଅଭିନେତା ଶାହାରୁଖ ଖାନଙ୍କ ‘ଯବାନ’ ୭ ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ଏବଂ ବର୍ତ୍ତମାନ ଏହି ଚଳଚ୍ଚିତ୍ର ରିଲିଜ ହେବାର ଏକ ମାସରୁ ଅଧିକ ସମୟ ବିତିଯାଇଛି, କିନ୍ତୁ ଯବାନର କ୍ରେଜ୍‌ କୌଣସି ପ୍ରକାରେ ହ୍ରାସ ପାଇନାହିଁ। ଏବେ ବି…

‘ବଲିଉଡ୍‌ରେ କାହିଁକି କେହି ବନ୍ଧୁ ନାହାନ୍ତି ବୋଲି କଙ୍ଗନାଙ୍କୁ ପଚାର’

ବମ୍ବେ: ନିଜର ରୋକଠୋକ କଥାକୁ ନେଇ ବିବାଦରେ ଅନେକ ବାର ଛନ୍ଦି ହୋଇଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ନୂଆ ଫିଲ୍ମ ରିଲିଜ ହେଉ ଅଥବା ବଲିଉଡର ଅନ୍ୟ କଳାକାରଙ୍କୁ ସେ ଟିପ୍ପଣୀ ଦେବାକୁ କୁଣ୍ଠାବୋଧ କରି ନ ଥାନ୍ତି। ନିକଟରେ ସେ…

ଫର୍ଜି-୨: ପୁଣି ନକଲି ନୋଟ କାରବାର କରିବେ ଶାହିଦ…

ମୁମ୍ବାଇ : ଚଳିତ ବର୍ଷ ଚଳଚ୍ଚିତ୍ର ସହିତ ଅନେକ ୱେବ ସିରିଜ ଓଟିଟି ରେ ମଧ୍ୟ ରିଲିଜ ହେଉଛି। ଓଟିଟି ରେ ଅନେକ ୱେବ ସିରିଜ ଅଛି କିନ୍ତୁ କିଛି ୱେବ ସିରିଜ ଅଛି ଯାହା ସମସ୍ତଙ୍କ ହୃଦୟ ଏବଂ ମନରେ…

ଏହି ଦିନ ଓଟିଟିରେ ରିଲିଜ୍‌ ହେବ ‘ଯବାନ୍‌’

ଅଭିନେତା ଶାହାରୁଖ ଖାନଙ୍କ ସୁପରହିଟ୍‌ ଫିଲ୍ମ ‘ଯବାନ୍‌’ ବକ୍ସ ଅଫିସରେ ରିଲିଜ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି। ଏହି ଫିଲ୍ମ ବକ୍ସ ଅଫିସରେ ୧୧୦୦ କୋଟିରୁ ଅଧିକ ଆୟ କରିଛି। ଏବେ ଏହି ଫିଲ୍ମଟି ଓଟିଟିରେ ରିଲିଜ୍‌ ହେବାକୁ…

ଚଳଚ୍ଚିତ୍ର ମାଇଣ୍ଡଗେମ ୪ ଭାଷାରେ ନିର୍ମିତ: ଅଭିନେତା ମନୋଜ ମିଶ୍ର

ରାଉରକେଲା,୧୨।୧୦ (ବିପ୍ଳବରଞ୍ଜନ ଦାଶ): ଓଡିଆ, ସମ୍ବଲପୁରୀ, ହିନ୍ଦୀ ଓ ତେଲଗୁ ଭାଷାରେ ନିର୍ମିତ ବଲାଙ୍ଗିର ପାଟଣାଗଡ ପାର୍ସଲ ବୋମା ବିସ୍ପୋରଣ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ମାଇଣ୍ଡଗେମ ବିଷୟରେ ସବିଶେଷ ସୂଚନା ଦେଇଛନ୍ତି ଅଭିନେତା ମନୋଜ ମିଶ୍ର। ବୁଧବାର ରାଉରକେଲା କ୍ଲବଠାରେ…

ପୁଅ ଜୁନୈଦଙ୍କୁ ଡରନ୍ତି ଆମିର

ବମ୍ବେ: ପୁଅଙ୍କୁ ଡରନ୍ତି ବଲିଉଡର ପରଫେକ୍ସନାଲିଷ୍ଟ ଆମିର ଖାନ୍‌। ପ୍ରଥମ ପତ୍ନୀ ରୀନାଙ୍କଠାରୁ ଜନ୍ମିତ ପୁଅ ଜୁନୈଦ ଖାନ୍‌ ଏବଂ ଝିଅ ଇରା ଖାନ୍‌ଙ୍କୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ସେ। ହେଲେ ଏବେ ସେ ପୁଅଙ୍କୁ ତାଙ୍କର ସବୁଠାରୁ ବଡ଼…

ଜନ୍ମଦିନରେ ବିଗ୍‌ ବି’ଙ୍କୁ ସର୍‌ପ୍ରାଇଜ୍‌

ବିଗ୍‌ ବି ଅମିତାଭ ବଚ୍ଚନ ତାଙ୍କ ଜନ୍ମଦିନକୁ ନେଇ ବେଶ୍‌ ଖୁସି ଅଛନ୍ତି। ପରିବାର, ବନ୍ଧୁଙ୍କଠାରୁ ଆରମ୍ଭ କରି ପ୍ରଶଂସକ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ଏହି ସମୟ ମଧ୍ୟରେ ତାଙ୍କର ଆଗାମୀ ଫିଲ୍ମ ପ୍ରୋଜେକ୍ଟ କେ’ ର ଟିମ୍‌…

ବିମାନବନ୍ଦରରେ ଯାଞ୍ଚ ସମୟରେ ଦିଶା ପାଟାନିଙ୍କୁ ଅଟକାଗଲା,ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…

ମୁମ୍ବାଇ : ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଦିଶା ପଟାନି ପ୍ରାୟତଃ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ବିଷୟରେ ଲାଇମଲାଇଟର ଏକ ଅଂଶ ହୋଇ ରହିଥାନ୍ତି । ଏବେ ଦିଶା ପାଟାନିଙ୍କ ଏକ ନୂତନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ଅମିତାଭ ବଚ୍ଚନଙ୍କ ପାଖରେ ରହିଛି ୩୫କୋଟି ଟଙ୍କାର ସୁନା-ରୁପା ଅଳଙ୍କାର, ଜାଣନ୍ତୁ କେତେ ରହିଛି ବ୍ୟାଙ୍କ ବାଲାନ୍ସ

ନୂଆଦିଲ୍ଲୀ,୧୧।୧୦: ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ ଆଜି ୮୧ ବର୍ଷ ବୟସ ପର୍ଦାପଣ କରିଛନ୍ତି। ପ୍ରଶଂସକଙ୍କୁ ହିଟ୍‌ରୁ ହିଟ୍‌ ଫିଲ୍ମ ଦେଇଥିବା ବିଗ୍‌ ବି ଅଳଙ୍କାରକୁ ମଧ୍ୟ ବହୁତ ଭଲ ପାଆନ୍ତି ବୋଲି ଆପଣମାନଙ୍କ ମଧ୍ୟରୁ କମ୍‌ ଜାଣିଥିବେ। ଜାଣି ଆଶ୍ଚର୍ଯ୍ୟ…

‘ମିଶନ ରାନିଗଞ୍ଜ’ ପାଇଁ ଖୁସି ଅଛନ୍ତି ଅକ୍ଷୟ

ଅଭିନେତା ଅକ୍ଷୟ କୁମାର ତାଙ୍କର ଶେଷ ରିଲିଜ ଫିଲ୍ମ ‘ମିଶନ ରାନିଗଞ୍ଜ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ବକ୍ସ ଅଫିସରେ ଚମତ୍କାର କରିବାରେ ଫିଲ୍ମଟି ପ୍ରଭାବହୀନ ମନେହୁଏ। ଏହାକୁ ନେଇ ଅକ୍ଷୟଙ୍କୁ ଟ୍ରୋଲ କରାଯାଉଛି। ଏସବୁ ଭିତରେ ଖିଲାଡି କୁମାର ‘ମିଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?