ମନୋରଞ୍ଜନ

ସାଉଥ ସୁପରଷ୍ଟାରଙ୍କ ସହ ରୋମାନ୍ସ କରିବେ ଐଶ୍ୱର୍ଯ୍ୟା!

ମୁମ୍ବାଇ: ବଲିଉଡର ବେଶ ପରିଚିତ ଚେହେରା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ସିଲଭର ସ୍କ୍ରିନରେ ଦେଖିବାକୁ ତାଙ୍କ ପ୍ରଶଂସକମାନେ ବଡ ଉତ୍ସାହର ସହ ଅପେକ୍ଷା ରଖିଥାଆନ୍ତି। ପ୍ରାୟ ସବୁ ଷ୍ଟାରଙ୍କ ସହ ଐଶ୍ୱର୍ଯ୍ୟାଙ୍କ ଯୋଡିକୁ ଦର୍ଶକେ ପସନ୍ଦ କରିଥାଆନ୍ତି। ଏବେ ଅନୁମାନ କରାଯାଉଛି…

ସ୍ବାମୀ ବିରାଟଙ୍କ ସହ ଦୀପାବଳି ପାଳନ କରିବାକୁ ବେଙ୍ଗାଲୁରୁରେ ପହଞ୍ଚିଲେ ଅନୁଷ୍କା

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ବଲିଉଡର ଚର୍ଚ୍ଚିତ ପ୍ରେମୀ ଯୁଗଳଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ବର୍ତ୍ତମାନ ବିରାଟ କୋହଲି ବିଶ୍ୱକପ ୨୦୨୩ ରେ ବହୁତ ବ୍ୟସ୍ତ ଅଛନ୍ତି। ନିକଟରେ କ୍ରିକେଟର ତାଙ୍କର ୩୫ ତମ ଜନ୍ମଦିନ ପାଳନ…

‘ଭାଇରାଲ ଭିଡିଓ ଖୁବ୍‌ କଷ୍ଟ ଦେଇଛି’

ମୁମ୍ବାଇ: ନିକଟରେ ଭାଇରାଲ ହେଉଥିବା ସାଉଥ୍‌ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପ୍‌ଫେକ୍‌ ଭିଡିଓ ନେଇ ସେ ପ୍ରତିକ୍ରିୟା ରଖିଛନ୍ତି। ସେ ଏଥିନେଇ ଦୁଃଖପ୍ରକାଶ କରିବା ସହ ଟେକ୍ନୋଲୋଜିର ଭୁଲ୍‌ ବ୍ୟବହାର ଉପରେ ଚିନ୍ତା ପ୍ରକଟ କରିଛନ୍ତି। ଏଥିସହ ତାଙ୍କୁ ସମର୍ଥନ କରିଥିବା…

ଭିଡିଓ ଭାଇରାଲ ପରେ ଏପରି କହିଲେ ରଶ୍ମିକା ମନ୍ଦାନା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପ୍‌ଫେକ୍‌ ଭିଡିଓ ଭାଇରାଲ ହେଉଛି । ଯାହାକୁ ନେଇ ସବୁଠି ଚର୍ଚ୍ଚା ଯୋର ଧରୁଛି। ତେବେ ଏହି ଘଟଣାକୁ ନେଇ ଅଭିନେତ୍ରୀ ରଶ୍ମିକା ଦୁଃଖ ପ୍ରକାଶ କରିଛନ୍ତି। ସେ ଏକ୍ସ ଜରିଆରେ ସାଧାରଣରେ…

ଝିଅର ପ୍ରଥମ ଝଲକ୍‌ ଦେଖାଇଲେ ଆଲିଆ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁରଙ୍କ ଝିଅ ରାହା ବର୍ଷକର ହୋଇଛନ୍ତି। ଏହି ଅବସରରେ ଆଲିଆ ପ୍ରଶଂସକଙ୍କୁ ଝିଅର ପ୍ରଥମ ଝଲକ୍‌ ଦେଖାଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ରାହାଙ୍କ କିଛି ଫଟୋ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି ଆଲିଆ। ପ୍ରଥମ…

ବକ୍ସ ଅଫିସ୍‌ରେ କ୍ରାସ୍‌ ହେଲା କଙ୍ଗନାଙ୍କ ‘ତେଜସ୍‌’

ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଫିଲ୍ମ ‘ତେଜସ’ ବକ୍ସ ଅଫିସ୍‌ରେ ସୁପର ଫ୍ଲପ୍‌ ସାବ୍ୟସ୍ତ ହୋଇଛି। ‘ତେଜସ’ ରିଲିଜ ହେବାର ୧୧ ଦିନ ବିତିଗଲାଣି କିନ୍ତୁ ଫିଲ୍ମଟି ୬ କୋଟି ଟଙ୍କା ମଧ୍ୟ ରୋଜଗାର କରିପାରି ନାହିଁ। ଫିଲ୍ମଟି ଏପର୍ଯ୍ୟନ୍ତ ମାତ୍ର ୫.୯…

ବର୍ଷକର ହେଲେ ରାହା

ମୁମ୍ବାଇ: ଆଲିଆ ଭଟ୍ଟ ଏବଂ ରଣବୀର କପୁର ହେଉଛନ୍ତି ବଲିଉଡର ମୋଷ୍ଟ ଲଭ୍ଡ କପଲ। ସୋମାବର ଏହି ଦମ୍ପତିଙ୍କ ପାଇଁ ଏକ ବିଶେଷ ଦିନ। କଥାହେଲା ଆଲିଆ ଏବଂ ରଣବୀର କପୁରଙ୍କ ରାଜକୁମାରୀ ରାହାଙ୍କୁ ଆଜି ଏକ ବର୍ଷ ବୟସ ହୋଇଛି।…

ଦିପାବଳୀ ପାଳନ କରନ୍ତି ନାହିଁ ପ୍ରିୟଙ୍କା

ମୁମ୍ବାଇ: ଗ୍ଲୋବାଲ ଆକ୍ଟ୍ରେସ୍‌ ପ୍ରିୟଙ୍କା ଚୋପ୍ରା ଜୋନାସ ତାଙ୍କ ପିତା ଅଶୋକ ଚୋପ୍ରାଙ୍କ ସହ ଏକ ସ୍ବତନ୍ତ୍ର ବଣ୍ଡିଂ ଶେୟାର କରିଛନ୍ତି। ଯେତେବେଳେ ସେ ୨୦୧୩ରେ ପ୍ରିୟଙ୍କାଙ୍କ ପିତା ଅଶୋକ ଚୋପ୍ରାଙ୍କର କ୍ୟାନସରରେ ମୃତ୍ୟୁ ହୋଇଥିଲା। ଏହି ସମୟରେ ପିସି ବେଶ…

ରଶ୍ମିକାଙ୍କ ଫଟୋ ଭାଇରାଲ ପରେ ଆଇନଗତ ଆକ୍ସନ ନେବାକୁ କହିଲେ ଅମିତାଭ

ମୁମ୍ବାଇ: ସେଲିବ୍ରିଟିଙ୍କ ଫଟୋ ପ୍ରତିଦିନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏବେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଏକ ଭିଡିଓ ଲିକ୍‌ ହେବା ପରେ ତାଙ୍କ ପ୍ରଶଂସକମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। କେବଳ ଏତିକି ନୁହେଁ, ମହାନ ନାୟକ ଅମିତାଭ ବଚ୍ଚନ…

ଶୁଭମନ-ସାରାଙ୍କ ମଧ୍ୟରେ ଡେଟିଂ ଖବରକୁ କନଫର୍ମ କଲେ ସାରା

କରଣ ଜୋହରଙ୍କ ଲୋକପ୍ରିୟ ଟକ ଶୋ କଫି ଓ୍ବିଥ୍‌ କରନ ସିଜନ ୮ ଆରମ୍ଭ ହୋଇଛି। ଏପର୍ଯ୍ୟନ୍ତ ଶୋ’ର ଦୁଇଟି ଏପିସୋଡ ପ୍ରସାରିତ ହୋଇଛି। ପ୍ରଶଂସକମାନେ ଏହାର ତୃତୀୟ ଏପିସୋଡକୁ ଅପେକ୍ଷା କରିଛନ୍ତି, ଯାହାର ପ୍ରୋମୋ ମଧ୍ୟ ପ୍ରକାଶ ପାଇଛି। କରଣଙ୍କ…

ଏ ସ୍ମଲ ଷ୍ଟେପ୍‌’ ଡକ୍ୟୁମେଣ୍ଟାରି ଜାତୀୟ ପୁରସ୍କାର ପାଇଁ ମନୋନୀତ

କୋରାପୁଟ,୬ା୧୧(ଅମିତାଭ ବେହେରା): ଜାତୀୟତୀୟ ସ୍ତରରେ ଏକ ପ୍ରତିଷ୍ଠିତ ଅନୁଷ୍ଠାନ ଦ୍ୱାରା ‘କମ୍ୟୁନିଟି ମିଡିଆ ଚାଲେଞ୍ଜ-୨୦୨୩’ ଶୀର୍ଷକରେ ଆୟୋଜିତ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ପ୍ରତିଯୋଗିତାରେ ଓଡିଆ ଝିଅ ଝରଣା କାଦ୍ରାକା ଅଂଶଗ୍ରହଣ କରି ଜାତୀୟ ସ୍ତରୀୟ ଦ୍ୱିତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଚଳିତ…

କମଲ ହାସନଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ସାଉଥ୍‌ ସୁପରଷ୍ଟାର କମଲ ହାସନ ଆଜି ୬୮ ବର୍ଷରେ ପଦାର୍ପଣ କରିଛନ୍ତି। ଏକାଧାରାରେ ଭାରତୀୟ ଅଭିନେତା, ନିର୍ଦ୍ଦେଶକ, ସ୍କ୍ରିନ ରାଇଟର୍‌, ଗାୟକ ତଥା ରାଜନେତା କମଲ ହାସନ ଅନେକ ସଫଳତା ହାସଲ କରିଛନ୍ତି। ସେ ଭାରତୀୟ ସିନେମାର ଅନ୍ୟତମ ପ୍ରସିଦ୍ଧ ଚେହେରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?