ମନୋରଞ୍ଜନ

ବଲିଉଡରେ ୨୦ ବର୍ଷ ପୂରଣ କଲେ କଟ୍ରିନା, ପ୍ରଶଂସାରେ ପୋତିଲେ ସ୍ବାମୀ

ବମ୍ବେ: ବଲିଉଡରେ ୨୦ ବର୍ଷ ପୂରଣ କରିଛନ୍ତି ଅଭିନେତ୍ରୀ କଟ୍ରିନା କୈଫ। ଜଣେ ହିନ୍ଦୀ କହି ପାରୁ ନ ଥିବା ଝିଅରୁ ପୋଖତ କଳାକାର ଭାବେ ତାଙ୍କର ଏହି ଯାତ୍ରା ବେଶ ପ୍ରେରଣାଦାୟୀ। ଏହି ବର୍ଷଗୁଡ଼ିକରେ ସେ ଭେଟି ଦେଇଛନ୍ତି ଗୋଟିଏରୁ…

ଅକ୍ଷୟ କୁମାରଙ୍କ ସହ ବ୍ରେକ୍‌ଅପ୍‌ ହେବାର କାରଣ କହିଲେ ରବୀନା

ମୁମ୍ବାଇ: ୯୦ ଦଶକରେ ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ରବୀନା ଟଣ୍ଡନ ସେମାନଙ୍କ ସମ୍ପର୍କକୁ ନେଇ ବେଶ୍‌ ଚର୍ଚ୍ଚାରେ ଥିଲେ। ସେ ଅନ୍‌ସ୍କ୍ରିନ୍‌ ହେଉ କି ଅଫ୍‌ସ୍କ୍ରିନ୍‌। ସବୁଠି ଦୁହିଁଙ୍କ ନାଁରେ ଖୁବ୍‌ ଚର୍ଚ୍ଚା ହେଉଥିଲା। ୯୦ ଦଶକରେ…

ଯବାନକୁ ନେଇ ଶାହରୁଖଙ୍କ ବଡ ଘୋଷଣା, ଗୋଟିଏ ଟିକେଟ୍‌ କିଣିଲେ ଗୋଟିଏ ମିଳିବ ମାଗଣା

ମୁମ୍ବାଇ: ଅଭିନେତା ଶାହାରୁଖ ଖାନଙ୍କ ଅଭିନୀତ ‘ଯବାନ’ ଦେଶ ତଥା ବିଦେଶରେ ରେକର୍ଡ ଭାଙ୍ଗୁଛି। ଏହି ଚଳଚ୍ଚିତ୍ର ଘରୋଇ ବକ୍ସ ଅଫିସରେ ୫୫୦ କୋଟିରୁ ଅଧିକ ଆୟ କରିଛି ଏବଂ ବର୍ତ୍ତମାନ ଏହା ୬୦୦ କୋଟି ଟଙ୍କାର ମାର୍କ ଅତିକ୍ରମ କରିବାକୁ…

ସିଦ୍ଧାନ୍ତଙ୍କୁ ଡେଟ କରୁଛନ୍ତି ନବ୍ୟା: ପ୍ରକାଶ କଲେ ନିଜ ବିବାହ ଯୋଜନା…

ମୁମ୍ବାଇ : ବିଗ ବି ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ନାତୁଣୀ ନବ୍ୟା ନନ୍ଦା ନଭେଲି ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖବରରେ ରହିଛନ୍ତି। ସେ ଖବର ପାଇଛନ୍ତି ଯେ ସେ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀଙ୍କୁ ଡେଟ କରୁଛନ୍ତି। ଉଭୟଙ୍କୁ…

ରଣବୀରଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ ଅଭିନେତା ରଣବୀର କପୁର ଆଜି ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ଇଣ୍ଡଷ୍ଟିରେ ସେ ଚକୋଲେଟ ବଏ ଭାବରେ ଜଣାଶୁଣା। ସେ ୨୦୦୭ରେ ଚଳଚ୍ଚିତ୍ର ‘ସାୱରିଆ’ ଜରିଆରେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେ ୧୭ ବର୍ଷ ଧରି ବଲିଉଡ ଇଣ୍ଡଷ୍ଟ୍ରିରେ…

ଜନ୍ମଦିନରେ ପ୍ରଶଂସକଙ୍କୁ ଉପହାର ଦେଲେ ରଣବୀର

ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ୍‌’ ଘୋଷଣା ହେବା ଦିନରୁ ଚର୍ଚ୍ଚାରେ ରହିଛି। ରଣବୀର ନିଜ ଜନ୍ମଦିନରେ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଏହି ବିଶେଷ ଦିନରେ ତାଙ୍କ ଅଭିନୀତ ଫିଲ୍ମ ‘ଆନିମଲ୍‌’ ଟିଜର ରିଲିଜ ହୋଇଛି। ଏହି ଫିଲ୍ମଟି ଆକ୍ସନ…

ମୁଁ ବଞ୍ଚିଛି, ମିଥ୍ୟା ଖବର କହିବା ବନ୍ଦ କର: ଜିଜ୍ଞାସା

ବମ୍ବେ: ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଜିଜ୍ଞାସା ସିଂହଙ୍କ ମୃତ୍ୟୁକୁ ନେଇ ପ୍ରସାରିତ ହୋଇଥିଲା ଖବର। ୟୁଟ୍ୟୁବ୍‌ରେ ଏନେଇ ଏକାଧିକ ଭିଡିଓ ଭାଇରାଲ ହୋଇଥିଲା। ସେଥିରେ କାର୍‌ ଦୁର୍ଘଟଣାରେ ଜିଜ୍ଞାସାଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଇଥିଲା। ଘଟଣାକୁ ନେଇ ଅଭିନେତ୍ରୀଙ୍କ ପ୍ରଶଂସକ…

ବଡ଼ ପରଦାରେ ନିଜ ଭଉଣୀଙ୍କୁ କଡ଼ା ଟକ୍କର ଦେବେ କ୍ରିତି

ବମ୍ବେ: ଫିଲ୍ମ ‘ମିମି’ ଜାତୀୟ ପୁରସ୍କାର ଜିତିବା ପରେ ଅଭିନେତ୍ରୀ କ୍ରିତି ସାନନ୍‌ଙ୍କ ଖୁସି କହିଲେ ନ ସରେ। ଏହାପରେ ତାଙ୍କ ହାତରେ ଗୋଟିଏ ପରେ ଗୋଟିଏ ଫିଲ୍ମ। ଆସନ୍ତା ମାସରେ ମଧ୍ୟ ଅଭିନେତା ଟାଇଗର ଶ୍ରଫଙ୍କ ସହ ତାଙ୍କ ଫିଲ୍ମ…

ବିବାହ ଲେହେଙ୍ଗାରେ ଏପରି କାରୁକାର୍ଯ୍ୟ କରି ଜେଜେମାଆଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପରିଣୀତି

ମୁମ୍ବାଇ: ପରିଣୀତି ଓ ରାଘବ ଚଢାଙ୍କ ବିବାହ ଧୁମଧାମରେ ଶେଷ ହୋଇଛି। ତେବେ ମ୍ୟାରେଜରେ ପରିଙ୍କର ଲେହେଙ୍ଗାକୁ ଫ୍ୟାନ୍ସ ବହୁତ ପସନ୍ଦ କରିଛନ୍ତି। ଅଫ ହ୍ବାଇଟ ରଙ୍ଗର ଏହି ଲେହେଙ୍ଗାକୁ ମନୀଷ ମାଲହୋତ୍ରା ଡିଜାଇନ କରିଛନ୍ତି। ପରିଙ୍କ ଏହି ଲେହେଙ୍ଗାରେ ତାଙ୍କ…

ଟାଇଗର-୩ର ଟିଜର ଶେୟାର କଲେ ସଲମାନ…

ମୁମ୍ବାଇ : ସଲମାନ ଖାନଙ୍କ ଫିଲ୍ମ ଟାଇଗର -୩ ସମ୍ପ୍ରତି ହେଡଲାଇନରେ ଅଛି। ଫିଲ୍ମର ଟିଜର ରିଲିଜ ହୋଇଛି। ଏହି ଟିଜର ରିଲିଜ ହେବା ମାତ୍ରେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ଆରମ୍ଭ କରିଛି। ଟାଇଗର-୩ର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟାଇଗର…

ଫ୍ଲପ୍‌ ସତ୍ତ୍ୱେ ବିଳାସମୟ ଜୀବନଯାପନ କରୁଛନ୍ତି ବଲିଉଡ୍‌ର ଏସବୁ ଅଭିନେତ୍ରୀ, କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ

ବମ୍ବେ: ସିନେମାଜଗତରେ ମିଳିଛି ଫ୍ଲପ୍‌ ଅଭିନେତ୍ରୀର ଟ୍ୟାଗ୍‌, ହେଲେ ବି ବିଳାସମୟ ଜୀବନଯାପନ କରନ୍ତି ବଲିଉଡର ଅନେକ ଅଭିନେତ୍ରୀ। ଏହି ତାଲିକାର ପ୍ରଥମରେ ରହିଛନ୍ତି ଖିଲାଡି କିଙ୍ଗ ଅକ୍ଷୟ କୁମାରଙ୍କ ପତ୍ନୀ ତଥା ଅଭିନେତ୍ରୀ ଟ୍ବିଙ୍କିଲ ଖନ୍ନା। ସେ ନିଜ କ୍ୟାରିୟରରେ…

ମାଲାୟାଲମ ଚଳଚ୍ଚିତ୍ର ‘୨୦୧୮’କୁ ମିଳିଲା ଓସ୍କାର ଏଣ୍ଟ୍ରି

ଓସ୍କାର ପୁରସ୍କାର ୨୦୨୪ ପାଇଁ ମାଲାୟାଲମ ଚଳଚ୍ଚିତ୍ର ‘୨୦୧୮ ଏଭ୍‌ରିଓ୍ବାନ୍‌ ଇଜ୍‌ ଏ ହିରୋ’ ଭାରତ ପକ୍ଷରୁ ଅଫିସିଆଲ ଏଣ୍ଟ୍ରି କରିଛି। ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ ଏହା ଘୋଷଣା କରିଛି। ଏହି ଚଳଚ୍ଚିତ୍ର କେରଳରେ ବନ୍ୟା ପରିସ୍ଥିତି ସହ ଜଡିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?