କ୍ରିକେଟ ମ୍ୟାଚ ଦେଖିବା ବେଳେ ଏମିତି କଲେ ବରୁଣ, କମେଣ୍ଟ କରିବାକୁ ବାଧ୍ୟ ହେଲେ ତମନ୍ନା
ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧୱନ ଇଣ୍ଡଷ୍ଟ୍ରିର ଆଗଧାଡିର ଅଭିନେତାମାନଙ୍କ ମଧ୍ୟରୁ ଜଣେ। ନିଜକୁ ଫିଟ ରଖିବା ପାଇଁ ସେ କଠିନ ପରିଶ୍ରମ କରନ୍ତି। ତେବେ ସନଡେ ହେଉଛି ଅଭିନେତାଙ୍କ ପାଇଁ ବିଶ୍ରାମ ଦିନ। ଏପରି ସମୟରେ ଅଭିନେତା ରବିବାର ଅର୍ଥାତ୍…
କୋହଲିଙ୍କ ସଫଳତା ଦେଖି ଖୁସିରେ ଝୁମିଲେ ଅନୁଷ୍କା: ଲେଖିଦେଲେ ଏମିତି କଥା
କୋଲକାତା,୫।୧୧: ଭାରତୀୟ କ୍ରିକେଟର୍ ଆଜି ୩୫ତମ ଜନ୍ମଦିନ ପାଳନ କରୁଛନ୍ତି। ନିଜ ଜନ୍ମଦିନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ରେ ଶତକ ହାସଲ କରିଛନ୍ତି। ଏହା ସହ ସେ ଦିନିକିଆରେ ସଚିନ ତେନ୍ଦୁଲକରଙ୍କ ୪୯ ତମ ଶତକର ସମକକ୍ଷ ହୋଇଛନ୍ତି। ବିରାଟ ନିଜ…
ଏହି କ୍ରିକେଟରଙ୍କ ବାୟୋପିକରେ କାମ କରିବାକୁ ଚାହୁଁଛନ୍ତି ଭିକ୍କି କୌଶଲ
ମୁମ୍ବାଇ: କ୍ରିକେଟ ବିଶ୍ୱକପରେ ଭାରତ ଚମତ୍କାର ପ୍ରଦର୍ଶନ କରୁଛି। ରବିବାର କୋଲକାତାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ସମୟରେ ବଲିଉଡ ଅଭିନେତା ଭିକ୍କି କୌଶଲଙ୍କୁ କମେଣ୍ଟ୍ରି ବକ୍ସରେ ଦେଖିବାକୁ ମିଳିଥିଲା। ଏହି ସମୟରେ ସେ କ୍ରିକେଟ ବିଷୟରେ କହିଥିଲେ। ଯେତେବେଳେ କମେଣ୍ଟେଟର…
ଅନୁଷ୍କାଙ୍କ ପୂର୍ବରୁ ଏସବୁ ସୁନ୍ଦରୀଙ୍କ ପ୍ରେମରେ ପଡ଼ିଥିଲେ ବିରାଟ କୋହଲି, ତାଲିକା ବେଶ ଲମ୍ବା…
ଏକାଧିକ ସୁନ୍ଦରୀଙ୍କୁ ଡେଟ୍ କରିବା ପରେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଜୀବନସାଥୀ ଭାବେ ବାଛିଥିଲେ ବିରାଟ କୋହଲି। ଏବେ ଦୁହେଁ ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି। କୋହଲି କନ୍ୟା ସନ୍ତାନର ପିତା ଥିବା ବେଳେ ଏବେ ଅନୁଷ୍କା ଦ୍ୱିତୀୟ ଥର…
ନିଜଠାରୁ ୧୦ ବର୍ଷର ସାନ ବାନ୍ଧବୀ ଲୀନାଙ୍କୁ ବିବାହ କରିବେ ରଣଦୀପ ହୁଡା!
ମୁମ୍ବାଇ: ବଲିଉଡ ଅଭିନେତା ରଣଦୀପ ହୁଡା ବିବାହ କରିବାକୁ ଯାଉଛନ୍ତି। ଦୀର୍ଘ ସମୟର ବାନ୍ଧବୀ ଲିନ୍ ଲୈଶ୍ରାମଙ୍କ ସହ ଖୁବଶୀଘ୍ର ବିବାହ କରିବେ ବୋଲି ଆଲୋଚନା ଜୋର ଧରିଛି। ମିଡିଆ ରିପୋର୍ଟ ଅନୁଯାୟୀ ଚଳିତ ମାସ ଶେଷରେ ରଣଦୀପ ବିବାହ କରିବେ।…
ବିରାଟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅନୁଷ୍କା
ମୁମ୍ବାଇ: ‘କ୍ରିକେଟ ମେଶିନ’ କୁହାଯାଉଥିବା ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଚମତ୍କାର ବ୍ୟାଟିଂକୁ ସମସ୍ତେ ଦେଖିଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ବିରାଟ ଥରେ ଜଣେ କ୍ରିକେଟରଙ୍କୁ ଜିରୋ ବଲ୍ରେ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିଦେଇଥିଲେ। ବିରାଟଙ୍କ ୩୫ତମ ଜନ୍ମଦିନରେ ଅଭିନେତ୍ରୀ…
ସଲମାନ କହିଲେ ମୋର ୫ ଗର୍ଲଫ୍ରେଣ୍ଡ, ମୁଁ କିନ୍ତୁ ବ୍ୟାଚଲର
ମୁମ୍ବାଇ: ବଲିଉଡ୍ର ମୋଷ୍ଟ ବ୍ୟାଚଲର ସଲମାନ ଆଜି ବି ଚର୍ଚ୍ଚାରେ। ବିବାହ ବୟସ ଅତିକ୍ରମ କରିସାରିଥିଲେ ମଧ୍ୟ ସେ ବିବାହର ନା ଧରୁନାହାନ୍ତି। ମାତ୍ର ତାଙ୍କର ଗର୍ଲଫ୍ରେଣ୍ଡ ଅଛନ୍ତି ବୋଲି ସଲମାନ ଏକଥା କହିଛନ୍ତି। ସେ କହିଛନ୍ତି, ଜଣେ କି ଦୁଇଜଣ…
ଏଲ୍ଭିଶଙ୍କୁ ପଚରାଉଚରା ପରେ ଛାଡ଼ିଲା ପୋଲିସ
ଜୟପୁର,୪ା୧୧: ୟୁଟ୍ୟୁବର ତଥା ବିଗ୍ବସ୍ ସିଜନ-୨ ବିଜେତା ଏଲ୍ଭିଶ ଯାଦବଙ୍କୁ ରାଜସ୍ଥାନର କୋଟା ପୋଲିସ ପଚରାଉଚରା କରିବା ପରେ ଛାଡ଼ିଦେଇଛି। ପୋଲିସ କହିଛି, ଗାଡ଼ି ଯାଞ୍ଚ ବେଳେ ଏଲ୍ଭିଶଙ୍କୁ ପଚରାଉଚରା କରାଯାଇଥିଲା। ଏଲ୍ଭିଶଙ୍କ ବିଷୟରେ ଜାଣିବାକୁ ମିଳିଥିଲା ଯେ, ନୋଏଡାଠାରେ ତାଙ୍କ…
ତୃତୀୟ ଥର ଲାଗି ବିବାହ ବନ୍ଧନରେ ଅଲି
ବମ୍ବେ: ତୃତୀୟ ଥର ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଅଭିନେତା ଅଲି ମର୍ଚାଣ୍ଟ। ଦୀର୍ଘଦିନର ପ୍ରେମିକା ଅଦଲିବ୍ ଜୈଦିଙ୍କ ହାତ ଧରିଛନ୍ତି ସେ। ଲକ୍ଷ୍ନୌରେ ବିବାହ ଅନୁଷ୍ଠିତ ହୋଇଥିଲା। ଏହି ବିବାହରେ ପରିବାର ଏବଂ ବନ୍ଧୁମାନେ ସାମିଲ ହୋଇଥିଲେ। ଏବେ…
କେବେ ବାନ୍ଧିଥିଲେ ରାଖୀ, ଏବେ ଆଦିଲଙ୍କୁ ଡେଟ୍ କରୁଛନ୍ତି ଶର୍ଲିନ
ବମ୍ବେ: କେବେ ବାନ୍ଧିଥିଲେ ରାଖୀ,ଏବେ କରୁଛନ୍ତି ଡେଟିଂ। ଆମେ କହୁଛୁ ବୋଲ୍ଡନେସକୁ ନେଇ ଚର୍ଚ୍ଚାରେ ରହୁଥିବା ଶର୍ଲିନ ଚୋପ୍ରାଙ୍କ ବିଷୟରେ। ଏକଦା ସେ ଡ୍ରାମା କୁଇନ୍ ରାଖୀ ସାଓ୍ବନ୍ତଙ୍କ ପୂର୍ବ ସ୍ବାମୀ ଆଦିଲ ଖାନ ଦୁରାନୀଙ୍କୁ ରାଖୀ ବାନ୍ଧିଥିବା ବେଳେ ଏବେ…
ମାତ୍ର ୩୭ ବର୍ଷ ବୟସରେ ଏହି ଅଭିନେତ୍ରୀଙ୍କ ପରଲୋକ
ଢାକା: ବାଂଲାଦେଶ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ଆସିଛି। ବାଂଲାଦେଶୀ ଅଭିନେତ୍ରୀ ହୁମାଇରା ହିମୁଙ୍କର ମାତ୍ର ୩୭ବର୍ଷ ବୟସରେ ଦେହାନ୍ତ ହୋଇଛି। ଖବର ଅନୁଯାୟୀ, ଅଭିନେତ୍ରୀ ମଙ୍ଗଳବାର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଖବର ଅନୁଯାୟୀ, ହୁମାଇରା ହିମୁଙ୍କ ସ୍ବାସ୍ଥ୍ୟ…
ଆମିରଙ୍କ ଝିଅ ଇରାଙ୍କ ପ୍ରି ଓ୍ବେଡିଂ ଫଙ୍କସନ ଆରମ୍ଭ
ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କ ଝିଅ ଇରା ଖାଁ ଖୁବ ଶୀଘ୍ର ତାଙ୍କ ପ୍ରେମିକ ନୁପୁର ଶିଖରେଙ୍କୁ ବିବାହ କରିବାକୁ ଯାଉଛନ୍ତି। ଆସନ୍ତା ବର୍ଷ ଏହି ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏବେ ଇରାଙ୍କ ପ୍ରି…

