ମନୋରଞ୍ଜନ

ଜନ୍ମଦିନରେ ପ୍ରଶଂସକଙ୍କୁ ସରପ୍ରାଇଜ୍‌ ଦେଲେ ଶାହରୁଖ

ବଲିଉଡ୍‌ ଶାହାରୁଖ ଖାନ ଆଜି ୫୮ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଦିନରେ ସେ ପ୍ରଶଂସକଙ୍କୁ ଏକ ବଡ଼ ସରପ୍ରାଇଜ୍‌ ଦେଇଛନ୍ତି। ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରିବା ପରେ ଶେଷରେ ଶାହାରୁଖଙ୍କ ଜନ୍ମଦିନରେ ‘ଜୱାନ’ ଓଟିଟିରେ ମୁକ୍ତିଲାଭ କରିଛି।…

ପ୍ରଥମ କରଓ୍ବାଚୌଥ ପାଳିଲେ ପରିଣୀତି-ରାଘବ

ବମ୍ବେ: ବିବାହ ପରେ ପ୍ରଥମ ‘କରଓ୍ବା ଚୌଥ’ ପାଳନ କରିଛନ୍ତି ବଲିଉଡର ନବ ବିବାହିତ ଯୋଡ଼ି ପରିଣୀତି ଚୋପ୍ରା-ରାଘବ ଚଢ୍ଢା। ଏହି ସ୍ବତନ୍ତ୍ର ଦିନ ଲାଗି ଲାଲ ରଙ୍ଗର ଡ୍ରେସ୍‌କୁ ପରିଣୀତି ବାଛିଥିବା ବେଳେ ରାଘବ ପିନ୍ଧିଥିଲେ ହଳଦିଆ ରଙ୍ଗର କୁର୍ତ୍ତା।…

ହାର୍ଟଆଟାକ୍‌ରେ ଅଭିନେତ୍ରୀଙ୍କ ପରଲୋକ, ଥିଲେ ୮ ମାସର ଗର୍ଭବତୀ

ମାଲାୟାଲମ ଇଣ୍ଡଷ୍ଟ୍ରିର ଜଣାଶୁଣା ଟିଭି ଅଭିନେତ୍ରୀ ଡା. ପ୍ରିୟାଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୩୫ ବର୍ଷ ବୟସ ହୋଇଥିଲା। ହାର୍ଟଆଟାକ୍‌ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା। ପ୍ରିୟା ଆଠ ମାସର ଗର୍ଭବତୀ ଥିଲେ। ଏଭଳି ପରିସ୍ଥିତିରେ ତାଙ୍କ ପରିବାର ଏହି…

ଅନୁଷ୍କାଙ୍କ ହାତ ଧରିବେ ପ୍ରଭାସ ! ବିବାହ ଲାଗି ପରିବାର ଦେଲା ଗ୍ରୀନ୍‌ ସିଗ୍‌ନାଲ…

ହାଇଦ୍ରାବାଦ: ପୁଣି ଅନୁଷ୍କା ସେଟ୍ଟୀଙ୍କୁ ନେଇ ଚର୍ଚ୍ଚାରେ ବାହୁବଲୀ ଷ୍ଟାର ପ୍ରଭାସ। ଏକାଧିକ ଥର ଡେଟିଂ ଖବରକୁ ଦୁହେଁ ଖଣ୍ଡନ କରିଆସୁଛନ୍ତି। ହେଲେ ଉଭୟଙ୍କ ପରିବାର ସେମାନଙ୍କୁ ମିଶାଇବାକୁ ଯୋଜନା କରିସାରିଥିବା ସୂଚନା ମିଳିଛି। କହିବାକୁ ଗଲେ ଅନୁଷ୍କାଙ୍କ ସହ ତାଙ୍କ…

ଖାସ୍‌ ଅନ୍ଦାଜ୍‌ରେ ଗର୍ଲଫ୍ରେଣ୍ଡଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ହ୍ରିତିକ୍‌

ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଫାଇଟର୍‌’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଅଭିନେତାଙ୍କୁ ପୁଣି ଥରେ ପରଦାରେ ଦେଖିବାକୁ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି। ଏସବୁ ମଧ୍ୟରେ ଅଭିନେତା ଆଜି ତାଙ୍କ ଲେଡି ଲଭ୍‌ ସବା ଆଜାଦଙ୍କ ଜନ୍ମଦିନ…

ଦୀପାବଳିରେ ଧମାକା କରିବାକୁ ଆସୁଛି ଟାଇଗର-୩, ଏହି ଦିନଠୁ ଆରମ୍ଭ ହେବ ଆଡଭାନ୍ସ ବୁକିଂ

ମୁମ୍ବାଇ: ଦୀର୍ଘ ଦିନ ପରେ ସଲମାନ ଖାନ ବଡ ପରଦାରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ଦୀପାବଳି ଅବସରରେ ତାଙ୍କ ଫିଲ୍ମ ଟାଇଗର-୩ ରିଲିଜ ହେବାକୁ ଯାଉଛି। ଦୀପାବଳିରେ ଭାଇଜାନ ଏକ ଧମାକା ସୃଷ୍ଟି କରିବାକୁ ଯାଉଛନ୍ତି। ଫିଲ୍ମର ଆଡଭାନ୍ସ ବୁକିଂ ମଧ୍ୟ…

ଜନ୍ମଦିନରେ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିବେ କିଙ୍ଗ୍‌ଖାନ, ସାମିଲ ହେବେ ଏହି ସବୁ ସେଲିବ୍ରିଟି

ମୁମ୍ବାଇ: ବଲିଉଡର କିଙ୍ଗ୍‌ଖାନ ନଭେମ୍ବର ୨ରେ ତାଙ୍କର ୫୮ ତମ ଜନ୍ମଦିନ ପାଳନ କରିବେ। ଏହି ବର୍ଷ ଅଭିନେତାଙ୍କ କ୍ୟାରିୟର ପାଇଁ ବହୁତ ଭଲ ହୋଇଛି। ୨୦୨୩ରେ, ତାଙ୍କ ଚଳଚ୍ଚିତ୍ର ଗ୍ଲୋବାଲ ବକ୍ସ ଅଫିସରେ ୨୦୦୦ କୋଟି ଟଙ୍କା ବ୍ୟବସାୟ କରିଛି…

ଓଟିଟି ଡେବ୍ୟୁ କରିବେ ରଣବୀର କପୁରଙ୍କ ଭଉଣୀ ରିଦ୍ଧିମା

ବମ୍ବେ: ବଲିଉଡ୍‌ର ଲୋକପ୍ରିୟ ଅଭିନେତା ଋଷି କପୁର ଏବଂ ଅଭିନେତ୍ରୀ ନୀତୁ କପୁରଙ୍କ ଝିଅ ରିଦ୍ଧିମା କପୁର କରିବେ ଓଟିଟି ଡେବ୍ୟୁ। ଫିଲ୍ମଜଗତଠାରୁ ଦୂରରେ ରହୁଥିବା ରିଦ୍ଧିମା ଏବେ ‘ଫାବୁଲସ୍‌ ଲାଇଫ୍ସ ଅଫ୍‌ ବଲିଉଡ୍‌ ଓ୍ବାଇଫ୍ସ’ର ନୂଆ ସିଜନ୍‌ରେ ନଜର ଆସିବେ।…

‘ଆମେ ଏସବୁ କିଭଳି ହେବାକୁ ଦେଉଛେ’

ବମ୍ବେ: ପାଲେଷ୍ଟାଇନ ସଂଗଠନ ହମାସ ପକ୍ଷରୁ ଇସ୍ରାଏଲ ଉପରେ ଅଚାନକ ଆକ୍ରମଣ କରାଯାଇଥିଲା। ଏହାପରଠାରୁ ଉଭୟଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି, ଯାହାର ପରିଣାମସ୍ବରୂପ ଧ୍ୱଂସସ୍ତୁପରେ ପରିଣତ ହେଲାଣି ଗାଜା। ଏହାକୁ ନେଇ ଜାତିସଂଘଠାରୁ ଆରମ୍ଭ କରି ବିଶ୍ୱର ଅନେକ…

ମନୋଜଙ୍କ ପୋଲ୍ ଖୋଲିଲେ ପତ୍ନୀ ମାନା ମିଶ୍ର: କହିଲେ-‘ରାମ୍‌ ଫିଲ୍ମ ନ ଚାଲିବାରେ ଥାଇପାରେ ସ୍ୱାମୀଙ୍କ ସମ୍ପୃକ୍ତି’

ଭୁବନେଶ୍ୱର,୩୧।୧୦(ଶର୍ମିଷ୍ଠା ପାଣିଗ୍ରାହୀ)- ଓଲିଉଡରେ ଚାଲିଥିବା କଳି ଭିତରେ ଅଭିନେତା ମନୋଜ ମିଶ୍ରଙ୍କ ପତ୍ନୀ ମାନା ମିଶ୍ରଙ୍କ ସୋସିଆଲ ମିଡ଼ିଆ ମିଡିଆ ପୋଷ୍ଟ ଏବେ ଚର୍ଚ୍ଚାର ପରିସରକୁ ଆସିଛି । କଳିର ସମାଧାନ କରି ଶାନ୍ତିରେ କାମ କରିବାକୁ ପରାମର୍ଶ ଦେଇଛନ୍ତି ପତ୍ନୀ…

‘ମୁଁ ମଧ୍ୟ ଜଣେ କଂଗ୍ରେସ କର୍ମୀ’…ଭିଡିଓ ଭାଇରାଲ ପରେ କାର୍ତ୍ତିକ କହିଲେ ସତ…

ବମ୍ବେ: ଏକ ଭିଡିଓକୁ ନେଇ ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟନ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ। ପ୍ରସଙ୍ଗଟି ରାଜନୈତିକ ହୋଇଥିବାରୁ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲିଂର ଶିକାର ହେବାକୁ ପଡ଼ିଥିଲା। ହେଲେ ଏବେ ସେ ନିଜେ ସାମ୍ନାକୁ ଆସି ଏନେଇ ସଫେଇ…

କାହିଁକି ଲାଇମଲାଇଟରୁ ଦୂରେଇ ରୁହନ୍ତି ସନ୍ନି ଦଓ୍ବେଲଙ୍କ ପତ୍ନୀ ପୂଜା

ମୁମ୍ବାଇ: କରଣ ଜୋହରଙ୍କ ବହୁ ବିବାଦୀୟ ଟକ ସୋ ‘କଫି ଓ୍ବିଥ କରଣ’ର ସିଜିନ ୮ ଆରମ୍ଭ ହୋଇଛି। ପ୍ରଥମ ଏପିସୋଡରେ ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ଯୋଡି ଧମାଲ କରିଥିବାବେଳେ ସୋ’ର ଦ୍ୱିତୀୟ ଏପିସୋଡରେ ଦଓ୍ବେଲ ଭାଇ ଯଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?