ମନୋରଞ୍ଜନ

ଅଜୟ ଦେବଗନଙ୍କ ଫିଲ୍ମକୁ ବଡ଼ ସଫଳତା, ଏହି ଭାଷାରେ ରିମେକ୍‌ ହେବ ‘ଦୃଶ୍ୟମ’

ମୁମ୍ବାଇ: ଅଭିନେତା ଅଜୟ ଦେବଗନଙ୍କ ସୁପରହିଟ୍‌ ଫିଲ୍ମ ‘ଦୃଶ୍ୟମ’ ଆଉ ଏକ ବଡ଼ ସଫଳତା ପାଇଛି। ବର୍ତ୍ତମାନ ‘ଦୃଶ୍ୟମ’ ଫ୍ରାଞ୍ଚାଇଜ ଦେଶ ସହିତ ବିଦେଶରେ ପାଦ ରଖିବାକୁ ଯାଉଛି। ଖୁବ୍‌ଶୀଘ୍ର ଏହି ସର୍ବୋତ୍ତମ ଚଳଚ୍ଚିତ୍ର ଧାରାବାହିକ ଦକ୍ଷିଣ କୋରିଆରେ ରିମେକ୍‌...

କାନ୍ସରେ ଗ୍ଲାମରର ତଡକା ଲଗାଇଲେ ଡାୟନା

ମୁମ୍ବାଇ: ମେ’ ୧୬ରେ ଆରମ୍ଭ ହୋଇଛି ବିଶ୍ୱର ସବୁଠାରୁ ବଡ କାନ୍ସ ଫିଲ୍ମ ଫେଷ୍ଟିଭାଲ। ରେଡ କାର୍ପେଟରେ ହସିନାଙ୍କ ଜଲଓ୍ବ୍‌ା ଦେଖିବାକୁ ମିଳିଛି। ଏବେ ପର୍ଯ୍ୟନ୍ତ ସାରା ଅଲି ଖାଁ, ଉର୍ବଶି ରୌତେଲା, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ମୃଣାଳ...

ସାଉଥ ଅଭିନେତାଙ୍କ ସହ କାମ କରିବେ ଶ୍ରଦ୍ଧା କପୁର

ମୁମ୍ବାଇ: ବଲିଉଡର ଆଗାଧାଡିର ନାୟିକା ଶ୍ରଦ୍ଧା କପୁର ସବୁବେଳେ ତାଙ୍କ ଆକ୍ଟିଂକୁ ନେଇ ଥାଆନ୍ତି ଚର୍ଚ୍ଚାରେ। ଶ୍ରଦ୍ଧା ରବିବାର ତାଙ୍କ ଇନଷ୍ଟାଗ୍ରାମରେ ଏକ ଷ୍ଟୋରି ଶେୟାର କରିଛନ୍ତି। ଏହା କୌଣସି ମୁଭିର ଟିଜର ଭଳି ମନେ ହେଉଛି। ଭିଡିଓରେ ଶ୍ରଦ୍ଧା...

ଶୁଟିଂ ସାରି ଫେରୁଥିଲେ, ସଡ଼କ ଦୁର୍ଘଟଣାରେ ଅଭିନେତ୍ରୀଙ୍କ ଜୀବନ ଗଲା

କୋଲକାତା: ମନୋରଞ୍ଜନ ଜଗତରୁ ଏକ ଦୁଃଖଦ ଖବର ଆସିଛି। ବଙ୍ଗଳା ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ସୁଚନ୍ଦ୍ରା ଦାସଗୁପ୍ତା ଆଉ ଏ ଦୁନିଆରେ ନାହାନ୍ତି। ଶନିବାର ରାତିରେ ଏହି ଅଭିନେତ୍ରୀଙ୍କ ଦେହାନ୍ତ ହୋଇଛି। ଏକ ବାଇକ୍‌ ଦୁର୍ଘଟଣା ପରେ ସୁଚନ୍ଦ୍ରା...

ପ୍ରୀତି ବନ୍ଧନ

ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ଆଧାର କରି ପ୍ରସ୍ତୁତ ହୋଇଛି ନୂଆ ଓଡ଼ିଆ ସିନେମା ‘ପ୍ରୀତି ବନ୍ଧନ’। ଏହି ସିନେମାଟି ଚଳିତ ମାସ ୨୫ ତାରିଖରେ ପରଦା ଉପରକୁ ଆସିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।...

ପିତାଙ୍କ ଶେଷକୃତ୍ୟ ସମୟରେ ଟ୍ରୋଲ୍‌ ହେଲେ ଆୟୁଷ୍ମାନ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ଏବଂ ତାଙ୍କ ପରିବାର ଏକ କଷ୍ଟଦାୟକ ସମୟ ଦେଇ ଗତି କରୁଛନ୍ତି। ଶୁକ୍ରବାର ଅଭିନେତା ତାଙ୍କୁ ପିତାଙ୍କୁ ହରାଇଛନ୍ତି। ଆୟୁଷ୍ମାନଙ୍କ ପିତା ଦେଶର ଜଣେ ଜଣାଶୁଣା ଜ୍ୟୋତିଷ ଥିଲେ। ଆୟୁଷ୍ମାନ ଏବଂ ତାଙ୍କ...

ବଲିଉଡ୍‌ର ସଫଳ ନିର୍ଦ୍ଦେଶକଙ୍କୁ ଜାଣନ୍ତି, ଯିଏକି ଦର୍ଶକଙ୍କ ଭେଟି ଦେଇଛନ୍ତି ବ୍ଲକବଷ୍ଟର ଫିଲ୍ମ

ମୁମ୍ବାଇ: ଯେକୌଣସି ଫିଲ୍ମର ହୃଦୟ, ପ୍ରାଣ ଏବଂ ହୃଦ୍‌ସ୍ପନ୍ଦନ ହେଉଛନ୍ତି ନିର୍ଦ୍ଦେଶକ। ବଲିଉଡ୍‌ର କ୍ୟାରିୟରରେ ଅନେକ ନିର୍ଦ୍ଦେଶକ ଅନେକ ଫିଲ୍ମ କରିଛନ୍ତି। ମାତ୍ର ସେଥିରୁ କିଛି ନିର୍ଦ୍ଦେଶକ ଦର୍ଶକଙ୍କୁ ସୁପର ବ୍ଲକବଷ୍ଟର ଫିଲ୍ମ ଭେଟି ଦେଇ ନିଜେ ସୁପର ପାଲଟିଛନ୍ତି।...

‘ତାରକ ମେହେଟାକା ଉଲଟା ଚଷମା’ ଶୋ’ର ନିର୍ମାତାଙ୍କ ଉପରେ ପୁଣିଥରେ ଅଭିଯୋଗ ଆଣିଲେ ଆଉ ଜଣେ ଅଭିନେତ୍ରୀ, କହିଲେ ଦୟାବେନଙ୍କ ସହ ହୋଇଛି ର୍ଦୁବ୍ୟବହାର

ମୁମ୍ବାଇ: ଲୋକପ୍ରିୟ ସିରିୟଲ ‘ତାରକ ମେହେଟାକା ଉଲଟା ଚଷମା’ର ନିର୍ମାତାଙ୍କ ଉପରେ ବିବାଦ ଥମିବାର ନାଁ ନେଉନାହିଁ। ତେବେ କିଛିଦିନ ପୂର୍ବରୁ ସୋଡି ଭୂମିକାରେ ଥିବା ଜେନିଫର ମିଷ୍ଟ୍ରି ନିର୍ମାତା ଅସିତ ମୋଦିଙ୍କ ଉପରେ ଯୌନ ଉତ୍ପୀଡନର ଅଭିଯୋଗ ଆଣିଥିଲେ।...

୨୮ ବର୍ଷ ହେବ ସଲମାନଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି ଶେରା

ମୁମ୍ବାଇ: ସଲମାନ ଖାଁ। ବଲିଉଡର ଏହି ଭାଇଜାନ ତାଙ୍କ ଆଖପାଖର ଲୋକଙ୍କୁ କେତେ ଭଲ ପାଆନ୍ତି ତାହା ହୁଏତ ଅନେକେ ଜାଣିଥିବେ। ତାଙ୍କର ଏହି ନିଃସ୍ବାର୍ଥପର ଭଲପାଇବାରେ ଅନେକ ସଲମାନଙ୍କୁ ନିଜର କରିପାରିଛନ୍ତି। ସଲମାନ ବଲିଉଡରେ ଯେତିକି ଫେମସ ସମାନ...

୨୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ‘ଦ କେରଲା ଷ୍ଟୋରି’

ମୁମ୍ବାଇ: ବଲିଉଡର ବିବାଦୀୟ ମୁଭି ‘ଦ କେରଲା ଷ୍ଟୋରି’ ଏବେ ୨୦୦ କୋଟି କ୍ଲବରେ ସାମିଲ ହେବାକୁ ଆଉ ମାତ୍ର କିଛି ପାଦ ପଛରେ ରହିଛି। ଚଳିତ ବର୍ଷର କେତୋଟି ହାତଗଣତି ହିଟ ଫିଲ୍ମ ତାଲିକାରେ ସାମିଲ ହୋଇଛି ‘ଦ...

ମୁମ୍ବାଇରେ ୧୯ ମହଲା ବିଶିଷ୍ଟ ହୋଟେଲ ନିର୍ମାଣ କରିବେ ସଲମାନ

ମୁମ୍ବାଇ: ଗତ ୧୦୦ ବର୍ଷ ଧରି ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ସିନେମା ଇଣ୍ଡଷ୍ଟ୍ରିରେ ଏକରୁ ଅଧିକ କଳାକାର ଅଛନ୍ତି ଯିଏ ଲୋକଙ୍କ ହୃଦୟରେ ରାଜ କରୁଛନ୍ତି। ବଲିଉଡର ଭେଟେରାନ ତାରକାମାନେ ଦୀର୍ଘ ଦିନ ଧରି ମୁମ୍ବାଇରେ ଲକ୍ଷ ଲକ୍ଷ କୋଟି...

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପଶ୍ଚିମବଙ୍ଗରେ ସ୍କ୍ରିନିଂ ହେଉନାହିଁ ‘ଦ କେରଲା ଷ୍ଟୋରି’

କୋଲକାତା,୨୦।୫: ପଶ୍ଚିମବଙ୍ଗରେ ‘ ଦ କେରଲା ଷ୍ଟୋରି’ ସ୍କ୍ରିନିଂକୁ ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ ମଧ୍ୟ ବିବାଦୀୟ ଫିଲ୍ମକୁ ସ୍କ୍ରିନିଂ କରିବାକୁ କୌଣସି ସିନେମା ହଲ ରାଜି ହୋଉନାହାନ୍ତି। ନିକଟରେ ସାମ୍ପ୍ରଦାୟିକ ଅଶାନ୍ତି ଭୟରେ ରାଜ୍ୟ ସରକାର ଏହି ଚଳଚ୍ଚିତ୍ର ଉପରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri