ହାତରେ ଆଶାବାଡ଼ି ଧରି ନଜର ଆସିଲେ ହ୍ରିତିକ୍, ପ୍ରଶଂସକଙ୍କ ଚିନ୍ତା ବଢ଼ିଲା
ବମ୍ବେ: ବଲିଉଡ ଅଭିନେତା ହ୍ରିତିକ ରୋଶନ ଆହତ। ନିଜର ସୋସିଆଲ ଆକାଉଣ୍ଟରେ ହାତରେ ଆଶାବାଡ଼ି ଧରି ଏକ ଫଟୋ ଶେୟାର କରିବା ପରେ ପ୍ରଶଂସକଙ୍କ ଚିନ୍ତା ବଢ଼ିଛି। ଫଟୋରେ ଅଭିନେତା ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ୁଛି। ଏଣୁ ସାଥୀ କଳାକାରଙ୍କ…
୩୬ ବର୍ଷ ବୟସରେ ହାତକୁ ଦୁଇ ହାତ ହେବେ ଅଭିନେତା ହର୍ଷଦ, ସରିଲା ନିର୍ବନ୍ଧ
ବମ୍ବେ: ସରିଲା ନିର୍ବନ୍ଧ। ଖୁବ୍ଶୀଘ୍ର ପଡ଼ିବ ହାତଗଣ୍ଠି। ଆମେ କହୁଛୁ ଟେଲି ପରଦାର ଲୋକପ୍ରିୟ ଅଭିନେତା ହର୍ଷଦ ଚୋପ୍ରାଙ୍କ ବିଷୟରେ। ଧାରାବାହିକ ‘ବେଇନ୍ତହାଁ’ରେ ଉସ୍ମାନ୍ ଅବଦୁଲ୍ଲା ଭୂମିକାରେ ନଜର ଆସିଥିଲେ ଏହି ଅଭିନେତା। ଏବେ ସେ ନିଜର ପ୍ରେମିକା ମୁସ୍କାନ ରାଜପୁତଙ୍କ…
ବଢ଼ିଲା କଳାକାର ସହାୟତା ରାଶି, ମାସକୁ ୨୫୦୦ ଟଙ୍କା ସହାୟତା
ଭୁବନେଶ୍ଵର, ୧୪।୨: ଆମର ଲୋକକଳା ଆମର ଅସ୍ମିତା ଏବଂ କଳାକାର ମାନେ ଭାଷା, ସାହିତ୍ଯ ଓ ସଂସ୍କୃତିର ପ୍ରଚାର ପ୍ରସାରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । କଳାକାର ମାନଙ୍କ ହିତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି “ମୁଖ୍ୟମନ୍ତ୍ରୀ…
ପ୍ରଥମେ ଫିଲ୍ମ ନିର୍ଦ୍ଦେଶକଙ୍କ ଘରୁ ଚୋରି କଲେ, ପରେ ଭୁଲ ମାଗି ଫେରାଇ ଦେଇ ଗଲେ ସାମଗ୍ରୀ
ପ୍ରଥମେ ଘରୁ ଚୋରି ହେଲା, କିଛିଦିନ ପରେ ଚୋରମାନେ ଚୋରି କରିଥିବା କିଛି ସାମଗ୍ରୀକୁ ଫେରସ୍ତ କରିଲେ। ଏପରିକି ଏକ କ୍ଷମା ପ୍ରାର୍ଥନା ଚିଠି ଛାଡ଼ିଦେଇଗଲେ। କିଛି ଏଭଳି ଘଟଣା ମଦୁରାଇର ଉସିଲାମପଟ୍ଟୀରେ ରହୁଥିବା ଲୋକପ୍ରିୟ ତାମିଲ ଚଳଚ୍ଚିତ୍ର ନିର୍ଦ୍ଦେଶକ ମଣିକନ୍ଦମଙ୍କ…
ମହାଠକ ସୁକେଶଙ୍କ ବିରୋଧରେ କରିଥିବା ଅଭିଯୋଗକୁ ଉଠାଇନେଲେ ଜ୍ୟାକ୍ଲିନ୍
ବମ୍ବେ: ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ନାଡିସ୍ ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ପ୍ରେମିକା ଥିବା କୁହାଯାଏ। ଏନେଇ ଜଣାପଡ଼ିବା ପରଠାରୁ ଅଭିନେତ୍ରୀ ଚର୍ଚ୍ଚାରେ ରହି ଆସୁଛନ୍ତି। ସୁକେଶ ଲଗାତର ଭାବେ ଚିଠି ପଠାଇ ଧମକ…
ଭାଲେଣ୍ଟାଇନ୍ ଡେ’ରେ ଛାଡ଼ପତ୍ର ପ୍ରାପ୍ତ ଅଭିନେତାଙ୍କ ସହ ନଜର ଆସିଲେ ସାଇ ପଲ୍ଲବୀ, ଭିଡିଓ ଭାଇରାଲ…
ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ସାଇ ପଲ୍ଲବୀ ଜଣେ। ସେ ନିଜର ସୁନ୍ଦରତା ସହ ଜୀବନ୍ତ ଅଭିନୟକୁ ନେଇ ଜଣାଶୁଣା। ଏବେ ସେ ଏକାଧିକ ପ୍ରୋଜେକ୍ଟରେ କାମ କରୁଥିବା ବେଳେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଭ୍ୟାଲେଣ୍ଟାଇନ୍…
ପୁଣି ଏକାଠି ହେବେ କି ଲଭବାର୍ଡ! ଅମୀରଙ୍କୁ ନେଇ କହିଲେ ପୂର୍ବତନ ସ୍ତ୍ରୀ କିରଣ, ‘ଆମ ସମ୍ପର୍କ ସଚ୍ଚୋଟ’
ମୁମ୍ବାଇ: କିରଣ ରାଓ ବର୍ତ୍ତମାନ ତାଙ୍କ ଫିଲ୍ମ ଲାପତା ଲେଡିଜ ପାଇଁ ଚର୍ଚ୍ଚାରେ ଅଛନ୍ତି। କିରଣଙ୍କ ସହ ଅମୀର ଖାନ ମଧ୍ୟ ଏହି ଫିଲ୍ମ ନିର୍ମାଣ କରିଛନ୍ତି। ଫିଲ୍ମର ଟ୍ରେଲରକୁ ଦର୍ଶକମାନେ ଖୁବ୍ ପସନ୍ଦ କରିଛନ୍ତି । ତେବେ ନିକଟରେ ଫିଲ୍ମ…
ଭୂମିକାକୁ ଶାହରୁଖଙ୍କ ଖଣ୍ଡନ
ମୁମ୍ବାଇ,୧୪।୨:କାତାର ଜେଲରୁ ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀଙ୍କ ମୁକ୍ତି ପଛରେ ବଲିଉଡ୍ ଅଭିନେତା ଶାହରୁଖ ଖାନ୍ଙ୍କ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ପୂର୍ବରୁ ଗୁପ୍ତଚର ବୃତ୍ତି ଅଭିଯୋଗରେ ଫାଶୀଦଣ୍ଡାଦେଶ ପାଇଥିବା ଏହି ପ୍ରାକ୍ତନ ଅଫିସରମାନଙ୍କ ମଧ୍ୟରୁ ୭…
ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ବଡ଼ ପରିବର୍ତ୍ତନ: ଇନ୍ଦିରା, ନର୍ଗିସ୍ଙ୍କ ନାଁ ହଟାଇଦେଲେ
ନୂଆଦିଲ୍ଲୀ,୧୪।୨(ପି.ଟି.):ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଅନେକ ପରିବର୍ତ୍ତନ କରାଯାଇଛି। ଏଥିରେ ‘ସର୍ବଶ୍ରେଷ୍ଠ ନବାଗତ ଚଳଚ୍ଚିତ୍ର ପାଇଁ ରହିଥିବା ଇନ୍ଦିରା ଗାନ୍ଧୀ ପୁରସ୍କାର’ ଏବଂ ‘ଜାତୀୟ ସଂହତି ଉପରେ ସର୍ବଶ୍ରେଷ୍ଠ ଫିଚର ଫିଲ୍ମ ପାଇଁ ନର୍ଗିସ୍ ଦତ୍ତ ପୁରସ୍କାର’ରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ କିମ୍ବଦନ୍ତୀ…
ପରଲୋକରେ ଓଲିଉଡ୍ର ଭେଟେରାନ ଅଭିନେତା ଚକ୍ରଧର ଜେନା
ଭୁବନେଶ୍ୱର,୧୩।୨: ଓଲିଉଡର ଭେଟେରାନ ଅଭିନେତା ଚକ୍ରଧର ଜେନା ଆଉ ନାହାନ୍ତି। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ଏନେଇ ଖବର ପ୍ରସାରିତ ହେବା ପରେ ସିନେମାଜଗତ ସହ ପ୍ରଶଂସକ…
ଅସୁସ୍ଥ ଥିବାବେଳେ କାହିଁକି ମିଥୁନଙ୍କୁ ଫୋନ୍କରି ଗାଳିକଲେ ମୋଦି
ମୁମାଇ ୧୩।୦୨: ବଲିଉଡର ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି। ପରେ ସେ କହିଛନ୍ତି, ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭଲ ଏବଂ ସୁସ୍ଥ ଅଛନ୍ତି। ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଫୋନ୍ କରି…
ଆସିଲା ଖୁସି ଖବର: ସୁସ୍ଥ ହୋଇ ଘରକୁ ଫେରିଲେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ
ମୁମାଇ ୧୩।୦୨: ବଲିଉଡର ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଶେଷରେ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସୁଥିବାର ଦେଖି ତାଙ୍କୁ ଡାକ୍ତର ଡିସଚାର୍ଜ କରିଛନ୍ତିି। ସେ କହିଛନ୍ତି, ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭଲ ଏବଂ ସୁସ୍ଥ…
Archives


