ମନୋରଞ୍ଜନ

କ୍ୟାନ୍‌ସରରେ ଆଖିବୁଜିଲେ ଏହି ଅଭିନେତ୍ରୀ

‘ଝନକ’ ଫେମ୍‌ ଡଲି ସୋହିଙ୍କର କ୍ୟାନ୍‌ସରରେ ପରଲୋକ ଘଟିଛି। ଯକୃତ ଜନିତ ସମସ୍ୟା ହେତୁ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ବୟସରେ ଡଲି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଡଲି ସୋହି ଗର୍ଭାଶୟ କ୍ୟାନ୍‌ସର…

ଫିଲ୍ମ ନିର୍ଦ୍ଦେଶନାକୁ ଫେରିଲେ ଅନୁପମ୍‌

ମୁମ୍ବାଇ: ବଲିଉଡ୍‌ର ବରିଷ୍ଠ ଅଭିନେତା ଅନୁପମ୍‌ ଖେର୍‌ ସୋସିଆଲ୍‌ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବିଭିନ୍ନ ସାମାଜିକ ଏବଂ ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ଥିବା ପ୍ରସଙ୍ଗରେ ସେ ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରି ନିଜର ଶାଣିତ ମତ ରଖିଥାନ୍ତି। ତେବେ…

ରାମମନ୍ଦିରରେ ଭଜନ ଗାଇବେ ସଲମାନଙ୍କ ଗୀତ ଗାଇ ରାତାରାତି ପ୍ରସିଦ୍ଧ ହୋଇଥିବା ଏହି ଗାୟିକା

ମୁମ୍ବାଇ: ସଲମାନ ଖାନଙ୍କ ଫିଲ୍ମ ‘କିକ୍‌’ରୁ ହିଟ୍‌ ଗୀତ ‘ଜୁମେ କି ରାତ୍‌’ଗାଇ ପଲକ ମୁଚାଲ ଚର୍ଚ୍ଚାକୁ ଆସିଥିଲେ। ସେ ବର୍ତ୍ତମାନ ଅଯୋଧ୍ୟା ରାମମନ୍ଦିରରେ ଭଜନ ଗାନ କରିବେ। ମାର୍ଚ୍ଚ ୮ରେ ସେ ଏକ ଦାନ ଅଭିଯାନ ପାଇଁ ମନ୍ଦିର ପରିସରରେ…

ଘରକୁ ଆଣିବାର ୨୪ ଘଣ୍ଟା ବି ହୋଇନି, ଚୋରି ହୋଇଗଲା ଅଭିନେତାଙ୍କ ନୂଆ ଭିଣ୍ଟେଜ୍‌ କାର୍‌

ବମ୍ବେ: ଘରକୁ ଆଣିବାର ଚବିଶ ଘଣ୍ଟା ବି ହୋଇନାହିଁ, ଚୋରି ହୋଇଯାଇଛି ଅଭିନେତାଙ୍କ କାର୍‌। ଆମେ କହୁଛୁ ଟେଲି ପରଦାର ଲୋକପ୍ରିୟ ଅଭିନେତା କରନ୍‌ କୁନ୍ଦ୍ରାଙ୍କ ବିଷୟରେ। ନିକଟରେ ସେ ଏକ ଭିଣ୍ଟେଜ୍‌ କାର୍‌ କିଣିଥିଲେ। ଏହାର କିଛି ଫଟୋ ସୋସିଆଲ…

ଗୋପନରେ ବିବାହ କଲେ ରାଖୀଙ୍କ ପୂର୍ବତନ ସ୍ବାମୀ ଆଦିଲ, ଜାଣନ୍ତୁ ଧରିଲେ କାହା ହାତ…

ବମ୍ବେ: ବିବାହ କରିଛନ୍ତି ବିବାଦୀୟ ଅଭିନେତ୍ରୀ ରାଖୀ ସାଓ୍ବନ୍ତଙ୍କ ପୂର୍ବତନ ସ୍ବାମୀ ଆଦିଲ ଦୁରାନୀ। ସେ ବିଗ୍‌ବସ୍‌ ୧୨ ଫେମ୍‌ ସବା ଅଲ୍ଲୀ ଖାନ୍‌ଙ୍କ ସାନ ଭଉଣୀ ସୋମି ଅଲ୍ଲୀଙ୍କୁ ବିବାହ କରିଥିବା ଜଣାପଡ଼ିଛି। ଉଭୟ ଅନେକ ଦିନ ଧରି ସମ୍ପର୍କରେ…

ପୁଲକିତ ସମ୍ରାଟ-କ୍ରିତିଙ୍କ ବିବାହ କାର୍ଡ ଭାଇରାଲ, ଏହି ଦିନ ନେବେ ସାତଫେରା

ମୁମ୍ବାଇ: ଅଭିନେତା ପୁଲକିତ ସମ୍ରାଟ ଏବଂ କ୍ରିତି ଖରବନ୍ଦା ବଲିଉଡର ସୁନ୍ଦର କପଲମାନଙ୍କ ମଧ୍ୟରୁ ଏକ। ସମୟ ସହିତ ସେମାନଙ୍କର ସମ୍ପର୍କ ମଜବୁତ ହେଉଛି । ପୁଲକିତ ଏବଂ କ୍ରିତି ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍‌ କରୁଥିଲେ ଏବଂ ବର୍ତ୍ତମାନ…

ରାଜନୀତିକୁ ଓହ୍ଲାଇବେ କି ଅଭିନେତା ନାନା ପାଟେକର! ଦେଲେ ବଡ ବୟାନ

ନୂଆଦିଲ୍ଲୀ,୫।୩: କୃଷକ ଆନ୍ଦୋଳନରେ ଏଣ୍ଟ୍ରି ମାରିଛନ୍ତି ନାନା ପାଟେକର। ଆନ୍ଦେଳନରେ ଯୋଗଦେଇ ସେ ଦେଶର ସବୁ ଭୋଟରଙ୍କୁ ନିର୍ବାଚନ ନେଇ ବଡ ଆହ୍ବନ କରିଛନ୍ତି। ସେ କହିଛନ୍ତି, ପୂର୍ବରୁ ୮୦ରୁ ୯୦% ଚାଷୀ ଥିଲେ । ଏବେ ଏହା ହ୍ରାସ ପାଇ…

ଜଲ୍‌ଓ୍ବା ଦେଖାଇବେ ରଣବୀର

ମୁମ୍ବାଇ: ଆସନ୍ତା ୨ ବର୍ଷ ମଧ୍ୟରେ ବଲିଉଡ୍‌ ଆକ୍ସନ ହିରୋ ରଣବୀର ସିଂଙ୍କୁ ଅନେକ ବଡ ଫିଲ୍ମରେ ଦେଖିବାକୁ ମିଳିବ। ଆଗାମୀ ଦିନରେ ‘ଶକ୍ତିମାନ’ ଓ ‘ସିଘଂମ୍‌ ଏଗେନ’ ଚଳଚ୍ଚିତ୍ରରେ ରଣବୀର ନିଜ ଜଲୱା ଦେଖାଇବେ ବୋଲି ପୂର୍ବରୁ ସୂଚନା ଦେଇସାରିଛନ୍ତି।…

କାର୍ଯ୍ୟକାରୀ ହୋଇପାରିଲାନି ଫିଲ୍ମ ପଲିସି

ଭୁବନେଶ୍ୱର,୪।୩(ଶର୍ମିଷ୍ଠା ପାଣିଗ୍ରାହୀ):ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଧୀରେଧୀରେ ସୁଦୃଢ଼ ହେଉଛି। ଶୁଟିଂ ଶୈଳୀରୁ ଆରମ୍ଭ କରି ବିଷୟବସ୍ତୁ ସବୁଥିରେ ପରିବର୍ତ୍ତନର ଧାରା ଆରମ୍ଭ ହୋଇଛି। ଏବେ ରିଲିଜ ହେଉଥିବା ନୂଆ ନୂଆ ଚଳଚ୍ଚିତ୍ରକୁ ଲୋକେ ପସନ୍ଦ କରୁଥିବାବେଳେ ଅନେକ ଚର୍ଚ୍ଚାକୁ ମଧ୍ୟ ଆସୁଛି।…

୧୫ରେ ରିଲିଜ୍‌ ହେବ ‘ଯାଯାବର ୨.୦’

ଭୁବନେଶ୍ୱର,୪।୩(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଫିଲ୍ମ ‘ଯାଯାବର ୨.୦’ ଆସନ୍ତା ୧୫ ତାରିଖରେ ଶୁଭମୁକ୍ତି ଲାଭ କରିବ। ରବିବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି। ଦୁଇଜଣ ଅପରିଚିତ ବ୍ୟକ୍ତି ଏକ ଅପ୍ରତ୍ୟାଶିତ ପରିସ୍ଥିତି ମଧ୍ୟରେ ଭେଟ…

ବୈଭବ ଗୁପ୍ତା ଇଣ୍ଡିଆନ ଆଇଡଲ ବିଜେତା

ମୁମ୍ବାଇ,୪ା୩:ସଙ୍ଗୀତଭିତ୍ତିକ ରିଏଲିଟି ଶୋ’ ଇଣ୍ଡିଆନ ଆଇଡଲ୍‌ର ଚତୁର୍ଦ୍ଦଶ ସଂସ୍କରଣରେ ବୈଭବ ଗୁପ୍ତାଙ୍କୁ ବିଜେତା ଘୋଷଣା କରାଯାଇଛି। ପୁରସ୍କାର ସ୍ବରୂପ ତାଙ୍କୁ ଟ୍ରଫି ସହ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହି ଅର୍ଥରେ ସେ ନିଜର ଏକ ମ୍ୟୁଜିକ୍‌ ଷ୍ଟୁଡିଓ ଖୋଲିବେ…

‘ନାଟୁ ନାଟୁ’ ଗୀତରେ ଝୁମିଲେ ତାରକା

ଜାମନଗର,୪।୩:ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଓ ଜଣାଶୁଣା ବ୍ୟବସାୟୀ ବୀରେନ୍‌ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚ୍ଚାଣ୍ଟଙ୍କ ତିନି ଦିନିଆ ପ୍ରାକ୍‌ ବିବାହ ଉତ୍ସବ ବହୁ ଧୁମ୍‌ଧାମ୍‌ରେ ରବିବାର ସମ୍ପର୍ଣ୍ଣ ହୋଇଛି। ଜାମନଗରରେ ଆୟୋଜିତ ହୋଇଥିବା ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?