ମନୋରଞ୍ଜନ

ମହିଳା ପୁରୁଷଙ୍କଠାରୁ ଭଲ, ଶକ୍ତିଶାଳୀ: ଅକ୍ଷୟ

ମୁମ୍ବାଇ: ମୁମ୍ବାଇର ଖିଲାଡି ବୟ ଅକ୍ଷୟ କୁମାର କହିଛନ୍ତି ମହିଳା ପୁରୁଷଙ୍କଠାରୁ ଭଲ ଓ ଶକ୍ତିଶାଳୀ। ଅକ୍ଷୟ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ମିଶନ ମଙ୍ଗଲ’କୁ ନେଇ ଏମିତି କହିଛିନ୍ତି। ମାତ୍ର ୩୨ ଦିନରେ ଫିଲ୍ମଟି ଶୁଟିଂ ସରିଛି। ଏହା ଆସନ୍ତ…

ଭଲ ବ୍ୟବସାୟ କରୁଛି ‘ଜଜ୍‌ମେଣ୍ଟାଲ ହେ କ୍ୟା’: ଗୋଟିଏ ସପ୍ତାହରେ କମାଇଲା ୩୧କୋଟି

ମୁମ୍ବାଇ: ଗତ ଶୁକ୍ରବାର ପରଦାକୁ ଆସିଛି ବାଲାଜି ମୋଶନ୍‌ ପିକ୍ଚର୍ସର ଫିଲ୍ମ ‘ଜଜ୍‌ମେଣ୍ଟାଲ ହେ କ୍ୟା’। ତେବେ ରିଲିଜର ଏକ ସପ୍ତାହରେ ଏହା ୩୧ କୋଟି ବ୍ୟବସାୟ କରିଛି। ପ୍ରଥମ ଦିନରେ ୫.୪୦ କୋଟି କମାଇବା ପରେ ଫିଲ୍ମଟି ଶନିବାର ୮.୦୨କୋଟି,…

ଅଭିନୟ କରି ଥକି ପଡିଲେଣି ଅନୁ କପୁର

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅନୁ କପୁର ଘରେ ଘରେ ବେଶ୍‌ ପରିଚିତ। ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥାଏ। ହେଲେ ଏବେ ସେ କହିଛନ୍ତି କି ଅଭିନୟ କରି କରି ସେ ଥକି ପଡିଲେଣି। ଆଉ ଏଥିରୁ ସାମାନ୍ୟ ବିରତି…

ଫେରିବେ ରିଷି

ନ୍ୟୁୟର୍କ: ବଲିଉଡ୍‌ ଅଭିନେତା ରିଷି କପୁର ଗତ ପ୍ରାୟ ୧୦ ମାସ ହେବ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି। ସେଠାରେ ଥିବା ସମୟରେ ବଲିଉଡ୍‌ ସହ ଜଡିତ ଥିବା କେତେଜଣ ସଦସ୍ୟ ତାଙ୍କୁ ନ୍ୟୁୟର୍କରେ ଦେଖା କରିବା ସହ ତାଙ୍କର ଆଶୁ ଆରୋଗ୍ୟ…

ବୟଫ୍ରେଣ୍ଡ୍‌ଙ୍କ ମୃତ୍ୟୁକୁ ଗ୍ରହଣ କରିପାରୁନାହାନ୍ତି ସଞ୍ଜୟଙ୍କ ଝିଅ ତ୍ରିଶାଳା, ଫଟୋ ଶେୟାର କରି ଲେଖିଲେ ହୃଦୟସ୍ପର୍ଶୀ ବାର୍ତ୍ତା

ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶାଳା ବୟଫ୍ରେଣ୍ଡ୍‌ଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ବୟଫ୍ରେଣ୍ଡ୍‌ଙ୍କ ମୃତ୍ୟୁ ପରେ ସେ ବହୁ ଭାଙ୍ଗି ପଡ଼ିଛନ୍ତି। ନର୍ମାଲ ସ୍ଥିତିକୁ ଆସିବା ପାଇଁ ବହୁ ଚେଷ୍ଟା କରୁଥିଲେ ମଧ୍ୟ ପାରୁନାହାନ୍ତି ତ୍ରିଶାଳା। ଖାସ୍‌ କରି ସମ୍ପର୍କକୁ ତାଜା…

ହୋଟେଲରୁ ସାମ୍ପୁ ଚୋରି କରନ୍ତି ଦୀପିକା

ବଲିଉଡର ଆଗଧାଡିର ନାୟିକା ଦୀପିକା ପାଦ୍ୟୁକୋନ୍‌ ହୋଟେଲରୁ ସାମ୍ପୁ ଚୋରି କରିଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ତାଙ୍କର ଜଣେ ନିକଟ ବନ୍ଧୁ ସ୍ନେହା ରାମଚନ୍ଦ୍ରର ଏକଥା ଖୁଲାସା କରିଛନ୍ତି। ବନ୍ଧୁତ୍ୱ ଦିବସ ପୂର୍ବରୁ ଦୀପିକାଙ୍କ ପାଇଁ ଲେଖିଥିବା ଚିଠିରେ…

ଅନୁଙ୍କୁ ସୋନାଙ୍କ ଟାର୍ଗେଟ

ମୁମ୍ବାଇ: ପ୍ରସିଦ୍ଧ ଓଡିଆ କଣ୍ଠଶିଳ୍ପୀ ସୋନା ମହାପାତ୍ର ସଂଗୀତ ନିର୍ଦ୍ଦେଶକ ଅନୁ ମଲିକ ଏବଂ ସୋନି ଟିଭିକୁ ଭର୍ତ୍ସନା କରିଛନ୍ତି। ପିଲାଙ୍କ ନିମିତ୍ତ ଏକ ରିୟଲିଟି ଶୋ ପ୍ରସ୍ତୁତ ହେବାକୁ ଯାଉଥିବାବେଳେ ଏଥିପାଇଁ ସୋନି ଟିଭି ଅନୁଙ୍କୁ ସୁଯୋଗ ଦେଇଥିବାରୁ ସୋନା…

ରାମସୀତା ପରି ଯୋଡି ହ୍ରିତିକ୍‌, ଦୀପିକା

ହିନ୍ଦୁ ପୌରାଣିକ ଗ୍ରନ୍ଥ ‘ରାମାୟଣ’ ଉପରେ ଆଉ ଏକ ବଲିଉଡ୍‌ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ନିର୍ଦ୍ଦେଶକ ନିତେଶ୍‌ ତିଓ୍ବାରୀ ଏବଂ ରବି ଉଡୟାଭରଙ୍କ ଆଗାମୀ ଫିଲ୍ମ ‘ରାମାୟଣ’ ଉପରେ ଆଧାରିତ ହେବ ବୋଲି ଜଣାପଡିଛି। ଏହି ଫିଲ୍ମଟି ୩ଡିରେ ଶୁଟିଂ…

‘ସାହୋ’ ଦର୍ଶକଙ୍କ ପାଇଁ ଖୁସି ଖବର

ମୁମ୍ବାଇ: ସାଉଥ୍‌ ଷ୍ଟାର ପ୍ରଭାସ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ସାହୋ’କୁ ନେଇ ଦର୍ଶକେ ବେଶ୍‌ ଉତ୍ସାହିତ ଅଛନ୍ତି। ଏହା ଚଳିତ ବର୍ଷର ସବୁଠାରୁ ବଡ ଫିଲ୍ମ ହେବ ବୋଲି କୁହାଯାଉଛି। ନିକଟରେ ଏହାର ଟିଜର୍‌ ରିଲିଜ୍‌ ହୋଇଥିବା ବେଳେ…

ଅଚଳ ଚଳଚ୍ଚିତ୍ର ଜଗତ

ଓଡ଼ିଆ ଚଳଚ୍ଚିତ୍ର ଅବସ୍ଥା ଏବେ ସଙ୍ଗିନ ଆଡ଼କୁ ଗତିକରୁଛି। କେବଳ ଟିଭି ଚ୍ୟାନେଲଗୁଡ଼ିକ ନିଜ ନିଜର ଚଳଚ୍ଚିତ୍ର ମାଧ୍ୟମରେ ହୋହଲ୍ଲା ଜାରି ରଖିଛନ୍ତି। ଏପରି ଅଚଳ ଅବସ୍ଥା ପାଇଁ ଆମେ ନିଜକୁ ପ୍ରଥମରୁ ଦାୟୀ କରିନେବା ଠିକ୍‌ ହେବ। ଅନେକ ପ୍ରଯୋଜକ…

ବର୍ଷାରେ ଭିଜି ଭିଜି କାଉଡ଼ିଆ ବେଶରେ ଆଲବମ୍‌ ଗୀତ ଶୁଟିଂ କଲେ ଅକ୍ଷରା ସିଂ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ମୁମ୍ବାଇ,୧।୮: ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂ ଏକ ଆଲବମ୍‌ ଗୀତ ଶୁଟିଂରେ ଏକଦମ୍‌ ଧମାଲ୍‌ କରିଛନ୍ତି। ସେ ଏହି ଗୀତରେ ବର୍ଷାରେ ଭିଜି ଭିଜି କାଉଡ଼ିଆ ବେଶରେ ଶୁଟିଂ କରିଛନ୍ତି। ଗୀତଟି ଶ୍ରାବଣ ମାସରେ କାଉଡ଼ିଯାତ୍ରା ଉପରେ ଶୁଟିଂ କରାଯାଇଛି। ମୁମ୍ବାଇର…

ପ୍ରେମ ଏଟିଏମ୍‌

ପ୍ରେମ ଏଟିଏମ୍‌-ଏ କଥା ଶୁଣି ଅନେକେ ଆଶ୍ଚର୍ଯ୍ୟ ପ୍ରକାଶ କରିପାରନ୍ତି। କାରଣ ଆଜିକାଲିର ଡିଜିଟାଲ ଯୁଗରେ ଟଙ୍କା ଉଠାଇବା ପାଇଁ ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଏଟିଏମ୍‌ ବ୍ୟବସ୍ଥା କରାଯାଇଛି। କିନ୍ତୁ ପ୍ରେମ ଏଟିଏମ୍‌ ପଛରେ କି ରହସ୍ୟ ରହିଛି ତାହା ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?