ମନୋରଞ୍ଜନ

ଏ ମନ ଖୋଜୁଥାଏ ଯାହା…

କଥାରେ ଅଛି ଏମନ ଖୋଜୁ ଥାଏ ଯାହା କାଳେ ପ୍ରାପତ ହୁଏ ତାହା। ଦେଖୁନାହାନ୍ତି, ଏପରି ଏକ ଦମ୍‌ଦାର ଭୂମିକା ପାଇବା ପରେ ସେ କେମିତି ଖୁସିରେ ଉଛୁଳୁଛନ୍ତି। କଥା କ’ଣ କି ପ୍ରସନ୍ନ ପୃଷ୍ଟିଙ୍କ ଆଗାମୀ ଅନଟାଇଟଲ୍‌ଡ ଫିଲ୍ମରେ ତାଙ୍କୁ…

ପୁଷ୍ପା ଆଇ ହେଟ୍‌ ଟିୟର୍ସ

ଓଡିଆ ପ୍ରଯୋଜକ ଅମୂଲ୍ୟ କୁମାର ଦାସଙ୍କ ଦ୍ୱିଭାଷୀ ଫିଲ୍ମ ‘ପୁଷ୍ପା ଆଇ ହେଟ୍‌ ଟିୟର୍ସ’ ଚଳିତ ମାସ ୨୮ରେ ପରଦା ଉପରକୁ ଆସୁଛି। ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ଚର୍ଚ୍ଚିତ ଡାଏଲଗ (ଅମର ପ୍ରେମ) ‘ପୁଷ୍ପା ଆଇ ହେଟ୍‌ ଟିୟର୍ସ’କୁ ଆଧାର କରି…

ଚିକି ଚିକି ମୋର ଚିକିଣି ଗାଲ..

‘ଚିକି ଚିକି ମୋର ଚିକିଣି ଗାଲ, ରଙ୍ଗବତୀ ରସବତୀ ଜାଇଫୁଲ’। ଏପରି ଏକ ଆଇଟମ୍‌ ଗୀତକୁ ନେଇ ଓଲିଉଡ୍‌ରେ ଚର୍ଚ୍ଚା ଜୋର୍‌ ଧରିଛି। ଡ. ନିର୍ମଳ ନାୟକଙ୍କ ରଚିତ ଏବଂ ଅମରେନ୍ଦ୍ର ମହାନ୍ତିଙ୍କ ସ୍ବର ସଂଯୋଜିତ ଏହି ଗୀତଟି ପାଇଁ କଣ୍ଠଦାନ…

ତାପସଙ୍କ ସଜବାଜ

ଜଲିଉଡ୍‌ର ଆଗଧାଡିର ନିର୍ଦ୍ଦେଶକ ତାପସ ସ୍ବାଇଁ। ଚଳିତବର୍ଷ ତାଙ୍କ ନିର୍ଦ୍ଦେଶିତ ନାଟକ ‘ମୁଁ ସେହି ଭଦ୍ରକିଆ ଟୋକା (ରଙ୍ଗମହଲ) ଖଣ୍ଡଗିରି ଅପେରା ମେଳାରେ ବାଜିମାତ କରିଛି। ଅନ୍ୟପକ୍ଷରେ ଆସନ୍ତା ଯାତ୍ରା ସିଜନକୁ ନେଇ ଏବେଠାରୁ ଅଣ୍ଟା ଭିଡିଲେଣି ସେ। ଆସନ୍ତାବର୍ଷ ତାଙ୍କ…

ବାଜିବଲୋ ସାହାନାଇ

ଶୁଭ ବିବାହରେ ସାହାନାଇଟିଏ ଲୋଡା ପଡ଼େ। ଏହାକୁ ପେସା କରି ଚଳୁଥିବା ଲୋକଟିର ଜୀବନରେ କେମିତି କଳା ଅନ୍ଧାର ଘୋଟି ଆସେ ଆଉ ତା’ପରେ କ’ଣ ହୁଏ ତାହାକୁ ନେଇ କାହାଣୀ ଗତିଶୀଳ। ଏହି କାହାଣୀକୁ ନେଇ ଓଡ଼ିଆ ଚଳଚ୍ଚିତ୍ର ‘ବାଜିବଲୋ…

ଆଲିଆଙ୍କ ଷ୍ଟାଇଲ୍‌ କପି କରି ଟ୍ରୋଲ ହେଲେ ମାହିରା

ମୁମ୍ବାଇ: ‘ବିଗ୍‌ବସ୍‌-୧୩’ ସରିଯାଇଛି ସତ ମାତ୍ର ଏଥିରେ ଭାଗ ନେଇଥିବା ସେଲିବ୍ରିଟିଙ୍କ ଚର୍ଚ୍ଚା ଥମୁନି। ଏହି ଚର୍ଚ୍ଚାରୁ ବାଦ୍‌ ପଡ଼ିନାହାନ୍ତି ପାରସ୍‌ ଛାବ୍ରାଙ୍କ ବାନ୍ଧବୀ ମାହିରା ଶର୍ମା। ‘ବିଗ୍‌ବସ୍‌’ ଫାଇନାଲ ରାଉଣ୍ଡ୍‌ରେ ମାହିରା ଏକ ବ୍ଲୁ କଲର ଡ୍ରେସ୍‌ ପିନ୍ଧି ଆସିଥିଲେ।…

ଏକଦା ଚା’ ବିକି ପରିବାର ପ୍ରତିପୋଷଣ କରୁଥିଲେ ଅନୁ କପୁର, ଆଜି ସଫଳ ଅଭିନେତା

ବମ୍ବେ:ଏକଦା ଚା’ ଷ୍ଟଲ କରି ପରିବାର ପ୍ରତିପୋଷଣ କରୁଥିବା ଯୁବକ ଏବେ ବଲିଉଡ୍‌ର ଲୋକପ୍ରିୟ ଚେହେରା। ସେ ହେଉଛନ୍ତି ଅନୁ କପୁର। ସେ ଜଣେ ଅଭିନେତା ସହ ରେଡିଓ ଜକି ଭାବେ ବେଶ ଜଣାଶୁଣା। ଯେଉଁ ଫିଲ୍ମରେ ସେ ଅଭିନୟ କରିଥାନ୍ତି…

ବରଫ ପାଣିରେ କାହିଁକି ମୁହଁ ଧୁଅନ୍ତି ବଲିଉଡ୍‌ ସେଲିବ୍ରିଟି

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବରଫ ପାଣି ଖୁବ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହା ତ୍ୱଚାର ଅନେକ ସମସ୍ୟା ଦୂର କରି ପାରେ। ଏହା ତ୍ୱଚାକୁ କୋମଳ କରିବା ସହିତ ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ। ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କଠାରୁ ଆରମ୍ଭ…

ସକାଳେ ଜୁସ୍‌ ସନ୍ଧ୍ୟାରେ ସୁପ୍‌

ଓଡ଼ିଆ ସଙ୍ଗୀତ ଜଗତରେ ଅସୀମା ପଣ୍ଡା ଜଣେ ଚର୍ଚ୍ଚିତ ଚେହେରା। ଗତ କିଛି ବର୍ଷ ହେବ ଏହି କଣ୍ଠଶିଳ୍ପୀଙ୍କ ସ୍ବର ଓଡ଼ିଆ ଶ୍ରୋତାଙ୍କୁ ମତୁଆଲା କରି ରଖିଛି। ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଗୀତ ପରିବେଷଣ କରୁଥିବା ଅସୀମା ଫିଟ୍‌ନେସ୍‌ ପାଇଁ…

ଆଲିଆ, ରଣବୀରଙ୍କ ବିବାହକୁ ନେଇ ଏମିତି କହିଲେ ମହେଶ ଭଟ୍ଟ

ଅନେକ ଦିନରୁ ବଲିଉଡ ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି। କେବେ ଦୁହେଁ ବିବାହ କରିବେ, ସେହି ଦିନକୁ ଅନାଇ ବସିଛନ୍ତି ପ୍ରଶଂସକ। ଦୁହେଁ ନିଜର ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରିଲିଜ ହେବା ପରେ…

ଆକାଂକ୍ଷାଙ୍କୁ ନେଇ ପାରସ୍‌ କହିଲେ ଏମିତି

ମୁମ୍ବାଇ: ଅଭିନେତ୍ରୀ ଆକାଂକ୍ଷା ପୁରୀ ଏବଂ ଅଭିନେତା ପାରସ୍‌ ଛାବ୍ରାଙ୍କ ପ୍ରେମ ସମ୍ପର୍କ ‘ବିଗ୍‌ବସ୍‌-୧୩’ରେ ଜଣାପଡ଼ିଥିଲା। ଶୋ’କୁ ଆସିବା ପୂର୍ବରୁ ଆକାଂକ୍ଷାଙ୍କ ସହ ବ୍ରେକ୍‌ଅପ୍‌ କରିବାକୁ ଚାହାନ୍ତି ବୋଲି ପାରସ୍‌ କହିଥିଲେ। ପାରସଙ୍କ ଏପରି କଥା ଶୁଣି ଆକାଂକ୍ଷା ଲଗାତର ଟିପ୍ପଣୀ…

‘ରାଉଡି’ ହେବାକୁ ଇଚ୍ଛା

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ସେ ବବ୍‌ଲି ଓ ଚୁଲ୍‌ବୁଲି ନାୟିକା। ଦିନେ ଶିଶୁ କଳାକାରଭାବେ ଦର୍ଶକଙ୍କର ଭରପୂର ମନୋରଞ୍ଜନ କରୁଥିଲେ। ଆଜି ଫିଲ୍ମର ମୁଖ୍ୟ ନାୟିକା ଭାବେ ଜବରଦସ୍ତ ଅଭିନୟରେ କେତେବେଳେ ଦର୍ଶକଙ୍କୁ ସେ ହସାଉଛନ୍ତି ତ ପୁଣି କେତେବେଳେ କନ୍ଦାଉଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?