ବାୟୋପିକ୍ ‘୮୩’ରେ ସୁନିଲ ଗାଭାସ୍କରଙ୍କ ଭୂମିକାରେ ନଜର ଆସିବେ ତାହିର
ମୁମ୍ବାଇ: କ୍ରିକେଟର କପିଲ ଦେବଙ୍କ ବାୟୋପିକ୍ ‘୮୩’ରେ ମୁଖ୍ୟ ଭୂମିକାରେ ରଣବୀର ସିଂ ନଜର ଆସୁଛନ୍ତି। ୧୯୮୩ରେ ଭାରତ ଓ୍ବାର୍ଲଡ କପ୍ ଜିତିବା ବେଳର କାହାଣୀକୁ ନେଇ ଫିଲ୍ମଟି ନିର୍ମାଣ କରାଯାଇଛି। ଏହାର ପୋଷ୍ଟର ରିଲିଜ୍ ହୋଇସାରିଛି। ଏହି ଫିଲ୍ମରେ କପିଳ…
ଶୁଟିଂ ସେଟ୍ରେ ଆହତ ହେଲେ ସାହିଦ
ମୁମ୍ବାଇ: ବକ୍ସ ଅଫିସ୍ରେ ଫିଲ୍ମ ‘କବିର ସିଂହ’ ଧମାଲ୍ କରିବା ପରେ ବଲିଉଡ୍ ଅଭିନେତା ସାହିଦ କପୁର ଏବେ ତାଙ୍କର ଅପ୍ କମିଂ ଫିଲ୍ମ ‘ଜର୍ସି’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମର ଶୁଟିଂ ଏବେ ଚଣ୍ଡିଗଡ଼ରେ ଚାଲୁଥିବା ବେଳେ ଏକ…
ହାଇକୋର୍ଟରେ ଖାରଜ ହେଲା ଫକ୍ସ ଷ୍ଟୁଡିୟର ଆବେଦନ: ଓକିଲଙ୍କୁ ଦେବାକୁ ପଡ଼ିବ କ୍ରେଡିଟ୍
ନୂଆଦିଲ୍ଲୀ,୧୧।୧: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଛପାକ୍’ରେ ଏସିଡ୍ ଆଟାକ୍ ପୀଡ଼ିତାଙ୍କ ଓକିଲ ଅପର୍ଣ୍ଣା ଭଟ୍ଟଙ୍କୁ କ୍ରେଡିଟ୍ ଦେବା ମାମଲାରେ ହାଇକୋର୍ଟ ଶନିବାର ଶୁଣାଣି କରିଛନ୍ତି। ଏହି ଶୁଣାଣିରେ ଫକ୍ସ ଷ୍ଟୁଡିଓର ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ପଟିଆଲା…
ଦୀପିକାଙ୍କୁ ସମ୍ମାନୀତ କରିବେ କମଳ ନାଥ ସରକାର
ଭୋପାଳ,୧୧।୧: ମଧ୍ୟପ୍ରଦେଶ ସରକାର ବଲିଉଡ୍ ମୁଭି ‘ଛପାକ’କୁ ଟ୍ୟାକ୍ସ ଫ୍ରି କରିବା ପରେ ଏବେ ଏହାର ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସମ୍ମାନୀତ କରିବେ ବୋଲି କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଇନ୍ଦୋରରେ ଆୟୋଜିତ ହେବାକୁ ଥିବା , ଅନ୍ତରାଷ୍ଟ୍ରୀୟ ଭାରତୀୟ ଫିଲ୍ମ…
ଆଶିକି ଗର୍ଲଙ୍କୁ ୫୧ ପୂରିଲା: ୨୯ ଦିନ କୋମାରେ ରହିବା ପରେ ପାଇଥିଲେ ନୂଆ ଜୀବନ;ଏବେ ଦେଖିଲେ ଚିହ୍ନି ବି ହେବନି !
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ଆଶିକି ଗର୍ଲ ଭାବେ ପରିଚିତି ହାସଲ କରିଥିବା ଅନୁ ଅଗ୍ରଓ୍ବାଲ ଶନିବାର ନିଜର ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୧୯୬୯ ଜାନୁୟାରୀ ୧୧ରେ ନୂଆଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପାଠପଢୁଥିବା ସମୟରେ…
ନେଗେଟିଭ୍ କ୍ୟାରେକ୍ଟର ମାଧ୍ୟମରେ ଦର୍ଶକଙ୍କ ନିକଟତର ହେବେ କି ଛୋଟେ ନବାବ!
ମୁମ୍ବାଇ: ବଲିଉଡ୍ ନାୟକ ଶୈଫ ଅଲି ଖାଁ ବେଶ୍ କିଛିଦିନ ହେବ ବଡ଼ ପରଦାରେ ସେମିତି କିଛି ଚରିତ୍ରରେ ଦେଖାଦେଇ ନାହାଁନ୍ତି। ଯାହା ଦର୍ଶକଙ୍କୁ ଛୁଇଁ ପାରିବ। କିଛି ଦିନର ବିରତି ପରେ ଏବେ ପୁଣିଥରେ ପରଦାକୁ ଲେଉଟିଛନ୍ତି ଛୋଟେ ନବାବ।…
ମଲାଲାଙ୍କ ବାୟୋପିକ୍ରେ ରିମ୍ ଶେଖ୍, ଜାନୁୟାରୀ ୩୧ରେ ହେବ ରିଲିଜ
ବମ୍ବେ: ନୋବେଲ ପୁରସ୍କାର ବିଜୟିନୀ ମଲାଲା ୟୁସୁଫଜାଇଙ୍କ ବାୟୋପିକ୍ରେ ନଜର ଆସିବେ ଟେଲି ଅଭିନେତ୍ରୀ ରିମ୍ ଶେଖ୍। ନିକଟରେ ଏହାର ଟ୍ରେଲର ରିଲିଜ କରାଯାଇଛି। ଦର୍ଶକ ଏହାକୁ ବେଶ୍ ପସନ୍ଦ କରୁଛନ୍ତି। ଫିଲ୍ମକୁ ଅମଜାଦ୍ ଖାନ୍ ନିର୍ଦ୍ଦେଶନା ଦେଇଛନ୍ତି। ଅତୁଲ କୁଲକର୍ଣ୍ଣୀ…
୨୦୨୧ଇଦ୍ରେ ‘ଦବଙ୍ଗ’ ପ୍ରଶଂସକ ପାଳିବେ ଦୀପାବଳି
ମୁମ୍ବାଇ: ବଲିଉଡ୍ ଭାଇଜାନ୍ ସଲମାନ ଖାଁ ତାଙ୍କ ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି। ‘ଦବଙ୍ଗ -୩’ ପରେ ଏବେ ସେ ୨୦୨୧ ଇଦ୍ରେ ପରଦାକୁ ଆସୁଥିବା ତାଙ୍କ ଅଭିନୀତ ଫିଲ୍ମ ବିଷୟରେ ଘୋଷଣା କରିଛନ୍ତି। ଆଉ ଏହାର ଟାଇଟଲ ଜାଣିବା ପରେ…
ହ୍ରିତିକ୍ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଏକ୍ସ ଓ୍ବାଇଫ୍
ମୁମ୍ବାଇ: ଫିଲ୍ମ ‘କହୋ ନା ପ୍ୟାର ହୈ’ରୁ ବଲିଉଡ୍ରେ ପାଦ ରଖିଥିବା ହ୍ରିତିକ୍ ରୋଶନ ଶୁକ୍ରବାର ନିଜର ୪୬ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ବଲିଉଡ୍ ଜଗତରୁ ଆରମ୍ଭ କରି ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିବାରେ ଲଗିଛି। ଟୁଇଟରରେ ହ୍ରିତିକ୍ଙ୍କ…
କର୍ମୀଙ୍କ ପାଇଁ ଫିଲ୍ମ ହଲ୍ ବୁକ୍ କରାଇଲେ ଅଖିଲେଶ
ଲକ୍ଷ୍ନୌ,୧୦।୧: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଛଫାକ୍’ ଶୁକ୍ରବାର ବଡ଼ ପରାଦାରେ ରିଲିଜ୍ ହୋଇଛି। ଜେଏନ୍ୟୁ ଛାତ୍ରଙ୍କୁ ଦୀପିକା ଭେଟିବା ପରେ ତାଙ୍କ ଫିଲ୍ମ ‘ଛପାକ’କୁ ନେଇ ବିବାଦ ଦେଖାଦେଇଥିଲା। ଫିଲ୍ମ ରିଲିଜ୍ ହେବ…
ହ୍ରିତିକ ରୋଶନଙ୍କୁ ପୂରିଲା ୪୬: ଦାମ୍ପତ୍ୟ ଜୀବନରେ ଝଡ଼ ଆଣିଥିଲା ଅନ୍ୟ ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କ…
ମୁମ୍ବାଇ: ବଲିଉଡ୍ ସୁପର ଷ୍ଟାର ହ୍ରିତିକ ରୋଶନ ଶୁକ୍ରବାର ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୪ ଜାନୁୟାରୀ ୧୦ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ସଞ୍ଜୟ ଖାଁଙ୍କ ସୁପୁତ୍ରୀ ସୁଜେନ୍ ଖାଁଙ୍କ ସହିତ ସେ ୨୦୦୦ରେ ପ୍ରେମ ବିବାହ କରିଥିଲେ। ତେବେ…
ବିବାହର ୨ ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେବାକୁ ଚାହୁଁଛନ୍ତି ଏହି ନାୟିକା
ମୁମ୍ବାଇ: ବଲିଉଡ୍ କପୁଲଙ୍କ ବିବାହ ଯେତିକି ଚର୍ଚ୍ଚାରେ ଥାଏ ତା’ଠାରୁ ଅଧିକ ଚର୍ଚ୍ଚାରେ ଥାଏ ଏମାନଙ୍କ ବିଚ୍ଛେଦ। ୨୦୧୭ରେ ବିବାହ କରିଥିବା ବଲିଉଡ୍ ନାୟିକା ଅମୃତା ପୁରୀ ଏବେ ତାଙ୍କ ସ୍ବାମୀଙ୍କଠାରୁ ଅଲଗା ହେବାକୁ ଚାହୁଁଥିବା ଖବର ଆସିଛି। କାଇ ପୋ…

