ମନୋରଞ୍ଜନ

ପାକିସ୍ତାନୀ କଳାକାରଙ୍କୁ କାହିଁକି ନେଲେ ନାହିଁ ରେହମାନ!

ମୁମ୍ବାଇ: ବଲିଉଡ୍‌ର ନାମୀ ସଙ୍ଗୀତକାର ଏ. ଆର୍‌. ରେହେମାନ ନିର୍ମାଣ କରିବାକୁ ଯାଉଛନ୍ତି ଏକ ମ୍ୟୁଜିକାଲ ଫିଲ୍ମ। ଯେଉଁଥିରେ ପ୍ରାୟ ୧୫ଟି ଗୀତ ରହିଛି। ନିକଟରେ ଏହାର ଶୁଟିଂ କରାଯାଇଥିବା ବେଳେ ଏହାକୁ ନେଇ ରେହେମାନ୍‌ ବଡ କଥା କହିଛନ୍ତି। ସେ…

ସ୍ମିତାଙ୍କ ଲୁକ୍‌କୁ କପି କଲେ ରିଚା

ମୁମ୍ବାଇ: ବଲିଉଡ୍‌ ନାୟିକା ସ୍ମିତା ପାଟିଲଙ୍କ ଦମଦାର ଅଭିନୟ ଆଜିବି ଦର୍ଶକଙ୍କ ମନରେ ଘର କରିଛି। ଖୁବ୍‌ କମ୍‌ ଦିନର ଅତିଥି ସ୍ମିତା ବଲିଉଡ୍‌ରେ ଯେତିକି ଫିଲ୍ମ କରିଛନ୍ତି ସବୁଥିରେ ତାଙ୍କର ଅଭିନୟକୁ ଦର୍ଶକେ ପସନ୍ଦ କରିଛନ୍ତି। ନିକଟରେ ତାଙ୍କ ଦ୍ୱାରା…

ମହାଶିବରାତ୍ରି: ଭଗବାନ ଶିବଙ୍କ ଉପରେ ଆଧାରିତ ବଲିଉଡ୍‌ ଫିଲ୍ମ

ଆଜି ମହାଶିବରାତ୍ରି। ସମସ୍ତ ଭକ୍ତ ଭଗବାନ ଶିବଙ୍କ ପୂଜା କରିବାରେ ଲାଗିପଡ଼ିଛନ୍ତି। ବଲିଉଡ୍‌ ଇଣ୍ଡଷ୍ଟ୍ରି ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ଶିବଙ୍କ ଉପରେ ଆଧାରିତ ତଥା ତାଙ୍କ ମହିମା ବିଷୟରେ ଅନେକ ଫିଲ୍ମ ରହିଛି। କେତେବେଳେ ଶିବଙ୍କ ମହିମା ଉପରେ ଫିଲ୍ମ…

ଶାହିଦଙ୍କ ସହ ସମ୍ପର୍କ ତୁଟିବାକୁ ଭାଗ୍ୟର ଲେଖା କହିଲେ କରିନା

ବମ୍ବେ: ଶାହିଦଙ୍କ ସହ ଦୀର୍ଘଦିନ ଧରି ସମ୍ପର୍କରେ ରହିବା ପରେ ହଠାତ ସୈଫ୍‌ ଅଲ୍ଲୀ ଖାଁଙ୍କୁ ବିବାହ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ ବଲିଉଡ୍‌ ଡିଭା କରିନା କପୁର ଖାଁ। ହେଲେ କ’ଣ ପାଇଁ କରିନା ଶାହିଦଙ୍କଠାରୁ ଅଲଗା ହେଲେ ସେ…

ସା ରେ ଗା ମା ପା ଲିଟିଲ ଚ୍ୟାମ୍ପସ୍‌ରେ ଏକତ୍ର ନଜର ଆସିବେ ସଙ୍ଗୀତର ‘ତ୍ରିଦେବ’

ଛୋଟ ପରଦାରେ ପ୍ରସାରିତ ଲୋକପ୍ରିୟ ରିଆଲିଟି ଶୋ’ ଇଣ୍ଡିଆନ ଆଇଡଲ ବିଜେତାଙ୍କ ନାମ ଆସନ୍ତା ରବିବାର ଘୋଷଣା କରାଯିବ। ଏହା ପରେ ଆଉ ଏକ ସଙ୍ଗୀତ ରିଆଲିଟି ଶୋ’ ସା ରେ ଗା ମା ପା ଲିଟିଲ ଚ୍ୟାମ୍ପ୍‌ସ ଆରମ୍ଭ ହେବ।…

ଆଉ ଏକ ରେକର୍ଡ କଲେ ପ୍ରିୟଙ୍କା: ଇନ୍‌ଷ୍ଟାଗ୍ରାମ୍‌ରେ ସବୁଠୁ ଅଧିକ ଫଲୋଅର୍ସ

ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା କେବଳ ବଲିଉଡ୍‌ରେ ନୁହନ୍ତି, ହଲିଉଡ୍‌ରେ ମଧ୍ୟ ବେଶ୍‌ ଲୋକପ୍ରିୟ। ଏବେ ତାଙ୍କୁ ଆଉ ଏକ ସଫଳତା ମିଳିଛି। ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମ୍‌ରେ ସବୁଠାରୁ ଅଧିକ ଫଲୋଅର୍ସ ଥିବା ଅଭିନେତ୍ରୀ ହେଉଛନ୍ତି ପ୍ରିୟଙ୍କା। ମାତ୍ର ସବୁଠାରୁ…

ଦ୍ୱିତୀୟଥର ପାଇଁ ମା’ ହେଲେ ଶିଳ୍ପା ସେଟ୍ଟୀ

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଦ୍ୱିତୀୟଥର ମା’ ହୋଇଛନ୍ତି। ସୋସିଆଲ ମିଡିଆରେ ଶିଳ୍ପା ଏହି ସୂଚନା ଦେଇଛନ୍ତି। ସରୋଗେସି ପଦ୍ଧତି ଆପଣାଇ ଫେବୃୟାରୀ ୧୫ରେ ତାଙ୍କର ଏକ ଝିଅ ହୋଇଥିବା ସେ କହିଛନ୍ତି। ଏହାସହ ଝିଅର ହାତ ସେ ଇନଷ୍ଟାଗ୍ରାମରେ ଶେୟାର…

ଅପ୍ରେଲରେ ବିବାହ କରିବେ ରିଚା ଚଢ଼ା-ଅଲ୍ଲୀ ଫାଜଲ୍‌: ୩ ସ୍ଥାନରେ ଦେବେ ରିସେପ୍‌ସନ୍‌ ପାର୍ଟି

ବଲିଉଡ୍‌ରେ ଏବେ ବିବାହ ଋତୁ ଚାଲିଛି। ନିକଟରେ ଅଭିନେତ୍ରୀ କରିସ୍ମା ଏବଂ କରୀନା କପୁରଙ୍କ ଭାଇ ଅରମାନ ଜୈନ୍‌ ବିବାହ କରିଥିଲେ। ଏବେ ଆଉ ଏକ ଯୋଡି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସେ ହେଲେ ଅଭିନେତ୍ରୀ ରିଚା ଚଢ଼ା…

ମ୍ୟାନ ଭର୍ସେସ ଓ୍ବାଇଲ୍ଡ: ବିୟର ଗ୍ରିଲସ୍‌ଙ୍କ ସହ ନଜର ଆସିଲା ରଜନୀକାନ୍ତଙ୍କ ମୋଶନ ପୋଷ୍ଟର

ନୂଆଦିଲ୍ଲୀ,୨୦।୨: ଡିସକଭରି ଚ୍ୟାନେଲରେ ପ୍ରସାରିତ ହେବାକୁ ଥିବା ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କର ଶୋ’ ମ୍ୟାନ ଭର୍ସେସ ଓ୍ବାଇଲ୍ଡର ମୋଶନ ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଥମଥର ଆସିଥିବା ଏହି ମୋଶନ ପୋଷ୍ଟର ଦେଖିବା ପରେ ଦର୍ଶକେ ଏହାର ପ୍ରସାରଣକୁ…

ହଲିଉଡ୍‌ର ପ୍ରସିଦ୍ଧ ଫିଲ୍ମ ମେକରଙ୍କ ଝିଅ ହେଲେ ପର୍ନ ଷ୍ଟାର!

ଓ୍ବାଶିଂଟନ: ହଲିଉଡ୍‌ର ପପୁଲାର ଫିଲ୍ମ ମେକର ଷ୍ଟିଭେନ ସ୍ପିଲବର୍ଗଙ୍କ ଝିଅ ମିକେଲାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଦ ସନ୍‌ର ରିପୋର୍ଟ ଅନୁଯାୟୀ, ମିକେଲା ପର୍ନଷ୍ଟାରରୁ କୁଆଡେ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଛନ୍ତି। ଏକ ସାକ୍ଷାତ୍‌କାରରେ ମିକେଲା…

ଗୁନୀତଙ୍କ ବାୟୋପିକ୍‌ରେ ସୁରୈୟା

ମସାନ, ଜୁବାନ, ଦି ଲଞ୍ଚବକ୍ସ, ଗ୍ୟାଙ୍ଗସ୍‌ ଅଫ୍‌ ଓ୍ବାସେପୁର ପରି ଫିଲ୍ମ ନିର୍ମାଣ କରି ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରଶଂସିତ ହୋଇପାରିଥିବା ନିର୍ମାତା ଗୁନୀତ ମୋଙ୍ଗା । ଗୁନୀତ କମ୍‌ ବଜେଟର ବଡ ଫିଲ୍ମ ନିର୍ମାଣ କରି ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଏକ…

ଅମିତାଭଙ୍କ ଫଟୋ ଦେଖି ରେଖା କହିଲେ ଡେଞ୍ଜର ଜୋନ୍‌: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ନାୟିକା ରେଖା ଓ ନାୟକ ଅମିତାଭ ବଚ୍ଚନଙ୍କ ପ୍ରେମ କାହାଣୀ ସମସ୍ତଙ୍କୁ ଅଳ୍ପ ବହୁତେ ଜଣା। ଏମାନଙ୍କ ପ୍ରେମ, ବିବାହର ରୂପ ନେଇପାରି ନ ଥିବା ବେଳେ ଏବେବି ଏହା କେବେ କେବେ ଆଲୋଚନାର ପରିସରକୁ ଚାଲିଆସିଥାଏ। ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?