ମନୋରଞ୍ଜନ

ଯାତ୍ରା ପାଇଁ ସମର୍ପିତ ରତି-ମିଟୁନା

କୁହାଯାଏ ଯୋଡ଼ି ସ୍ବର୍ଗରେ ତିଆରି ହୁଏ। ଆଉ ଉପରବାଲା ହିଁ ଜୀବନସାଥୀ ବାଛିଦିଏ। ଯିଏ ଯେଉଁଠି ଜନ୍ମ ହୋଇଥାଉ, ଯିଏ ଯେଉଁଠି ଯେଉଁ କାମ କରୁଥାଉ ନା କାହିଁକି ଯିଏ ଯାହାର ସିଏ ତାହାର। ଓଡ଼ିଆ ଯାତ୍ରା ଜଗତର ଦୁଇ ପ୍ରସିଦ୍ଧ…

ସତର ବର୍ଷରୁ ଯାତ୍ରା

ପୂରା ନାମ ମୃତ୍ୟୁଞ୍ଜୟ ବାରିକ। ହେଲେ ସମସ୍ତେ ତାଙ୍କୁ ଜୟନ୍ତ ନାମରେ ହିଁ ଜାଣନ୍ତି। ଓଡ଼ିଆ ଯାତ୍ରାଜଗତର ଏକ ଅତି ପରିଚିତ ନାମ ହେଉଛନ୍ତି ମୃତ୍ୟୁଞ୍ଜୟ ବାରିକ ଓରଫ୍‌ ଜୟନ୍ତ ବାରିକ। ଉଭୟ ନେଗେଟିଭ୍‌ ଏବଂ ପଜିଟିଭ୍‌ ଭୂମିକା ତୁଲାଇବାରେ ସେ…

ସିଦ୍ଧାର୍ଥଙ୍କ ଉପରେ ରାଗିଗଲେ ହିମାଂଶି: କହିଲେ ‘ମହିଳାଙ୍କ ସହ କିଭଳି କଥା ହେବେ ଶିଖନ୍ତୁ’

ବମ୍ବେ: ବିଗ୍‌ବସ୍‌ ସରିବା ପରେ ମଧ୍ୟ ପ୍ରତିଯୋଗୀମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଥମୁନାହିଁ। ଏପରିକି ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଜଣେ ଅନ୍ୟଜଣଙ୍କୁ କଡ଼ା ମନ୍ତବ୍ୟ ଦେଉଛନ୍ତି। ସେଭଳି କିଛି ଘଟଣାକ୍ରମରେ ଶୋ’ ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଉପରେ ହିମାଂଶି ଖୁରାନ୍ନା…

‘ହାଥୀ ମେରେ ସାଥୀ’ରେ ନଜରକୁ ଆସିବେ ରାଣା ଦଗ୍ଗୁବତୀ, ଶେୟାର କଲେ ନୂଆ ପୋଷ୍ଟର

ବମ୍ବେ: ବ୍ଲକବଷ୍ଟର ଚଳଚ୍ଚିତ୍ର ‘ବାହୁବଲୀ’ରେ ଭଲ୍ଲାଲଦେବ ଚରିତ୍ରରେ ନଜରକୁ ଆସି ବାହାବାଃ ସାଉଁଟିଥିଲେ ଅଭିନେତା ରାଣା ଦଗ୍ଗୁବତୀ। ଫିଲ୍ମରେ ତାଙ୍କ ଚରିତ୍ରଠାରୁ ଆରମ୍ଭ କରି ଟ୍ରାନ୍ସଫର୍ମେଶନ ଚର୍ଚ୍ଚାରେ ରହିଥିଲା। ଏବେ ସେମିତି କିଛି ହୋଇଛି। ଆଗାମୀ ଫିଲ୍ମ ‘ହାଥୀ ମେରେ ସାଥୀ’ରେ…

କିଆରାଙ୍କ ପରେ ଚର୍ଚ୍ଚାରେ ବିକ୍କି-ଟାଇଗରଙ୍କ ଶର୍ଟଲେସ ଫଟୋଶୁଟ୍‌

ବମ୍ବେ: ଆରମ୍ଭରୁ ଚର୍ଚ୍ଚାରେ ଲୋକପ୍ରିୟ ସେଲିବ୍ରିଟି ଫଟୋଗ୍ରାଫର ଡବ୍ବୁ ରତନାନୀଙ୍କ କ୍ୟାଲେଣ୍ଡର ଶୁଟ୍‌। ଅଭିନେତ୍ରୀଙ୍କ ମଧ୍ୟରୁ କିଆରା ଆଡ୍‌ଭାନୀଙ୍କ ଟପ୍‌ଲେସ୍‌ ଫଟୋଶୁଟ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏ ନେଇ ବିଭିନ୍ନ ପ୍ରକାର ମେମେ ଭାଇରାଲ ମଧ୍ୟ ହୋଇଥିଲା। ଏପରିକି କିଆରା…

ଟ୍ରମ୍ପଙ୍କ ଗସ୍ତକୁ ନେଇ ରାମ ଗୋପାଳ ବର୍ମାଙ୍କ ଟୁଇଟ୍‌ ହେଉଛି ଭାଇରାଲ

ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଧର୍ମିଣୀଙ୍କ ସହ ଆସନ୍ତା ୨୪-୨୫ ତାରିଖରେ ଭାରତ ଆସୁଛନ୍ତି। ତାଙ୍କ ଗସ୍ତକୁ ନେଇ ଭିନ୍ନ ଭିନ୍ନ ଖବର ଶୁଣିବାକୁ ମିଳିଛି। ତେବେ ବଲିଉଡ୍‌ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଏମିତି ଏକ ଟୁଇଟ୍‌…

ଦାଦା ସାହେବ ଫାଲ୍‌କେ ଆଓ୍ବାର୍ଡ: ହ୍ରିତିକ୍‌ ଶ୍ରେଷ୍ଠ ଅଭିନେତା

ମୁମ୍ବାଇ: ୨୦୨୦ ପାଇଁ ଦାଦା ସାହେବ ଫାଲ୍‌କେ ଆଓ୍ବାର୍ଡ ଉତ୍ସବ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନେକ ଅଭିନେତ୍ରୀ ଅଭିନେତା ଅଂଶଗ୍ରହଣ କରିଥିଲେ। ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନ ଫିଲ୍ମ ‘ସୁପର -୩୦’ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି। ଏହି ଫିଲ୍ମରେ…

ତାପସୀଙ୍କୁ ପସନ୍ଦ ନୁହେଁ ଫିଲ୍ମରେ ଘରୋଇ ହିଂସା

ମୁମ୍ବାଇ: ବଲିଉଡ୍‌ ନାୟିକା ତାପସୀ ପନ୍ନୁଙ୍କ ଅଭିନୀତ ଫିଲ୍ମ ‘ଥପ୍ପଡ’ ଏବେ ରହିଛି ଚର୍ଚ୍ଚାରେ। ଏହାର ଟ୍ରେଲରଠାରୁ ଆରମ୍ଭ କରି ସୋସିଆଲ ମେସେଜ ପର୍ଯ୍ୟନ୍ତ ସବୁକିଛି ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଛି ବୋଲି କୁହାଯାଉଛି। ନିକଟରେ ଏହାର ଏକ ଭିଡିଓ…

ଶେହନାଜ-ସିଦ୍ଧାର୍ଥଙ୍କ ଫଟୋ ଭାଇରାଲ, ୟୁଜର କହିଲେ ଏମିତି

ମୁମ୍ବାଇ : ‘ବିଗ୍‌ବସ-୧୩’ର ପ୍ରତିଯୋଗୀ ଶେହନାଜ ଗିଲ୍‌ ନିଜର ଶୋ’ ‘ମୁଝ୍‌ସେ ଶାଦୀ କରୋଗେ’ରେ ବର୍ତ୍ତମାନ ବ୍ୟସ୍ତ ଅଛନ୍ତି। ‘ବିଗ୍‌ବସ’ ଶେଷ ହେବା ପରେ ସେ ଏହି ଶୋ’ ଆରମ୍ଭ କରିଛନ୍ତି। ଏବେ ସୋସିଆଲ ମିଡିଆରେ ଶେୟାର ହୋଇଥିବା ତାଙ୍କର ଏକ…

ମୋଦି-ଟ୍ରମ୍ପ୍‌ଙ୍କ ସମ୍ମୁଖରେ ‘ଜୟ-ଜୟ କାରା’ ଗାନ କରିବେ କୈଳାଶ

ଅହମଦାବାଦ୍‌,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ମୋଟେରା ଷ୍ଟାଡିୟମ୍‌ରେ ନମସ୍ତେ ଟ୍ରମ୍ପ୍‌ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ବାଗତ କରିବେ। ଦୁଇ ନେତାଙ୍କ ଉପସ୍ଥିତିରେ ଗାୟକ କୈଳାଶ ଖୈର ‘ ଜୟ ଜୟ…

ସେଲିବ୍ରେଶନ ମୁଡ୍‌ରେ ‘କୁଲି ନଂ-୧’ ବରୁଣ

ମୁମ୍ବାଇ: ବରୁଣ ଧାଓ୍ବନ ଏବଂ ସାରା ଅଲି ଖାନ୍‌ଙ୍କ ଅପ୍‌କମିଂ ଫିଲ୍ମ ‘କୁଲି ନଂ-୧’ର ଶୁଟିଂ ଶେଷ ହୋଇଯାଇଛି। ଏହାପରେ ଏକଦମ୍‌ ସେଲିବ୍ରେଶନ ମୁଡ୍‌ରେ ଅଛନ୍ତି ଫିଲ୍ମର ପୂରା ଟିମ୍‌। ନିଶ୍ଚିତ ଭାବେ ଏକ ହିଟ୍‌ କମେଡି ଫିଲ୍ମର ରିମେକ୍‌ କରିବା…

ଆୟୁଷ୍ମାନ ଖୁରାନାଙ୍କ ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ‘ର ତାରିଫ୍‌ କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତ ଗସ୍ତ ପୂର୍ବରୁ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’ର ତାରିଫ୍‌ କରିଛନ୍ତି। ସେ ଟୁଇଟ୍‌ କରି ଫିଲ୍ମକୁ ପ୍ରଶଂସା କରିଛନ୍ତି। ଏହାକୁ ନେଇ ଆୟୁଷ୍ମାନଙ୍କ ଛାତି କୁଣ୍ଡେମୋଟ ହୋଇଯାଇଥିବା ପ୍ରଶଂସକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?