କ୍ୟାଟ୍ରିନାଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଭିକ୍କି
ମୁମ୍ବାଇ: ବଲିଉଡ୍ର ଗଳି କନ୍ଦିରେ ନାୟିକା କ୍ୟାଟ୍ରିନା କୈଫ ଓ ନାୟକ ଭିକ୍କି କୌଶଲଙ୍କ ଆଫେୟାର୍ସକୁ ନେଇ ଚର୍ଚ୍ଚା ଚାଲିଛି। ହେଲେ ଏମାନେ ଏପର୍ଯ୍ୟନ୍ତ ଏସମ୍ପର୍କରେ କିଛି ମନ୍ତବ୍ୟ ଦେଇ ନାହାନ୍ତି। ଏମାନଙ୍କୁ ଦୀପାବଳିରୁ ଆରମ୍ଭ କରି ବିଭିନ୍ନ ବାର୍ଥ ଡେ’…
ଭାଲେଣ୍ଟାଇନ ଡେ’ରେ ଛୁଟି କାଟିବାକୁ ବାହାରିଲେ ଦୀପବୀର
ମୁମ୍ବାଇ: ଆରମ୍ଭ ହୋଇଯାଇଛି ଭାଲେଣ୍ଟାଇନ୍ ଓ୍ବିକ୍। ଏବେ ଏହାକୁ ନେଇ କିଏ କେତେ ପ୍ଲାନ କରି ସାରିଛନ୍ତି। ବିଶେଷ କରି ବଲିଉଡ୍ ସେଲିବ୍ରିଟିମାନେ ଏହାକୁ ନେଇ ସେଲିବ୍ରେଶନ ମୁଡରେ ଅଛନ୍ତି। ଏବେ ବଲିଉଡ୍ର ଚର୍ଚ୍ଚିତ କପୁଲ ଦୀପିକା ପାଦୁକୋନ ଓ ରଣବୀର…
ନେହା-ଆଦିତ୍ୟଙ୍କ ବିବାହ ଖବରରେ ପୂର୍ଣ୍ଣଚ୍ଛେଦ ପକାଇଲେ ଟୋନି କକ୍କର
ବଲିଉଡ୍ର ପ୍ରସିଦ୍ଧ ଗାୟିକା ନେହା କକ୍କରଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଇଣ୍ଡିଆନ ଆଇଡଲ ୧୧’ ଶୋ’ରେ ପ୍ରସିଦ୍ଧ ଗାୟକ ଉଦିତ୍ ନାରାୟଣ ଓ ତାଙ୍କ ସ୍ତ୍ରୀ ନେହାଙ୍କୁ ବୋହୂ କରିବାକୁ ଚାହୁଁଥିବା କଥା କହିବା ପରେ ଚର୍ଚ୍ଚା…
ନମସ୍କାରର ସଠିକ୍ ଅର୍ଥ ବୁଝାଇଲେ ବିଗ୍ ବି
ମୁମ୍ବାଇ: ବଲିଉଡ୍ର ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ରହିଥାନ୍ତି। ପ୍ରାୟ ସମୟରେ ସେ ମନରୋଞ୍ଜନ ହେଉ କି କିଛି ଶିକ୍ଷଣୀୟ ଟୁଇଟ ଶେୟାର କରିଥାନ୍ତି। ଇତିମଧ୍ୟରେ ଅମିତାଭ ଟୁଇଟରରେ ‘ନମସ୍କାର’ର ସଠିକ୍ ଅର୍ଥକୁ ନେଇ ଏକ ଟୁଇଟ…
ହସ୍ପିଟାଲରେ ରିଷି କପୁର
ମୁମ୍ବାଇ,୭-୨(ପି.ଟି.): ବର୍ଷୀୟାନ ଅଭିନେତା ରିଷି କପୁର ପୁଣିଥରେ ମୁମ୍ବାଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ସଂକ୍ରମିତ ଜ୍ୱର (ଭାଇରାଲ ଫିଭର) ହୋଇଥିବା ପରିବାର ସୂତ୍ରରୁ ଜଣାପଡିଛି। ଗତ ସପ୍ତାହରେ ସେ ଦିଲ୍ଲୀ ହସ୍ପିଟାଲରୁ ବାହାରିଥିଲେ। ସୋମବାର ସେ ମୁମ୍ବାଇରେ ପହଞ୍ଚତ୍ବା ପରେ…
ଆସିମ୍ଙ୍କ ସମର୍ଥନରେ WWE ଷ୍ଟାର ଜନ୍: ଧନ୍ୟବାଦ ଜଣାଇଲେ ପ୍ରଶଂସକ
ବମ୍ବେ: ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍ବସ୍’ର ଫାଇନାଲ ଯେତେ ପାଖେଇ ଆସୁଛି, ପ୍ରତିଯୋଗୀମାନେ ସେତିକି ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ବଡ଼ କଳାକାର ନଚେତ ପ୍ରତିଭାବାନ ବ୍ୟକ୍ତିବିଶେଷମାନେ ଭିନ୍ନ ପ୍ରତିଯୋଗୀଙ୍କ ସମର୍ଥନରେ ମଧ୍ୟ ବାହାରୁଛନ୍ତି। ସେମାନଙ୍କ ମଧ୍ୟରୁ ଆସିମ୍ ରିଆଜ୍ଙ୍କ…
ରୋମାନ୍ସ, ସସ୍ପେନ୍ସରେ ଭରପୂର ରହିବ ଭାଲେଣ୍ଟାଇନ୍ ସପ୍ତାହ: ପରଦାକୁ ଆସୁଛି ଏସବୁ ଫିଲ୍ମ
ବମ୍ବେ: ଆଗକୁ ଆସୁଛି ଭାଲେଣ୍ଟାଇନ୍ ଡେ। ଚଳଚ୍ଚିତ୍ର ନିର୍ମାତାମାନେ ଏହାକୁ ଦୃଷ୍ଟିରେ ରଖି ରୋମାନ୍ସ ଏବଂ ସସ୍ପେନ୍ସ ଉପରେ ଆଧାରିତ ଏକାଧିକ ଫିଲ୍ମ ଭେଟିଦେବାକୁ ଯାଉଛନ୍ତି। ଭାଲେଣ୍ଟାଇନ୍ ସପ୍ତାହରେ ଦୁଇଟି ଶୁକ୍ରବାର ପଡ଼ୁଥିବାବେଳେ ଫେବୃୟାରୀ ୭ ତାରିଖରେ ରିଲିଜ ହେବ ହିନା…
ବଲିଉଡ୍ରେ ଅକ୍ଷୟ କୁମାରଙ୍କ ବ୍ରାଣ୍ଡ୍ ଭାଲ୍ୟୁ ସବୁଠୁ ଅଧିକ
ମୁମ୍ବାଇ: ବଲିଉଡ୍ର ଅନ୍ୟ ନାମୀଦାମୀ ଅଭିନେତ୍ରୀ ଅଭିନେତାଙ୍କୁ ବ୍ରାଣ୍ଡ୍ ଭାଲ୍ୟୁରେ ପଛରେ ପକାଇ ଦେଇଛନ୍ତି ଅକ୍ଷୟ କୁମାର। ବର୍ଷକ ମଧ୍ୟରେ ତାଙ୍କର ବ୍ରାଣ୍ଡ୍ ଭାଲ୍ୟୁ ୫୫.୩ ପ୍ରତିଶତ ବୃଦ୍ଧିପାଇଛି। ବୁଧବାର ଗ୍ଲୋବାଲ ଆଡ୍ଭାଇଜରୀ ଫାର୍ମ ଡଫ୍ ଆଣ୍ଡ୍ ଫେଲ୍ପସ ଦ୍ୱାରା ଜାରି…
କୋରିଆନ୍ ଫିଲ୍ମର ରିମେକ୍ କରିପାରନ୍ତି ଶାହାରୁଖ
ମୁମ୍ବାଇ: ବଲିଉଡ୍ ବାଦଶାହା ଶାହାରୁଖ ଖାଁ କିଛି ଦିନ ହେବ ବଡ ପରଦାରୁ ଦୂରେଇ ରହିଛନ୍ତି। ତାଙ୍କ ହାତରେ ସେମିତି କିଛି ଆଖିଦୃଶିଆ ପ୍ରୋଜେକ୍ଟ ନାହିଁ କହିଲେ ଚଳେ। ଏବେ ଶୁଣିବାକୁ ମିଳିଛି କି ଶାହାରୁଖ ଖାଁଙ୍କ ଟିମ୍ କୋରିଆନ୍ ଫିଲ୍ମ…
ହଲିଉଡ୍ର ବରିଷ୍ଠ କଳାକାର କିର୍କ ଡୋଗଲାସଙ୍କ ୧୦୩ ବର୍ଷ ବୟସରେ ପରଲୋକ
ଓ୍ବାଶିଂଟନ,୬।୨: ହଲିଉଡ୍ ଲିଜେଣ୍ଡ କିର୍କ ଡୋଗଲାସଙ୍କର ୧୦୩ ବର୍ଷ ବୟସରେ ବୁଧବାର ପରଲୋକ ହୋଇଛି। ତାଙ୍କ ପୁଅ ତଥା ହଲିଉଡ୍ର ନାମୀ କଳାକାର ମାଇକେଲ ଡୋଗଲାସ ଇନଷ୍ଟାଗ୍ରାମ ମାଧ୍ୟମରେ ଏହି ଖବର ସାରା ବିଶ୍ୱକୁ ଜଣାଇଛନ୍ତି। ଏହି ଖବର ସହ ସେ…
ଆଙ୍କରିଂ ଯାହାର ନିଶା
ସତେ ଯେମିତି ଆଙ୍କରିଂ ତାଙ୍କ ନିଶା ପାଲଟି ଯାଇଛି। ଜଣେ ଓଡ଼ିଆ ଝିଅ ଭାବରେ ସେ କେବଳ ଜାତୀୟ ନୁହେଁ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି। ସେ ହେଲେ ମାନସୀ ମିଶ୍ର। ବମ୍ବେରେ ଜନ୍ମିତା ଏହି ଆଙ୍କରଙ୍କ ମଧ୍ୟ ଅଭିନୟ…
କୁକୁର ଗୋଡ଼ାଇବା କଥା ଭୁଲି ପାରୁନି
ଦୀପକଙ୍କ ଓଲିଉଡ୍ କ୍ୟାରିୟର ଆରମ୍ଭ ହୋଇଥିଲା ଓଡ଼ିଆ ସିନେମା ‘ମନ ମୋର ପ୍ରଜାପତି’ରୁ। ଏହାର ଶୁଟିଂ ସମୟରେ ଏପରି ଏକ ଘଟଣା ଘଟିଥିଲା ଯାହାକୁ ଭୁଲି ପାରୁନାହାନ୍ତି ଏହି ଅଭିନେତା.. ହଁ, କୁକୁର କଥା ମନେପଡ଼ିଲା ବେଳକୁ ଯେତିକି ଡର ଲାଗୁଛି…

