ମନୋରଞ୍ଜନ

ମା’ ହେବାକୁ ୧୫ କିଲୋ ଓଜନ ବଢ଼ାଇଲେ କ୍ରିତି

ମୁମ୍ବାଇ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ବଲିଉଡ୍‌ ଅଭିନେତ୍ରୀ କ୍ରିତି ସାନନ୍‌ଙ୍କ ଫଟୋ। ଏମିତିରେ ବି-ଟାଉନ ତାରକାଙ୍କ ଫଟୋ ଭାଇରାଲ ହେବା କିଛି ନୂଆ କଥା ନୁହେଁ। ତେବେ ଚର୍ଚ୍ଚାର କାରଣ ଫଟୋରେ କ୍ରିତିଙ୍କ ବେବି ବମ୍ପ୍‌ ଦେଖିବାକୁ ମିଳିଛି। ଆପଣ…

କମଲ ହାସନଙ୍କ ଫିଲ୍ମ ‘ଇଣ୍ଡିଆନ୍‌-୨’ ଶୁଟିଂ ସେଟ୍‌ରେ ଦୁର୍ଘଟଣା: ସହନିର୍ଦ୍ଦେଶକଙ୍କ ସମେତ ୩ ମୃତ

ଚେନ୍ନାଇ,୨୦।୨: ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଫିଲ୍ମ ଇଣ୍ଡିଆନ୍‌-୨ ଶୁଟିଂ ସେଟ୍‌ରେ ବଡ ଦୁର୍ଘଟଣା ଘଟିଛି। ଚେନ୍ନାଇର ଇଭିପି ଷ୍ଟୁଡିଓ ସେଟ୍‌ରେ ଲାଗିଥିବା କ୍ରେନ୍‌ କ୍ରାଶ୍‌ ହେବା ଫଳରେ ଫିଲ୍ମ ସହନିର୍ଦ୍ଦେଶକଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ…

ମାତ୍ର ୧୯ ବର୍ଷରେ ଅମିତାଭ ବଚ୍ଚନ ସହ କରିଥିଲେ ଡେବ୍ୟୁ, ୨୫ରେ ମୃତ୍ୟୁ, ଏମିତି ଥିଲା ଜିଆ ଖାନ୍‌ଙ୍କ ଫିଲ୍ମ କ୍ୟାରିୟର୍‌

ବଲିଉଡ୍‌ ଅଭିନେତ୍ରୀ ଜିଆ ଖାନ୍‌ଙ୍କ ଆଜି ୩୨ ତମ ଜନ୍ମଦିବସ। ୧୯୮୮ ମସିହା ଫେବୃୟାର ୨୦ରେ ନ୍ୟୁୟର୍କରେ ସେ ଜନ୍ମଗ୍ରହଣ କରିଥିଲେ ଜିଆ। ଜିଆ ବଲିଉଡ୍‌ର ଏମିତି ଜଣେ ଅଭିନେତ୍ରୀ ଥିଲେ ଯେ, ଖୁବ୍‌ କମ୍‌ ସମୟରେ ସଫଳତା ପାଇବା ସହ…

ରଶ୍ମୀ-ଉମରଙ୍କ ଯୋଡ଼ି, ଟୁଇଟରରେ ଟ୍ରେଣ୍ଡ କରୁଛି #umRash

ବମ୍ବେ: ସରିଛି ‘ବିଗ୍‌ବସ୍‌’। ହେଲେ ପ୍ରଶଂସକଙ୍କ ମନରୁ ପ୍ରତିଯୋଗୀମାନଙ୍କ ପାଇଁ ଥିବା ଭଲପାଇବା ପୂର୍ବଭଳି ରହିଛି। ଶୋ’ ଶେଷ ହେବା ପରେ ପ୍ରତିଯୋଗୀମାନେ ମଧ୍ୟ ମସ୍ତି ମୁଡ୍‌ରେ ନଜର ଆସୁଛନ୍ତି। ନିକଟରେ ଆସିମ୍‌ ରିଆଜ, ହିମାଂଶୀ ଖୁରାନ୍ନା ଏବଂ ରଶ୍ମୀ ଦେଶାଇଙ୍କ…

ରିଲିଜ ହେବ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’- ‘ଭୂତ’: ବକ୍ସ ଅଫିସରେ ଆୟୁଷ୍ମାନ-ବିକ୍କିଙ୍କ ମଧ୍ୟରେ ଟକ୍କର

ବମ୍ବେ: ଆସନ୍ତା ସପ୍ତାହରେ ରିଲିଜ ହେବ ଦୁଇଟି ବହୁ ପ୍ରତୀକ୍ଷିତ ଫିଲ୍ମ। ଗୋଟିଏ ପଟେ ଆୟୁଷ୍ମାନ ଖୁରାନ୍ନାଙ୍କ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’କୁ ଅନ୍ୟପକ୍ଷେ ବିକ୍କି କୌଶଲଙ୍କ ‘ଭୂତ’ର ବଡ଼ପରଦାରେ ହେବ ଟକ୍କର। ଦର୍ଶକଙ୍କୁ ସର୍ବଦା ଭରପୂର ମନୋରଞ୍ଜନର ଗ୍ୟାରେଣ୍ଟି ଦେଇଆସୁଥିବା…

ଶେହନାଜଙ୍କ ସ୍ବୟଂମ୍ବର ଦେଖି ରାକ୍ଷୀଙ୍କ ପ୍ରତିକ୍ରିୟା

ମୁମ୍ବାଇ: ବିଗ୍‌ ବସ ୧୩ ପରେ ଶେହନାଜ ଗିଲ୍‌ଙ୍କ ସ୍ବୟଂମ୍ବର ‘ମୁଝ୍‌ସେ ଶାଦୀ କରୋଗୀ’ ଆରମ୍ଭ ହୋଇଯାଇଛି। ଯେଉଁଥିରେ ପାରସ୍‌ ଛାବ୍‌ଡ଼ା ଏବଂ ଶେହନାଜଙ୍କୁ ବରକନ୍ୟା ଭାବରେ ଦେଖିବାକୁ ମିଳିଛି। ଏପରି ସ୍ବୟଂମ୍ବର ନୂଆ କଥା ନୁହେଁ, କାରଣ ଏହା ପୂର୍ବରୁ…

ମ୍ୟୁଜିକାଲ ଫିଲ୍ମ ‘୯୯ ସଙ୍ଗସ୍‌’ର ଟ୍ରେଲର ରିଲିଜ

ସଂଗୀତ ମାଧ୍ୟମରେ ସାରା ବିଶ୍ୱକୁ ଦିଓ୍ବାନା କରିଥିବା ସଂଗୀତକାର ଏ.ଆର୍‌ ରହମାନଙ୍କ ସିନେମା ‘୯୯ ସଙ୍ଗ୍‌ସ’ର ଟ୍ରେଲର ରିଲିଜ୍‌ ହୋଇଛି। ଏହା ଏକ ମ୍ୟୁଜିକାଲ ରୋମାଣ୍ଟିକ୍‌ ସିନେମା। ଏହାର ନିର୍ଦ୍ଦେଶନା ଦେଇଛନ୍ତି ବିଶ୍ୱେଶ କ୍ରିଷ୍ଣାମୂର୍ତ୍ତି। ଏଥିରେ ଇହାନ ଭଟ୍ଟ ଓ ଏଡଲ୍‌ସି…

‘ଇର୍ଫାନ ଖାନ୍‌ଙ୍କ ପାଇଁ ଆମେ ବର୍ଷେ ଅପେକ୍ଷା କରିଥିଲୁ’

ବଲିଉଡ ଭର୍ସାଟାଇଲ ଆକ୍ଟର ଇର୍ଫାନ ଖାନଙ୍କ ଫିଲ୍ମ ‘ଅଂଗ୍ରେଜୀ ମିଡିୟମ’କୁ ନେଇ ଚର୍ଚ୍ଚା ଚାଲିଛି। ଫିଲ୍ମର ଟ୍ରେଲର୍‌ ରିଲିଜ ହୋଇଛି। ପ୍ରଶଂସକ ତାଙ୍କ ପସନ୍ଦର ଅଭିନେତାଙ୍କୁ ପୁଣି ଥରେ ପରଦାରେ ଦେଖିବା ପାଇଁ ଅତେବେ ଏହା ପୂର୍ବରୁ ଇର୍ଫାନଙ୍କ ଏକ ଇମୋଶନାଲ…

ଫିଲ୍ମ ‘୮୩’ରେ ଦୀପିକାଙ୍କ ପ୍ରଥମ ଫଟୋ ଜାରି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ୧୯୮୩ ମସିହା ବିଶ୍ୱକପ ବିଜେତା କପିଲ ଦେବଙ୍କ ଉପରେ ନିର୍ମାଣ ହୋଇଛି ଫିଲ୍ମ ‘୮୩’। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ରଣବୀର ସିଂହ। ଏହି ଫିଲ୍ମର ଗୋଟିଏ ପରେ ଗୋଟିଏ କଳାକାରଙ୍କୁ…

ପ୍ରଖ୍ୟାତ ଅଭିନେତ୍ରୀ କିଶୋରୀ ବଲାଲଙ୍କ ପରଲୋକ

ବଲିଉଡ୍‌ର ପ୍ରଖ୍ୟାତ ଅଭିନେତ୍ରୀ କିଶୋରୀ ବଲାଲଙ୍କ ପରଲୋକ ହୋଇଯାଇଛି। ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। କେବଳ ବଲିଉଡ୍‌ ନୁହେଁ, କନ୍ନଡ ଫିଲ୍ମରେ ମଧ୍ୟ ସେ ଲୋକପ୍ରିୟତା ହାସଲ କରିଥିଲେ। ୧୯୬୦ ମସିହାରେ ସେ କନ୍ନଡ ଫିଲ୍ମରେ ଅଭିନୟ…

ପୂର୍ବତନ ମିସ୍‌ ଇଣ୍ଡିଆ ଏବେ ଲାଇମ୍‌ଲାଇଟ୍‌ରୁ ଦୂରରେ

ମୁମ୍ବାଇ: ୮୦ ଓ ୯୦ ଦଶକର ଏହି ଅଭିନେତ୍ରୀ ନିଜର ସୌନ୍ଦର୍ଯ୍ୟ ଓ ଅଭିନୟ ଜାଦୁରେ ସମସ୍ତଙ୍କ ମନ୍ତ୍ରମୁଗ୍ଧ କରିଥିଲେ। ନିଜର ସୌନ୍ଦର୍ଯ୍ୟ ପାଇଁ ମିସ୍‌ ଇଣ୍ଡିଆର ଖ୍ୟାତି ପାଇଥିବା ଏହି ଅଭିନେତ୍ରୀ ଜଣକ ସିନେମାଜଗତରେ ମଧ୍ୟ ବହୁ ନାଁ କମାଇଛନ୍ତି।…

ଆମେରିକା ଗଟ୍‌ ଟ୍ୟାଲେଣ୍ଟ ଶୋ’ ଜିତିଲେ ମୁମ୍ବାଇର ଭି. ଅନ୍‌ବିଟେବୁଲ୍‌ ଡ୍ୟାନ୍ସ ଗ୍ରୁପ୍‌

ମୁମ୍ବାଇ: ଆମେରିକା ଗଟ୍‌ ଟ୍ୟାଲେଣ୍ଟରେ ଭାଗ ନେଇ ଲୋକପ୍ରିୟତା ହାସଲ କରିଛନ୍ତି ଅନେକ ନୃତ୍ୟଶିଳ୍ପୀ। ହେଲେ ଚଳିତ ଥର ସମସ୍ତଙ୍କୁ ଚକିତ କରି ମୁମ୍ବାଇର ଭି.ଅନ୍‌ବିଟେବୁଲ ଡ୍ୟାନ୍ସ ଗ୍ରୁପ୍‌ ଶୋ’ ବିଜେତା ହୋଇଛନ୍ତି। ଏ ନେଇ ଗ୍ରୁପ୍‌ର ସମସ୍ତ ନୃତ୍ୟଶିଳ୍ପୀଙ୍କୁ ଚାରିଆଡୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?