ମନୋରଞ୍ଜନ

ହାତରେ ତ୍ରିରଙ୍ଗା ଧରିଥିବା ତୈମୁରଙ୍କ ଫଟୋ ଭାଇରାଲ

ମୁମ୍ବାଇ: ଦେଶରେ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଉଥିବାବେଳେ ଶୈଫ୍‌ ଅଲ୍ଲୀ ଖାଁ ଏବଂ କରୀନା କପୁର ଖାଁଙ୍କ ପୁଅ କୁନ୍‌ମୁନ୍‌ ତୈମୁର ମଧ୍ୟ ଆନନ୍ଦ ଉତ୍ସାହ ମଧ୍ୟରେ ଏହା ପାଳନ କରିଛନ୍ତି। ସେ ତାଙ୍କ ସାଙ୍ଗସାଥୀଙ୍କ ସହିତ ପତାକା…

ମୁଁ ମୁସଲମାନ୍‌ ମୋ ସ୍ତ୍ରୀ ହିନ୍ଦୁ ମୋ ପିଲାଏ ହିନ୍ଦୁସ୍ତାନ: ଶାହରୁଖ

ମୁମ୍ବାଇ: ସାଧାରଣ ତନ୍ତ୍ର ଦିବସ ଅବସରରେ କିଙ୍ଗ ଖାଁ ଶାହରୁଖ୍‌ଙ୍କ ମନ୍ତବ୍ୟ ନେଇ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି। ଶାହରୁଖ୍‌ କହିଛନ୍ତି ଯେ, ମୁଁ ମୁସଲମାନ୍‌ ମୋ ସ୍ତ୍ରୀ ହିନ୍ଦୁ ମୋ ପିଲାଏ ହିନ୍ଦୁସ୍ତାନ। ରିୟଲିଟି ଶୋ ଡ୍ୟାନ୍ସ…

ଅସୁସ୍ଥ ‘ମିଶନ ମଙ୍ଗଲ’ର ନିର୍ଦ୍ଦେଶକ

ମୁମ୍ବାଇ,୨୬।୧: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’ର ନିର୍ଦ୍ଦେଶକ ଅସୁସ୍ଥ ଥିବା ସୂଚନା ମିଳିଛି। ନିର୍ଦ୍ଦେଶକ ଜଗନ ଶକ୍ତି ମୁମ୍ବାଇରେ ତାଙ୍କ ସାଙ୍ଗମାନଙ୍କ ସହ କଥା ହେଉଥିବା ସମୟରେ ହଠାତ୍‌ ପଡିଯାଇଥିଲେ। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ…

ବିବାହ ବାର୍ଷିକୀରେ ସୋହାଙ୍କ ସହ ବିତାଇଥିବା ମୁହୂର୍ତ୍ତଗୁଡ଼ିକୁ ମନେ ପକାଇଲେ କୁନାଲ

ବମ୍ବେ: ଅଭିନେତା କୁନାଲ ଖେମୁ-ସୋହା ଅଲ୍ଲୀ ଖାଁଙ୍କ ବିବାହକୁ ପୂରିଛି ପାଞ୍ଚ ବର୍ଷ। ଏହି ଅବସରରେ କୁନାଲ ସ୍ତ୍ରୀ ସୋହାଙ୍କୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି। ଇନ୍‌ଷ୍ଟାରେ ଉଭୟ ବିବାହ ସମୟର କିଛି ଦୃଶ୍ୟ ଥିବା ଭିଡିଓ ଶେୟାର କରିଛନ୍ତି। ଏହାକୁ…

ବିଗ୍‌ବସ୍‌ ବଦଳାଇଲା ଭାଗ୍ୟ: ମହେଶ ଭଟ୍ଟଙ୍କ ଫିଲ୍ମରେ ନଜର ଆସିବେ ଆସିମ୍‌, ନାୟିକା ସାଜିବେ ସନ୍ନି !

ବମ୍ବେ: ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ ଭାଗ ନେଉଥିବା ପ୍ରତିଯୋଗୀଙ୍କ ଭାଗ୍ୟ ବଦଳାଇଦିଏ। ଠିକ୍‌ ଏପରି କିଛି ଘଟିଛି ‘ବିଗ୍‌ବସ୍‌-୧୩’ର ପ୍ରତିଯୋଗୀ ଅସିମ୍‌ ରିଆଜଙ୍କ କ୍ଷେତ୍ରରେ। ଅସିମ୍‌ ଚଳିତ ସିଜନ୍‌ର ସବୁଠାରୁ ଅଧିକ ପସନ୍ଦ କରାଯାଉଥିବା ସେଲିବ୍ରିଟି ପାଲଟିଛନ୍ତି। ଏଣୁ ବଲିଉଡର…

ସେନା ପୋଷାକରେ ନଜର ଆସିଛନ୍ତି ଏହି ବଲିଉଡ୍‌ କଳାକାର

ମୁମ୍ବାଇ: ବଲିଉଡ୍‌ରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାହଣୀକୁ ନେଇ ନିର୍ମାଣ କରାଯାଇଥାଏ ଫିଲ୍ମ। ଏମିତିକି ସତ ଘଟଣାକୁ ନେଇ ତିଆରି ହୋଇଥିବା ଫିଲ୍ମ ଦର୍ଶକଙ୍କ ମନକୁ ମଧ୍ୟ ବେଶ୍‌ ଛୁଇଁପାରେ। ଏହି କ୍ରମରେ ଭାରତୀୟ ସେନାଙ୍କୁ ମଧ୍ୟ ବଲିଉଡ୍‌ ପରଦାରେ…

୨ଶହ କୋଟି କ୍ଲବରେ ସାମିଲ ହେଲା ତାନାଜୀ

ମୁମ୍ବାଇ: ବଲିଉଡ୍‌ ନାୟକ ଅଜୟ ଦେବଗନ ଓ କାଜଲଙ୍କ ଅଭିନୀତ ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ଓ୍ବାରିୟର’ ୨ଶହ କୋଟି କ୍ଳବରେ ସାମିଲ ହୋଇଛି। ଫିଲ୍ମ କ୍ରିଟିକ ତରଣ ଆଦର୍ଶଙ୍କ ସୂଚନା ଅନୁଯାୟୀ, ତାନାଜୀ ଏବେସୁଦ୍ଧା ୨୦୨.୮୩ କୋଟି ଟଙ୍କା ଆୟ…

ଆତ୍ମହତ୍ୟା କଲେ ଟେଲିଭିଜନ କଳାକାର ସେଜଲ ଶର୍ମା: ଉଦୟପୁରରେ ହେବ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ,୨୫।୧: ଟେଲିଭିଜନ ଧାରାବାହିକ ‘ଦିଲ ତୋ ହାପି ହୈ ଜି’ର ଅଭିନେତ୍ରୀ ସେଜଲ ଶର୍ମା ଶୁକ୍ରବାର ଆତ୍ମହତ୍ୟା କରିଥିବା ଜଣାପଡିଛି। ସେଜଲଙ୍କ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ବ୍ୟକ୍ତିଗତ କାରଣରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି…

ଐଶ୍ଚର୍ଯ୍ୟା କ‘ଣ ପୁଣି ଗର୍ଭବତୀ !

ମୁମ୍ବାଇ: ନିକଟରେ ଅଭିଷେକ ବଚ୍ଚନ ନିଜ ଟୁଇଟର ହ୍ୟାଣ୍ଡେଲରେ ପ୍ରଶଂସକଙ୍କୁ ଏକ ସରପ୍ରାଇଜ୍‌ ଦେବାକୁ କହିଥିଲେ। ସେନେଇ ପ୍ରଶଂସକଙ୍କ ମଧ୍ୟରେ ନାନା କଳ୍ପନାଜଳ୍ପନା ଜାରି ରହିଥିଲା। କେତେକ ଘରକୁ ନୂଆ ଅତିଥି ଆସୁଥିବା ପ୍ରଶ୍ନ କରିଥିଲେ। ଐଶ୍ଚର୍ଯ୍ୟା ରାୟ ବଚ୍ଚନ କ‘ଣ…

ନସିରୁଦ୍ଦିନ-ଅନୁପମଙ୍କ ବିବାଦକୁ ନେଇ ଟୁଇଟ୍‌ କଲେ ରାହୁଲ

ମୁମ୍ବାଇ: ବଲିଉଡ୍‌ର ଦୁଇ ବରିଷ୍ଠ ଅଭିନେତା ନସିରୁଦ୍ଦିନ ଶାହା ଓ ଅନୁପମ ଖେର ଏବେ ଅଛନ୍ତି ଚର୍ଚ୍ଚାରେ। ନିକଟରେ ନସିରୁଦ୍ଦିନ ଶାହା ଏକ ସାକ୍ଷାତ୍‌କାରରେ ଅଭିନେତା ଅନୁପମ ଖେରଙ୍କୁ ପରିହାସକାରୀ ବ୍ୟକ୍ତି ବୋଲି କହିଥିଲେ। ଆଉ ଅନୁପମ ଏକ ଭିଟିଓ ଟୁଇଟ୍‌…

ଏୟାର ଫୋର୍ସ ପାଇଲଟ ଭୂମିକାରେ ନଜର ଆସିବେ କଙ୍ଗନା

ମୁମ୍ବାଇ: ଏଥର ଫ୍ରାଇଡେ ରିଲିଜରେ ସାମିଲ ହୋଇଛି କଙ୍ଗନା ରାନାଓ୍ବତଙ୍କ ଫିଲ୍ମ ‘ପଙ୍ଗା’। ଏହା ବକ୍ସ ଅଫିସରେ ହିଟ୍‌ ହେବ ବୋଲି ମେକର୍ସ ଆଶା ରଖିଛନ୍ତି। ଏହାସହ କଙ୍ଗନା ତାଙ୍କ ଅପ୍‌କମିଂ ଫିଲ୍ମ ବିଷୟରେ ମଧ୍ୟ ଘୋଷଣା କରିଛନ୍ତି। ଆଗାମୀ ଫିଲ୍ମରେ…

ଅଭିଷେକ ଶେୟାର କଲେ ଫିଲ୍ମ‘ବବ୍‌ ବିଶ୍ୱାସ’ର ଝଲକ

ବମ୍ବେ: ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପୁଅ ହେବା ସତ୍ତ୍ୱେ ବଲିଉଡରେ ଅଭିଷେକ ଦବଦବା ସେତେଟା ଜଣାପଡେନାହିଁ। ଅନେକ ତାଙ୍କ ଅଭିନୟ ପ୍ରଭାବିତ କରୁ ନ ଥିବା ମତ ରଖନ୍ତି। ନିକଟରେ ବିକ୍କି କୌଶଲଙ୍କ ଫିଲ୍ମ ମନ ମର୍ଜିୟାରେ ସେ ନଜର ଆସିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?