ରିଲିଜ୍‌ ହେବ ବିଦ୍ୟାଙ୍କ ଅଭିନୀତ ଫିଲ୍ମ ‘ଶକୁନ୍ତଳା ଦେବୀ’

ମୁମ୍ବାଇ: ବଲିଉଡ୍‌ର ଡାର୍ଟି ଗର୍ଲ ବିଦ୍ୟା ବଲାନଙ୍କ ମୋଷ୍ଟ ଆଓ୍ବେଟେଡ ଫିଲ୍ମ ‘ଶକୁନ୍ତଳା ଦେବୀ’ର ରିଲିଜ୍‌ ଡେଟ୍‌କୁ ନେଇ ନିର୍ମାତା କିଛି ସୂଚନା ଦେଇଛନ୍ତି। ଗୁରୁବାର ଆସିଥିବା ଏହି ସୂଚନା ଅନୁଯାୟୀ ଫିଲ୍ମଟି ଜୁଲାଇ ୩୧ରେ ଆମେଜନ ପ୍ରାଇମ ଭିଡିଓରେ ରିଲିଜ ହେବ ବୋଲି ଜଣାପଡିଛି। ଏଥିରେ ସାନ୍ୟା ମାଲହୋତ୍ରା ବି ନଜର ଆସିବେ। ନିକଟରେ ବିଦ୍ୟା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ରିଲିଜ୍‌ ଡେଟ୍ସ ମ୍ପର୍କରେ ସୂଚନା ଦେଇଥିଲେ। ଏକ ଭିଡିଓ ମାଧ୍ୟମରେ ନିଜ ଫିଲ୍ମ ଅନ୍ଦାଜରେ ସେ ରିଲିଜ୍‌ ଡେଟ୍‌ ସମ୍ପର୍କରେ ସୂଚନା ଦେଇଥିଲେ। ସେଥିରେ ସେ ଏକ ପ୍ରଶ୍ନ କରୁଥିଲେ ଯାହାର ଉତ୍ତର ଆସୁଥିଲା ୩୧୦୭୨୦୨୦। ଏହାର ଅର୍ଥ ହେଉଛି ଫିଲ୍ମର ରିଲିଜ୍‌ ଡେଟ୍‌। ସୂଚନାଯୋଗ୍ୟ, ଏହି ଫିଲ୍ମରେ ବିଦ୍ୟା ଜିନିୟସ ମ୍ୟାଥମେଟିସିୟାନ ଶକୁନ୍ତଳା ଦେବୀଙ୍କ ଭୂମିକାରେ ନଜର ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଫିଲ୍ମରେ ଡେବ୍ୟୁ: ହେଲେ କିଏ ହୋଇଛନ୍ତି ସଫଳ, କିଏ ଚାଖିଛନ୍ତି ବିଫଳତାର ସ୍ବାଦ

ବମ୍ବେ: ଗୋଟିଏ ଫିଲ୍ମରୁ କ୍ୟାରିଅର ଆରମ୍ଭ। ହେଲେ କିଏ ହୋଇଛନ୍ତି ସଫଳ ଆଉ କିଏ ଚାଖିଛନ୍ତି ବିଫଳତାର ସ୍ବାଦ। ବଲିଉଡରେ ସେଭଳି କିଛି କଳାକାରଙ୍କୁ ଯଦି...

ଏହି ବ୍ୟକ୍ତିଙ୍କୁ ମନେ ପକାଇ ହସ୍ପିଟାଲରେ ରାତି କାଟୁଛନ୍ତି ଅମିତାଭ ବଚ୍ଚନ

ସୁପରଷ୍ଟାର ଅମିତାଭ ବଚ୍ଚନ କରୋନା ଆକ୍ରାନ୍ତ ହୋଇ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ହସ୍ପିଟାଲରୁ ଅମିତାଭ ବଚ୍ଚନ ତାଙ୍କ ପ୍ରଶଂସକଙ୍କ ପାଇଁ ପ୍ରତିଦିନ କିଛି...

ତୈମୁରଙ୍କଠାରୁ ବି ଦାମିକିଆ ଡ୍ରେସ୍‌ ପିନ୍ଧନ୍ତି ଏହି ଷ୍ଟାର କିଡ୍ସ

ମୁମ୍ବାଇ: ସବୁ ମାତାପିତା ନିଜ ପିଲାଙ୍କୁ ସବୁଠାରୁ ଭଲ ଜିନିଷ ଦେବାକୁ ଚେଷ୍ଟା କରିଥାନ୍ତି। ଯେପରିକି ଭଲ ଖାଇବା, ପିନ୍ଧିବା, ଖେଳନା ଓ ପାଠପଢ଼ା। ଏହାରି...

କରୋନା ଲକ୍‌ ଡାଉନ୍‌: ଲଣ୍ଡନରେ ଫସିଥିଲେ ଇର୍‌ଫାନ ଖାନ୍‌ଙ୍କ ପୁଅ, ସିଙ୍ଗାପୁରରେ କାଜଲଙ୍କ ଝିଅ, ଫେରିଲେ ଭାରତ

ମୁମ୍ବାଇ: କରୋନା ଭାଇରସ୍‌ ସମଗ୍ର ବିଶ୍ୱକୁ ଗ୍ରାସ କରି ଚାରିଥିବା ବେଳେ ବିଦେଶରେ ରହୁଥିବା ଅନେକ ଷ୍ଟାର୍‌ କିଡ୍‌ ସ୍ବଦେଶ ତଥା ଭାରତ ଫେରିଆସିଛନ୍ତି। ସେମାନଙ୍କ...

ଏହି ପ୍ଲେ ବ୍ୟାକ୍‌ ସିଙ୍ଗରଙ୍କୁ ଜୀବନରେ ମାରିଦେବାକୁ ମିଳୁଥିଲା ଧମକ

ମୁମ୍ବାଇ, ୫।୭: ବଲିଉଡ୍‌ର ଖ୍ୟାତି ସମ୍ପନ୍ନ ପ୍ଲେ ବ୍ୟାକ୍‌ ସିଙ୍ଗର ଉଦିତ୍‌ ନାରାୟଣ ରବିବାର ଫିଲ୍ମ ଦୁନିଆରେ ୪୦ ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ...

ହୋସ୍‌ ଉଡାଇଲେ ସୋନମ

ମୁମ୍ବାଇ: ବଲିଉଡ୍‌ ଫ୍ୟାଶନ୍‌ କୁଇନ୍‌ ଯେତେବେଳେ ବି ସ୍ପଷ୍ଟ ହୁଅନ୍ତି ସେତେବେଳେ ସେ ଏକ ଭିନ୍ନ ଅନ୍ଦାରେ ଦୃଶ୍ୟମାନ ହୁଅନ୍ତି। ସୋସିଆଲ ମିଡିଆରେ ଆକ୍ଟିଭ ଥିବା...

ଆରପାରିରେ ଅଭିନେତା ରତନ ଚୋପ୍ରା

ପୁଣି ଜଣେ ବଲିଉଡ୍‌ କଳାକାରଙ୍କ ପରଲୋକ ଘଟିଛି। ବଲିଉଡର ବରିଷ୍ଠ ଅଭିନେତା ରତନ ଚୋପ୍ରା ୭୦ ବର୍ଷ ବୟସରେ ସମସ୍ତଙ୍କୁ ଅଲବିଦା କହିଛନ୍ତି। ରତନ ବହୁଦିନ...

ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛୁକ ପ୍ରସଙ୍ଗରେ ଅକ୍ଷୟଙ୍କ ପ୍ରତିକ୍ରିୟା: ମୁଁ ଖୁସିରେ ରହିବାକୁ ଚାହେଁ

ବମ୍ବେ: ଏକଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାର କରି ଚର୍ଚ୍ଚାର ପରିସରକୁ ଆସିଥିଲେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର। କେହି କେହି ସେ ରାଜନୀତିରେ ପ୍ରବେଶ...

Coronavirus Update


Archives

Model This Week

Why Dharitri