ମୋତେ ବିବାହ କରିବ କି, ୧୦ ବର୍ଷ ସାନ ନିକ୍‌ଙ୍କ ଏହି ପ୍ରଶ୍ନରେ କ’ଣ ଥିଲା ପ୍ରିୟଙ୍କାଙ୍କ ପ୍ରତିକ୍ରିୟା

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ସ୍ବାମୀ ନିକ୍‌ ଆଜି ଦ୍ୱିତୀୟ ପ୍ରପୋଜାଲ ବାର୍ଷିକୀ ପାଳନ କରୁଛନ୍ତି। ଏହି ଅବସରରେ ପ୍ରିୟଙ୍କା ନିକ୍‌ଙ୍କ ସହ ଏକ ରୋମାଣ୍ଟିକ ଫଟୋ ଶେୟାର କରି ଏକ ପ୍ରେମ ଭରା ମେସେଜ୍‌ ଲେଖିଛନ୍ତି। ଆଜିକୁ ଠିକ୍‌ ଦୁଇ ବର୍ଷ ପୂର୍ବେ ତୁମେ ମୋତେ ବିବାହ ପାଇଁ ପଚାରିଥିଲ। ସେତେବେଳେ ମୁଁ ସମ୍ପୂର୍ଣ୍ଣ ଚୁପ୍‌ ହୋଇଯାଇଥିଲି। ସେବେଠାରୁ ଆଜି ପର୍ଯ୍ୟନ୍ତ ତୁମ ସହ ପ୍ରତ୍ୟେକ ମୁହୂର୍ତ୍ତକୁ ହଁ କହିଚାଲିଛି। ପ୍ରତ୍ୟେକ ସମୟ ମୋ କଥା ଚିନ୍ତା କରୁଥିବାରୁ ଧନ୍ୟବାଦ। ମୁଁ ଦୁନିଆର ସବୁଠୁ ଭାଗ୍ୟବାନ ଝିଅ। ଆଇ ଲଭ୍‌ ୟୁ ବୋଲି ପ୍ରିୟଙ୍କା ମେସେଜରେ କହିଛନ୍ତି। ୨୦୧୭ରେ ମେଟ୍‌ ଗାଲାରେ ପ୍ରିୟଙ୍କା ଏବଂ ନିକ୍‌ ପରସ୍ପରକୁ ଭେଟିଥିଲେ। କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଯାଇଥିଲା। ୨୦୧୮ ଜୁଲାଇ ୨୦ରେ ପ୍ରିୟଙ୍କାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ନିକ୍‌। ୨୦୧୮ ଡିସେମ୍ବର ୧ ଏବଂ ୨ରେ ଉଭୟ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲାକ୍ମୀ ଫ୍ୟାଶନ ଉଇକ୍‌ରେ ମଲାଇକାଙ୍କ କ୍ରେଜ୍‌

ବମ୍ବେ: ଚଳିତ ବର୍ଷର ଲାକ୍ମୀ ଫ୍ୟାଶନ ଉଇକ୍‌ରେ ବଲିଉଡ୍‌ ଡିଭାଙ୍କ ଜଲଓ୍ବା ଦେଖିବାକୁ ମିଳୁଛି। ଏହାର ତୃତୀୟ ଦିନ ଗୁରୁବାରରେ ମଲାଇକା ଅରୋରା ର଼୍ୟାମ୍ପ ଓ୍ବାକ୍‌...

ଅପ୍ରୀତିକର ମନ୍ତବ୍ୟ ପାଇଁ ବଲିଉଡ୍‌ରୁ ଦୂରେଇଲି

ମୁମ୍ବାଇ: ଅପ୍ରୀତିକର ମନ୍ତବ୍ୟ ପାଇଁ ବଲିଉଡ୍‌ରୁ ଦୂରେଇ ରହିଛନ୍ତି ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିର ସଫଳ ଅଭିନେତ୍ରୀ ନୀରୁ ବାଜ୍‌ଓ୍ବା। ୧୯୯୮ରେ ଦେବାନନ୍ଦଙ୍କ ‘ମେଁ ସୋଲା ବରସ୍‌...

କରୀନାଙ୍କୁ ବିବାହ ଦିନ ଏପରି ପଦକ୍ଷେପ ନେଇଥିଲେ ସୈଫ୍‌

କରୋନା କାରଣରୁ ବଲିଉଡ୍‌ କଳାକାରମାନେ ଏବେ ଘରେ ରହି ସମୟ ବିତାଉଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ସେମାନଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ...

ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି ଏହି ନାୟିକା

ମୁମ୍ବାଇ: ବଲିଉଡ୍‌ ମୁଭି ‘ସିଙ୍ଘମ’ରେ ନଜର ଆସିଥିବା ନାୟିକା କାଜଲ ଅଗ୍ରଓ୍ବାଲ ନିକଟରେ ଏକ ସାକ୍ଷାତ୍‌କାରରେ ନିଜ ବିବାହକୁ ନେଇ ଖୋଲାଖୋଲି କଥା ହୋଇଛନ୍ତି। ଏବେ...

ବିଗ୍‌ ବସ୍‌ ସିଜନ୍‌ ୧୩ରେ ଅମୀଷା ପଟେଲ

ମୁମ୍ବାଇ: ଟିଭି ଦୁୁନିିଆର ସବୁଠାରୁ ବିବାଦୀୟ ଶୋ ‘ବିଗ୍‌ ବସ୍‌’କୁ ହିଟ୍‌ କରିବାକୁ ନିର୍ମାତା ସବୁବେଳେ ଚେଷ୍ଟା କରିଥାନ୍ତି। ସିଜନ୍‌ ୧ରୁ ୧୧ ଯାଏଁ ସବୁବେଳେ...

‘ପାଟଣାଗଡ଼’କୁ ଅନ୍ତର୍ଜାତୀୟ ପୁରସ୍କାର

ସତ୍ୟ ଘଟଣାକୁ ନେଇ ପ୍ରସ୍ତୁତ ଓଡ଼ିଆ ସିନେମା ‘ପାଟଣାଗଡ଼’ ନିକଟରେ ମୁମ୍ବାଇର ଲୋନାଭୋଲାଠାରେ ସମାପିତ ‘ଏଲଆଇଏଫଏଫଟି ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ-୨୦୧୯’ରେ ଇସ୍ମାଇଲ ମର୍ଚ୍ଚାଣ୍ଟ ପୁରସ୍କାର ହାସଲ...

ହେୟାର କଟ୍‌ କଲେ ଆଲିୟା

ମୁମ୍ବାଇ: କରୋନା ଭାଇରସ୍‌ ସଂକ୍ରମଣ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ବଲିଉଡ୍‌ ତାରକାମାନେ। ଘରେ ସେମାନେ ଏକ ପ୍ରକାର...

ବିକିନିକୁ ନା

କ୍ରିତି ସାନନ୍‌ ମାଇଣ୍ଡ ମେକ୍‌ଅପ କରିଛନ୍ତି, ବିକିନି ପିନ୍ଧି ସେ କେବେ ଶଟ୍‌ ଦେବେ ନାହିଁ। ତେଣିକି ଯେତେ ଅଫର ହାତରୁ ଖସିଗଲେ କିଛି ପର୍‌ବାୟ...

Coronavirus Update


Archives

Model This Week

Why Dharitri