ଏହି ପ୍ରସିଦ୍ଧ ଅଭିନେତାଙ୍କୁ ଗାଳି ଦେଇଥିଲେ ଶାଶୁ, ଜାଣନ୍ତୁ କାହିଁକି

ଅଭିନେତ୍ରୀ କାଜୋଲ ଏବଂ ଅଭିନେତା ଅଜୟ ଦେବଗନଙ୍କ ବିବାହକୁ ୨୦ ବର୍ଷରୁ ଅଧିକ ହେଲାଣି। ଏହି ଦୁଇଜଣଙ୍କ ମଧ୍ୟରେ ଥିବା ପ୍ରେମ ଏବଂ ପାରସ୍ପରିକ ବୁଝାମଣା ବେଶ୍‌ ଭଲ ରହିଛି। ଲୋକମାନେ ମଧ୍ୟ ଏହି ଷ୍ଟାର୍‌ ଦମ୍ପତିଙ୍କୁ ପସନ୍ଦ କରନ୍ତି କାରଣ, ଯେକୌଣସି ସାଧାରଣ ଦମ୍ପତିଙ୍କ ପରି, ଉଭୟ ମଧ୍ୟ ସେମାନଙ୍କ ଶାଶୁଙ୍କ ଯତ୍ନ ନିଅନ୍ତି। ଏକ ସାକ୍ଷାତକାରରେ ଅଜୟ କହିଥିଲେ ମୋ ମାତାପିତା ତାଙ୍କ ଅପେକ୍ଷା କାଜୋଲଙ୍କୁ ଅଧିକ ବିଶ୍ୱାସ କରନ୍ତି।

ଅଜୟ ମଧ୍ୟ ଶାଶୁ ତନୁଜାଙ୍କ ଯତ୍ନ ନେବାରେ ହେଳା କରନ୍ତି ନାହିଁ। ଶାଶୁ ମା’ ଥରେ ଅଜୟଙ୍କୁ ଗାଳି କରିଥିଲେ। କାଜୋଲ ଘରେ ଥରେ ଅଜୟ ଦେବଗନଙ୍କୁ ଏକ କଲ ଆସିଥିଲା। ଯେତେବେଳେ ତନୁଜା ଏହି କଲ ଉଠାଇଲେ, ଅଜୟ ସିଧାସଳଖ କହିଥିଲେ ଯେ ମୁଁ କାଜୋଲଙ୍କ ସହ କଥାବାର୍ତ୍ତା କରିପାରିବି କି? ଶାଶୁ ତାଙ୍କ ଜ୍ବାଇଁର ସ୍ବରକୁ ଚିହ୍ନିଥିଲେ, କିନ୍ତୁ ସେ ଝିଇକୁ ଡାକିବା ପୂର୍ବରୁ ଅଜୟଙ୍କ ସହ କଥାବାର୍ତ୍ତା ହୋଇଥିଲେ। ତନୁଜାଙ୍କୁ ଏହା ଅଜବ ଲାଗିଥିଲା ଯେ ବିବାହର ୨-୩ ବର୍ଷ ପରେ ମଧ୍ୟ ଅଜୟ ଦେବଗନ ତାଙ୍କୁ କୌଣସି ନାଁରେ ସମ୍ବୋଧନ କରୁ ନାହାନ୍ତି। ଏହି କାରଣରୁ ଅଜୟଙ୍କୁ ଗାଳି ଦେଇ କହିଥିଲେ, ଶୁଣ, ତୁମେ ମୋତେ ମା, ଶାଶୁ ମା କିମ୍ବା ତନୁଜା ଜୀ ବୋଲି ଡାକିବାକୁ ପଡିବ। ଅଜୟ ଏହି କଥା ବୁଝିବାକୁ ଅଧିକ ସମୟ ନେଇ ନ ଥିଲେ ଏବଂ ସେ ତୁରନ୍ତ ଫୋନରେ ନିଜର ଭୁଲକୁ ସଂଶୋଧନ କରି କହିଥିଲେ, ’ଠିକ ଅଛି ମା। ମୁଁ କାଜୋଲଙ୍କ ସହ କଥାବାର୍ତ୍ତା କରିପାରିବି କି? ’


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri