ମନୋରଞ୍ଜନ

ହ୍ରିତିକ୍‌-ଆଲିଆଙ୍କୁ ଓସ୍କାର ପାଇଁ ନିମନ୍ତ୍ରଣ

ଫିଲ୍ମ ଇଣ୍ଡଷ୍ଟ୍ରିର ସର୍ବଶ୍ରେଷ୍ଠ ପୁରସ୍କାର ହେଉଛି ଓସ୍କାର। ଏହି ଆଓ୍ବାର୍ଡ ଶୋ’ରେ ଅଂଶଗ୍ରହଣ କରିବାକୁ ପାଇଁ ସବୁ କଳାକାର ଚାହିଁଥାନ୍ତି। ମାତ୍ର ଏଥିପାଇଁ ସମସ୍ତଙ୍କୁ ସୁଯୋଗ ମିଳେନାହିଁ। ଚଳିତତ ବର୍ଷ ଅର୍ଥାତ ୯୩ତମ ଓସ୍କାର ଆଓ୍ବାର୍ଡରେ ଅଶଂଗ୍ରହଣ ପାଇଁ ୮୧୯ଜଣ ଅତିଥିଙ୍କ…

ପିତାଙ୍କୁ ସାଇକେଲରେ ବସାଇ ୧୨୦୦ କିମି ଯାତ୍ରା କରିଥିବା ଝିଅ ଉପରେ ନିର୍ମାଣ ହେବ ଫିଲ୍ମ

ଲକ୍‌ଡାଉନ ସମୟରେ୧୩ ବର୍ଷ ବୟସର ଝିଅ ଜ୍ୟୋତି କୁମାରୀ ତାଙ୍କ ପିତାଙ୍କୁ ହରିୟାଣାର ଗୁରୁଗ୍ରାମରୁ ବିହାରର ଦରଭଙ୍ଗା ପ୍ରାୟ ୧୨ ଶହ କିଲୋମିଟରରୁ ଅଧିକ ସାଇକେଲରେ ବସାଇ ଘରକୁ ନେବା ଏବେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏବେ ଜ୍ୟୋତୀଙ୍କୁ ନେଇ ଫିଲ୍ମ…

ପ୍ରେମରେ ପଡ଼ିଛନ୍ତି ଏରିକା

ବମ୍ବେ: ପ୍ରେମରେ ପଡ଼ିଛନ୍ତି ‘କସୋଟି ଜିନ୍ଦେଗୀ କେ-୨’ର ନାୟିକା ଏରିକା ଫର୍ଣ୍ଣାଡିସ୍‌। ସେ ନିଜେ ଏହା ସ୍ବିକାର କରିଛନ୍ତି। ଗତ ୩ ବର୍ଷ ଧରି ସେ ଜଣଙ୍କୁ ଭଲ ପାଉଛନ୍ତି। ହେଲେ ତାଙ୍କ ନାଁ କହିବାକୁ ରୋକଠୋକ ମନା କରିଦେଇଛନ୍ତି। କେବଳ…

ଓଟିଟି ନୁହେଁ ସିନେମା ହଲ୍‌ରେ ରିଲିଜ ହେବ ଅକ୍ଷୟ, ରଣବୀରଙ୍କ ଅଭିନୀତ ଫିଲ୍ମ

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣକୁ ନେଇ ବଲିଉଡ୍‌ରେ ସବୁ ଯେମିତି ଏକ ପ୍ରକାର ବନ୍ଦ ହୋଇ ଯାଇଥିଲା କହିଲେ ଚଳେ। ହେଲେ ମହାରାଷ୍ଟ୍ର ସରକାରଙ୍କ ନିର୍ଦ୍ଦେଶ ପରେ କିଛି କିଛି ଫିଲ୍ମର ଶୁଟିଂ ଆରମ୍ଭ କରାଯାଇଛି। କେବଳ ସିନେମା ନୁହେଁ କିଛି…

ପ୍ରଯୋଜିକା ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ରିୟା

ଫିଲ୍ମ ପ୍ରଯୋଜିକା ତଥା ବଲିଉଡ୍‌ ଅଭିନେତା ଅନିଲ କପୁରଙ୍କ ସାନ ଝିଅ ରିୟା କପୁର। ମୁମ୍ବାଇରେ ଜନ୍ମିତ ରିୟା ଜଣେ ଫିଲ୍ମ ନିର୍ମାତା ସାଙ୍ଗକୁ ଫ୍ୟାଶନ ଷ୍ଟାଇଲିଷ୍ଟ। ନ୍ୟୁୟର୍କରେ ପାଠପଢ଼ା ଶେଷ କରିବା ପରେ ରିୟା ପ୍ରଯୋଜିକା ଭାବେ କ୍ୟାରିୟର ଆରମ୍ଭ…

୫ ହଜାର କୋଟି ଫିଲ୍ମରେ ମୁଖ୍ୟ ଭୂମିକାରେ ଆସିବ ଏଆଇ ରୋବୋ: ମିଳିବ ୫୨୮ କୋଟି

ଟୋକିଓ,୩୦।୬: ଜାପାନରେ ଆର୍ଟିଫିସିୟଲ ଇଣ୍ଟଲିଜେନ୍ସ(ଏଆଇ) ଉପରେ ଆଧାରିତ ବିଶ୍ୱର ପ୍ରଥମ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଏଆଇ ରୋବୋକୁ ଦେଖିବାକୁ ମିଳିବ ବୋଲି ଶୁଣିବାକୁ ମିଳିଛି। ସବୁଠାରୁ ବଡ କଥା ହେଲା ଏହି ଫିଲ୍ମରେ କାମ…

ପ୍ରତିଦିନ ୧୬ କିଲୋମିଟର ଦୌଡୁ୍‌ଛନ୍ତି ଏହି ଅଭିନେତ୍ରୀ

କରୋନା ଯୋଗୁ ଏବେ ଫିଲ୍ମ ଶୁଟିଂ ବନ୍ଦ ରହିଛି। ଅଭିନେତ୍ରୀ ଏବଂ ଅଭିନେତାମାନେ ଲକ୍‌ଡାଉନରେ ଶରୀରୁ ଫିଟ୍‌ ରଖିବା ପାଇଁ ବିଭିିନ୍ନ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି। କିଏ ଜିମ୍‌ରେ ଝାଳ ବୁହାଉଛନ୍ତି ତ ଆଉ କିଏ ଯୋଗ କରୁଛନ୍ତି। ଏହି…

ଆମିରଙ୍କ ଘରର ଏହି ସଦସ୍ୟ କରୋନା ପଜିଟିଭ୍‌

ମୁମ୍ବାଇ,୩୦।୬: ବଲିଉଡ୍‌ର ମିଷ୍ଟର ଫରଫେକ୍ଟନିଷ୍ଟ ଆମିର ଖାଁଙ୍କ ଘରର ଜଣେ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଅମିରଙ୍କ ଘରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ କେତେକଙ୍କ କରୋନା ପଜିଟିଭ୍‌ ବାହାରିଛି। ମୁମ୍ବାଇ ବିଏମ୍‌ସି ପକ୍ଷରୁ ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯିବା ସହ…

ସୁଶାନ୍ତଙ୍କ ପାଇଁ ଭଉଣୀ ଲେଖିଲେ ଭାବପ୍ରବଣ ବାର୍ତ୍ତା: ଯେଉଁଠି ଅଛ, ଖୁସିରେ ରୁହ

ବଲିଉଡର ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟାକୁ ଇତିମଧ୍ୟରେ ୧୭ ଦିନ ପୂରିଛି। ଏବେ ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ଦୁନିଆ ଛାଡିବା ପରେ ସେ ତାଙ୍କ ସହ ଅନେକ ପ୍ରଶ୍ନ ଛାଡିଯାଇଛନ୍ତି। ପରିବାରର ଏକମାତ୍ର ପୁଅକୁ ହରାଇ ପିତାଙ୍କ ଆଖିରେ…

୧୨ ବର୍ଷ ପରେ ‘ବାଳିକା ବଧୂ’ର ଆନନ୍ଦୀ ଦେଖାଯାଉଛନ୍ତି ଏପରି: ଚିହ୍ନିବା ହେବ କଷ୍ଟକର

‘ବାଳିକା ବଧୂ’ ଧାରାବାହିକର ଖ୍ୟାତନାମା ଅଭିନେତ୍ରୀ ଅଭିକା ଗର ଆନନ୍ଦୀ ଭାବରେ ବେଶ୍‌ ଜଣାଶୁଣା। ଏହି ସିରିଏଲ ତାଙ୍କୁ ପ୍ରତ୍ୟେକ ଘରେ ଆନନ୍ଦୀ ନାମରେ ପରିଚିତ କରିଥିଲା। ଅଳ୍ପ ବୟସରୁ ଅଭିକା ବାଳିକା ବୋହୂ ହୋଇ ଦର୍ଶକଙ୍କ ହୃଦୟରେ ଏକ ସ୍ଥାନ…

ତୈମୁରଙ୍କଠାରୁ ବି ଦାମିକିଆ ଡ୍ରେସ୍‌ ପିନ୍ଧନ୍ତି ଏହି ଷ୍ଟାର କିଡ୍ସ

ମୁମ୍ବାଇ: ସବୁ ମାତାପିତା ନିଜ ପିଲାଙ୍କୁ ସବୁଠାରୁ ଭଲ ଜିନିଷ ଦେବାକୁ ଚେଷ୍ଟା କରିଥାନ୍ତି। ଯେପରିକି ଭଲ ଖାଇବା, ପିନ୍ଧିବା, ଖେଳନା ଓ ପାଠପଢ଼ା। ଏହାରି ଭିତରେ କିନ୍ତୁ ଚର୍ଚ୍ଚାକୁ ଆସିଥାଏ ଷ୍ଟାର କିଡ୍ସଙ୍କ ଲାଇଫ୍‌ ଷ୍ଟାଇଲ୍। ଆଉ ସେମାନେ ବ୍ୟବହାର…

ଦୃଷ୍ଟି ଆକର୍ଷଣ କରୁଛି କ୍ୟାଟ୍ରିନା-ଅକ୍ଷୟଙ୍କ ଭାଇରାଲ ଫଟୋ

ମୁମ୍ବାଇ: ବଲିଉଡ୍‌ ନାୟିକା କ୍ୟାଟ୍ରିନା କୈଫ ଓ ନାୟକ ଅକ୍ଷୟ କୁମାର ଦର୍ଶକଙ୍କ ପସନ୍ଦର ଯୋଡି। ଏମାନେ ଏକାଠି ଓ୍ବେଲକମ୍‌ ବ୍ୟାକ୍‌, ଦେ ଦନା ଦନ, ସିଂ ଇଜ୍‌ କିଙ୍ଗ, ନମସ୍ତେ ଲଣ୍ଡନ, ହମକୋ ଦିଓ୍ବାନା କରଗୟା ଓ ତିସ୍‌ ମାର୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri