ଅଲଗା ହେବେ ସୁସ୍ମିତାଙ୍କ ଭାଇ-ଭାଉଜ !
ବମ୍ବେ: ଭାଙ୍ଗିବ ଅଭିନେତ୍ରୀ ସୁସ୍ମିତା ସେନ୍ଙ୍କ ଭାଇ ରାଜୀବ ସେନ୍ ଏବଂ ଭାଉଜ ଚାରୁ ଅସୋପାଙ୍କ ବିବାହ। ଏଭଳି କିଛି ଚର୍ଚ୍ଚା ଏବେ ହେବାରେ ଲାଗିଛି। ଏହା ପଛରେ କାରଣ ମଧ୍ୟ ରହିଛି। ଆଜିକାଲି ନିଜ ଇନ୍ଷ୍ଟାଗ୍ରାମରେ ଚାରୁ ଭାବବିହ୍ବଳ କଥା…
ମୀରା ରାଜପୁତଙ୍କ ମେସେଜ୍ ଚାଟ୍ର ସ୍କ୍ରିନ୍ଶଟ୍ ଭାଇରାଲ, ଏଥିରେ ସ୍ବାମୀଙ୍କ ନାଁ କ’ଣ ରହିଛି ଜାଣନ୍ତୁ
ମୁମ୍ବାଇ : ଶାହିଦ କପୁର ଏବଂ ମୀରା ରାଜପୁତଙ୍କୁ ବଲିଉଡ୍ର ପର୍ଫେକ୍ଟ ଯୋଡ଼ି କୁହାଯାଏ। ଲକ୍ଡାଉନ୍ ସମୟରେ ଏହି ଯୋଡ଼ି ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରହୁଛନ୍ତି। ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ପ୍ରତିଦିନ କିଛି ନା କିଛି…
ଟେଲି ପରଦାରେ ଈଶାନ୍-ତବ୍ବୁଙ୍କ ରୋମାନ୍ସ
ବମ୍ବେ: ରିଲିଜ ହୋଇଛି ଟେଲିଭିଜନ ସିରିଜ ‘ଏ ସୁଇଟେବୁଲ୍ ବୟ’ର ଟ୍ରେଲର। ଏଥିରେ ଅଭିନେତା ଈଶାନ ଖଟ୍ଟର ଏବଂ ଅଭିନେତ୍ରୀ ତବ୍ବୁଙ୍କ ରୋମାନ୍ସ ଚର୍ଚ୍ଚାର ବିଷୟ ପାଲଟିଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ମୀରା ନାୟର। ୧୯୫୧ ମସିହାର କାହାଣୀ ଏଥିରେ ଦେଖିବାକୁ…
ଅଙ୍କିତାଙ୍କ ପ୍ରକୃତ ନାଁ କ’ଣ
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏବେ ଚର୍ଚ୍ଚାରେ ରହିଛନ୍ତି ତାଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେ। ସେ ଜଣେ ପପୁଲାର ଟେଲିଭିଜନ କଳାକାର ହୋଇଥିବା ବେଳେ ନିକଟରେ ବଲିଉଡ୍ରେ ଡେବ୍ୟୁ କରିଥିଲେ। ଧାରାବାହିକ ‘ପବିତ୍ର ରିସ୍ତା’ପରଠାରୁ…
ବଲିଉଡ୍ ଖାଁଙ୍କୁ ଟାର୍ଗେଟ କଲେ ସୁବ୍ରମଣ୍ୟମ
ମୁମ୍ବାଇ,୧୧।୭: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଏବେବି ସସପେନ୍ସ ଜାରି ରହିଥିବା ବେଳେ ପ୍ରତିଦିନ ଏହାକୁ ନେଇ ସୋସିଆଲ ମିଡିଆରେ ଆଲୋଚନା ସମାଲୋଚନା ଚାଲିଛି। ହେଲେ ଏବେ ଏହାକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ସୁବ୍ରମଣ୍ୟମ…
ମନୋଜ ବାଜପେୟୀ ହେବେ ବିକାଶ ଦୁବେ !
ମୁମ୍ବାଇ, ୧୧।୭: ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ଏନ୍କାଉଣ୍ଟର ପରେ ବଲିଉଡ୍ରେ ଏହି ଘଟଣାକୁ ନେଇ ଫିଲ୍ମ କରାଯିବା ଲାଗି ଯୋଜନା ଆରମ୍ଭ ହୋଇଛି। ନିର୍ମାତା ପ୍ରଦୀପ କପୁର ବିକାଶ ଦୁବେଙ୍କ ଉପରେ ଫିଲ୍ମ କରିବେ ବୋଲି ଘୋଷଣା କରିଛନ୍ତି। ଫିଲ୍ମରେ ବିକାଶଙ୍କ…
ସୁଶାନ୍ତଙ୍କ ହତ୍ୟା ପଛରେ ଦାଉଦ ଇବ୍ରାହିମ ଗ୍ୟାଙ୍ଗ
ମୁମ୍ବାଇ, ବଲିଉଡ୍ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ପ୍ରଶଂସକ। ଇତି ମଧ୍ୟରେ ତାଙ୍କ ମୃତ୍ୟୁକୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ଏପରିସ୍ଥିତିରେ ପୂର୍ବତନ ର ଅଫିସର ଏନ.କେ ସୁଦ ସୁଶାନ୍ତଙ୍କ…
ପ୍ରେମରେ ସଫଳ ନୁହନ୍ତି କ୍ୟାଟ୍ରିନା !
ମୁମ୍ବାଇ: ବଲିଉଡ୍ ବିୟୁଟି କୁଇନ୍ କ୍ୟାଟ୍ରିନା କୈଫ ଲକ୍ଷେ ଦିଲ୍ କି ଧଡକନ୍। କୁହାଯାଏ ତାଙ୍କ ପାଇଁ ପାଗଳ ଅନେକ ଯୁବକ। ତାଙ୍କର ଅଭିନୟ ସାଙ୍ଗକୁ ଶାନ୍ତ ସରଳ ଚେହେରା ଅନେକ ଲୋକଙ୍କ ମନ କିଣିଥାଏ। କିନ୍ତୁ ଏହି ନାୟିକା କୁଆଡେ…
ଇମୋଶନାଲ କଲା ‘ଦିଲ୍ ବେଚାରା’ର ଟାଇଟେଲ ଟ୍ରାକ୍
ମୁମ୍ବାଇ: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍ ବେଚାରା’ର ଟାଇଟେଲ ଟ୍ରାକ୍ ରିଲିଜ୍ ହୋଇସାରିଛି। ଆଉ ଏହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ଗୋଟିଏ ଦିନ ପୂର୍ବରୁ ଏହାର ଟିଜର ରିଲିଜ୍ ହୋଇଥିବା ବେଳେ ଏବେ…
କଟ୍ରିନାଙ୍କ ଏହି ସବୁ ଫଟୋ ପାଇଁ ପାଗଳ ପ୍ରଶଂସକ
କଟ୍ରିନା କୈଫ୍ ତାଙ୍କର ଫିଗର ପାଇଁ ବଲିଉଡରେ ଜଣାଶୁଣା। ସେ ୱାର୍କଆଉଟ ଏବଂ ଜିମରୁ ପାଇଥିବା ଏହି ଫିଗରକୁ ହାତଛଡା କରିବାକୁ ଚାହାନ୍ତି ନାହିଁ।। ସେଥିପାଇଁ, ପାର୍ଟିଠାରୁ ଆଓ୍ବାଡ ଶୋ ପର୍ଯ୍ୟନ୍ତ, ସବୁଠାରେ ଆକର୍ଷଣୀୟ ଲାଗିଥାନ୍ତି। ସେ ଭାରତୀୟ ପୋଷାକରେ ମଧ୍ୟ…
ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ଏନ୍କାଉଣ୍ଟରରେ ମୃତ୍ୟୁ ପରେ ଚର୍ଚ୍ଚାରେ ରୋହିତ ଶେଟ୍ଟୀ
ଉତ୍ତରପ୍ରଦେଶର ମେଷ୍ଟ ଓ୍ବାଣ୍ଟଡ ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ଏନ୍କାଉଣ୍ଟରରେ ମୃତ୍ୟୁ ଘଟିଛି। ଏହି ସମୟରେ ସୋସିଆଲ ମିଡିଆରେ ରୋହିତ ଶେଟ୍ଟୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। https://twitter.com/mohitttrawat/status/1281455808811679745?cxt=HHwWgoCm-ZjR0sgjAAAA ପ୍ରାୟତଃ ରୋହିତ ଶେଟ୍ଟୀଙ୍କ ଚଳଚ୍ଚିତ୍ରରେ ପୋଲିସ ଏବଂ ଗୁଣ୍ଡମାନଙ୍କ ମଧ୍ୟରେ ଆକ୍ସନ ସିନ୍…
‘କୁମ୍କୁମ୍ ଭାଗ୍ୟ’ ଛାଡ଼ିଲେ ଶିଖା…
ବମ୍ବେ: ଶୋ’ ଛାଡ଼ିଲେ ଶିଖା ସିଂହ। ଏକତା କପୁରଙ୍କ ଟେଲି ଧାରାବାହିକ ‘କୁମ୍କୁମ୍ ଭାଗ୍ୟ’କୁ ସେ ବାଏ ବାଏ କହିଛନ୍ତି। ଏହା ଜଣାପଡ଼ିବା ପରେ ପ୍ରଶଂସକମାନେ ନିରାଶ ହେବା ସ୍ବାଭାବିକ। ଶିଖା ଧାରାବାହିକରେ ଆଲିଆ ଚରିତ୍ରରେ ନଜର ଆସୁଥିଲେ। ଜୁନ ୧୬…
Archives


