ମନୋଜ ବାଜପେୟୀ ହେବେ ବିକାଶ ଦୁବେ !

ମୁମ୍ବାଇ, ୧୧।୭: ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ଏନ୍‌କାଉଣ୍ଟର ପରେ ବଲିଉଡ୍‌ରେ ଏହି ଘଟଣାକୁ ନେଇ ଫିଲ୍ମ କରାଯିବା ଲାଗି ଯୋଜନା ଆରମ୍ଭ ହୋଇଛି। ନିର୍ମାତା ପ୍ରଦୀପ କପୁର ବିକାଶ ଦୁବେଙ୍କ ଉପରେ ଫିଲ୍ମ କରିବେ ବୋଲି ଘୋଷଣା କରିଛନ୍ତି। ଫିଲ୍ମରେ ବିକାଶଙ୍କ ଭୂମିକାରେ ମନୋଜ ବାଜପେୟୀ ଅଭିନୟ କରିପାରନ୍ତି। ଫିଲ୍ମରେ ଲିଡ୍‌ ରୋଲ୍‌ କରିବା ଲାଗି ପ୍ରଦୀପ ମନୋଜଙ୍କୁ ଅନୁରୋଧ କରିଛନ୍ତି। ଫିଲ୍ମ ନିର୍ମାଣ ପାଇଁ ୧୨ କୋଟି ଟଙ୍କାର ବଜେଟ ରହିଥିବା କୁହାଯାଉଛି। ମନୋଜ ଏବଂ ପ୍ରଦୀପ ଦୁହେଁ ଭଲ ବନ୍ଧୁ। କାହାଣୀ ଉପରେ ୨ରୁ ୩ ମାସ ରିସର୍ଚ୍ଚ ପରେ ଫିଲ୍ମ ନିର୍ମାଣ କରାଯିବ ବୋଲି ପ୍ରଦୀପ ସୂଚନା ଦେଇଛନ୍ତି। ପ୍ରଦୀପ ‘ଜୁଗାଡ଼’ ଏବଂ ‘ଅନରାକଲୀ ଅଫ୍‌ ଆରା’ ଫିଲ୍ମ ନିର୍ମାଣ କରିଛନ୍ତି। ଏହି ଫିଲ୍ମ ଦୁଇଟି ବେଶ୍‌ ସଫଳ ମଧ୍ୟ ରହିଛି। ଏବେ ଗ୍ୟାଙ୍ଗ୍‌ଷ୍ଟର ବିକାଶଙ୍କୁ ନେଇ ଫିଲ୍ମ କରିବାକୁ ସେ ଅଣ୍ଟା ଭିଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ରିତିକ ରୋଶନଙ୍କୁ ପୂରିଲା ୪୬: ଦାମ୍ପତ୍ୟ ଜୀବନରେ ଝଡ଼ ଆଣିଥିଲା ଅନ୍ୟ ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କ…

ମୁମ୍ବାଇ: ବଲିଉଡ୍‌ ସୁପର ଷ୍ଟାର ହ୍ରିତିକ ରୋଶନ ଶୁକ୍ରବାର ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୪ ଜାନୁୟାରୀ ୧୦ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ସଞ୍ଜୟ...

‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ରେ ରଜନୀକାନ୍ତଙ୍କ ଲୁକ୍ସକୁ ପସନ୍ଦ କରୁଛନ୍ତି ଦର୍ଶକେ

ମୁମ୍ବାଇ,୧୦।୩: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ୬୯ ବର୍ଷ ବୟସରେ ବି ପ୍ରଶଂସକଙ୍କ ମନରେ ଘର କରି ରହିଛନ୍ତି। ଏବେବି ଦର୍ଶକେ ତାଙ୍କୁ ସେହି ସୁପରଷ୍ଟାର ବୋଲି...

ବଲିଉଡ୍‌ରେ ୯ ବର୍ଷ ପୂରଣ କଲେ ରଣବୀର୍‌

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର ସିଂ ବଲିଉଡ୍‌ରେ ମଙ୍ଗଳବାର ୯ ବର୍ଷ ପୂରଣ କରିଛନ୍ତି। ଏହାକୁ ନେଇ ସେ ତାଙ୍କ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ଏଥିରେ...

ଲକ୍‌ଡାଉନ୍‌ କୋହଳ ହେବା ପରେ ରକିଙ୍କୁ ଭେଟିଲେ ହିନା

ବମ୍ବେ: କରୋନା ସଂକ୍ରମଣ ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଏଥିରେ ଫସି ରହିଥିଲେ ସେଲିବ୍ରିଟିମାନେ। ଯିଏ ଯେଉଁଠି ଅଛନ୍ତି ସେଠାରେ ରହିବାକୁ ସୁରକ୍ଷିତ...

୭୨ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ-୨୦୧୯ ଆୟୋଜିତ

ମୁମ୍ବାଇ,୧୪।୫: ଚଳିତ ବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲ ଫ୍ରାନ୍ସରେ ଆୟୋଜିତ ହେବାକୁ ଯାଉଛି। ୭୨ତମ ଆର୍ନ୍ତଜାତୀୟ ଫିଲ୍ମ ଫେଷ୍ଟିଭାଲ-୨୦୧୯ ମେ ୧୪ରୁ ଆରମ୍ଭ ହୋଇଛି। ଏହା...

ସୁଶାନ୍ତଙ୍କୁ ନେଇ ପୋଷ୍ଟ ଲେଖି ପୁଣି ଟ୍ରୋଲ ହେଲେ ରିୟା: ଲୋକେ କହୁଛନ୍ତି ‘ଲୋକଦେଖାଣିଆ ଓ ଅଭିନୟ’

ବମ୍ବେ: ଅନେକ ଥର ସୁଶାନ୍ତ ସିଂ ରାଜପୁତଙ୍କ ସହ ସମ୍ପର୍କକୁ ଖୋଲାଖୋଲି ବନ୍ଧୁତାର ନାମ ଦେଇଥିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ହେଲେ ସୁଶାନ୍ତଙ୍କ ମୃତ୍ୟୁର ଏକ...

ନୀଳ ଆଖିରେ ସ୍ବପ୍ନ ଦେଖାଉଥିବା ଅଭିନେତାଙ୍କ ଜୀବନରେ ଥିଲା ୩ ଦୁର୍ବଳତା

ମୁମ୍ବାଇ, ୨।୬: ବଲିଉଡ୍‌ର କିମ୍ବଦନ୍ତୀ ପୁରୁଷ ରାଜ କପୁରଙ୍କ ୩୨ତମ ଶ୍ରାଦ୍ଧ ବାର୍ଷିକୀ ମଙ୍ଗଳବାର ପାଳିତ ହେଉଛି। ସେ ୧୯୮୮ ଜୁନ୍‌ ୨ରେ ୬୩ ବର୍ଷ...

ଭାବପ୍ରବଣ ସୁନୀଲ

ସୁନୀଲ ଦତ୍ତ। ହିନ୍ଦୀ ସିନେମା ଜଗତର ଅନ୍ୟତମ ବର୍ଷୀୟାନ ଅଭିନେତା। ବେଶ୍‌ କେତୋଟି ହିଟ୍‌ ଫିଲ୍ମରେ ତାଙ୍କର ଡକାୟତ ଭୂମିକା ଏବେ ମଧ୍ୟ ଅନେକଙ୍କ ମନରେ...

Coronavirus Update


Archives

Model This Week

Why Dharitri