କଟ୍ରିନାଙ୍କ ଏହି ସବୁ ଫଟୋ ପାଇଁ ପାଗଳ ପ୍ରଶଂସକ

କଟ୍ରିନା କୈଫ୍‌ ତାଙ୍କର ଫିଗର ପାଇଁ ବଲିଉଡରେ ଜଣାଶୁଣା। ସେ ୱାର୍କଆଉଟ ଏବଂ ଜିମରୁ ପାଇଥିବା ଏହି ଫିଗରକୁ ହାତଛଡା କରିବାକୁ ଚାହାନ୍ତି ନାହିଁ।। ସେଥିପାଇଁ, ପାର୍ଟିଠାରୁ ଆଓ୍ବାଡ ଶୋ ପର୍ଯ୍ୟନ୍ତ, ସବୁଠାରେ ଆକର୍ଷଣୀୟ ଲାଗିଥାନ୍ତି। ସେ ଭାରତୀୟ ପୋଷାକରେ ମଧ୍ୟ ଚମତ୍କାର ଦେଖାଯାଉଛନ୍ତି ଏବଂ ତାଙ୍କ ପସନ୍ଦ ବହୁତ ଆଶ୍ଚର୍ଯ୍ୟଜନକ ମାତ୍ର ଯେତେବେଳେ ପାଶ୍ଚାତ୍ୟ ପୋଷାକ କଥା ଆସେ, ତାହା ଅଧିକ ଚମତ୍କାର ଲାଗିଥାଏ।

କରୋନା ଲାଗି ଜାରି ରହିଥିବା ଲକ୍‌ଡାଉନ୍‌ ପାଇଁ ଘରୁ ବାହାରକୁ ଯାଉ ନ ଥିଲେ ମଧ୍ୟ ଘରର ଛାତରେ କରିଥିବା ଏହି ଫଟୋଶଟଟି ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଇନ୍ଦ୍ରଧନୁ ପୋଷାକ ସହିତ ମେଳ ଖାଉଥିବା ସ୍ନେକର୍‌ ପିନ୍ଧିଥିବାର ନଜର ଆସିଛନ୍ତି। ଛୋଟ ପୋଷାକରେ କ୍ୟାଟ୍ରିନାଙ୍କ ଏହି ଲୁକ ପୂର୍ବ ପରି ହଟ୍‌ ଲାଗୁଛି।

କମଳା ରଙ୍ଗର ବଡି କନ ଡ୍ରେସରେ କଟ୍ରିନା ଏକ ସୁପରଗ୍ଲାମ ଲୁକରେ ନଜର ଆସିଥିଲେ। ଫିଲ୍ମର ଟ୍ରେଲର ଲଞ୍ଚ ପାଇ ପ୍ରସ୍ତୁତ ହୋଇଥିବା କ୍ୟାଟ୍ରିନାଙ୍କ ପୋଷାକ ମଧ୍ୟ ବହୁତ ସ୍ବତନ୍ତ୍ର ଥିଲା।

କ୍ୟାଟ୍ରିନା ଏକ ଛୋଟ ଚମତ୍କାର ସିଲଭର ପୋଷାକରେ ଏକ ଗ୍ଲାମରସ ଏବଂ ସୁପରହୋଟ ଲୁକ୍‌ରେ ପ୍ରଶଂସକଙ୍କ ହୃଦୟ ଜିଣି ପାରିଛନ୍ତି।

ଏଥି ସହିତ, ସ୍ଲିମ ଫିଟ ଗୋଲାପୀ ରଙ୍ଗର ପୋଷାକରେ କ୍ୟାଟ୍ରିନା ପ୍ରଶଂସକଙ୍କଠାରୁ ଅନେକ ପ୍ରଶଂସା ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ମିଶନ ମଙ୍ଗଲ’ରେ ନିଥ୍ୟା ମେନନଙ୍କ ପଦାର୍ପଣ

ମୁମ୍ବାଇ: ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନିଥ୍ୟା ମେନନ୍‌ ‘ମିଶନ ମଙ୍ଗଲ’ରେ ଅଭିନୟ କରି ବେଶ୍‌ ଖୁସି ଅନୁଭବ କରିଛନ୍ତି। ଏହି ଫିଲ୍ମରେ ଡେବ୍ୟୁ କରି ସେ...

ଆକାଂକ୍ଷାଙ୍କୁ ନେଇ ପାରସ୍‌ କହିଲେ ଏମିତି

ମୁମ୍ବାଇ: ଅଭିନେତ୍ରୀ ଆକାଂକ୍ଷା ପୁରୀ ଏବଂ ଅଭିନେତା ପାରସ୍‌ ଛାବ୍ରାଙ୍କ ପ୍ରେମ ସମ୍ପର୍କ ‘ବିଗ୍‌ବସ୍‌-୧୩’ରେ ଜଣାପଡ଼ିଥିଲା। ଶୋ’କୁ ଆସିବା ପୂର୍ବରୁ ଆକାଂକ୍ଷାଙ୍କ ସହ ବ୍ରେକ୍‌ଅପ୍‌ କରିବାକୁ...

ହୋଟେଲରେ ଗୋଟେ ପରେ ଗୋଟେ ପ୍ଲେଟ ଭାଙ୍ଗିଲେ ସଲମାନ୍‌ଙ୍କ ଭଉଣୀ: ଲୋକେ କହିଲେ ଏପରି…

ବଲିଉଡ୍‌ର ଦବଙ୍ଗ ଷ୍ଟାର ସଲମାନ ଖାନ୍‌ଙ୍କ ଭଉଣୀ ଅର୍ପିତା ଶର୍ମା ଏବେ ଦୁବାଇରେ ଛୁଟି କାଟୁଛନ୍ତି। ଏହି ଛୁଟି ଦିନର କିଛି ଫଟୋ ଏବଂ ଭିଡିଓ...

ଗୁଗୁଲ କହୁଛି ଏହି ଭାରତୀୟ କ୍ରିକେଟରଙ୍କ ସ୍ତ୍ରୀ ସାରା ତେନ୍ଦୁଲକର

କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଝିଅ ସାରାଙ୍କୁ ନେଇ ଗୁଗୁଲ ସର୍ଚ୍ଚରେ ଏମିତି କିଛି ତଥ୍ୟ ଆସୁଛି, ଯାହାକୁ ନେଇ ସବୁଆଡ଼େ ଚର୍ଚ୍ଚା। ଭାରତୀୟ କ୍ରିକେଟର...

୭୬ ବର୍ଷରେ ବି ଝିଅମାନଙ୍କୁ ଟକ୍କର ଦେଉଛନ୍ତି ତନୁଜା

ବଲିଉଡ୍‌ର ୭୬ ବର୍ଷିୟା ଭେଟେରାନ ଅଭିନେତ୍ରୀ ତନୁଜାଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ନୀଳ ରଙ୍ଗର ଏକ...

ମୋଦିଙ୍କ ନିକଟକୁ ପତ୍ର ଲେଖିଲେ କରନ

ମୁମ୍ବାଇ,୩ ।୧୦: ବଲିଉଡ୍‌ରେ ଚାଲିଥିବା ନେପୋଟିଜମ ଓ ଡ୍ରଗ୍ସ ମାମଲା ମଧ୍ୟରେ ନିର୍ଦ୍ଦେଶକ କରନ ଜୋହର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁକ୍ରବାର ଏକ ପତ୍ର ଲେଖିଛନ୍ତି...

ପୁଣିଥରେ ରାମ-ଲଖନଙ୍କୁ ନେଇ ଫିଲ୍ମ ତିଆରି କରିବେ ସୁଭାଷ

ମୁମ୍ବାଇ: ଦୀର୍ଘ ୩୧ ବର୍ଷ ପରେ ପୁଣିଥରେ ରାଭ-ଲଖନ ଯୋଡିଙ୍କୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ବଲିଉଡ୍‌ର ଜଣାଶୁଣା ନିର୍ଦ୍ଦେଶକ ସୁଭାଷ ଘାଇ ।...

ସେଲ୍ଫ ଆଇସୋଲେଶନରେ ସୋନମ: ଝରକା ଦେଇ ଶାଶୁଙ୍କ ସହ କଥା ହେଲେ

ମୁମ୍ବାଇ, ୧୯।୩: ବଲିଉଡ୍‌ ନାୟିକା ସୋନମ କପୁର କରୋନାରୁ ଦୂରେଇ ରହିବା ପାଇଁ ସେଲ୍ଫ ଆଇସୋଲେଶନରେ ଥିବା ଜଣାପଡିଛି। ନିକଟରେ ସେ ତାଙ୍କ ସ୍ବାମୀ ଆନନ୍ଦ...

Advertisement


Archives

Model This Week

Why Dharitri