କଟ୍ରିନାଙ୍କ ଏହି ସବୁ ଫଟୋ ପାଇଁ ପାଗଳ ପ୍ରଶଂସକ

କଟ୍ରିନା କୈଫ୍‌ ତାଙ୍କର ଫିଗର ପାଇଁ ବଲିଉଡରେ ଜଣାଶୁଣା। ସେ ୱାର୍କଆଉଟ ଏବଂ ଜିମରୁ ପାଇଥିବା ଏହି ଫିଗରକୁ ହାତଛଡା କରିବାକୁ ଚାହାନ୍ତି ନାହିଁ।। ସେଥିପାଇଁ, ପାର୍ଟିଠାରୁ ଆଓ୍ବାଡ ଶୋ ପର୍ଯ୍ୟନ୍ତ, ସବୁଠାରେ ଆକର୍ଷଣୀୟ ଲାଗିଥାନ୍ତି। ସେ ଭାରତୀୟ ପୋଷାକରେ ମଧ୍ୟ ଚମତ୍କାର ଦେଖାଯାଉଛନ୍ତି ଏବଂ ତାଙ୍କ ପସନ୍ଦ ବହୁତ ଆଶ୍ଚର୍ଯ୍ୟଜନକ ମାତ୍ର ଯେତେବେଳେ ପାଶ୍ଚାତ୍ୟ ପୋଷାକ କଥା ଆସେ, ତାହା ଅଧିକ ଚମତ୍କାର ଲାଗିଥାଏ।

କରୋନା ଲାଗି ଜାରି ରହିଥିବା ଲକ୍‌ଡାଉନ୍‌ ପାଇଁ ଘରୁ ବାହାରକୁ ଯାଉ ନ ଥିଲେ ମଧ୍ୟ ଘରର ଛାତରେ କରିଥିବା ଏହି ଫଟୋଶଟଟି ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଇନ୍ଦ୍ରଧନୁ ପୋଷାକ ସହିତ ମେଳ ଖାଉଥିବା ସ୍ନେକର୍‌ ପିନ୍ଧିଥିବାର ନଜର ଆସିଛନ୍ତି। ଛୋଟ ପୋଷାକରେ କ୍ୟାଟ୍ରିନାଙ୍କ ଏହି ଲୁକ ପୂର୍ବ ପରି ହଟ୍‌ ଲାଗୁଛି।

କମଳା ରଙ୍ଗର ବଡି କନ ଡ୍ରେସରେ କଟ୍ରିନା ଏକ ସୁପରଗ୍ଲାମ ଲୁକରେ ନଜର ଆସିଥିଲେ। ଫିଲ୍ମର ଟ୍ରେଲର ଲଞ୍ଚ ପାଇ ପ୍ରସ୍ତୁତ ହୋଇଥିବା କ୍ୟାଟ୍ରିନାଙ୍କ ପୋଷାକ ମଧ୍ୟ ବହୁତ ସ୍ବତନ୍ତ୍ର ଥିଲା।

କ୍ୟାଟ୍ରିନା ଏକ ଛୋଟ ଚମତ୍କାର ସିଲଭର ପୋଷାକରେ ଏକ ଗ୍ଲାମରସ ଏବଂ ସୁପରହୋଟ ଲୁକ୍‌ରେ ପ୍ରଶଂସକଙ୍କ ହୃଦୟ ଜିଣି ପାରିଛନ୍ତି।

ଏଥି ସହିତ, ସ୍ଲିମ ଫିଟ ଗୋଲାପୀ ରଙ୍ଗର ପୋଷାକରେ କ୍ୟାଟ୍ରିନା ପ୍ରଶଂସକଙ୍କଠାରୁ ଅନେକ ପ୍ରଶଂସା ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟଗତ କାରଣରୁ ନିର୍ବାଚନ ଲଢ଼ୁନାହାନ୍ତି କିରନ

ନୂଆଦିଲ୍ଲୀ: ଚଣ୍ଡିଗଡ଼ରୁ ଲଗାତର ୨ ଥର ଏମ୍‌ପି ଥିବା ବଲିଉଡ୍‌ ଅଭିନେତ୍ରୀ କିରନ ଖେର୍‌ ଚଳିତ ଲୋକ ସଭା ନିର୍ବାଚନ ଲଢ଼ୁନାହାନ୍ତି। ଚଣ୍ଡିଗଡ଼ରୁ ଭାଜପା ତାଙ୍କ...

ସଲମାନଙ୍କ ଘର ବାହାରେ ଫାୟାରିଂ କରିଥିବା ୨ ଅଭିଯୁକ୍ତ ଗିରଫ

ମୁମ୍ବାଇ,୧୬।୪:ମୁମ୍ବାଇର ଅଭିନେତା ସଲମାନ ଖାନଙ୍କ ବାସଭବନ ବାହାରେ ଗୁଳି ଚଳାଇଥିବା ଉଭୟ ଅଭିଯୁକ୍ତଙ୍କୁ ଗୁଜରାଟର ଭୁଜରୁ ଗିରଫ କରାଯାଇଛି। ମାମଲାର ଅନୁସନ୍ଧାନ କରୁଥିବା ମୁମ୍ବାଇ କ୍ରାଇମ...

ହୃଦୟ ଜିତିଲେ କିଙ୍ଗ ଖାନ

ମୁମ୍ବାଇ,୧୫।୪: ବଲିଉଡର ସୁପରଷ୍ଟାର ଶାହରୁଖ ଖାନ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ତାଙ୍କର ଉଦାରତା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। କିଙ୍ଗ ଖାନ...

ଆତ୍ମହତ୍ୟା କଲେ କନ୍ନଡ ଫିଲ୍ମ ପ୍ରଡ୍ୟୁସର ସୌନ୍ଦର୍ଯ୍ୟା ଜଗଦୀଶ!

ଚେନ୍ନାଇ,୧୫।୪: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ କନ୍ନଡ ଚଳଚ୍ଚିତ୍ର ନିର୍ମାତା ତଥା ବ୍ୟବସାୟୀ ସୌନ୍ଦର୍ଯ୍ୟା ଜଗଦୀଶ ଆତ୍ମହତ୍ୟା...

କାନାଡାର ଆଇପି ଆଡ୍ରେସ, ଆମେରିକାରୁ ହୋଇଥିଲା ସଲମାନଙ୍କ ଘରେ ଫାୟରିଂ କରିବାର ପ୍ଲାନ

ମୁମ୍ବାଇ,୧୫।୪: ବଲିଉଡ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଫାୟରିଂ କରିବା ମାମଲାରେ ମୁମ୍ବାଇ ପୋଲିସ ହାତରେ ନୂଆ ତଥ୍ୟ ଲାଗିଛି। ପୋଲିସ କହିଛି ଯେ...

ପ୍ରଥମ ପ୍ରେମରେ ଧୋକା ଖାଇଥିଲେ ବିଦ୍ୟା

ମୁମ୍ବାଇ:ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବଲାନ୍‌ ନିଜର ଚମତ୍କାର ଅଭିନୟ ବଳରେ ଦୀର୍ଘ ବର୍ଷ ଧରି ପ୍ରଶଂସକଙ୍କ ହୃଦୟରେ ରାଜୁତି କରିଆସୁଛନ୍ତି। ନିଜର ବିନ୍ଦାଶ ଶୈଳୀ ପାଇଁ...

କାହା ଟାର୍ଗେଟରେ ସଲମାନ୍‌? କେବେ ଧମକ ତ କେବେ ଗୁଳିମାଡ଼…

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ସଲମାନଙ୍କ ଘର ଉପରକୁ ଗୁଳି ମାଡ଼। କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଭୋର ସମୟରେ ଦୁଇ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି...

ଏହା କେବଳ ଥିଲା ଟ୍ରେଲର,ସଲମାନଙ୍କ ଘର ବାହାରେ ଗୁଳି ଫୁଟିବା ଘଟଣାରେ ନିଜକୁ ଦାୟୀ କଲେ ଲରେନ୍ସ ବିଷ୍ଣୋଇ ଭାଇ

ମୁମ୍ବାଇ,୧୪।୪: ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣେୁାଇଙ୍କ ଭାଇ ଅନମୋଲ ବିଷ୍ଣୋଇ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇବା ପାଇଁ ନିଜକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri