ଟେଲି ପରଦାରେ ଈଶାନ୍‌-ତବ୍ବୁଙ୍କ ରୋମାନ୍ସ

ବମ୍ବେ: ରିଲିଜ ହୋଇଛି ଟେଲିଭିଜନ ସିରିଜ ‘ଏ ସୁଇଟେବୁଲ୍‌ ବୟ’ର ଟ୍ରେଲର। ଏଥିରେ ଅଭିନେତା ଈଶାନ ଖଟ୍ଟର ଏବଂ ଅଭିନେତ୍ରୀ ତବ୍ବୁଙ୍କ ରୋମାନ୍ସ ଚର୍ଚ୍ଚାର ବିଷୟ ପାଲଟିଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ମୀରା ନାୟର।

୧୯୫୧ ମସିହାର କାହାଣୀ ଏଥିରେ ଦେଖିବାକୁ ମିଳିବ। ସିରିଜ୍‌ ୬ ଭାଗରେ ବଣ୍ଟାଯାଇଛି। ଏଥିରେ ସଇଦା ବାଇ(ତବ୍ବୁ) ଏକ ଗାୟିକା ଭାବେ ନଜର ଆସିବେ। ଯାହାଙ୍କୁ ମାନ୍‌ କପୁର(ଈଶାନ ଖଟ୍ଟର) ଭଲ ପାଉଛନ୍ତି। ଅପରପକ୍ଷେ ଲତା ମେହେରାଙ୍କ ମା’ ତାଙ୍କ ପାଇଁ ପୁଅ ଖୋଜୁଛନ୍ତି। ସେ କିନ୍ତୁ କଲେଜର ଜଣେ ଯୁବକଙ୍କୁ ଭଲ ପାଉଛନ୍ତି। ଲତାଙ୍କ ଦିଅର ମାନ୍‌ଙ୍କୁ ନେଇ ଚର୍ଚ୍ଚା ଥମୁନାହିଁ।

ଟ୍ରେଲରରେ ଈଶାନ ଏବଂ ତବ୍ବୁଙ୍କ ରୋମାନ୍ସକୁ ସୁନ୍ଦର ଭାବେ ଦର୍ଶାଯାଇଛି। ଏହାଛଡ଼ା ଲତା ଏବଂ କବିରଙ୍କ ମଧ୍ୟରେ ଭଲ ପାଇବାକୁ ଦର୍ଶକେ ଦେଖିପାରିବେ। ଲତାଙ୍କ ଭୂମିକାରେ ତାନ୍ୟା ମନିତ୍କାଲା ଏବଂ କବିରଙ୍କ ଭୂମିକାରେ ଦାନେଶ ରିଜବୀ ଅଭିନୟ କରୁଛନ୍ତି।

ଏହି ସିରିଜ୍‌ ବିବିସି ଓ୍ବାନ୍‌ରେ ଜୁଲାଇ ୨୬ ତାରିଖରେ ରିଲିଜ ହେବ। ସିରିଜ୍‌କୁ ଆଣ୍ଡ୍ରୀଉ ଡେଭିସ ଲେଖିଛନ୍ତି। ଲକ୍ଷ୍ମୌ ଏବଂ ମହେଶ୍ୱରରେ ଏହାର ଶୁଟିଂ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ବଲିଉଡ୍‌ ଷ୍ଟାର୍‌ମାନେ ଗୋଟିଏ ବିଜ୍ଞାପନକୁ କେତେ ଟଙ୍କା ନିଅନ୍ତି ଜାଣନ୍ତି କି?

ବଲିଉଡ୍‌ ଷ୍ଟାର୍‌ମାନେ ତ ଫିଲ୍ମ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ପାରିଶ୍ରମିକ ନେଇଥାନ୍ତି। କିନ୍ତୁ ଜାଣିଛନ୍ତି କି ବଲିଉଡର ଆଗଧାଡିର ଅଭିନେତାମାନେ ଗୋଟିଏ ବିଜ୍ଞାପନ...

ମିଥୁନ ଦା’ଙ୍କ କଥା ଶୁଣି କାନ୍ଦିଲେ ଜଜ୍‌

ଛୋଟ ପରଦାର ଡ୍ୟାନ୍ସ ଶୋ’ରେ ସୁପର୍‌ ଗେଷ୍ଟ ଦାୟିତ୍ୱ ନିଭାଉଛନ୍ତି ଅଭିନେତା ମିଥୁନ ଚକ୍ରବର୍ତ୍ତୀ। ଏହି ଶୋ’ କୁନି କୁନି ପିଲାମାନେ ନିଜ ଡ୍ୟାନ୍ସ ଜରିଆରେ...

ଜଙ୍କ୍‌ଫୁଡ୍‌ରେ ସୋନମ୍‌ଙ୍କ ପ୍ରିୟ ଗୁପ୍‌ଚୁପ୍‌

ମୁମ୍ବାଇ: ବଲିଉଡ୍‌ କଳାକାରମାନେ ଫିଟ୍‌ ରହିବାକୁ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି। ବିଶେଷକରି ଜଙ୍କ୍‌ଫୁଡ୍‌ଠାରୁ ଦୂରେଇ ରୁହନ୍ତି ଅଭିନେତ୍ରୀମାନେ। ମାତ୍ର ଏବେ ବଲିଉଡ୍‌ ଫ୍ୟାଶନ୍‌...

ସୋନାଙ୍କୁ ସଲମାନଙ୍କ ଫ୍ୟାନ୍‌ କହିଲେ ଘରେ ପଶି ମାରିବୁ

ସବୁବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା କଣ୍ଠଶିଳ୍ପୀ ସୋନା ମହାପାତ୍ର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ଭାଇଜାନଙ୍କୁ ଟାର୍ଗେଟ୍‌ କରିଛନ୍ତି ସେ। ସୋସିଆଲ...

କୁଣ୍ଡେ ପାଣିରେ ଗଣେଶ ମୂର୍ତ୍ତି ବିସର୍ଜନକଲେ ରବିନା ଟଣ୍ଡନ

୧୦ ଦିନ ଧରି ଗଣପତିଙ୍କ ଆରାଧନା କରିବା ପରେ ଶେଷରେ ତାଙ୍କୁ ଧୁମଧାମରେ ବିଦାୟ ଦେଇଛନ୍ତି ଅଭିନେତ୍ରୀ ରବିନା ଟଣ୍ଡନ। ଏଥର ସେ ନିଜ ଘରେ...

ଅସୁସ୍ଥ ‘ଗନ୍ଦି ବାତ୍‌’ ଫେମ୍‌ ଅଭିନେତ୍ରୀ

  ମୁମ୍ବାଇ: ଟେଲି କଳାକାର ଗହନା ବଶିଷ୍ଟଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ଆଇସିୟୁରେ ଭେଣ୍ଟିଲେଟରରେ ରଖାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗୁରୁବାର ଦ୍ୱିପ୍ରହରରେ ଗହନା ଏକ ଓ୍ବେବ...

ଡେଟିଂ କରୁଛନ୍ତି ଜ୍ୟାକଲିନ୍‌ !

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଡିଜଙ୍କୁ ଡେଟ୍‌ କରିବାକୁ କେତେ ଯେ ଯୁବକ ଅପେକ୍ଷା ରଖିଛନ୍ତି କହିବା ମୁସ୍କିଲ। ହେଲେ ଏବେ କୁଆଡେ ଏହି ଅଭିନେତ୍ରୀ...

ଗ୍ଲାମର ଦୁନିଆ ଛାଡ଼ିବେ ପ୍ରିୟଙ୍କା !

ପ୍ରିୟଙ୍କା ଚୋପ୍ରା ନିକ୍‌ଙ୍କୁ ବିବାହ କରିବା ୬ ମାସ ପୂରିଗଲାଣି। ବିବାହ ପରଠାରୁ ଆଜିପର୍ଯ୍ୟନ୍ତ ଦୁହେଁ ଖୁବ୍‌ ଏନ୍‌ଜୟ କରୁଛନ୍ତି। ସବୁ ପରେ ବି ପ୍ରିୟଙ୍କା...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *