ମନୋରଞ୍ଜନ

ରିୟାଙ୍କ ଜୀବନୀ ସହ ମେଳ ଖାଉଛି ଇଂଲଣ୍ଡ କ୍ରିକେଟରଙ୍କ ୬ ବର୍ଷ ତଳର ଏକ ଟୁଇଟ୍‌

ଇଂଲଣ୍ଡର ବୋଲର ଜୋଫ୍ରା ଆର୍ଚର ନିଜ ଟୁଇଟ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥରନ୍ତି। ତେବେ ରିୟାଙ୍କୁ ନେଇ ୬ ବର୍ଷ ତଳେ ଅର୍ଥାତ୍‌ ୨୦୧୪, ଜୁଲାଇ ୧୬ରେ କରିଥିବା ଏକ ଟୁଇଟ୍‌ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଟୁଇଟ୍‌ରେ ସେ…

ବର୍ଷାର ମଜା ନେଉଛନ୍ତି କ୍ୟାଟ୍ରିନା: ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ନାୟିକା କ୍ୟାଟ୍ରିନା କୈଫ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ। ଅନେକ ସମୟରେ ସେ ଫଟୋ ଓ ଭିଡିଓ ଶେୟାର କରି ଆସିଥାଆନ୍ତି ଚର୍ଚ୍ଚାକୁ। ଏବେ ସେ ବର୍ଷାର ମଜା ଉଠାଉଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ଚାକିରି ସହ ଘର ଯୋଗାଇଦେବେ ସୋନୁ

  ମୁମ୍ବାଇ: ରିୟଲ ଲାଇଫର ହିରୋ ପାଲଟିଥିବା ବଲିଉଡ୍‌ ଖଳନାୟକ ସୋନୁ ସୁଦ ଏବେ ପୁଣି ଚର୍ଚ୍ଚାରେ। ସାରା ଦେଶରେ କରୋନା ଭାଇରସ ମହାମାରୀ ଅନେକଙ୍କ ରୋଜଗାର ଛଡାଇ ନେଇଥିବା ବେଳେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ପ୍ରବାସୀ ଶ୍ରମିକ। ଆଉ…

ଶୁଟିଂ ସେଟ୍‌କୁ ଫେରିଲେ ଅମିତାଭ ବଚ୍ଚନ

କରୋନା ହରାଇବା ପରେ ଅଭିନେତା ଅମିତାଭ ବଚ୍ଚନ ପୁଣି ଶୁଟିଂ ସେଟକୁ ଫେରିଛନ୍ତି। ସେ ଲୋକପ୍ରିୟ ଟିଭି ସୋ କୌନ ବନେଗା କରୋଡପତିର ଶୁଟିଂ ଆରମ୍ଭ କରିଛନ୍ତି। ଅମିତାଭ ଶୁଟିଂ ସେଟ୍‌ର ଏକ ଚିତ୍ର ମଧ୍ୟ ଶେୟାର କରିଛନ୍ତି ଯେଉଁଥିରେ କ୍ରୁ…

ମୃତ୍ୟୁ ପୂର୍ବରୁ କରୋନା ସମ୍ପର୍କିତ ସ୍ବତନ୍ତ୍ର ଆପ୍‌ ଉପରେ କାମ କରୁଥିଲେ ସୁଶାନ୍ତ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସୁଶାନ୍ତଙ୍କ ସହ ଜଡିତ ଅନେକ ଲୋକ ବର୍ତ୍ତମାନ ଖୋଲାଖୋଲି ଭାବେ କଥା ହେଉଛନ୍ତି। ଏହି ସମୟରେ ଫିଲ୍ମ ‘ଏମ୍‌ ଏସ୍‌ ଧୋନୀ: ଦି…

ଶୋଇବା ପୂର୍ବରୁ ଏହି କାମ କରିଥାନ୍ତି କରିନା କପୁର

ବଲିଉଡ୍‌ ଅଭିନେତ୍ରୀ କରିନା କପୁର ପୁଣିଥରେ ମା’ ହେବାକୁ ଯାଉଛନ୍ତି। ନିକଟରେ ସ୍ବାମୀ ସୈଫ୍‌ ଅଲ୍ଲୀ ଖାନ୍‌ ଏହି ଖୁଲାସା କରିଥିଲେ। ତେବେ ସୈଫ୍‌ ୪ର୍ଥ ଥର ପାଇଁ ବାପା ହେବାକୁ ଯାଉଛନ୍ତି। ଏହି ଯୋଡିଙ୍କୁ ନେଇ ଏବେ ଏକ ମଜାଦାର…

ସୁଶାନ୍ତଙ୍କ ଅନ୍ତିମ ସଂସ୍କାରବେଳେ ଦୁଃଖୀ ନ ଥିଲେ ସିଦ୍ଧାର୍ଥ ପିଠାନୀ

ମୁମ୍ବାଇ,୨୩।୮-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସିବିଆଇ ସୁଶାନ୍ତଙ୍କ ସାଙ୍ଗ ସିଦ୍ଧାର୍ଥ ପିଠାନୀ ଓ ଅନ୍ୟ ମାନଙ୍କୁ ଜେରା କରୁଥିବାବେଳେ ସୁଶାନ୍ତଙ୍କ ସମ୍ପର୍କୀୟ ଭାଇ ତଥା ଭାଜପା ବିଧାୟକ…

ସଞ୍ଜୟ ଦତ୍ତଙ୍କ ପାଇଁ ଅଖଣ୍ଡ ଜ୍ୟୋତି ଜାଳିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଫୁସଫୁସ କ୍ୟାନସରର ତୃତୀୟ ପର୍ଯ୍ୟାୟ ଦେଇ ଗତି କରୁଛି। ଏହି ସୂଚନା ମିଳିବା ପରେ ସଞ୍ଜୟ ଦତ୍ତଙ୍କ ପାଇଁ ତାଙ୍କ ପ୍ରଶଂସକଙ୍କ ସହ ବଲିଉଡ୍‌ କଳାକାରମାନେ ମଧ୍ୟ ପ୍ରାର୍ଥନା କରୁଛନ୍ତି। ଅଭିନେତ୍ରୀ କାମ୍ୟା ପଞ୍ଜାବୀ ମଧ୍ୟ…

ଇଣ୍ଟରନେଟ୍‌ରେ ଭାଇରାଲ ହେଉଛି ଏହି ଷ୍ଟାରକିଡ୍‌ଙ୍କ ଫଟୋ: ହୃଦୟ ଜିତୁଛି ଭଉଣୀଭାଇଙ୍କ ଯୋଡ଼ି

ବମ୍ବେ: ବଲିଉଡ୍‌ର ହିଟ୍‌ ଷ୍ଟାରକିଡ୍‌ଙ୍କ ମଧ୍ୟରୁ ସୈଫ ଲଳନା ସାରା ଅଲ୍ଲୀ ଖାନ ଏବଂ ପୁଅ ଇବ୍ରାହିମ ଅନ୍ୟତମ। ସୋସିଆଲ ମିଡିଆରେ ଉଭୟଙ୍କ ଫଲୋଅର୍ସ ମଧ୍ୟ ଅଧିକ। ଏପରିସ୍ଥଳେ ଦୁଇ ଦିନ ଭିତରେ ପୋଷ୍ଟ କରିଥିବା କଳାଧଳା ଫଟୋକୁ ନେଇ ଉଭୟ…

ତିନି ପିଲାଙ୍କ ପିତାଙ୍କ ପ୍ରେମରେ ପଡିଥିଲେ ସାଇରା

ମୁମ୍ବାଇ: ବଲିଉଡ୍‌ ଦୁନିଆରେ ନିଜର ଦମଦାର ଅଭିନୟକୁ ନେଇ ଦର୍ଶକଙ୍କ ନିକଟତର ହୋଇଥିବା ବିଗତ ଦିନର ନାୟିକା ପାଳନ କରିଛନ୍ତି ତାଙ୍କ ୭୬ ତମ ଜନ୍ମଦିନ। ଏବେ ସେ ତାଙ୍କର ସମସ୍ତ ସମୟ ସ୍ବାମୀ ଦିଲିପ କୁମାରଙ୍କ ସହ କାଟୁଛନ୍ତି। ଦିଲିପ…

ପଶୁପକ୍ଷୀଙ୍କୁ ଖୁବ୍‌ ଭଲପାଆନ୍ତି ବାଣୀ

ମୁମ୍ବାଇ: ବଲିଉଡ୍‌ ସୁନ୍ଦରୀ ବାଣୀ କପୁର ୩୨ ବର୍ଷରେ ପଦାର୍ପଣ କରିଛନ୍ତି। ୨୩ ଅଗଷ୍ଟ ୧୯୮୮ରେ ଜନ୍ମ ନେଇଥିବା ଏହି ନାୟିକା ଏବେ କିଛି ନା କିଛି କାରଣ ପାଇଁ ଆସି ଯାଉଛନ୍ତି ଚର୍ଚ୍ଚାକୁ। ଦିଲ୍ଲୀରେ ଜନ୍ମ ନେଇଥିବା ବାଣୀ ଟୁରିଜିମରେ…

ଲକ୍‌ଡାଉନରେ ଗରିବ ହୋଇଗଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜରିନ ଖାଁ ଏବେ କାମ ଅପେକ୍ଷାରେ। ଯେତେଶୀଘ୍ର କାମ ଆରମ୍ଭ ହେବ ତାହା ତାଙ୍କ ପାଇଁ ଭଲ ବୋଲି ସେ କହିଛନ୍ତି। କରୋନା ମହାମାରୀ ଯୋଗୁ ଦୀର୍ଘ ପ୍ରାୟ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?