ମନୋରଞ୍ଜନ

ପ୍ରଶଂସକଙ୍କ ପ୍ରାର୍ଥନା ଭିକ୍ଷା କଲେ ଶାରଦା

ପାଟନା,୨୧।୮: ପଦ୍ମ ଭୂଷଣରେ ସମ୍ମାନୀତ ଲୋକପ୍ରିୟ ଲୋକ ସଙ୍ଗିତ ଗାୟିକା ଶାରଦା ସିହ୍ନା କରୋନା ଭାଇରସରେ ପୀଡ଼ିତ ହୋଇଛନ୍ତି। ସେ ନିଜେ ଏକ ଭିଡିଓ ଜାରି କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଭିଡିଓରେ ସେ କହିଛନ୍ତି କରୋନା ମହାମାରୀଠାରୁ…

କାର୍‌ଠାରୁ ମଇଁଷି କିଣିବା ଅଧିକ ଖୁସି ଦେଇଛି: କାହିଁକି ଏମିତି କହିଲେ ସୋନୁ ସୁଦ

ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ଲକଡାଉନରେ ଶ୍ରମିକ ମାନଙ୍କ ପାଇଁ ଦେବଦୂତ ପାଲଟିଛନ୍ତି। ଦେଶବିଦେଶରେ ଫସିଥିବା ଲୋକଙ୍କୁ ସହାୟତା କରି ସେ ବେଶ୍‌ ପ୍ରଶଂସା ସାଉଁଟିଛନ୍ତି। ନିକଟରେ ସେ ବିହାରର ଜଣେ ବ୍ୟକ୍ତିଙ୍କ ପାଇଁ ଏକ ମଇଁଷି କିଣିଛନ୍ତି। ଏନେଇ ଟୁଇଟ୍‌…

ଐଶ୍ୱର୍ଯ୍ୟା ରାୟଙ୍କ ସହ ରୋମାନ୍ସ କରିବାକୁ ଡରିଯାଇଥିଲେ ଏହି ସୁପରଷ୍ଟାର: ଆଉ ତାପରେ…

ବଲିଉଡ୍‌ ଅଭିନେତ୍ରୀ ତଥା ବଚ୍ଚନ ପରିବାରର ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ କିଛି ଦିନ ହେବ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତାଙ୍କର କାମ ବିଷୟରେ କହିବାକୁ ଗଲେ ସେ ଅନେକ ସୁପରଷ୍ଟାରଙ୍କ ସହ ସ୍କ୍ରିନ୍‌ ଶେୟାର କରିସାରିଛନ୍ତି। ସେମାନଙ୍କ…

କରୋନାରେ ଏହି ପ୍ରସିଦ୍ଧ ଅଭିନେତା ଭାଇଙ୍କ ପରଲୋକ

ବଲିଉଡ୍‌ ଅଭିନେତା ଦିଲୀପ କୁମାରଙ୍କ ସାନ ଭାଇ ଅସଲମ ଖାନଙ୍କର ମୃତ୍ୟୁ ଘଟିଛି। ସେ କରୋନା ପଜିଟିଭ ଥିଲେ। ତାଙ୍କୁ ୮୦ ବର୍ଷ ହୋଇଥିଲା।ଅସଲମଙ୍କ ବଡ ଭାଇ ଇଶାନ ଖାନ ମୁମ୍ବାଇର ଲୀଲାବତୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗତ ଶନିବାରଠାରୁ ସେ…

ମୁମ୍ବାଇ ପୋଲିସ କାର୍ଯ୍ୟାଳୟରେ ପହଞ୍ଚିଲା ସିବିଆଇ ଟିମ୍‌

ମୁମ୍ବାଇ,୨୧।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ସୁପ୍ରିମକୋର୍ଟ ପକ୍ଷରୁ ଗ୍ରୀନ୍‌ ସିଗ୍‌ନାଲ ମିଳିବା ପରେ ସିବିଆଇ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି। ଗୁରୁବାର ସନ୍ଧ୍ୟାରେ ସିବିଆଇ ଟିମ୍‌ ମୁମ୍ବାଇରେ ପହଞ୍ଚିଥିଲା। ଶୁକ୍ରବାର ସକାଳେ ସିବିଆଇର ୧୬ଜଣିଆ ଏସ୍‌ଆଇଟି ଟିମ୍‌…

ସୁଶାନ୍ତଙ୍କ ଘର ଛାଡିବା ପରେ ମହେଶ ଭଟ୍ଟଙ୍କୁ ଏଭଳି ମେସେଜ୍‌ କରିଥିଲେ ରିୟା

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ସତ୍ୟ ପଦାକୁ ଆସୁଛି। ପୂର୍ବରୁ ତାଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ସନ୍ଦେହ ଘେରରେ ଅଛନ୍ତି। ସେ ସୁଶାନ୍ତଙ୍କ ସହ ଅନେକ ଦିନରୁ ଲିଭ୍‌ଇନ୍‌ ରିଲେସନଶିପ୍‌ରେ ରହୁଥିଲେ। ଜୁନ୍‌…

ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ମୁମ୍ବାଇରେ ପହଞ୍ଚିଲା ସିବିଆଇ

ମୁମ୍ବାଇ,୨୦।୮-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଟିମ ଗୁରୁବାର ସାରେ ମୁମ୍ବାଇରେ ପହଞ୍ଚିଛି। ଉକ୍ତ ଟିମରେ ୪ ଜଣ ଅଧିକାରୀ ସାମିଲ ଅଛନ୍ତି। ସେହିପରି ଆଉ ଏକ ଟିମ ବିଳମ୍ବିତ…

ସୋନୁ ସୁଦଙ୍କୁ ପ୍ରତିଦିନ ଏତିକି ଲୋକ କରନ୍ତି ସାହାଯ୍ୟ ପାଇଁ ନିବେଦନ: ପ୍ରଥମ ଥର ଶେୟାର କଲେ ତଥ୍ୟ

ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ଭଗବାନ ପାଲଟିଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଏହି ସାହାଯ୍ୟ କ୍ଷେତ୍ରରେ ସେ କ୍ରମାଗତଭାବେ ଆଗେଇ ଚାଲିଛନ୍ତି। ପ୍ରବାସୀ ଶ୍ରମିକଙ୍କୁ ସାହାର୍ଯ୍ୟ କରିବାରୁ ଆରମ୍ଭ ହୋଇଥିବା…

ସଞ୍ଜୟ ଦତ୍ତଙ୍କ ଅଭିନୟରେ ପ୍ରଭାବିତ ହୋଇ ଏହି ଉପହାର ଦେଇଥିଲେ ଅମିତାଭ ବଚ୍ଚନ

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଫିଲ୍ମ ଦେଖିବାକୁ ବହୁତ ଭଲ ପାଆନ୍ତି। ଖାଲି ସେତିିକି ନୁହେଁ, ଯେଉଁ କଳାକାରଙ୍କ ଅଭିନୟ ତାଙ୍କୁ ଭଲଲାଗେ ସେ ତାଙ୍କୁ ଉପହାର ମଧ୍ୟ ଦେଇଥାନ୍ତି। ନିକଟରେ ବିଗ୍‌ବି ଫିଲ୍ମ ‘ଲୁଟକେସ’ରେ ଅଭିନେତା କନାଲ ଖେମୁଙ୍କ ଅଭିନୟକୁ…

ମାଧୁରୀ ଶ୍ରୀଲଙ୍କାରେ ନେଇଥିଲେ କୁକିଂ କ୍ଲାସ୍‌: ଏବେ ଲକ୍‌ଡାଉନରେ କାମ ଦେଉଛି

ମୁମ୍ବାଇ: ବଲିଉଡ୍‌ ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍‌ ରହିଥାନ୍ତି। ସେ କେବଳ ତାଙ୍କ ଫିଲ୍ମର ବାର୍ଷିକିରେ ପୋଷ୍ଟ କରନ୍ତି ତାହା ନୁହେଁ ପ୍ରଶଂସକଙ୍କ ସହ ବେଶ୍‌ ଆକର୍ଷଣୀୟ କାର୍ଯ୍ୟକଳାପ ମଧ୍ୟ ସହ ଶେୟାର କରିଥାନ୍ତି।…

ବାଥ୍‌ ଟବରୁ ମିଳିଲା ଆଉ ଜଣେ କଳାକାରଙ୍କ ମୃତଦେହ

ମୁମ୍ବାଇ,୨୦।୮: ପପୁଲାର ଆର୍ଟିଷ୍ଟ ରାମ ଇନ୍ଦ୍ରନୀଲ କାମତଙ୍କ ମୃତ୍ୟୁ ଖବର ଏବେ ସମସ୍ତଙ୍କୁ ଚମକାଇ ଦେଇଛି। ମୁମ୍ବାଇ ସ୍ଥିତ ତାଙ୍କ ଘରେ ବାଥ୍‌ଟବରେ ମୃତଦେହ ମିଳିଥିବା ସୂଚନା ରହିଛି। ସେ ମୁମ୍ବାଇର ମାଟୁଙ୍ଗାରେ ରହୁଥିଲେ। ପୋଲିସ ଏହାକୁ ଏକ ଆକ୍ସିଡେଣ୍ଟାଲ ଡେଥ୍‌…

ସଞ୍ଜୟଙ୍କ ସ୍ବାସ୍ଥ୍ୟକୁ ନେଇ ଇମୋଶନାଲ ପୋଷ୍ଟ କଲେ ଇର୍ଫାନଙ୍କ ପୁଅ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଏବେ କ୍ୟାନସରରେ ପୀଡ଼ିତ ଥିବା ବେଳେ ଚିକିତ୍ସା ପାଇଁ ନିକଟରେ ସେ ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗଣମାଧ୍ୟମର ସୂଚନା ଅନୁଯାୟୀ, ସଞ୍ଜୟ ଫୁସ୍‌ଫୁସ୍‌ କର୍କଟରେ ପୀଡିତ ଥିବା ଜଣାପଡିବା ପରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?