ଇଣ୍ଟରନେଟ୍‌ରେ ଭାଇରାଲ ହେଉଛି ଏହି ଷ୍ଟାରକିଡ୍‌ଙ୍କ ଫଟୋ: ହୃଦୟ ଜିତୁଛି ଭଉଣୀଭାଇଙ୍କ ଯୋଡ଼ି

ବମ୍ବେ: ବଲିଉଡ୍‌ର ହିଟ୍‌ ଷ୍ଟାରକିଡ୍‌ଙ୍କ ମଧ୍ୟରୁ ସୈଫ ଲଳନା ସାରା ଅଲ୍ଲୀ ଖାନ ଏବଂ ପୁଅ ଇବ୍ରାହିମ ଅନ୍ୟତମ। ସୋସିଆଲ ମିଡିଆରେ ଉଭୟଙ୍କ ଫଲୋଅର୍ସ ମଧ୍ୟ ଅଧିକ। ଏପରିସ୍ଥଳେ ଦୁଇ ଦିନ ଭିତରେ ପୋଷ୍ଟ କରିଥିବା କଳାଧଳା ଫଟୋକୁ ନେଇ ଉଭୟ ଚର୍ଚ୍ଚାରେ। ଗୋଟିଏ ପଟେ ସାରା ଅଭିନୟରେ ପାଦ ଥାପି ସାରିଥିବା ବେଳେ ଇବ୍ରାହିମ୍‌ ଖୁବ୍‌ଶୀଘ୍ର ଡେବ୍ୟୁ କରିପାରନ୍ତି ନେଇ ଅନୁମାନ କରାଯାଉଛି।

ନିକଟରେ ଭଉଣୀ ସାରାଙ୍କ ସହ ଇବ୍ରାହିମ ଛୁଟି କଟାଇବାକୁ ଯାଇଥିଲେ। ଉକ୍ତ ସମୟର ଏକାଧିକ ଫଟୋ ସେ ଶେୟାର କରିଥିବା ବେଳେ ଶନିବାର ତାଙ୍କୁ ଶଟ୍‌ଲେସ୍‌ ଅବସ୍ଥାରେ ଦେଖିବାକୁ ମିଳୁଛି। ଏଥିରେ ତାଙ୍କର ଫିଟ୍‌ନେସ୍‌ ବାରି ହୋଇ ପଡ଼ୁଛି।
ସେହିଭଳି ରବିବାର ସାରା କଳାଧଳା ଫଟୋ ଶେୟାର କରିଛନ୍ତି। ଏଥିରେ ସେ ସମୁଦ୍ରକୂଳରେ ଛିଡ଼ା ହୋଇଥିବା ଦେଖାଯାଇଛି। ଏହାକୁ ପ୍ରଶଂସକ ବେଶ୍‌ ପ୍ରଶଂସା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫାର୍ମହାଉସରେ ପୋତା ହୋଇଛି ଫିଲ୍ମ ଷ୍ଟାରମାନଙ୍କ ମୃତଦେହ

ବଲିଉଡ ସୁପରଷ୍ଟାର ସଲମାନ ଖାନ ଓ ତାଙ୍କ ପଡ଼ୋଶୀ କେତନ କକ୍କଡଙ୍କ ମଧ୍ୟରେ ବିବାଦ ଥମିବାରେ ନାଁ ନେଉନି। ଦିନକୁ ଦିନ ବିବାଦ ଆହୁରି ବଢ଼ିିବାରେ...

ରାତିସାରା ଯନ୍ତ୍ରଣାରେ ଛଟପଟ ହୋଇଥିଲେ କମେଡି କୁଇନ୍‌; କାହାକୁ ଜଣାଇ ନ ଥିଲେ…

ମୁମ୍ବାଇ: ପ୍ରସବ ପୂର୍ବଦିନ ଯାଏଁ କାମ କରି ଅନେକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି କମେଡି କୁଇନ ଭାରତୀ। ନିକଟରେ ସେ ଏକ ପୁତ୍ର ସନ୍ତାନକୁ...

‘ବିଗ୍‌ବସ୍‌-୧୩’ର ଏହି ତିନିଜଣ ପ୍ରତିଯୋଗୀଙ୍କୁ ପସନ୍ଦ କରୁଛନ୍ତି ଭୁବନେଶ୍ୱରୀ

ବମ୍ବେ: ଆରମ୍ଭରୁ ଚର୍ଚ୍ଚାରେ ‘ବିଗ୍‌ବସ୍‌-୧୩’। ଶୋ’ ନିର୍ମାତା ମଧ୍ୟ ଦର୍ଶକଙ୍କୁ ମନୋରଞ୍ଜନ ଡୋଜ୍‌ ଦେବାକୁ ଭଳିକିଭଳି ଉପାୟ ଆପଣାଉଛନ୍ତି। ନୂଆ ନୂଆ ଟୁଇଷ୍ଟ ଆଣ୍ଡ ଟର୍ନ...

ନିଜକୁ ବେଙ୍ଗ କହିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ରାଧିକା ଆପ୍ଟେ ଗମ୍ଭୀର ଅଭିନୟ ପାଇଁ ଜଣାଶୁଣା। ଦର୍ଶକ ତାଙ୍କ ପ୍ରତ୍ୟେକ ଚଳଚ୍ଚିତ୍ରକୁ ପସନ୍ଦ କରନ୍ତି। ନିକଟରେ ଇନ୍‌ଷ୍ଟାଗ୍ରାମରେ ରାଧିକ ଏକ ଫଟୋ...

ଶାହାରୁଖଙ୍କ ଝିଅ ସୁହାନା ଫିଲ୍ମରେ କରିବେ ଡେବ୍ୟୁ

ଶାହାରୁଖ ଖାନ୍‌ଙ୍କ ଝିଅ ସୁହାନା ଫିଲ୍ମରେ ଡେବ୍ୟୁ କରିବା ନେଇ ଚର୍ଚ୍ଚା ହୋଇ ଆସୁଥିଲା। କିନ୍ତୁ ଏକ ସାକ୍ଷାତକାରରେ ଶାହାରୁଖ ସ୍ପଷ୍ଟ କରିଥିଲେ କି, ତାଙ୍କ...

ପତ୍ନୀଙ୍କୁ ବହୁତ ଭଲ ପାଉଥିଲେ ଇରଫାନ୍‌: କହିଥିଲେ ‘ସୁଯୋଗ ମିଳିଲେ ସୁତପାଙ୍କ ପାଇଁ ବଞ୍ଚିବାକୁ ଚାହିଁବି’

ବମ୍ବେ: ”ଯଦି ମୋତେ ସୁଯୋଗ ମିଳେ, ମୁଁ ସୁତପାଙ୍କ ପାଇଁ ବଞ୍ଚିବାକୁ ଚାହିଁବି“। ଉକ୍ତିଟି ସ୍ବର୍ଗୀୟ ଅଭିନେତା ଇରଫାନ୍‌ ଖାନ୍‌ଙ୍କର। ଏଥିରୁ ଇରଫାନ୍‌ ସ୍ତ୍ରୀ ସୁତପାଙ୍କ...

ଏହି ଅଭିନେତ୍ରୀଙ୍କ ପ୍ରାଇଭେଟ୍‌ ଫଟୋ ହୋଇଥିଲା ଭାଇରାଲ, ସନ୍ଦେହ ଘେରରେ…

ସାଉଥ ତଥା ବଲିଉଡ ତାରକା କମଲ ହାସନଙ୍କ ଝିଅ ଅକ୍ଷରା ସାଉଥ ସିନେମାରେ କାମ କରିବା ସହିତ ‘ଶମିତାଭ’ ଭଳି ବଲିଉଡ ଫିଲ୍ମରେ କାମ କରିଛନ୍ତି।...

ଏଥର ପ୍ରଥମ କରଓ୍ବାଚୌଥ ପାଳିବେ ଏହି ବଲିଉଡ୍‌ ସେଲିବ୍ରିଟି

ମୁମ୍ବାଇ: ଚଳିତ ବର୍ଷ ଅକ୍ଟୋବର ୧୭ରେ ପଡୁଛି କରଓ୍ବାଚୌଥ ବ୍ରତ। ଏହା ହିନ୍ଦୁ ମହିଳାଙ୍କ ପାଇଁ ଏକ ବିଶେଷ ବ୍ରତ ବୋଲି କୁହାଯାଏ। କାରଣ ଏହିଦିନ...

Advertisement
Archives

Model This Week