ଆଲିଆଙ୍କୁ ଝଟ୍କା
ସୁପରହିଟ୍ ଫିଲ୍ମ ‘ବାହୁବଳୀ’ର ନିର୍ଦ୍ଦେଶକ ଏସ ରାଜାମୌଲିଙ୍କ ଚଳଚ୍ଚିତ୍ର ‘ଆର୍ଆର୍ଆର୍’ ହେଉଛି ୨୦୨୦ର ବର୍ଷର ସବୁଠୁ ଚର୍ଚ୍ଚିତ ତଥା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ। ତେବେ କରୋନା ମହାମାରୀ ହେତୁ ବର୍ତ୍ତମାନ ଏହାର ରିଲିଜ୍କୁ ଚଳିତ ବର୍ଷ ସ୍ଥଗିତ ରଖାଯାଇଛି।…
ୟେ ରିସ୍ତା କ୍ୟା କେହେଲାତା ହୈ ଫେମ୍ ଅଭିନେତା କରୋନା ପଜିଟିଭ୍: ଶୁଟିଂ ଉପରେ ଲାଗିଲା ବ୍ରେକ୍
ମୁମ୍ବାଇ: ସମଗ୍ର ଦେଶରେ କରୋନା ଭାଇରସ୍ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦେଶରେ ଜାରି ରହିଥିବା ଲକ୍ଡାଉନ ପରେ ବି ମନୋରଞ୍ଜନ ଜଗତର କେତେକ ସେଲିବ୍ରିଟି କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇସାରିଛନ୍ତି। ଇତିମଧ୍ୟରେ ଲୋକପ୍ରିୟ ଟିଭି ସିରିୟଲ୍ ‘ୟେ ରିସ୍ତା…
କରୀନା କପୁରଙ୍କ ଉପରକୁ କଫି ମଗ୍ ଫୋପାଡିଲେ ଏହି ଅଭିନେତା, ଆଉ ତା’ପରେ
ନିକଟରେ ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ ଅଭିନେତ୍ରୀ କରୀନା କପୁରଙ୍କ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଅକ୍ଷୟ କୁମାର କରୀନାଙ୍କ ଉପରେ କଫି ଭର୍ତ୍ତି ମଗ୍ ଫୋପାଡିଥିବାର ନଜର ଆସିଛନ୍ତି, ଯାହା ଅଭିନେତ୍ରୀଙ୍କୁ ବହୁତ…
ଶୈଫ ଦେଲେ ପ୍ରଶଂସକଙ୍କୁ ଆଉ ଏକ ସର୍ପ୍ରାଇଜ
ମୁମ୍ବାଇ: ଛୋଟେ ନଓ୍ବାବ ଶୈଫ ଅଲି ଖାଁଙ୍କ ପରିବାର ଏବେ ଖୁବ୍ ଚର୍ଚ୍ଚାରେ। ୨୦୨୦ ବଲିଉଡ୍ ଇଣ୍ଡଷ୍ଟ୍ରି ପାଇଁ ଭଲ କଟି ନ ଥିବା ବେଳେ ଏହା ଇଣ୍ଡଷ୍ଟ୍ରିକୁ ବହୁ ମାତ୍ରାରେ ପ୍ରଭାବିତ କରିଛି। ତେବେ ଶୈଫ ଅଲି ଖାଁ ଚଳିତ…
ପ୍ରଶଂସକଙ୍କୁ ଝଟ୍କା: ବିଗ୍ବସ-୧୪ ସ୍ଥଗିତ
ମୁମ୍ବାଇ: ଲୋକପ୍ରିୟ ରିୟଲିଟି ଶୋ’ ବିଗ୍ବସର ପ୍ରଶଂସକଙ୍କୁ ବଡ଼ ଝଟ୍କା। ଚଳିତ ବର୍ଷ ଶେଷ ସୁଦ୍ଧା ବିଗ୍ବସ ସିଜିନ ୧୪ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଆସିବ ବୋଲି ଅନୁମାନ କରାଯାଉଥିଲା। ନିକଟରେ ଲଗାତର ଭାବେ ଏହି ଶୋ’ର ଟିଜର ଓ ପ୍ରୋମୋ…
ବଲିଉଡ୍ ନୁହେଁ ବରଂ ସାଉଥ୍ରେ ମନ କିଣିଲେ ଦର୍ଶକଙ୍କର
ମୁମ୍ବାଇ: ବଲିଉଡ୍ରୁ ଆରମ୍ଭ କରି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି ଡେଜି ଶାହା। ସେ ଜଣେ ମଡେଲ ତଥା ଅଭିନେତ୍ରୀ। କେବଳ ସେତିକି ନୁହେଁ ସେ ଜଣେ ଭଲ ଡ୍ୟାନ୍ସର ମଧ୍ୟ।…
ପ୍ରସିଦ୍ଧ ସିଙ୍ଗରଙ୍କ ହଠାତ୍ ମୃତ୍ୟୁ, ଖେଳିଗଲା ଶୋକର ଛାୟା
୨୦୨୦ କେବଳ ବଲିଉଡ ପାଇଁ ନୁହେଁ ହଲିଉଡ ପାଇଁ ମଧ୍ୟ ଦୁଃଖଦାୟକ ପ୍ରମାଣିତ ହେଉଛି। ଆମେରିକାର ଅନ୍ୟତମ ପ୍ରସିଦ୍ଧ ଗାୟକ ଜଷ୍ଟିନ ଟାଉନ୍ସ ଇୟର୍ଲଙ୍କ ହଠାତ୍ ମୃତ୍ୟୁ ଘଟିଛି। ତାଙ୍କୁ ମାତ୍ର ୩୮ ବର୍ଷ ହୋଇଥିଲା। ଜଷ୍ଟିନଙ୍କ ପରିବାର ତାଙ୍କ ଇନଷ୍ଟାଗ୍ରାମ…
ପାକିସ୍ତାନ ଜେଲ୍ରେ ୨ ବର୍ଷ କଏଦୀ ଜୀବନ କାଟିଥିଲେ ଏହି ପ୍ରସିଦ୍ଧ ଅଭିନେତା
ଇତ୍ନା ସନ୍ନାଟା କ୍ୟୁଂ ହୈ ଭାଇ, ୪୫ ବର୍ଷ ପୂର୍ବେ ମୁକ୍ତିଲାଭ କରିଥିବା ଶୋଲେ ଚଳଚ୍ଚିତ୍ରର ଏହି ପ୍ରସିଦ୍ଧ ସଂଳାପକୁ ଲୋକମାନେ ଏବେ ମନେ ରଖିଛନ୍ତି। ଚଳଚ୍ଚିତ୍ରରେ ଏହାକୁ ରହିମ ଚାଚା ଅର୍ଥାତ୍ ଏ.କେ ହଙ୍ଗଲ କହିଥିଲେ। ଏହି ସଂଳାପ ଯୋଗୁ…
ନିଜ ଓଜନ ବିଷୟରେ ଖୁଲାସା କରି ଚର୍ଚ୍ଚାରେ ଏହି ପ୍ରସିଦ୍ଧ ସିଙ୍ଗର୍
ଝିଅମାନେ ସେମାନଙ୍କର ପସନ୍ଦ ଏବଂ ନାପସନ୍ଦ କହିବାକୁ କୁଣ୍ଠାବୋଧ କରନ୍ତି ନାହିଁ। କିନ୍ତୁ ଯେତେବେଳେ ସେମାନଙ୍କର ଓଜନ ଏବଂ ବୟସ କଥା ଆସେ, ସେମାନେ ଅନ୍ୟ କଥା କହି ଏହି ପ୍ରସଙ୍ଗରୁ ବାହାରି ଯାଆନ୍ତି। କିନ୍ତୁ ଗାୟକ ନେହା କକ୍କଡ ତାଙ୍କ…
ସୁଶାନ୍ତଙ୍କ ବଦଳରେ ୨୦୦ କିଲୋର ବସ୍ତା ଝୁଲିବ ସିଲିଂ ଫ୍ୟାନ୍ରେ…
ମୁମ୍ବାଇ, ୨୫।୮: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ଯାଞ୍ଚ୍ ସିବିଆଇ ହାତକୁ ଯାଇଛି। ଏବେ ସିବିଆଇର ୪ ଜଣିଆ ଟିମ୍ ପ୍ରତିଟି ଦିଗକୁ ତନ୍ନତନ୍ନ କରି ଯାଞ୍ଚ୍ କରିବେ। ସେଥିପାଇଁ ଆତ୍ମହତ୍ୟାର ସିନ୍ ରିକ୍ରିଏଟ୍ କରାଯିବ। ସୁଶାନ୍ତଙ୍କ…
ଅପେକ୍ଷାର ଅନ୍ତ ଘଟିଲା: ସାମ୍ନାକୁ ଆସିଲା ମିର୍ଜାପୁର-୨ର ରିଲିଜ୍ ଡେଟ୍
ମୁମ୍ବାଇ: ଆମାଜନ୍ ପ୍ରାଇମ୍ ଭିଡ଼ିଓର ବହୁ ପ୍ରତିକ୍ଷୀତ ଆକ୍ସନ ଥ୍ରୀଲର ଓ୍ବେବ ସିରିଜ ମିର୍ଜାପୁରର ଦ୍ୱିତୀୟ ସଂସ୍କରଣର ରିଲିଜ୍ ତାରିଖ ଘୋଷଣା ହୋଇଛି। ସୋମବାର ଏକ ପ୍ରୋମୋ ଜରିଆରେ ଏହାର ରିଲିଜ୍ ତାରିଖ ଘୋଷଣା କରାଯାଇଛି। ଏହାକୁ ଦର୍ଶକଙ୍କ ଭଲ ରେସ୍ପନ୍ସ…
‘ଆର୍ଆର୍ଆର୍’ରେ ନଜର ଆସିବେ ୨ ସୁପରଷ୍ଟାର: ଆଲିଆଙ୍କ ସ୍ଥାନରେ ରୋମାନ୍ସ କରିବେ ପ୍ରିୟଙ୍କା
ସାଉଥ୍ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ନିର୍ଦ୍ଦେଶକ ଏସ୍ ଏସ୍ ରାଜମୌଲି ତାଙ୍କର ଆଗାମୀ ମଲ୍ଟିଷ୍ଟାର ସିନେମା ‘ଆର୍ଆର୍ଆର୍’କୁ ନେଇ ଖୁବ୍ ଚର୍ଚ୍ଚାରେ। ଏହି ଫିଲ୍ମରେ ତେଲୁଗୁ ଇଣ୍ଡଷ୍ଟ୍ରିର ୨ ସୁପରଷ୍ଟାର ଜୁନିୟର ଏନ୍ଟିଆର୍ ଏବଂ ରାମ ଚରଣ ତେଜାଙ୍କୁ ଏକତ୍ର ଦେଖିବାକୁ ମିଳିବ।…

