ବର୍ଷାର ମଜା ନେଉଛନ୍ତି କ୍ୟାଟ୍ରିନା: ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ନାୟିକା କ୍ୟାଟ୍ରିନା କୈଫ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ। ଅନେକ ସମୟରେ ସେ ଫଟୋ ଓ ଭିଡିଓ ଶେୟାର କରି ଆସିଥାଆନ୍ତି ଚର୍ଚ୍ଚାକୁ। ଏବେ ସେ ବର୍ଷାର ମଜା ଉଠାଉଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଧଳା ରଙ୍ଗର ଜ୍ୟାକେଟ ଓ ସର୍ଟସ ସହ କ୍ୟାଟ ହାତରେ ଧରିଛନ୍ତି ହଳଦିଆ ରଙ୍ଗର ଏକ ଛତା। ଏହି ଫଟୋକୁ ଶେୟାର କରିବା ସହ ସେ ଲେଖିଛନ୍ତି, ‘ବର୍ଷା ହେଲେ ମୁଁ ମୋ ଛତା ଶେୟାର କରିବି ଆଉ ଯଦି ଛତା ନ ଥିବ ତେବେ ମୁଁ ବର୍ଷା ଶେୟାର କରିବି।’ ଏହି ଫଟୋକୁ କ୍ୟାଟ୍ରିନାଙ୍କ ପ୍ରଶଂସକ ଖୁବ୍‌ ପସନ୍ଦ କରିଛନ୍ତି। ଏପର୍ଯ୍ୟନ୍ତ ଏହାକୁ ୧୮ ଲକ୍ଷ ଲାଇକ୍ସ ମିଳି ସାରିଲାଣି। କ୍ୟାଟ ଏବେ ବଲିଉଡ୍‌ର ଜଣେ ଆଗଧାଡିର ନାୟିକା ହୋଇଥିବା ବେଳେ କରୋନା ସଂକ୍ରମଣ ଯୋଗୁ ଶୁଟିଂ ବନ୍ଦ ଥିବାରୁ ସେ ଏବେ ଘରେ ସମୟ କାଟୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କନିକାଙ୍କ ପରେ ବଲିଉଡ୍‌ର ଆଉ ଜଣେ କରୋନା ପଜିଟିଭ୍‌

ମୁମ୍ବାଇ,୬।୪: ସାରା ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ବଲିଉଡ୍‌...

ସର୍ବାଧିକ ପାରିଶ୍ରମିକ ପାଉଥିବା ଏହି ଅଭିନେତ୍ରୀ ଏବେ ବିତାଉଛନ୍ତି ନିଃସଙ୍ଗ ଜୀବନ

୬୦-୭୦ ଦଶକରେ ନିଜର ଅଭିନୟ ଏବଂ ସୌନ୍ଦର୍ଯ୍ୟ ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଥିଲେ ଅଭିନେତ୍ରୀ ଆଶା ପାରେଖ। ତାଙ୍କ ଜୀବନ ଅନ୍ୟ ଅଭିନେତ୍ରୀମାନଙ୍କଠାରୁ...

ମାଡାମ ତୁଷାଦ୍‌ରେ ହେବ କାଜଲଙ୍କ ମହମ ପ୍ରତିମୂର୍ତ୍ତି, ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଭାବେ ପ୍ରଥମ

ବମ୍ବେ: ସେଲିବ୍ରିଟିମାନଙ୍କ ପାଇଁ ମାଡାମ ତୁଷାଦ୍‌ ମ୍ୟୁଜିୟମରେ ସ୍ଥାନ ପାଇବା ସମ୍ମାନର କଥା ହୋଇଥାଏ। ପୂର୍ବରୁ ବଲିଉଡର ଅନେକ କଳାକାରଙ୍କ ମହମ ପ୍ରତିମୂର୍ତ୍ତି ଏଠାରେ ସ୍ଥାନ...

ସୁଶାନ୍ତଙ୍କୁ ମନେ ପକାଇଲେ ଅଙ୍କିତା

ଟିଭିରୁ ବଲିଉଡରେ ପ୍ରବେଶ କରିଥିବା ଜଣାଶୁଣା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରୁ ବିରତି ନେଇଥିଲେ। କିନ୍ତୁ ତାଙ୍କ ପୂର୍ବତନ ପ୍ରେମିକ...

ବାଥ୍‌ରୁମ ସେଲ୍‌ଫି ଶେୟାର କଲେ ଏହି ଅଭିନେତ୍ରୀ, ଦର୍ଶକ ପଚାରିଲେ ଏମିତି ପ୍ରଶ୍ନ

ମୁମ୍ବାଇ: ଆଲିଆ ଭଟ୍ଟ ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏମିତି ଜଣେ ଅଭିନେତ୍ରୀ ଯିଏକି ସୋସିଆଲ ମିଡିଆରେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କେବେ...

ଜ୍ୟାକଲିନଙ୍କୁ ବିଦେଶ ଯିବାକୁ ଅନୁମତିି

ନୂଆଦିଲ୍ଲୀ,୨୭।୧: ୨୦୦ କୋଟି ଟଙ୍କା ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିସଙ୍କୁ ଦୁବାଇ ଯିବାକୁ ଅନୁମତି ଦେଇଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ। ଜ୍ୟାକଲିନ...

ରୋମାଣ୍ଟିକ୍‌ ଗୀତ ଗାଇଲେ ଦିବ୍ୟ କୁମାର

ବଲିଉଡ୍‌ର ଲୋକପ୍ରିୟ ସ୍ଲୋ ମୋଶନ ଗୀତରୁ ଆରମ୍ଭ ହୋଇଥିଲା ବଲିଉଡ୍‌ କଣ୍ଠଶିଳ୍ପୀ ଦିବ୍ୟ କୁମାରଙ୍କ ପରିବେଷଣ। ରବା ରବା ଶୁକର ତେରା.., ତେରେ ବିନ୍‌ ନେହିଁ...

ଅପେକ୍ଷା ଆସନ୍ତାବର୍ଷକୁ

ଏବର୍ଷ ତ ହେଲା ନାହିଁ, ତେଣୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ଏ ନେଇ ଆଦୌ ମନ ଦୁଃଖ କରୁନାହନ୍ତି ଆଲିୟା। ହେଲେ...

Advertisement
Archives

Model This Week