ସଞ୍ଜୟ ଦତ୍ତଙ୍କ ପାଇଁ ଅଖଣ୍ଡ ଜ୍ୟୋତି ଜାଳିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଫୁସଫୁସ କ୍ୟାନସରର ତୃତୀୟ ପର୍ଯ୍ୟାୟ ଦେଇ ଗତି କରୁଛି। ଏହି ସୂଚନା ମିଳିବା ପରେ ସଞ୍ଜୟ ଦତ୍ତଙ୍କ ପାଇଁ ତାଙ୍କ ପ୍ରଶଂସକଙ୍କ ସହ ବଲିଉଡ୍‌ କଳାକାରମାନେ ମଧ୍ୟ ପ୍ରାର୍ଥନା କରୁଛନ୍ତି। ଅଭିନେତ୍ରୀ କାମ୍ୟା ପଞ୍ଜାବୀ ମଧ୍ୟ ସଞ୍ଜୟ ଦତ୍ତଙ୍କ ପାଇଁ ପ୍ରାର୍ଥନା କରିଛନ୍ତି। କାମ୍ୟା ଗଣେଶ ଚତୁର୍ଥୀ ଅବସରରେ ଏକ ଭିଡିଓ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏଥିରେ ସେ ସଞ୍ଜୟ ଦତ୍ତଙ୍କ ପାଇଁ ଅଖଣ୍ଡ ଜ୍ୟୋତି ଜାଳୁଥିବା ଦେଖାଯାଇଛି। ସଞ୍ଜୟ ଖୁବ୍‌ଶୀଘ୍ର ସୁସ୍ଥ ହୋଇଯାନ୍ତୁ ଏହା କାମନା କରି ଅଖଣ୍ଡ ଜ୍ୟୋତି ଜାଳୁଥିବା ସେ କହିଛନ୍ତି। ନିକଟରେ କ୍ୟାନ୍‌ସର ଯୋଗୁ ଶୁଟିଂରୁ କିଛିଦିନ ବ୍ରେକ୍‌ ନେଉଥିବା ସଞ୍ଜୟ ଦତ୍ତ ଘୋଷଣା କରିଥିଲେ।
ଅଗଷ୍ଟ ୮ରେ ସଞ୍ଜୟ ଦତ୍ତଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଭିନେତାଙ୍କର ଏକ କରୋନା ପରୀକ୍ଷା ମଧ୍ୟ ହୋଇଥିଲା, ଯାହାର ରିପୋର୍ଟ ନେଗେଟିଭ୍‌ ଥିଲା। ପରେ ତାଙ୍କର ଫୁସଫୁସ କ୍ୟାନସର ହୋଇଥିବା ଜଣାପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୦ ବର୍ଷ ହେଲାଣି ଏହି ରୋଗ ସହ ଲଢ଼ୁଛନ୍ତି ସୁମୋନା: ଏବେ ଚତୁର୍ଥ ଷ୍ଟେଜ୍‌ରେ…

ବମ୍ବେ: ଲକ୍‌ଡାଉନ୍‌ରେ ଦୁଃଖ ବଖାଣିଛନ୍ତି କମେଡିଆନ୍‌ ତଥା ଅଭିନେତ୍ରୀ ସୁମୋନା ଚକ୍ରବର୍ତ୍ତୀ। ‘ଦ କପିଲ ଶର୍ମା ଶୋ’ରେ ନଜର ଆସୁଥିବା ସୁମୋନାଙ୍କ ପାଖରେ ଏବେ କୌଣସି...

ଭାଇରାଲ ହେଉଛି ରାଜୁଙ୍କ ଶେଷ ଭିଡିଓ

ମୁମ୍ବାଇ: ଆଉ ନାହାନ୍ତି ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ। ବୁଧବାର ୫୮ ବର୍ଷ ବୟସରେ ଶ୍ରୀବାସ୍ତବଙ୍କ ପରଲୋକ ଘଟିଛି। ତାଙ୍କ ମୃତ୍ୟୁ ଖବରରେ ଚାରିଆଡେ ଶୋକର...

ତବ୍ବୁଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି? ୫୧ ବର୍ଷରେ…

ବମ୍ବେ: ଜଣେ ଲୋକପ୍ରିୟ ଅଭିନେତ୍ରୀ, ପ୍ରଖ୍ୟାତ ନୃତ୍ୟଶିଳ୍ପୀ, ମହିଳା ଉଦ୍ୟୋଗୀ ଏବଂ ଫିଟ୍‌ନେସ୍‌ ଫ୍ରିକ୍‌ ଭାବେ ତବ୍ବୁ ଜଣାଶୁଣା। ଏହି ବଲିଉଡ୍‌ ଅଭିନେତ୍ରୀଙ୍କ କ୍ରେଜ୍‌ ଆଜି...

ନିଜକୁ ଘୃଣା କରୁଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ଅନେକ ସ୍ମରଣୀୟ ଚରିତ୍ରରେ ଅଭିନୟ କରିଛନ୍ତି। ସେଥିମଧ୍ୟରୁ ‘ଦ ଡର୍ଟି ପିକ୍ଚର୍ସ’ରେ ସିଲ୍କ ସ୍ମିତାଙ୍କ ଚରିତ୍ର ଅନ୍ୟତମ। ଏହି ଫିଲ୍ମ...

ଟିସର୍ଟର ଦାମ ୪୦ ହଜାର

ମୁମ୍ବାଇ: ବଲିଉଡ ବେବୋ କରିନା କପୁର ଖାଁ ସବୁବେଳେ ତାଙ୍କ ଫଟୋ ଓ ଭିଡିଓକୁ ନେଇ ଥାଆନ୍ତି ଚର୍ଚ୍ଚାରେ । କେତେବେଳେ ସେ ନିଜେ ତାଙ୍କ...

୪ ବର୍ଷରୁ ଗୀତ ଗାଇବା ଆରମ୍ଭ କରିଥିଲେ ଶ୍ରେୟା

ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ସଫଳ ଗାୟିକାଙ୍କ ମଧ୍ୟରୁ ଅନ୍ୟତମ ଶ୍ରେୟା ଘୋଷାଲ। ଇତିମଧ୍ୟରେ ସେ ଚାରୋଟି ରାଷ୍ଟ୍ରୀୟ ପୁରସ୍କାର ସମେତ ଅନେକ ପୁରସ୍କାର ନିଜ ନାମରେ...

ଡିପ୍ରେଶନ ବଢ଼ାଇ ଥାଏ ଏହି ୫ ଜିନିଷ : ଡାଏଟରେ କରନ୍ତୁ ନାହିଁ ସାମିଲ

ଧାରାବାହିକରୁ ଚଳଚ୍ଚିତ୍ର ଜଗତକୁ ଯାଇଥିବା ସୁଶାନ୍ତ ସିଂ ରାଜପୁତ ଆଉ ଦୁନିଆରେ ନାହାଁନ୍ତି। ତାଙ୍କର ପ୍ରଶଂସକ ଏବଂ ଘନିଷ୍ଠ ବନ୍ଧୁମାନଙ୍କ ପାଇଁ, ତାଙ୍କର ଦେହାନ୍ତ କିଛି...

ସଲମାନଙ୍କ ସହ ଭାଇମାନଙ୍କ ଉପରେ ବଳାତ୍କାର ଅଭିଯୋଗ ଆଣିଥିଲେ ଏହି ଅଭିନେତ୍ରୀ

ବମ୍ବେ: ଦବଙ୍ଗ ଖାଁ ସଲମାନ ଯେତିକି ଲୋକପ୍ରିୟ ସେତିକି ବିବାଦୀୟ ମଧ୍ୟ। ବଳାତ୍କାର ସାଙ୍ଗକୁ ଯୌନ ନିର୍ଯାତନା ଭଳି ମାମଲାରେ ସେ ଛନ୍ଦି ହୋଇ ବଦନାମ...

Advertisement
Archives

Model This Week