Advertisement

ଖିଲାଡି କିଙ୍ଗଙ୍କୁ ଜନ୍ମଦିନରେ ଏଭଳି ଶୁଭେଚ୍ଛା ଜଣାଇଲେ ସୁଦର୍ଶନ: କହିଲେ ‘ଆପଣ ରୋଲ ମଡେଲ, ହିରୋ’

ଆଜି ଖିଲାଡି କିଙ୍ଗ୍‌ ଅକ୍ଷୟ କୁମାରଙ୍କ ହାପି ବର୍ଥ ଡେ। ୧୯୬୭ ସେପ୍ଟେମ୍ବର ୯ ତାରିଖଷର ଅମୃତସରରେ ଜନ୍ମଗ୍ରହଣ କରିଥିଲେ ଅକ୍ଷୟ। ଏହି ଅବସରରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ଅକ୍ଷୟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ଜଣେ ରୋଲ୍‌ ମଡେଲ, ହିରୋ। ହାପି ବର୍ଥ ଡେ ଅକ୍ଷୟ କୁମାର ବୋଲି ବାଲୁକାକଳାରେ ଲେଖା ରହିଛି। ଏହାଛଡ଼ା ନିଜର ଟୁଇଟର ପୃଷ୍ଠାରେ ଏହାକୁ ଶେୟାର କରି ସୁଦର୍ଶନ କହିଛନ୍ତି, ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଅକ୍ଷୟ କୁମାର। ଆପଣଙ୍କ ପାଇଁ ଦୀର୍ଘ ଜୀବନର କାମନା କରୁଛି। ଆପଣଙ୍କ ସାମାଜିକ କାମରୁ ଆମକୁ ପ୍ରେରଣା ମିଳିଥାଏ। ଆପଣ ରୋଲ ମଡେଲ ଏବଂ ପ୍ରକୃତ ହିରୋ ଅଟନ୍ତି ବୋଲି ସେ କହିଛନ୍ତି।

ଅକ୍ଷୟ ଆଜି ୫୩ ବର୍ଷରେ ପଦାର୍ପଣ କରିଛନ୍ତି। ନିଜର କାମ ସହ ନିଜର ଫିଟ୍‌ନେସ ପ୍ରତି ସେ ଧ୍ୟାନ ଦେଇ ଆସୁଛନ୍ତି। ଏବେ ସେ ସ୍କର୍ଟଲ୍ୟାଣ୍ଡରେ ପୁରା ପରିବାର ସହ ସମୟ ବିତାଇବା ସହ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଘ ଖୋଜୁଛନ୍ତି ବିଦ୍ୟା

ଚର୍ଚ୍ଚାରେ ଥିବା ବଲିଉଡ୍‌ ଫିଲ୍କ ‘ଶେର୍‌ନି’ର ଟ୍ରେଲର ରିଲିଜ ହୋଇଛି। ଏଥିରେ ବିଦ୍ୟା ବଲାନଙ୍କ ନୂଆ ଅବତାର ଦେଖିବାକୁ ତାଙ୍କ ଫ୍ୟାନ୍‌ ବେଶ୍‌ ଉତ୍ସାହିତ ଅଛନ୍ତି।...

ସେପ୍ଟେମ୍ବର ଶେଷ ସପ୍ତାହରେ ବିବାହ କରିବେ ରିଚା-ଅଲ୍ଲୀ ଫାଜଲ୍‌!

ମୁମ୍ବାଇ: ଅଭିନେତ୍ରୀ ରିଚା ଚଢା-ଅଲ୍ଲୀ ଫାଜଲ୍‌ ତାଙ୍କ ବିବାହକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ବର୍ତ୍ତମାନ ଦୁହିଁଙ୍କ ବିବାହକୁ ନେଇ ଏକ ଅପ୍‌ଡେଟ୍‌ ଆସିଛି ଯେ,...

ସ୍ବତନ୍ତ୍ର ଡୁଡ୍‌ଲ ଯୋଗେ ଭୁପେନ ହଜାରିକାଙ୍କୁ ମନେ ପକାଇଲା ଗୁଗ୍‌ଲ

ଲୋକପ୍ରିୟ ସଙ୍ଗୀତକାର ତଥା ଚଳଚ୍ଚିତ୍ର ନିର୍ମାତା ଭୁପେନ ହଜାରିକାଙ୍କ ଆଜି ୯୬ତମ ଜନ୍ମଜୟନ୍ତୀ। ଏହି ଅବସରରେ ଗୁଗଲ ସ୍ବତନ୍ତ୍ର ଡୁଡଲ ପ୍ରସ୍ତୁତ କରି ଭୁପେନଙ୍କୁ ଏକ...

କରଣଙ୍କୁ ନେଇ ରଣବୀରଙ୍କୁ ସତର୍କ କରିଥିଲେ ବାପା, କାରଣ ଜାଣିଲେ…

ବଲିଉଡ୍‌ ଅଭିନେତା ରଣବୀର କପୁର ବର୍ତ୍ତମାନ ତାଙ୍କ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅନ୍ୟପଟେ ରଣବୀର ପ୍ରଥମ ଥର ଆଲିଆ ଭଟ୍ଟଙ୍କ ସହ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ...

‘ଜୟେଶଭାଇ ଜୋରଦାର୍‌’ରେ ନଜର ଆସିବେ ରଣବୀର: ଲୁକ୍‌ ଭାଇରାଲ

ବଲିଉଡ୍‌ ଫିଲ୍ମ ‘୮୩’ ପରେ ଅଭିନେତା ରଣବୀର ସିଂହ ଖୁବ୍‌ଶୀଘ୍ର ‘ଜୟେଶଭାଇ ଜୋରଦାର’ରେ ନଜର ଆସିବେ। ଏଥିପାଇଁ ସେ ଏବେଠୁ ସଜବାଜ ଆରମ୍ଭ କଲେଣି। ଇନ୍‌ଷ୍ଟାଗ୍ରାମ୍‌ରେ...

ଉର୍ବଶୀଙ୍କ ଗ୍ଲାମରସ୍ ଲୁକ୍‌

ମୁମ୍ବାଇ: ବଲିଉଡ୍ ବିୟୁଟି ଉର୍ବଶୀ ରୌତେଲା ନିଜ ଲୁକ୍ସକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ତାଙ୍କର ହଟ୍ ଓ ବୋଲ୍ଡ ଅନ୍ଦାଜ ତାଙ୍କ ପ୍ରଶଂସକଙ୍କୁ...

ଏହି ଅଭିନେତ୍ରୀଙ୍କ ପାଇଁ ହ୍ରିତିଙ୍କ ହୋଇଥିଲା ଛାଡପତ୍ର

ବଲିଉଡର ସୁପରଷ୍ଟାର ହ୍ରିତିକ୍‌ ରୋଶନ ଫିଲ୍ମ ‘କହୋନା ପ୍ୟାର୍‌ ହୈ’ରୁ ବଲିଉଡରେ ଡେବ୍ୟୁ କରିଥିଲେ । ପରେ ହ୍ରିତିକ୍‌ ସୁଜାନେ ଖାନଙ୍କୁ ବିବାହ କରିଥିଲେ। ତେବେ,...

ସ୍ବାମୀଙ୍କ ନାଁରେ ମାର୍‌ପିଟ ଅଭିଯୋଗ ଆଣିଲେ ଏହି ଅଭିନେତ୍ରୀ: ପରିଚୟ ଲୁଚାଇ କରିଥିଲେ ବିବାହ

ଟିଭି ଅଭିନେତ୍ରୀ ପ୍ରୀତି ତଲରେଜା ସ୍ବାମୀଙ୍କ ନାମରେ ଥାନାରେ ମାରପିଟ ଅଭିଯୋଗ ଆଣିଛନ୍ତି। ପ୍ରୀତି ସ୍ବାମୀଙ୍କ ଉପରେ ମାରପିଟ, ଧର୍ମାନ୍ତରଣ, ଶାରିରୀକ ଏବଂ ମାନସିକ ଅଭିଯୋଗ...

Advertisement
Archives

Model This Week