କଙ୍ଗନାଙ୍କ ୪୮ କୋଟି ଟଙ୍କାର ଅଫିସ ଭାଙ୍ଗିଲା ବିଏମ୍‌ସି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ଙ୍କ ୪୮ କୋଟି ଟଙ୍କାର ଅଫିସକୁ ଭାଙ୍ଗି ଦେଇଛି ବିଏମ୍‌ସି। ସୁରକ୍ଷାବାହିନୀ ବଳୟ ମଧ୍ୟରେ କଙ୍ଗନାଙ୍କ ମୁମ୍ବାଇସ୍ଥିତ ଅଫିସକୁ ବିଏମ୍‌ସି ବେଆଇନ ନିର୍ମାଣ ଅଭିଯୋଗରେ ଭାଙ୍ଗି ଦେଇଛି। ଏନେଇ କଙ୍ଗନାଙ୍କୁ ପୂର୍ବରୁ ନୋଟିସ୍‌ ହୋଇଥିଲା।

ଅନ୍ୟପକ୍ଷରେ ଶିବସେନା-ମହାରାଷ୍ଟ୍ର ସରକାରଙ୍କ ବିରୋଧରେ କଙ୍ଗନା ଆଜି ମୁମ୍ବାଇରେ ପହଞ୍ଚିଛନ୍ତି। ବିଏମ୍‌ସିର ଏହି କାର୍ଯ୍ୟାନୁଷ୍ଠାନ ବିରୋଧରେ କଙ୍ଗନା ମୁମ୍ବାଇ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରିଛନ୍ତି। ଏହି ପିଟିଶନର ଶୁଣାଣି ଆଉ ମାତ୍ର କିଛି ସମୟ ମଧ୍ୟରେ କରିବେ କୋର୍ଟ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କ ଲାଗି ପୁଣେରୁ ମୁମ୍ବାଇ ଆସିଲେ ରାକେଶ

ବମ୍ବେ: ସ୍ବପ୍ନର ସହର ମୁମ୍ବାଇରେ ଘର କିଣିଛନ୍ତି ବିଗ୍‌ ବସ୍‌ ଫେମ୍‌ ଅଭିନେତା ରାକେଶ ବାପଟ। ପୂର୍ବପତ୍ନୀ ରିଧି ଡୋଗରାଙ୍କଠାରୁ ଅଲଗା ହେବା ପରଠାରୁ ରାକେଶ...

ଅଙ୍କିତା ଶେୟାର କଲେ ନିଜ ଆକାଉଣ୍ଟ ଡିଟେଲ୍ସ: ସୁଶାନ୍ତଙ୍କ ଭଉଣୀ ରଖିଲେ ଏଭଳି ପ୍ରତିକ୍ରିୟା

ମୁମ୍ବାଇ: ବଲିଉଡ୍‌ ଭର୍ସାଟାଇଲ ଅଭନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ପ୍ରତିଦିନ ନୂଆ ନୂଆ ଚାଞ୍ଚଲ୍ୟକର ଖୁଲାସା ହେଉଛି। ନିକଟରେ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଏକ୍ସ-ଗର୍ଲଫ୍ରେଣ୍ଡ...

ସୋନୁ ସୁଦଙ୍କ ଜୀବନରେ ପ୍ରଥମ ଥର ଆସିଥିଲେ ଏହି ଝିଅ: ଜାଣନ୍ତୁ ସେ କିଏ…

ବଲିଉଡ୍‌ ଅଭିନେତା ସୋନୁ ସୁଦ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ଅସହାୟ ଲୋକଙ୍କୁ ସହାଯ୍ୟ କରିବା ସହ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ସେ ସବୁବେଳେ...

ଜନ୍ମଦିନରେ ପ୍ରେମିକା କହିଲେ ରାଜି

ବମ୍ବେ: ଜନ୍ମଦିନରେ ପ୍ରେମିକା କହିଲେ ହଁ, ରାଜି। କିଛି ଏଭଳି ଘଟିଛି ଲୋକପ୍ରିୟ କୋରିଓଗ୍ରାଫର ତୁଷାର କାଳିଆଙ୍କ କ୍ଷେତ୍ରରେ। ପ୍ରେମିକା ତ୍ରିବେଣୀ ବର୍ମନଙ୍କ ସହ ନିର୍ବନ୍ଧ...

୬୩ ବର୍ଷରେ ରତ୍ନା ପାଠକ: ଜୁସ୍‌ ଦୋକାନରୁ ନସିରୁଦ୍ଦିନ୍‌ଙ୍କ ସହିତ ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରତ୍ନା ପାଠକ ଶାହ ବୁଧବାର ୬୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୫୭ ମାର୍ଚ୍ଚ ୧୮ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ନିଜଠାରୁ...

ପୂରଣ ହେଲା ଆଶା

ପୂଜା ହେଗେଡ୍‌ ଯାହା ଚାହୁଁଥିଲେ ତାହା ପୂରଣ ହୋଇଛି। ‘ହାଉସ୍‌ଫୁଲ-୪’ ପରେ ସାଦିଦ୍‌ ନାଦିଓ୍ବାଦଓ୍ବାଲାଙ୍କ ପରବର୍ତ୍ତୀ ଫିଲ୍ମରେ ସେ ଅଭିନୟ କରିବାକୁ ଯାଉଛନ୍ତି। କଥା କ’ଣ...

‘ସୂର୍ଯ୍ୟବଂଶୀ’ର ନୂଆ ପୋଷ୍ଟର ଶେୟାର କଲେ କ୍ୟାଟ୍ରିନା

ମୁମ୍ବାଇ: ରୋହିତ ସେଟ୍ଟୀଙ୍କ ଅପ୍‌ କମିଂ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ନୂଆ ପୋଷ୍ଟର ଗୁରୁବାର ଶେୟାର କରିଛନ୍ତି ବଲିଉଡ୍‌ କୁଇନ୍‌ କ୍ୟାଟ୍ରିନା କୈଫ। ସେ ତାଙ୍କ ଇନଷ୍ଟାଗ୍ରାମ...

କରୋନା ନେଲା ଏହି ପ୍ରଖ୍ୟାତ ଅଭିନେତାଙ୍କ ଜୀବନ

କରୋନାରେ ପ୍ରସିଦ୍ଧ କନ୍ନଡ ଅଭିନେତା ହୁଲିଭାନ ଗଙ୍ଗାଧରାୟାଙ୍କର ପରଲୋକ ଘଟିଛି। ସପ୍ତାହେ ପୂର୍ବରୁ ସେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଅଧିକାଂଶ ପ୍ରାଇଭେଟ ହସ୍ପିଟାଲ...

Advertisement
Archives

Model This Week