କାନ୍ଦିଲେ ହ୍ରିତିକ!
ମୁମ୍ବାଇ: ବଲିଉଡ୍ ନାୟିକା ଜାହ୍ନବୀ କପୁର ଓ ପଙ୍କଜ ତ୍ରିପାଠୀଙ୍କ ଫିଲ୍ମ ‘ଗୁଞ୍ଜନ ସାକ୍ସେନା ଦ କାରଗିଲ ଗର୍ଲ’ ରିଲିଜ ହୋଇସାରିଛି। ଓଟିଟି ପ୍ଲାଟଫର୍ମରେ ଏହା ରିଲିଜ ହୋଇଛି। ଜାହ୍ନବୀ କପୁରଙ୍କ ଏହା ମୋଷ୍ଟ ଆଓ୍ବେଟେଡ ଫିଲ୍ମ। ଏହା ରିଲିଜ୍ ହେବା…
ପ୍ରଶଂସକଙ୍କୁ ଏମିତି ନ କରିବାକୁ କହିଲେ ସୋନୁ
ମୁମ୍ବାଇ: କରୋନା ମହାମାରୀ ସମୟରେ ଖୁବ୍ ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ୍ ଖଳନାୟକ ସୋନୁ ସୁଦ। ଫିଲ୍ମରେ ସେ ଯେତିକି ପରିଚିତ ଥିଲେ ଏବେ ତା’ଠାରୁ ଅଧିକ ପରିଚିତ ହୋଇଛନ୍ତି ତାଙ୍କ ବଦାନ୍ୟତା ପାଇଁ। କରୋନା ମହାମାରୀ ସମୟରେ ପ୍ରବାସୀଙ୍କୁ ଘରେ ପହଞ୍ଚାଇବା…
ପୁଣି ଥରେ ବାପା ହେବାକୁ ଯାଉଛନ୍ତି ସୈଫ: ପୁଅ ଇବ୍ରାହିମ୍ ଏଭଳି କଲେ କମେଣ୍ଟ
ମୁମ୍ବାଇ,୧୩।୮: ବଲିଉଡ୍ ବେବୋ କରୀନା କପୁର ଖାଁ ଓ ଅଭିନେତା ସୈଫ ଅଲୀ ଖାଁଙ୍କ ଘରେ ଜଣେ କୁନି ଅତିଥି ଆସିବାକୁ ଯାଉଛନ୍ତି। ପୁଣି ଥରେ କରୀନା ମା’ହେବାକୁ ଯାଉଛନ୍ତି। ଏନେଇ ବୁଧବାର ସୈଫିନା ସମସ୍ତଙ୍କୁ ଇନ୍ଷ୍ଟାଗ୍ରାମରେ ଜଣାଇଛନ୍ତି। ଏହି ଖବର…
ସୁଶାନ୍ତ ସିଂ ରାଜପୁତଙ୍କ ପରିବାରକୁ ମିଳୁଛି ଧମକ
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଆଉ ଏକ ନୂଆ ମାମଲା ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ରହସ୍ୟମୟ ମୃତ୍ୟୁର ୨ ମାସ ପରେ ଦୁଃଖରେ ଭାଙ୍ଗିପଡ଼ିଥିବା ପରିବାରକୁ ଧମକ ମିଳୁଥିବା ୯ ପୃଷ୍ଠାର ଅଭିଯୋଗ ହୋଇଛି। ଏଥିରେ ରିୟା ଚକ୍ରବର୍ତ୍ତୀ…
ଏହି ପ୍ରସିଦ୍ଧ ଅଭିନେତାଙ୍କ ତୃତୀୟ ସ୍ତ୍ରୀଙ୍କୁ ବିବାହ କରିଥିଲେ ମିଥୁନ ଚକ୍ରବର୍ତ୍ତୀ
ବିଗତ ଦିନର ଅଭିନେତ୍ରୀ ଯୋଗିତା ବାଲିଙ୍କର ଏକ ସ୍ବଳ୍ପ ଚଳଚ୍ଚିତ୍ର କ୍ୟାରିୟର ହୋଇଥାଇପାରେ କିନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ବଡ କଳାକାରଙ୍କ ସହ ସେ କାମ କରିଥିଲେ। ସେ ଡେବ୍ୟୁ ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନଙ୍କ ଭଳି ଷ୍ଟାରଙ୍କ ସହ ଅଭିନୟ କରିଥିଲେ ଯୋଗିତା।…
କିଏ ସେହି ‘AU’, ଯାହାକୁ ୬୩ଥର କଲ କରିଥିଲେ ରିୟା
ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତା ପ୍ରତିଦିନ ନୂଆ ନୂଆ ତଥ୍ୟ ଆସୁଛି। ଏହି ମାମଲାରେ ଛନ୍ଦି ହୋଇପଡିତତ୍ବା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ କଲ୍ ବିବରଣୀ ଧୀରେ ଧୀରେ ସାମ୍ନାକୁ ଆସୁଛି। ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ବଲିଉଡ୍ର ଅନେକ କଳାକାର…
ସଞ୍ଜୟଙ୍କ ବିଦେଶ ଗସ୍ତକୁ ନେଇ ଉପୁଜିପାରେ ବାଧା
ମୁମ୍ବାଇ,୧୩।୮: ବଲିଉଡ୍ ନାୟକ ସଞ୍ଜୟ ଦତ୍ତ କ୍ୟାନସରରେ ପୀଡ଼ିତ ହେବା ଜଣାପଡିବା ପରେ ସମସ୍ତେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି। ତେବେ କ୍ୟାନସର ଚିକିତ୍ସା ଲାଗି ସଞ୍ଜୟ ବିଦେଶ ଯାଇ ପାରନ୍ତି ବୋଲି କୁହାଯାଉଛି। ଚିକିତ୍ସା ପାଇଁ ଆମେରିକା ଯିବାକୁ…
ସଞ୍ଜୟ ଦତ୍ତଙ୍କ ପାଇଁ ଅଖଣ୍ଡ ଜ୍ୟୋତି ଜାଳିବେ ଏହି ଅଭିନେତ୍ରୀ
ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ଫୁସଫୁସ କ୍ୟାନସରର ତୃତୀୟ ପର୍ଯ୍ୟାୟ ଦେଇ ଗତି କରୁଛି। ଏହି ସୂଚନା ମିଳିବା ପରେ ସଞ୍ଜୟ ଦତ୍ତଙ୍କ ପାଇଁ ତାଙ୍କ ପ୍ରଶଂସକଙ୍କ ସହ ବଲିଉଡ୍ କଳାକାରମାନେ ମଧ୍ୟ ପ୍ରାର୍ଥନା କରୁଛନ୍ତି। ଅଭିନେତ୍ରୀ କାମ୍ୟା ପଞ୍ଜାବୀ ମଧ୍ୟ…
ଶ୍ରୀଦେବୀଙ୍କୁ ପ୍ରପୋଜ କରିଥିଲେ ବିବାହିତ ପୁରୁଷ, ଉତ୍ତର ମିଳିଥିଲା ଏମିତି
ଅଶୀ ଦଶକରୁ ପ୍ରାୟ ଏକ ଦଶନ୍ଧି ଧରି ଦର୍ଶକଙ୍କ ହୃଦୟରେ ବିଭିନ୍ନ ଚରିତ୍ରରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମହଲରେ ହଇଚଇ ସୃଷ୍ଟି କରିଥିବା ଏହି ବଲିଉଡ ଅଭିନେତ୍ରୀ ଥିଲେ ଶ୍ରୀଦେବୀ। ୧୯୬୩ ମସିହା ଅଗଷ୍ଟ ୧୩ ତାରିଖରେ ସେ ଜନ୍ମ…
ବିବାଦ ଘେରରେ ଗୁଞ୍ଜନ ସକ୍ସସେନା ବାୟୋପିକ୍
ମୁମ୍ବାଇ: ବୁଧବାର ନେଟ୍ଫ୍ଲିକ୍ସରେ ରିଲିଜ୍ ହୋଇଥିବା ଫିଲ୍ମ ‘ଗୁଞ୍ଜନ ସକ୍ସସେନା ଏବେ ବିବାଦ ଘେରକୁ ଚାଲି ଆସିଛି। ଏହି ଫିଲ୍ମରେ ଅନାବଶ୍ୟକ ନକାରାତ୍ମକ ଦୃଶ୍ୟ ଦେଖାଯାଇଥିବା ନେଇ ଭାରତୀୟ ବାୟୁସେନା ଅଭିଯୋଗ କରିଛି। ଆଇଏଏଫ୍ ପକ୍ଷରୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ…
ପ୍ରକାଶ ପାଇଲା ଫୋର୍ବସ ତାଲିକା: ସର୍ବାଧିକ ଆୟରେ ଏହି ଭାରତୀୟ ଅଭିନେତା ସାମିଲ
ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଖିଲାଡି ବୟ ଅକ୍ଷୟ କୁମାରଙ୍କ ବେଶ୍ ଦବ୍ଦବା ରହିଛି। ତାଙ୍କ ଆକ୍ସନ ଓ ଅଭିନୟର ଜାଦୁ ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ବାନ୍ଧି ରଖିଛି। ଅକ୍ଷୟ ବଲିଉଡ୍ରେ ଗୋଟିଏ ପରେ ଗୋଟିଏ ସୁପରହିଟ୍…
ଦର୍ଶକଙ୍କ ଆକ୍ରୋଶର ଶିକାର ହେଲା ‘ସଡକ୍-୨’ ଟ୍ରେଲର୍: ନାପସନ୍ଦ ଭିଡିଓରେ କଲା ରେକର୍ଡ
ବମ୍ବେ: ରିଲିଜ ହୋଇଛି ମହେଶ ଭଟ୍ଟ ନିର୍ଦ୍ଦେଶିତ ଫିଲ୍ମ ‘ସଡକ୍-୨’ର ଟ୍ରେଲର୍। ୟୁଟ୍ୟୁବ୍ରେ ପାଞ୍ଚ ଘଣ୍ଟାରେ ଟ୍ରେଲରକୁ ୮୭ହଜାର ଲୋକ ପସନ୍ଦ କରିଥିବା ବେଳେ ୧୦ ଲକ୍ଷରୁ ଅଧିକ ଲୋକ ନାପସନ୍ଦ କରିଛନ୍ତି। ଫଳରେ ଫିଲ୍ମଟି ନେପୋଟିଜିମ୍ ଏବଂ ସୁଶାନ୍ତଙ୍କ ମୃତ୍ୟୁ…
Archives


