ସୁଶାନ୍ତ ସିଂ ରାଜପୁତଙ୍କ ପରିବାରକୁ ମିଳୁଛି ଧମକ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଆଉ ଏକ ନୂଆ ମାମଲା ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ରହସ୍ୟମୟ ମୃତ୍ୟୁର ୨ ମାସ ପରେ ଦୁଃଖରେ ଭାଙ୍ଗିପଡ଼ିଥିବା ପରିବାରକୁ ଧମକ ମିଳୁଥିବା ୯ ପୃଷ୍ଠାର ଅଭିଯୋଗ ହୋଇଛି। ଏଥିରେ ରିୟା ଚକ୍ରବର୍ତ୍ତୀ ଏବଂ ମୁମ୍ବାଇ ପୋଲିସ ବିରୋଧରେ ଗୁରୁତର ଅଭିଯୋଗ ରହିଛି। ଏହି ଅଭିଯୋଗ ଆଣିଛନ୍ତି ସୁଶାନ୍ତଙ୍କ ଭଉଣୀ ମିତୁ ସିଂ। ତାଙ୍କ ୪ ଭଉଣୀ ଏବଂ ବାପାଙ୍କୁ ନାନା ଧମକ ମିଳୁଛି।
ସୂଚନାଯୋଗ୍ୟ, ଜୁନ୍‌ ୧୪ରେ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୁମ୍ବାଇର ବାନ୍ଦ୍ରାସ୍ଥିତ ଘରୁ ମୃତଦେହ ମିଳିଥିଲା। ସେହିଦିନଠାରୁ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ତେବେ ଏ ପର୍ଯ୍ୟନ୍ତ ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚନ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଟିକେଟ ମିଳିଥିଲେ ବି ରାଜନୀତି କରିବାକୁ ଚାହୁଁ ନାହାନ୍ତି କଙ୍ଗନା

ମୁମ୍ବାଇ: କିଛିଦିନ ହେବ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହି ଆସୁଛନ୍ତି ବଲିଉଡ୍‌ ନାୟିକା କଙ୍ଗନା ରାନାଓ୍ବତ। ଏହାର କାରଣ ହେଉଛି ବଲିଉଡ୍‌ ନାୟକ ସୁଶାନ୍ତ ସିଂ...

ଆଦିପୁରୁଷରେ କ୍ରିତି

ମୁମ୍ବାଇ: ସୁପରଷ୍ଟାର ପ୍ରଭାସ ଖୁବ୍‌ଶୀଘ୍ର ତାଙ୍କ ନୂଆ ଫିଲ୍ମ ସହ ଦର୍ଶକଙ୍କ ନିକଟତର ହେବେ ବୋଲି ଜଣାପଡିଛି । ‘ଆଦିପୁରୁଷ’ ଫିଲ୍ମ ମାଧ୍ୟମରେ ପ୍ରଭାସ ପୁଣିଥରେ...

‘ବିଗ୍‌ବସ୍‌’ରେ ଯୋଗ ଶିଖାଇବେ ଶିଳ୍ପା

ବମ୍ବେ: ବିଗ୍‌ବସ୍‌ ଘରେ ଶିଳ୍ପା ସେଟ୍ଟୀ। ପ୍ରତିଯୋଗୀମାନଙ୍କୁ ଯୋଗ ଶିଖାଇବା ସହ ତାଙ୍କ ସ୍ମୃତିକୁ ତାଜା କରିବେ। ଏଭଳି କିଛି ଦୃଶ୍ୟ ବିଗ୍‌ବସ୍‌ର ଆଗାମୀ ଏପିସୋଡ୍‌ରେ...

ଆଲିଆଙ୍କ ସହ ଛୁଟି କାଟିବାକୁ ବାହାରିଲେ ରଣବୀର, ୟୁଜର୍ସ କହିଲେ ଲୋକ ଏପଟେ ମରୁଛନ୍ତି ଆଉ ତୁମେ…

ମହାରାଷ୍ଟ୍ରରେ କରୋନାଙ୍କ ଅବସ୍ଥା ଅତ୍ୟନ୍ତ ଖରାପ, ଏଭଳି ପରିସ୍ଥିତିରେ ସରକାର ଫିଲ୍ମ ଏବଂ ସିରିୟଲ ଶୁଟିଂ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କାମ ବନ୍ଦ ହେବା ମାତ୍ରେ...

ବ୍ୟାଚେଲର ପାର୍ଟି ଦେଲେ ହଂସିକା ମୋଟୱାନି

ମୁମ୍ବାଇ: ଅଭିନେତ୍ରୀ ହଂସିକା ମୋଟୱାନୀ ଏବେ ନିଜ ବିବାହକୁ ନେଇ ରହୁଛନ୍ତି ଚର୍ଚ୍ଚାରେ । ଡିସେମ୍ବର ୪ରେ ସେ ସୋହେଲ କଥୁରିୟାଙ୍କୁ ବିବାହ କରିବାକୁ ଯାଉଛନ୍ତି...

ସୁଶାନ୍ତ ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ: ସୁପ୍ରିମକୋର୍ଟ ଗଲେ ରିୟା

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ବୁଧବାର ଆଉ ଏକ ମୋଡ ଆସିଛି। ମଙ୍ଗଳବାର ସୁଶାନ୍ତଙ୍କ ବାପା ପାଟଣାର ରାଜୀବ ନଗର...

ତୈମୁରଙ୍କ ଭାଇ ଆସିବ ନା ଭଉଣୀ, ପ୍ରଶଂସକଙ୍କ ଉତ୍ସାହ ବଢ଼ାଉଛି ପିଉସୀଙ୍କ ପୋଷ୍ଟ

କରିନା କପୁର ଖାନ୍‌ ଖୁବଶୀଘ୍ର ଅନ୍ୟ ଏକ ସନ୍ତାନର ମା’ ହେବାକୁ ଯାଉଛନ୍ତି। ପ୍ରଶଂସକମାନେ ତାଙ୍କର ଦ୍ୱିତୀୟ ସନ୍ତାନକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି...

ହାସ୍ୟ ଅଭିନୟ କରିବାକୁ ଆଗ୍ରହୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ନୀନା ଗୁପ୍ତା ହାସ୍ୟ ଅଭିନୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସେ ୧୯୮୫ରେ ପ୍ରଥମକରି ଫିଲ୍ମ ଦୁନିଆରେ ପାଦ ଥାପିଥିଲେ। ତାହା...

Advertisement
Archives

Model This Week