ମୋ ବିରୋଧରେ କୋର୍ଟ ଗଲେ, ମୁଁ ସୁପ୍ରିମକୋର୍ଟ ଯାଇ ହାହାକାର କରିବି: ଜାଣନ୍ତୁ ଏପରି କାହିଁକି କହିଲେ ଅର୍ନବ
ବମ୍ବେ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଯାଞ୍ଚ ଦାୟିତ୍ୱ ଏବେ ସିବିଆଇ ହାତରେ। ଦିନକୁ ଦିନ ଘଟଣା ନୂଆ ମୋଡ ନେଉଥିବାରୁ ମିଡିଆଠାରୁ ଆରମ୍ଭ କରି ସୋସିଆଲ ମିଡିଆରେ ଏହାର ଚର୍ଚ୍ଚା ହେଉଛି। ଏପରିସ୍ଥଳେ ରିପବ୍ଲିକ ଭାରତ ଟେଲିଭିଜନ…
ସ୍ତ୍ରୀଙ୍କୁ ଛାଡି ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ସହ ରହୁଥିଲେ ଗୋବିନ୍ଦା
ବଲିଉଡ୍ର ଜଣେ ସଫଳ ତଥା ଲୋକପ୍ରିୟ ଅଭିନେତା ହେଉଛନ୍ତି ଗୋବିନ୍ଦା। ଗୋଟିଏ ସମୟରେ ତାଙ୍କ ଅଭିନୀତ ସମସ୍ତ ଫିଲ୍ମ ସୁପରହିଟ୍ ହେଉଥିଲା। ସେ ଅନେକ ସୁପରହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି। ବଲିଉଡ୍ରେ ଅନେକ ଅଭିନେତ୍ରୀଙ୍କ ସହ ତାଙ୍କର ଯୋଡି ମଧ୍ୟ ଜମିଛି।…
କରିସ୍ମା କପୁରଙ୍କ ପ୍ରେମରେ ପାଗଳ ଥିଲେ ଏହି ଲୋକପ୍ରିୟ ଅଭିନେତା
ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ ଏବଂ ଅଭିନେତ୍ରୀ କରିସ୍ମା କପୁରଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ ଗୋଟିଏ ସମୟରେ ଚର୍ଚ୍ଚା ଜୋର୍ ଧରିଥିଲା। ଏହି ୨ କଳାକାର ପରସ୍ପରଙ୍କୁ ପାଗଳପରି ପ୍ରେମ କରୁଥିଲେ। ସେମାନଙ୍କ ନିର୍ବଦ୍ଧ ଶେଷ ହୋଇଥିବା ମଧ୍ୟ ଶୁଣିବାକୁ…
ରିୟାଙ୍କ ସପକ୍ଷରେ ବାହାରିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ
ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଛନ୍ଦି ହୋଇ ପଡିଛନ୍ତି ତାଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ। ସିବିଆଇ ଏବଂ ଇଡି ବ୍ୟତୀତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏହି ଘଟଣାର ତଦନ୍ତ କରୁଛି। ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ତାଙ୍କ ରିୟା…
ନେଗେଟିଭ ରୋଲ୍ ପାଇଁ ଶ୍ରୀୟା ଖୁସି
ମୁମ୍ବାଇ: ୨୦୧୮ରେ ରିଲିଜ ହୋଇଥିବା କ୍ରାଇମ୍ ଥ୍ରୀଲର ଫିଲ୍ମ ‘ଅନ୍ଧାଧୂନ’କୁ ଅନେକ ଦର୍ଶକ ପ୍ରଶଂସା କରିଥିଲେ। ଏହି ଫିଲ୍ମରେ ଅଭିନେତ୍ରୀ ତବୁଙ୍କ ନେଗେଟିଭ ଚରିତ୍ରକୁ ସିନେ ସମୀକ୍ଷକଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ଖୁବ ପସନ୍ଦ କରିଥିଲେ। ‘ଅନ୍ଧାଧୂନ’ର ତେଲୁଗୁ ରିମେକ୍…
ସେପ୍ଟେମ୍ବରରେ ହେବ ‘ଇନ୍ଟୁ ଦ ଓ୍ବାଇଲ୍ଡ’ର ପ୍ରିମିୟର
ମୁମ୍ବାଇ: ଡିସକଭରି ଚ୍ୟାନେଲର ଲୋକପ୍ରିୟ ଶୋ’ ‘Into The Wild with Bear Grylls’କୁ ଅପେକ୍ଷା ରଖିଛନ୍ତି ଦର୍ଶକେ। ତେବେ ଦର୍ଶକଙ୍କର ଉତ୍ସୁକତାକୁ କମ୍ କରିବାକୁ ବଲିଉଡ୍ ନାୟକ ଅକ୍ଷୟ କୁମାର ଶୋ’ର ପ୍ରିମିୟର ଡେଟ୍ ଘୋଷଣା କରିଛନ୍ତି। ଅକ୍ଷୟ କୁମାର…
୫ ମାସ ପରେ ଏହି କାମ କଲେ ଅଭିନେତ୍ରୀ ମଲାଇକା ଅରୋରା
ବଲିଉଡ୍ ଅଭିନେତ୍ରୀ ମଲାଇକା ଅରୋରା ନିଜର ଅଭିନୟ ଏବଂ ଫିଟ୍ନେସ୍ ପାଇଁ ବେଶ୍ ପରିଚିତ। ଅର୍ଜୁନ କପୁରଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ନିଜର ବ୍ୟାୟାମ, ସ୍ବାସ୍ଥ୍ୟ ଏବଂ…
ସୁଶାନ୍ତ ଅଧାରାତିରୁ ଉଠି କାନ୍ଦୁଥିଲେ: ହନୁମାନଙ୍କ ମୂର୍ତ୍ତିକୁ କୁଣ୍ଢାଇ ଧରୁଥିଲେ
ମୁମ୍ବାଇ, ୧।୯: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ରହସ୍ୟ ଏବେ ବି ଜଣାପଡ଼ିନି। ଏହାର ଯାଞ୍ଚ୍ ସିବିଆଇ କରୁଛି। ଇତିମଧ୍ୟରେ ବହୁ ଲୋକଙ୍କୁ ପଚରା ଉଚରା କରାଯାଇଛି। ପଚରା ଉଚରା ସମୟରେ ସୁଶାନ୍ତଙ୍କ ପୂର୍ବତନ ହାଉସ୍ ମ୍ୟାନେଜର…
ସିଙ୍ଗାପୁର ସିଫ୍ଟ ହେବେ ଅଭିନେତ୍ରୀ କାଜଲ: ଝିଅପାଇଁ ନେଲେ ଏଭଳି ପଦକ୍ଷେପ
କରୋନା ଭାଇରସ ଯୋଗୁ ସମସ୍ତ ବିଶ୍ୱ ଏବେ ଚିନ୍ତାରେ। ଏହାକୁ ଏଡ଼ାଇବା ପାଇଁ ସମସ୍ତେ ନିଜ ଘରେ ରହିବାକୁ ପସନ୍ଦ କରୁଛନ୍ତି। ବଲିଉଡ୍ କଳାକାରମାନେ ମଧ୍ୟ ନିଜ ପିଲାମାନଙ୍କ ପାଇଁ ଚିନ୍ତା କରୁଛନ୍ତି। ଅଭିନେତା ଅଜୟ ଦେବଗନ୍ ଏବଂ କାଜଲଙ୍କୁ ଝିଅ…
ଅନୁଷ୍କାଙ୍କ ଚମତ୍କାରୀ ପୋଷାକର ଦାମକୁ ନେଇ ହେଉଛି ଚର୍ଚ୍ଚା
ମୁମ୍ବାଇ: ବଲିଉଡ୍ ନାୟିକା ଅନୁଷ୍କା ଶର୍ମା ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ବିରାଟ କୋହଲି ଏବେ ଖୁବ୍ ଚର୍ଚ୍ଚାରେ। କାରଣ ନିକଟରେ ଅନୁଷ୍କା ମା’ ହେବା ଖବର ବିରାଟ ଜଣାଇବା ପରେ ଏବେ ଏମାନଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି। ଏମାନଙ୍କ…
ସନ୍ନିଙ୍କ ପରେ କଲେଜ ମେରିଟ ଲିଷ୍ଟରେ ନେହା କକ୍କରଙ୍କ ନାମ
ନୂଆଦିଲ୍ଲୀ, ୩୧।୮-ପଶ୍ଚିମବଙ୍ଗର ଏକ କଲେଜର ମେରିଟ ତାଲିକାରେ ଗତକାଲି ଅଭିନେତ୍ରୀ ସନ୍ନି ଲିଓନିଙ୍କ ନାମ ଆସିଥିଲା। ବର୍ତ୍ତମାନ ଏହି ତାଲିକାରେ ବଲିଉଡ ଗାୟିକା ନେହା କକ୍କରଙ୍କ ନାମ ମଧ୍ୟ ଯୋଡି ହୋଇଯାଇଛି। ପଶ୍ଚିମବଙ୍ଗର ମାଲଦା ଜିଲାର ଏକ କଲେଜର ପ୍ରବେଶିକା ପରୀକ୍ଷାର…
ମହାରାଷ୍ଟ୍ର ବନ୍ୟା ପୀଡ଼ିତଙ୍କୁ ସହଯୋଗର ହାତ ବଢାଇଲେ ଭାଇଜାନ
ମୁମ୍ବାଇ: ବଲିଉଡ୍ ଭାଇଜାନ ସଲମାନ ଖାଁ ଅନେକ ସମୟରେ ସହଯୋଗର ହାତ ବଢାଇଥିବା ଦେଖାଯାଇଛି। ଏଥର କିନ୍ତୁ ତାଙ୍କ ସହଯୋଗକୁ ଦେଖିଲେ ଗର୍ବ କରନ୍ତି ତାଙ୍କ ପ୍ରଶଂସକ। କରୋନା ମହାମାରୀ ପାଇଁ ଏବେ ଶୁଟିଂ ବନ୍ଦ ଥିବାରୁ ସେ ତାଙ୍କ ପନଓ୍ବଲ…
Archives


