ସ୍ବାମୀଙ୍କ ଉପରେ ମାର୍ପିଟ ଅଭିଯୋଗ ଆଣିଲେ ଏହି ଚର୍ଚ୍ଚିତ ଅଭିନେତ୍ରୀ
ବଲିଉଡ୍ ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେ ସୋସିଆଲ ମିଡିଆ ସେନ୍ସେଶନ୍। ନିଜର ବୋଲ୍ଡ ଫଟୋ ଯୋଗୁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ପୁନମ୍ ପ୍ରେମିକ ସାମ୍ ବମ୍ବେଙ୍କୁ ବିବାହ କରିଥିଲେ। ତେବେ ବିବାହର ମାତ୍ର ଅଳ୍ପ କିଛି ଦିନ…
ଟୁଇଟରରୁ ସବୁଦିନ ପାଇଁ ବିଦାୟ ନେବି, କାହିଁକି ଏମିତି କହିଲେ କଙ୍ଗନା
କେନ୍ଦ୍ର ସରକାର ଆଣିଥିବା କୃଷି ବିଲ୍କୁ ପଞ୍ଜାବ ଏବଂ ହରିୟାଣାର କୃଷକମାନେ ବିରୋଧ କରୁଛନ୍ତି। ସେପଟେ ଏହାକୁ ରାଜନୀତି ଆରମ୍ଭ ହୋଇଛି। ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ଏହି ମାମଲାରେ ମୁହଁ ଖୋଲିଛନ୍ତି। ତେବେ ତାଙ୍କୁ କିଛି ୟୁଜର୍ସ ଟୁଇଟର୍ରେ…
ରଣବୀରଙ୍କୁ ସୁପର୍ ଡ୍ରଗ୍ କହିଥିଲେ ଦୀପିକା, ଭାଇରାଲ ହେଉଛି ପୋଷ୍ଟ
ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଡ୍ରଗ୍ସ କନେକ୍ସନ ଯାଞ୍ଚ୍ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଏବେ ବଲିଉଡରେ ଡ୍ରଗ୍ସ ଯୋଗାଉଥିବା ଚେନ୍କୁ ଧରିବାକୁ ଚେଷ୍ଟା ଚଳାଇଛି। ଏନସିବି ଅନୁସନ୍ଧାନରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାମ ମଧ୍ୟ ପ୍ରକାଶ…
ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ
୨୦୨୦ ବଲିଉଡ୍ ପାଇଁ କଳା ବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। ଜଣେ ପରେ ଜଣେ ଅଭିନେତ୍ରୀଅଭିନେତା ଏହି ଦୁନିଆରୁ ବିଦାୟ ନେଉଛନ୍ତି। ଜଣାଶୁଣା ଅଭିନେତ୍ରୀ ଆଶାଲତା ୱାବଗାଓଁକରଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ମଙ୍ଗଳବାର…
ଅନୁଷ୍କାଙ୍କ ବେବି ବମ୍ପ ଦେଖି ଏମିତି କହିଲେ ବିରାଟ କୋହଲି
ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ଅନୁଷ୍କାଙ୍କ ସ୍ବାମୀ ତଥା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସୋସିଆଲ ମିଡିଆ ମାଧ୍ୟମରେ ଏହା ପ୍ରକାଶ କରିଥିଲେ। ନିକଟରେ ଅନୁଷ୍କା ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି।…
ବଲିଉଡରେ ଡ୍ରଗ୍ସ କାରବାର ଲିଙ୍କ୍: ସମ୍ମୁଖକୁ ଆସିଲା ଦୀପିକାଙ୍କ ନାମ
ବଲିଉଡରେ ଡ୍ରଗ୍ସ ଲିଙ୍କ ନେଇ ଅଭିନେତ୍ରୀ ରିୟା ଚକ୍ରବର୍ତୀ ଗିରଫ ହେବ ପରେ ସାରା ଅଲ୍ଲୀ ଖାନ, ରକୁଳ ପ୍ରୀତି ସିଂ ଏବଂ ଶ୍ରଦ୍ଧା କପୁରଙ୍କ ନାମ ସମ୍ମୁଖକୁ ଆସିଥିଲା । ଏବେ ଆଉ ଏକ ବଡ ନାମ ଏହି ତାଲିକାରେ…
ବଲିଉଡରେ ଡ୍ରଗ୍ସ ଲିଙ୍କ ମାମଲା: ଶ୍ରଦ୍ଧା କପୁର, ସାରା ଅଲି ଖାନଙ୍କୁ ଡାକିପାରେ ଏନ୍ସିବି!
ମୁମ୍ବାଇ,୨୧।୯-ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାରେ ଡ୍ରଗ୍ସ ଲିଙ୍କକୁ ନେଇ ତଦନ୍ତ ଜାରି ରଖିଛି। ତେବେ ଏନ୍ସିବି ଖୁବଶିଘ୍ର ବଲିଉଡର କିଛି କଳାକାରଙ୍କୁ ସମନ କରିପାରେ ବୋଲି ଜଣାପଡିଛି। ପୂର୍ବରୁ ରିଆ ଚକ୍ରବର୍ତ୍ତୀଙ୍କୁ ଏନ୍ସିବି…
ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇ ରାଜନୀତିରେ ଯୋଗ ଦେଇଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ
ଆଜି ବଲିଉଡ୍ ଅଭିନେତ୍ରୀ ରିମି ସେନଙ୍କ ଜନ୍ମଦିନ। ଯିଏ ହଙ୍ଗାମା ଏବଂ ଧୁମ ଭଳି ହିଟ୍ ଫିଲ୍ମରେ କାମ କରିଛନ୍ତି। ରିମି ୨୧ ସେପ୍ଟେମ୍ବର ୧୯୮୧ରେ ପଶ୍ଚିମବଙ୍ଗର କୋଲକାତାରେ ଜନ୍ମଗ୍ରହଣ କରିଥିଲେ। ବିଦ୍ୟା ଭାରତୀ ବାଳିକା ଉଚ୍ଚ ବିଦ୍ୟାଳୟରେ ରିମି ତାଙ୍କର…
ବିବାହିତ ହୋଇ ମଧ୍ୟ ଏହି ଅଭିନେତ୍ରୀଙ୍କୁ ପାଗଳପରି ଭଲ ପାଉଥିଲେ ନାନା ପାଟେକର
ନାନା ପାଟେକର ବଲିଉଡ୍ର ଏପରି ଜଣେ ଅଭିନେତା ଯାହାଙ୍କ ଅଭିନୟ ସବୁଠାରୁ ନିଆରା। ବଲିଉଡ୍ରେ ସେ ନିଜର କଠୋର ସ୍ବଭାବ ପାଇଁ ବେଶ୍ ଜଣାଶୁଣା। ସେ ସିଧାସଳଖ ଭାବେ କଥା ହୋଇଥାନ୍ତି। ତାଙ୍କର ଏହି ପ୍ରକାର ଅଭିନୟ ପାଇଁ ଲୋକେ ପାଗଳ…
ବଚ୍ଚନ ପରିବାରର ଡାର୍କ ସିକ୍ରେଟ: ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ମହାମାରୀ କରୋନା ସମୟରେ କଳାକାରଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ସମୟରେ ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ଏବଂ ତାଙ୍କ ପରିବାର ସହ ଜଡିତ କିଛି ଡାର୍କ ସିକ୍ରେଟ ମଧ୍ୟ ସୋସିଆଲ ମିଡିଆରେ ଘୁରିବୁଲୁଛି।…
ଦର୍ପଣରେ ନିଜ ମୁହଁ ଦେଖି ଡରିଯାଇଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ
ଶାହାରୁଖ୍ ଖାନ୍ଙ୍କ ସହ ଫିଲ୍ମ ”ପରଦେଶ’ରୁ ବଲିଉଡ୍ରେ କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତ୍ରୀ ମହିମା ଚୌଧୁରୀ। ୧୩ ସେପ୍ଟେମ୍ବର ୧୯୭୩ରେ ପଶ୍ଚିମବଙ୍ଗର ଦାର୍ଜିଲିଂରେ ଜନ୍ମଗ୍ରହଣ କରିଥିବା ମହିମାଙ୍କ ପ୍ରକୃତ ନାମ ଋତୁ ଚୌଧୁରୀ। ମହିମା ହେଉଛି ତାଙ୍କର ସ୍କ୍ରିନ୍ ନାମ। ତେବେ…
ଏହି ବିବାହିତ ଅଭିନେତାଙ୍କ ପ୍ରେମରେ ପାଗଳ ଥିଲେ ଶ୍ରଦ୍ଧା କପୁର: ତାଙ୍କ ସହ ଏକତ୍ର ରହିବା ପାଇଁ କରିଥିଲେ ଏମିତି କିଛି…
ବର୍ତ୍ତମାନ ସମୟରେ ବଲିଉଡ୍ର ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରେ ଜଣେ ଶ୍ରଦ୍ଧା କପୁର। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଅନେକ ଛୋଟ ଏବଂ ବଡ ବଜେଟ ସିନେମାରେ କାମ କରିସାରିଛନ୍ତି। ତାଙ୍କର ଅନେକ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ ମଧ୍ୟ କରିଛି। ଗତ…
Archives


