ବିବାହିତ ହୋଇ ମଧ୍ୟ ଏହି ଅଭିନେତ୍ରୀଙ୍କୁ ପାଗଳପରି ଭଲ ପାଉଥିଲେ ନାନା ପାଟେକର

ନାନା ପାଟେକର ବଲିଉଡ୍‌ର ଏପରି ଜଣେ ଅଭିନେତା ଯାହାଙ୍କ ଅଭିନୟ ସବୁଠାରୁ ନିଆରା। ବଲିଉଡ୍‌ରେ ସେ ନିଜର କଠୋର ସ୍ବଭାବ ପାଇଁ ବେଶ୍‌ ଜଣାଶୁଣା। ସେ ସିଧାସଳଖ ଭାବେ କଥା ହୋଇଥାନ୍ତି। ତାଙ୍କର ଏହି ପ୍ରକାର ଅଭିନୟ ପାଇଁ ଲୋକେ ପାଗଳ ପ୍ରାୟ ହୋଇପଡ଼ୁଥିଲେ। ଏବେ ସେ ବଲିଉଡ୍‌ରୁ ଦୂରେଇ ଯାଇଛନ୍ତି। ଏକ ଖବର ଅନୁଯାୟୀ, ନାନା ବିବାହିତ ସତ୍ତ୍ୱେ ଅନେକ ଅଭିନେତ୍ରୀଙ୍କ ପ୍ରେମରେ ପଡିଥିଲେ। ତାଙ୍କ ନାମ କେତେବେଳେ ଇଶା କୋପିକରଙ୍କ ସହ ଯୋଡାଯାଇଛି ତ ଆଉ କେତେବେ ମନୀଷା କୋଇରାଲା, ପୁଣି ଆୟଶା ଜୁଲ୍‌କା। ତେବେ ଆୟଶା ଜୁଲ୍‌କାଙ୍କ ସହ ତାଙ୍କ ସମ୍ପର୍କ ଅତି ଘନିଷ୍ଟ ଥିଲା। ଉଭୟ ରିଲେସନଶିପ୍‌ରେ ରହୁଥିଲେ। ଏହି ସମୟରେ ସେ ଆୟଶାଙ୍କୁ ପାଗଳ ପରି ଭଲ ପାଉଥିଲେ। ଏହା ପୂର୍ବରୁ ନାନା ମନୀଷା କୋଇରାଲାଙ୍କ ନିକଟତର ଥିଲେ। ଏକଦା ଆୟଶାଙ୍କ ସହ ନାନାଙ୍କୁ ଦେଖିବା ପରେ ମନୀଷା ଭିଷଣ ରାଗି ଯାଇଥିଲେ। ଏପରିକି ମାରପିଟ ପର୍ଯ୍ୟନ୍ତ କଥା ଯାଇଥିଲା। ହେଲେ ପରେ ନାନା ଏହାକୁ ସମ୍ଭାଳି ନେଇଥିଲେ। ଏହି ଘଟଣା ପରେ ମନୀଷା ଚାହୁଁଥିଲେ ନାନା ତାଙ୍କ ସ୍ତ୍ରୀଙ୍କୁ ଛାଡପତ୍ର ଦେଇ ତାଙ୍କୁ ବିବାହ କରନ୍ତୁ ମାତ୍ର ତାହା ସମ୍ଭବ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତରେ ଦେହ ବ୍ୟବସାୟ ଆଇନଗତ ହେବା ଉଚିତ,’ ପୁନମ ପାଣ୍ଡେ କୁହନ୍ତି, ମୋର କାମୁକ ଭିଡିଓ ଗୁଡ଼ିକ ଦେଶ ତଥା ବିଶ୍ୱକୁ…

ମୁମ୍ବାଇ,୬।୯: ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେ ତାଙ୍କ ଡ୍ରେସିଂ ସେନ୍ସ ଏବଂ ବୟାନ ପାଇଁ ପ୍ରାୟତଃ ଶିରୋନାମାରେ ରହିଥାନ୍ତି। ସମ୍ପ୍ରତି, ବେଶ୍ୟାବୃତ୍ତି ବା ଦେହ…

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

କାହିଁକି ସ୍ବୟଂବର କରିଥିଲେ ରାଖୀ ସାୱନ୍ତ? ଖୋଲିଦେଲେ ଅସଲ କାରଣ, କହିଲେ-ବିବାହ ପାଇଁ ନୁହେଁ ବରଂ…

ମୁମ୍ବାଇ: ବଲିଉଡର ‘ଡ୍ରାମା କ୍ୱିନ’ ଭାବେ ପରିଚିତ ରାଖୀ ସାୱନ୍ତ ପୁଣିଥରେ ଚର୍ଚ୍ଚାରେ। ୨୦୦୯ରେ ତାଙ୍କ ସ୍ବୟଂବର ରିଆଲିଟି ଶୋ’ ଟେଲିଭିଜନରେ ଖୁବ ଚର୍ଚ୍ଚିତ ହୋଇଥିଲା। ସେତେବେଳେ…

ତୁମ ପରି କେହି ନାହିଁ…ଇମୋଶନାଲ ହେଲେ ଅକ୍ଷୟ କୁମାର

ପ୍ରବୀଣ ହାସ୍ୟ ଅଭିନେତା ଏବଂ ଅଭିନେତା ଅସରାନି ଆଉ ନାହାନ୍ତି ସେ ତାଙ୍କ ଚଳଚ୍ଚିତ୍ର ଏବଂ ଚମତ୍କାର ଅଭିନୟ ମାଧ୍ୟମରେ ସର୍ବଦା ଦର୍ଶକଙ୍କ ହୃଦୟରେ ଜୀବିତ ରହିବେ।…

ବଲିଉଡ୍‌ରେ ଆଉ ଜଣେ ଷ୍ଟାର୍ କିଡ୍‌ଙ୍କ ଏଣ୍ଟ୍ରି! ମଲାଇକା-ଅରବାଜଙ୍କ ପୁଅ ଅରହାନ କରିବେ ଡେବ୍ୟୁ…

ମୁମ୍ବାଇ: ଦୀର୍ଘଦିନରୁ ଚାଲିଥିବା ଚର୍ଚ୍ଚାରେ ଲାଗିଲା ବିରାମ। ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅରବାଜ ଖାନଙ୍କ ପୁଅ ଅରହାନ ଖାନ ବଲିଉଡ ଡେବ୍ୟୁ କରିବା ସ୍ପଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri