ଏହି ବିବାହିତ ଅଭିନେତାଙ୍କ ପ୍ରେମରେ ପାଗଳ ଥିଲେ ଶ୍ରଦ୍ଧା କପୁର: ତାଙ୍କ ସହ ଏକତ୍ର ରହିବା ପାଇଁ କରିଥିଲେ ଏମିତି କିଛି…

ବର୍ତ୍ତମାନ ସମୟରେ ବଲିଉଡ୍‌ର ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରେ ଜଣେ ଶ୍ରଦ୍ଧା କପୁର। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଅନେକ ଛୋଟ ଏବଂ ବଡ ବଜେଟ ସିନେମାରେ କାମ କରିସାରିଛନ୍ତି। ତାଙ୍କର ଅନେକ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ ମଧ୍ୟ କରିଛି। ଗତ ବର୍ଷ ତାଙ୍କୁ ବରୁଣ ଧଓ୍ବନଙ୍କ ସହ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର’ ଏବଂ ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ସହ ‘ସାହୋ’ରେ ଦେଖିବାକୁ ମିଳିଥିଲା। ‘ସାହୋ’ ଏକ ବିଗ୍‌ ବଜେଟ୍‌ ଫିଲ୍ମ ଥିଲା।
ତେବେ ଏକ ସମୟରେ ଶ୍ରଦ୍ଧା ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍‌ ଚର୍ଚ୍ଚାରେ ଥିଲେ। ସେ ବିବାହିତ ଅଭିନେତା ଫରହାନ୍‌ ଅଖତର୍‌ଙ୍କ ପ୍ରେମରେ ପାଗଳ ଥିଲେ। ଏପରିକି ଶ୍ରଦ୍ଧା ତାଙ୍କ ସହ ଏକାଠି ରହିବାକୁ ଚାହୁଁଥିଲେ। ତେଣୁ ସେ ଫରହାନ୍‌ଙ୍କ ଘରେ ପହଞ୍ଚି ଯାଇଥିଲେ। ଏହା ଶ୍ରଦ୍ଧାଙ୍କ ମା’ ବାପା ଜାଣିବା ପରେ ଫରହାନ୍‌ଙ୍କ ଘରେ ପହଞ୍ଚି ଝିଅକୁ ନେଇ ଯାଇଥିଲେ। ସେହି ସୟମରେ ଏହି ଖବରକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ପରଦାରେ ମୁଲାୟମଙ୍କ କାହାଣୀ

ନୂଆଦିଲ୍ଲୀ,୧୦।୧୦: ଭାରତୀୟ ରାଜନୀତିର ବରିଷ୍ଠ ନେତା ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ହୋଇଛି। ଗୋଟିଏ ପଟେ ରାଜନେତାଙ୍କଠାରୁ ଆରମ୍ଭକରି ସିନେ...

ଅଭିନୟକୁ ଅଲ୍‌ବିଦା କହିଲେ ଅନୁପମା ଫେମ୍‌ ଏହି ଅଭିନେତ୍ରୀ

ବମ୍ବେ: ଅଭିନୟ ଜଗତକୁ ଅଲ୍‌ବିଦା କହିଲେ ଆଉ ଜଣେ ଅଭିନେତ୍ରୀ। ଆଧ୍ୟାତ୍ମିକ କାରଣରୁ ଟେଲିଭିଜନର ପ୍ରସିଦ୍ଧ ଧାରାବାହିକ ‘ଅନୁପମା’ ଫେମ ଅଭିନେତ୍ରୀ ନନ୍ଦିନୀ ଓରଫ ଅନଘା...

ରାମସୀତା ପରି ଯୋଡି ହ୍ରିତିକ୍‌, ଦୀପିକା

ହିନ୍ଦୁ ପୌରାଣିକ ଗ୍ରନ୍ଥ ‘ରାମାୟଣ’ ଉପରେ ଆଉ ଏକ ବଲିଉଡ୍‌ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ନିର୍ଦ୍ଦେଶକ ନିତେଶ୍‌ ତିଓ୍ବାରୀ ଏବଂ ରବି ଉଡୟାଭରଙ୍କ ଆଗାମୀ...

ସଡ଼କ ଦୁର୍ଘଟଣାରେ ଚାଲିଗଲା ପ୍ରସିଦ୍ଧ ଗାୟକଙ୍କ ଜୀବନ

ଚଣ୍ଡିଗଡ,୩୦।୩: ସଡ଼କ ଦୁର୍ଘଟଣାରେ ପଞ୍ଜାବର ଜଣାଶୁଣା ଗାୟକ ଦିଲଜାନଙ୍କ ମୃତ୍ୟୁ ଘଟିଛି। ଅମୃତସରର ଜାଣ୍ଡିଆଲା ଗୁରୁ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନାନୁସାରେ, ୩୧ ବର୍ଷୀୟ...

ଜାହ୍ନବୀଙ୍କ ସିକ୍ରେଟ୍‌ ଓ୍ବାର୍କଆଉଟ୍‌

ମୁମ୍ବାଇ: ‘ଗୁଡ୍‌ ଲକ୍‌ ଜେରି’ର ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କର ଏକ୍ସରସାଇଜ ଏବଂ ଡାଏଟ୍‌ ବିଷୟରେ କହିଛନ୍ତି। ଜାହ୍ନବୀ ତାଙ୍କ ଅଭିନୟ ଏବଂ ଫିଟନେସ୍‌ ପାଇଁ...

ଆଥିୟାଙ୍କୁ ଡେଟ୍‌ କରୁଛନ୍ତି କେଏଲ୍‌ ରାହୁଲ, ସମ୍ପର୍କ ହେଉଛିି ନିବିଡ଼ !

ମୁମ୍ବାଇ: କ୍ରିକେଟର କେଏଲ୍‌ ରାହୁଲ ପୁଣି ନିଜର ଲଭ୍‌ ଲାଇଫ୍‌କୁ ନେଇ ଚର୍ଚ୍ଚାରେ। ଏବେ ସେ ସୁନିଲ ସେଟ୍ଟୀଙ୍କ ଝିଅ ଆଥିୟାଙ୍କ ପ୍ରେମରେ ପଡ଼ିଥିବା କୁହାଯାଉଛି।...

୧୩ ବର୍ଷ ପରେ ପୁଣିଥରେ ଆଇଆଇଏମ୍ ବେଙ୍ଗାଲୁରୁ ଯିବେ ଆମିର

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କ ବ୍ଲକବୁଷ୍ଟର ଫିଲ୍ମ ୩ ଇଡିଅଟ୍ସକୁ ରିଲିଜ୍ ହୋବର ୧୩ ବର୍ଷ ହୋଇ ଗଲାଣି । ଏହି ୧୩...

କମଲ ହାସନଙ୍କ ମୋଟ ସମ୍ପତ୍ତିର ମୂଲ୍ୟ କେତେ ଜାଣନ୍ତି

ଭାରତୀୟ ସିନେମାରେ ଅଭିନେତା, ନୃତ୍ୟଶିଳ୍ପୀ, ନିର୍ଦ୍ଦେଶକ, ସ୍କ୍ରିନ ରାଇଟର୍‌, ନିର୍ମାତା କମଲ ହାସନଙ୍କୁ କୌଣସି ପରିଚୟ ଆବଶ୍ୟକ ନାହିଁ। ତାମିଲ ସିନେମାରେ କମଲ ହାସନ ଦୀର୍ଘ...

Advertisement
Archives

Model This Week