ମନୋରଞ୍ଜନ

୧.୫ କୋଟି ଦାନ କରିବେ ସୁପରଷ୍ଟାର ପ୍ରଭାସ

ହାଇଦ୍ରାବାଦ,୨୧।୧୦-ତେଲେଙ୍ଗାନାରେ ବନ୍ୟା ପରିସ୍ଥିତି ଦେଖାଯାଇଛି । ଫଳରେ ବର୍ତ୍ତମାନ ସୁଦ୍ଧା ସେଠାରେ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସେହିପରି ବନ୍ୟା ଯୋଗୁ ପ୍ରମୁଖ ହ୍ରଦର ବନ୍ଧ ଭାଙ୍ଗିଯାଇଛି। ଏଥିଯୋଗୁ ହାଇଦ୍ରାବାଦର ଅନେକ ଜାଗାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ପୋଲିସ,…

କ୍ୟାନସର୍‌ ଲଢେଇ ଜିତିଲେ ସଞ୍ଜୟ ଦତ୍ତ

ବଲିଉଡର ଅଭିନେତା ସଞ୍ଜୟ ଦତ୍ତ କ୍ୟାନସର୍‌ ଲଢେଇ ଜିତିଛନ୍ତି। ଏନେଇ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏହି କଷ୍ଟ ସମୟରେ ତାଙ୍କ ସହ ଛିଡା ହୋଇଥିବା ତାଙ୍କ ପରିବାର, ବନ୍ଧୁ ଏବଂ ସମସ୍ତ ପ୍ରଶଂସକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ସେ…

ନେହାଙ୍କ ବିବାହକୁ ନେଇ ଏମିତି କହିଲେ ଆଦିତ୍ୟ

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ଏବଂ ରୋହନପ୍ରୀତ୍‌ ସିଂଙ୍କ ବିବାହ ଖବର ଖୁବ୍‌ ଚର୍ଚ୍ଚା ହେଉଛି। ଏହି ସମୟରେ ନେହା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଫଟୋ ପରେ ଫଟୋ ପୋଷ୍ଟ କରିଚାଲିଛନ୍ତି। ଏବେ ନେହା ତାଙ୍କ ନିର୍ବନ୍ଧର ଏକ ଭିଡିଓ ଇନ୍‌ଷ୍ଟାଗ୍ରାମରେ…

୨୦ ଥର କରୋନା ଟେଷ୍ଟ କରିସାରିଲେଣି ଆଇପିଏଲ୍‌ର ଏହି ମାଲିକାଣୀ

ବର୍ତ୍ତମାନ ଆଇପିଏଲ୍‌ ମ୍ୟାଚ୍‌ ଚାଲିଛି। ମହାମାରୀ କରୋନା ସମୟରେ ଆଇପିଏଲ୍‌ ଖେଳାଯାଉଥିବାରୁ ଆୟୋଜକମାନେ ଏଥିପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି। ଏ ନେଇ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବର ମାଲିକାଣୀ ତଥା ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏନେଇ ଗ୍ରହଣ କରାଯାଇଥିବା ସମସ୍ତ ବ୍ୟବସ୍ଥା…

ବିବାହର ୪ ମାସ ପରେ ସ୍ବାମୀଙ୍କୁ ମାଡ ମାରି ଘରୁ ବାହାର କରିଦେଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଭନିତା ବିଜୟକୁମାର ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଏବେ ତାଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛିି। ବିବାହର ୪ ମାସ ପରେ ସେ ସ୍ବାମୀଙ୍କୁ ମାଡ଼ ମାରି ଘରୁ ବାହାର କରିଦେଇଥିବା ଜଣାପଡ଼ିଛି।…

ଏହି ଲୋକପ୍ରିୟ ଅଭିନେତାଙ୍କ ଜନ୍ମଦିନରେ ପୁରା ପରିବାର ହୋଇଯାଇଥିଲା ଛାରଖାର

ବଲିଉଡ୍‌ ଅଭିନେତ୍ରୀ କାଜଲ ଏବଂ ଅଭିନେତା କମଲ ସଦାନା ୧୯୯୨ ମସିହାରେ ଫିଲ୍ମ ‘ବେଖୁଦି’ରୁ ଅଭିନୟରେ କ୍ୟାରିୟର ଆରମ୍ଭ କରିଥିଲେ। ୨୧ ଅକ୍ଟୋବର , ୧୯୭୦ରେ ଜନ୍ମଗ୍ରହଣ କରିଥିବା କମଲଙ୍କର ଆଜି ହେଉଛନ୍ତି ୫୦ତମ ଜନ୍ମଦିନ। ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଜନ୍ମଦିନ…

ବାବା କି ଢାବାରେ ପହଞ୍ଚିଲେ ବଲିଉଡ୍‌ ଷ୍ଟାର୍‌

ଗତ କିଛିଦିନ ହେବ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି ‘ବାବା କା ଢାବା’। ସୋସିଆଲ ମିଡିଆରେ ‘ବାବା କି ଢାବା’କୁ ନେଇ ଚର୍ଚ୍ଚା ହେବା ପରେ ଏବେ ସେଠାରେ ଲୋକଙ୍କ ଗହଳି ଲାଗିବାରେ ଲାଗିଛି। ଲୋକମାନେ ତାଙ୍କୁ ସହଯୋଗର ହାତ…

କରୋନାକୁ ହରାଇବା ପରେ ଡେଙ୍ଗୁରେ ଆକ୍ରାନ୍ତ ହେଲେ ଏହି ଲୋକପ୍ରିୟ କଳାକାର ଦମ୍ପତି

ରୋଡିଡ୍‌ ଷ୍ଟାର ପ୍ରିନ୍ସ ନରୁଲା ଏବଂ ତାଙ୍କ ଅଭିନେତ୍ରୀ ସ୍ତ୍ରୀ ଯୁବିକା ଚୌଧୁରୀ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ। ଉଭୟଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିକଟରେ ବିଗ୍‌ବସ୍‌-୯ର ବିଜେତା ପ୍ରିନ୍ସ ହସ୍ପିଟାଲର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ।…

କେମିତି ଅଛନ୍ତି ସଞ୍ଜୟ

ମୁମ୍ବାଇ: ବଲିଉଡ୍‌ର ମୁନ୍ନାଭାଇ ସଞ୍ଜୟ ଦତ୍ତ ଏବେ କ୍ୟାନସରରେ ପୀଡ଼ିତ ହୋଇ ଚିକିିତ୍ସିତ ହେଉଥିବା ସମସ୍ତେ ଜାଣନ୍ତି । ହେଲେ ଏବେ ସେ କମେିତି ଅଛନ୍ତି ସେ ସମ୍ପର୍କରେ ହୁଏତ ଅନେକ ଜାଣି ନ ଥିବେ । ତେବେ ତାଙ୍କର ଜଣେ…

ଦୀର୍ଘ ଦୁଇ ବର୍ଷ ପରେ ବଡ ପରଦାକୁ ଫେରିବାକୁ ଯାଉଛନ୍ତି କିଙ୍ଗ ଖାନ୍‌

ମୁମ୍ବାଇ: ବଲିଉଡ୍ ନାୟକ ଶାହାରୁଖ ଖାଁଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଖୁସି ଖବର । ଗତ ପ୍ରାୟ ୨ ବର୍ଷ ହେବ ଫିଲ୍ମ ଦୁନିଆରୁ ଦୂରରେ ଥିବା ଶାହାରୁଖ ପୁଣିଥରେ ବଡ ପରଦାକୁ ଫେରିବାକୁ ଯାଉଛନ୍ତି । ତାଙ୍କ ଅପକମିଂ ଫିଲ୍ମ…

ସ୍ତ୍ରୀ ଗୌରୀଙ୍କୁ ଭାଉଜ ଡାକିଥାନ୍ତି ଶାହାରୁଖ୍‌: କାରଣ କହିଲେ ଏପରି…

ବଲିଉଡ୍‌ର କିଙ୍ଗ୍‌ ଖାଁ ଶାହାରୁଖ୍‌ ଏବେ ଖୁବ୍‌ ଚର୍ଚ୍ଚାରେ। ତାଙ୍କର କ୍ରିକେଟ ଦଳ ‘କୋଲକାତା ନାଇଟ୍‌ ରାଇଡର୍ସ’କୁ ନେଇ ସବୁ ସମୟରେ ସେ କିଛି ନା କିଛି ଟୁଇଟ୍‌ କରିଥାନ୍ତି। ତାଙ୍କର ସମଗ୍ର ବିଶ୍ୱରେ ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି। ତେବେ…

ରାତାରାତି ଦେଶ ଛାଡି ଆମେରିକା ପଳାଇଥିଲେ ଏହି ଅଭିନେତ୍ରୀ, ଜାଣନ୍ତୁ କାହିଁକି

ରକ୍‌ଷ୍ଟାର୍‌, ମାଡ୍ରାସ କାଫେ ଏବଂ ହାଉସଫୁଲ-୩ ଭଳି ହିଟ୍‌ ଫିଲ୍ମରେ ଅଭିନୟ କରି ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ନର୍ଗିସ ଫାଖରି ଆଜି ତାଙ୍କର ୪୧ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଅକ୍ଟୋବର ୨୦, ୧୯୭୯ରେ ନ୍ୟୁୟର୍କରେ ଜନ୍ମଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?