ବଡ଼ ପୁଅ ଆର୍ଯ୍ୟନକୁ ଭୁଲି ଯାଇଥିଲେ ଶାହାରୁଖ୍‌

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ ଏବଂ ସ୍ତ୍ରୀ ଗୌରୀ ଅକ୍ଟୋବର ୨୯ରେ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଏହି ଯୋଡିକୁ ବେଷ୍ଟ ଯୋଡି ମଧ୍ୟରୁ ଗୋଟିଏ ବୋଲି କୁହାଯାଏ। ଶାହାରୁଖ୍‌-ଗୌରୀଙ୍କର ୩ ସନ୍ତାନ ଆର୍ଯ୍ୟନ, ସୁହାନା ଏବଂ ଅବରାମ ରହିଛନ୍ତି। ତେବେ ବଡ଼ ପୁଅ ଆର୍ଯ୍ୟନ ଜନ୍ମ ସମୟରେ ଶାହାରୁଖ୍‌ କିଛି ସମୟ ପାଇଁ ପୁଅକୁ ଭୁଲି ଯାଇଥିଲେ। ଏକ ସାକ୍ଷାତକାରେ ନିଜେ ଶାହାରୁଖ୍‌ ଏପରି କହିଥିଲେ। ସେ କହିଥିଲେ ଯେ, ଶାହାରୁଖ୍‌ ତାଙ୍କ ମା’ବାପାଙ୍କୁ ହସ୍ପିଟାଲରେ ହରାଇଥିଲେ। ତେଣୁ ସେ ହସ୍ପିଟାଲ ଯିବାକୁ ଆଦୌ ହେଲେ ପସନ୍ଦ କରି ନ ଥାନ୍ତି। ତେବେ ବଡ ପୁଅ ଆର୍ଯ୍ୟନ୍ତ ଜନ୍ମ ହେବା ସମୟରେ ସ୍ତ୍ରୀ ଗୌରୀଙ୍କ ଅବସ୍ଥା ବହୁତ ଖରାପ ହୋଇଯାଇଥିଲା। ଥଣ୍ଡାରେ ସେ ଥରୁଥିଲେ। ଗୌରୀଙ୍କ ସହ ସେ ମଧ୍ୟ ଅପରେଶନ ଥିଏଟରକୁ ଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଶାହାରୁଖ୍‌ ମନେ କରିଥିଲେ। ସେହି ସମୟରେ ସେ ନିଜ ପିଲା ବିଷୟରେ ଆଦୌ ହେଲେ ଭାବି ନ ଥିଲେ। ପୁଅ କଥା ସମ୍ପୂର୍ଣ୍ଣ ରୂପେ ଭୁଲିଯାଇଥିଲେ। ଗୌରୀ କିପରି ସୁସ୍ଥ ହେବେ ତାହା ମୋ’ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ଥିଲା ବୋଲି ଶାହାରୁଖ୍‌ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଷ୍ଟ୍ରି ବଏଙ୍କ ସହ ବୁଲୁଛନ୍ତି ଶାହାରୁଖ ଲଳନା

ବମ୍ବେ:ବଲିଉଡ୍‌ଜଗତରେ ଅନେକ କଳାକାର ଏପରି ଅଛନ୍ତି ଯେଉଁମାନେ ନିଜ ବ୍ୟକ୍ତିଗତ ଜୀବନକୁ ଗୋପନ ରଖିଥାନ୍ତି। ହେଲେ ଅନେକ ଥର ସତ ବାହାରକୁ ଆସିଥାଏ। ସେଭଳି କିଛି...

ଫିଲ୍ମ ‘ଆର୍‌ଆର୍‌ଆର୍‌’କୁ ନେଇ ଏମିତି କହିଲେ କଙ୍ଗନା

ଫିଲ୍ମ ‘ଆର୍‌ଆର୍‌ଆର୍‌’କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଫିଲ୍ମକୁ ଭଲ ରେସ୍ପନ୍ସ ମଧ୍ୟ ମିଳୁଛି। ସାଧାରଣ ଦର୍ଶକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ...

୬୮ ବର୍ଷରେ ଅଭିନେତ୍ରୀଙ୍କ ସେକ୍ସି ଫଟୋଶୁଟ୍‌ : ଭାଇରାଲ ପରେ ଲୋକେ କହିଲେ…

ବମ୍ବେ: ଚର୍ଚ୍ଚାରେ ବିଗ୍‌ ବସ୍‌ ଫେମ୍‌ ଅଭିନେତ୍ରୀ ରଜନୀ ଚାଣ୍ଡି। ସେ ବି ନିଜର ଫଶୋଶୁଟ୍‌କୁ ନେଇ। କଳାକାର ଭାବେ ଫଟୋଶୁଟ୍‌ ସାଧାରଣ କଥା ହୋଇଥିଲେ...

କରୋନାରୁ ସୁସ୍ଥ ହେଲେ ଜେନେଲିଆ

ମୁମ୍ବାଇ,୩୦।୮-ବଲିଉଡ ଅଭିନେତ୍ରୀ ଜେନେଲିଆ ଦେଶମୁଖ ଶନିବାର କରୋନାରୁ ସୁସ୍ଥ ହୋଇଛନ୍ତି। ଏ ନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତ ତିନି...

କରୋନାକୁ ହରାଇଲେ ଆଲିଆ

ମୁମ୍ବାଇ: କେତେକ ବଲିଉଡ୍‌ ସେଲିବ୍ରିଟି ଏବେ କରୋନା କବଳରେ ଆସିଯାଇଥିବା ବେଳେ ଧିରେ ଧିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ଏହି କ୍ରମରେ ବଲିଉଡ୍‌ ଅଭିନେତା...

ରୋମାଣ୍ଟିକ କମେଡି ଫିଲ୍ମରେ ନଜର ଆସିବେ ଶ୍ରଦ୍ଧା

ମୁମ୍ବାଇ: ‘ପ୍ୟାର କା ପଞ୍ଚନାମା’, ‘ସୋନୁ କେ ଟିଟୁକି ସ୍ୱିଟି’ ଭଳି ରୋମାଣ୍ଟିକ ଓ କମେଡି ଫିଲ୍ମ ନିର୍ଦ୍ଦେଶନା ଦେଉଥିବା ନିର୍ଦ୍ଦେଶକ ଲଭ ରଞ୍ଜନଙ୍କ ଆଗାମୀ...

ଆଓ୍ବାର୍ଡ ଶୋରେ ଲୋକଙ୍କ ମଝିରେ ଜୟାଙ୍କୁ ଚୁମ୍ବନ ଦେଇଥିଲେ ଅମିତାଭ, ମଝିରେ ବସିଥିଲେ ପୁଅ

ବଲିଉଡ୍‌ର ବିଗ୍‌ ବି ଅମିତାଭ ବଚ୍ଚନ ଇଣ୍ଡଷ୍ଟ୍ରିରେ ପାଦ ଦେବାର ୫୦ ବର୍ଷରୁ ଅଧିକ ସମୟ ବିତିଗଲାଣି। ସେ ୧୯୬୯ ମସିହାରେ ‘ସାତ ହିନ୍ଦୁସ୍ତାନୀ’ରୁ ବଲିଉଡରେ...

୩୭ରେ କରିଶ୍ମା

ମୁମ୍ବାଇ,୨୧।୧୨: ଛୋଟପରଦାରୁ ବଲିଉଡ୍‌ରେ ପାଦ ଥାପିଥିବା ସୁନ୍ଦରୀ ଅଭିନେତ୍ରୀ କରିଶ୍ମା ତନ୍ନା ସୋମବାର ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୩ ଡିସେମ୍ବର ୨୧ରେ ସେ ମୁମ୍ବାଇରେ...

Advertisement
Archives

Model This Week