ଏଇ ଭାରତରେ
ଆଇନ ଆଖିରେ ସମସ୍ତେ ସମାନ। ମଣିଷ କଥା ଛାଡ଼ନ୍ତୁ, ପଶୁ ବି ଏହି ନିୟମରୁ ବାଦ୍ ପଡୁନାହାନ୍ତି। ଅନେକ ଜାଗାରେ ପଶୁ ଗିରଫ ହୋଇ ଥାନାକୁ ଅଣାଯିବା ଘଟଣା ଦେଖିବାକୁ ମିଳେ ଆମ ଦେଶରେ। କିନ୍ତୁ ଏବେ ସ୍ବୟଂ ଦେବତା ମଧ୍ୟ…
ଆମୂଳ ପରିବର୍ତ୍ତନ ସମ୍ଭାବନା
ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍ ତିରିଶ ବର୍ଷ ଭିତରେ ପ୍ରଥମ ଥର ପାଇଁ ସରକାର ସମସ୍ତ ସେବାର ଅଧିକାରୀମାନଙ୍କ ପୂର୍ଣ୍ଣାଙ୍ଗ ବିବରଣୀ (ପ୍ରୋଫାଇଲ) ସଂଗ୍ରହ କରିବାକୁ ଆରମ୍ଭ କରିଛନ୍ତି। ଆଇଏଏସ୍, ଆଇପିଏସ୍ ଓ ଆଇଏଫ୍ଏସ୍ ସମେତ ସମସ୍ତ କେନ୍ଦ୍ରୀୟ ସରକାରୀ ସେବାର…
ପ୍ରେମ ପରୀକ୍ଷାର ଖେଳ
ଚିତ୍ର-ଚରିତ୍ର/ ନିରଞ୍ଜନ ପାଢ଼ୀ ଥିଲେ ଜଣେ ପ୍ରେମିକ ପ୍ରବର। ପ୍ରେମ ହିଁ ଥିଲା ତାଙ୍କ ପୁରୁଷାର୍ଥର ପ୍ରମୁଖ ପରିଚୟ। ସେ ସବୁବେଳେ କହୁଥିଲେ, ପ୍ରେମରେ ମୋ ଜୀବନ, ପ୍ରେମରେ ହିଁ ମୋ ନିର୍ବାଣ। ଜଣେ ପ୍ରେୟସୀଙ୍କୁ ବହୁଦିନ ପ୍ରେମ କଲା ପରେ…
ନୋବେଲ୍ ପଦାର୍ଥ ବିଜ୍ଞାନୀ
ଡ. ଗୌରୀଶଙ୍କର ସାହୁ ବ୍ରହ୍ମାଣ୍ଡ ସମ୍ବନ୍ଧୀୟ ଦୁଇଟି ଯୁଗାନ୍ତକାରୀ ଗବେଷଣାକୁ ଏ ବର୍ଷ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାରରେ ସମ୍ମାନିତ କରାଯିବାକୁ ସ୍ଥିର ହୋଇଛି। ଏ ଦୁଇଟି ଗବେଷଣା ବ୍ରହ୍ମାଣ୍ଡରେ ଆମର ସ୍ଥିତି ସମ୍ବନ୍ଧରେ ନୂତନ ଦିଗନ୍ତ ଖୋଲିଦେଇଛି। ଆମେ…
ଏଇ ଭାରତରେ
ଦେଶରେ ଦଶହରାରେ ରାବଣ ପୋଡି ଉତ୍ସାହର ସହ ପାଳନ କରାଯାଇଛି, ହେଲେ ଛତିଶଗଡ଼ରେ ରାବଣ ପୋଡି ପରିବର୍ତ୍ତେ ପଞ୍ଚାୟତ ସଦସ୍ୟଙ୍କ ପ୍ରତିମୂର୍ତ୍ତିକୁ ପୋଡ଼ାଯାଇଛି। ବିଳାସପୁର ମସ୍ତୁରୀ ବ୍ଲକ୍ର ବନିୟାଡିହ ପଞ୍ଚାୟତରେ ଦେଖିବାକୁ ମିଳିଛି ଏମିତି ଏକ ଅଜବ ଘଟଣା। ଲୋକମାନେ ରାବଣ…
ଆଜିର ଅର୍ଥନୀତି/ନୈରାଶ୍ୟଜନକ
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ପର୍ଯ୍ୟାୟକ୍ରମେ ଗତ ଫେବୃୟାରୀରୁ ଚଳିତ ଅକ୍ଟୋବର ମଧ୍ୟରେ ରେପୋ ରେଟ୍ (ଯେଉଁ ସୁଧ ହାରରେ ଆର୍ବିଆଇ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକୁ ଋଣ ଦିଏ) ମୋଟ ୧୩୫ ବେସିସ୍ ପଏଣ୍ଟ ହ୍ରାସ କରିଛି। ଦେଶରେ ଚାଲିଥିବା ଆର୍ଥିକ ମାନ୍ଦାବସ୍ଥାର…
କାହାକୁ କହିବା ସୁଶାସନ
ଶରତ ଚନ୍ଦ୍ର ମିଶ୍ର ମହାଭାରତ ଯୁଦ୍ଧ ସମାପ୍ତ। ପିତାମହ ଭୀଷ୍ମ ଶରଶଯ୍ୟାରେ। ଯୁଧିଷ୍ଠିର ଯାଇ ପ୍ରଶ୍ନ କଲେ- ”ପିତାମହ! ସୁଶାସନ କାହାକୁ କହନ୍ତି?“ ପିତାମହ କହିଲେ- ”ସୁଶାସନ ଅର୍ଥ, ରାଜା ଦେଶର ଅର୍ଥନୈତିକ ଓ ସାମାଜିକ ସମ୍ବଳକୁ ଉଚିତ ଭାବରେ ପରିଚାଳନା…
ଅମର ଶହୀଦ ବାଜି ରାଉତ
ଡ. ଉଦ୍ଧବ ଚରଣ ନାୟକ ଢେଙ୍କାନାଳ ଏକ ପୂର୍ବତନ ଗଡ଼ଜାତ ରାଜ୍ୟ। ୧୯୨୫ ଡିସେମ୍ବର ୧୮ରେ ଏ ରାଜ୍ୟର ଶାସନ ଭାର ଗ୍ରହଣ କଲେ ରାଜା ଶଙ୍କର ପ୍ରତାପ ସିଂହଦେଓ ମହୀନ୍ଦ୍ର ବାହାଦୁର। ନାମ ବଡ଼ କିନ୍ତୁ ଶାସନ କୁତ୍ସିତ। ବଡ଼…
ଏଇ ଭାରତରେ
ଦେଶର ବିଭିନ୍ନ ସ୍ଥାନରେ ବିଜୟାଦଶମୀରେ ରାବଣ ପୋଡି ସହ ଦଶହରା ଶେଷ ହେଉଥିବାବେଳେ ଛତିଶଗଡ଼ରେ ଏହି ପର୍ବରେ କିଛି ଭିନ୍ନତା ଦେଖିବାକୁ ମିଳେ। ଏହି ରାଜ୍ୟର କେତେକ ଅଞ୍ଚଳରେ ଦଶହରାରର ପୂଜା ବିଧି ଓ ରାବଣ ପୋଡିକୁ ନେଇ ଅଜବ ପରମ୍ପରା…
ପ୍ରାଣୀଙ୍କ ସାମାଜିକ ଜୀବନ
ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ପିମ୍ପୁଡ଼ି ଓ ମହୁମାଛିମାନେ ଏକ ବ୍ୟବସ୍ଥାର ଅଂଶବିଶେଷ ଯେଉଁମାନେ ବିନା କେନ୍ଦ୍ରୀୟ ନିୟନ୍ତ୍ରଣରେ ପରସ୍ପର ମଧ୍ୟରେ ସମନ୍ବୟ ରକ୍ଷା କରନ୍ତି। ବୁଦ୍ଧିମତ୍ତା (Intelligence) ଶୀର୍ଷସ୍ଥାନୀୟ ଜଣଙ୍କ ପାଖରେ ଠୁଳ ହୋଇ ନ ଥାଏ ବରଂ ଏହା…
ଜନସଂଖ୍ୟା ବୃଦ୍ଧିର କେତୋଟି ଦିଗ
ବିଚିତ୍ର ବିଶ୍ୱାଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସ୍ବାଧୀନତା ଦିବସ ଅଭିଭାଷଣରେ ଆମ ଦେଶର ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, ଜନସଂଖ୍ୟା ବୃଦ୍ଧି ଆମ ଭବିଷ୍ୟତ ପିଢ଼ି ପାଇଁ ଅନେକ ବିପଦ ଡାକିଆଣିବ। ଏପରିକି ପରିବାର ଛୋଟ…
ମାନସିକ ରୋଗ ଓ ଆମ ଦାୟିତ୍ୱ
ସୁଜାତା ପରିଡ଼ା ଆଖିରେ ଆଖିଏ ସ୍ବପ୍ନ ଓ ମା’ ବାପାଙ୍କ ଆଶାକୁ ନେଇ ଆମ ରାଜ୍ୟ ଓଡ଼ିଶାର ବଲାଙ୍ଗୀରଠାରେ ଥିବା ସରକାରୀ ପଲିଟେକ୍ନିକ କଲେଜରେ ପାଠ ପଢୁଥିଲେ ଭଦ୍ରକର ୨୦ବର୍ଷ ବୟସର ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଛାତ୍ର ଚନ୍ଦ୍ରଶେଖର ବେହେରା। ୨୦୧୮ ସେପ୍ଟେମ୍ବର…
Archives


