ସମ୍ପାଦକୀୟ

କଶ୍ମୀର: ପାକିସ୍ତାନର ଦାବି ଓ ଧମକ

ବିପିନ ବିହାରୀ ମିଶ୍ର କଶ୍ମୀର ବିଷୟରେ ପାକିସ୍ତାନ ବାରମ୍ବାର ଅନେକ ପ୍ରଶ୍ନ ଉଠାଉଛି। ଦାବି କରୁଛି ଓ ଯୁଦ୍ଧର ଧମକ ଦେଉଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଯିଏ କି ଜଣେ ଭଲ କ୍ରିକେଟ ଖେଳାଳି ଥିଲେ କିନ୍ତୁ ଛାତ୍ର ହିସାବରେ ଇଂଲଣ୍ଡର…

ଅମାନବୀୟ ପରମ୍ପରା

ଦ୍ୱିତୀ ଚନ୍ଦ୍ର ସାହୁ ହେମଗିରିରୁ ଝାରସୁଗୁଡ଼ା ଫେରୁଥାଉ। ବନ୍ଧୁ ଶିବାଶିଷ ହଠାତ୍‌ ଏକ ନିଛାଟିଆ ସ୍ଥାନରେ ଗାଡ଼ିର ବ୍ରେକ୍‌ କଷିଲେ। ମୋବାଇଲ ଚାଟିଂରୁ ନଜର ହଟାଇ ଦେଖିଲି ବିଶ୍ରାମାଗାର ସାମ୍ନାରେ ଜଣେ ଝିଅ ଏକାକୀ ଠିଆହୋଇ କାନ୍ଦୁଛି। ବନ୍ଧୁ ଗାଡ଼ିରୁ ଓହ୍ଲାଇ…

ଏଇ ଭାରତରେ

ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ସାରା ଦେଶରେ ଟ୍ରାଫିକ ନିୟମକୁ କଡ଼ାକଡି କରାଯାଇ ଜରିମାନା ଆଦାୟ କରାଯାଉଛି। ମାତ୍ର ଟ୍ରାଫିକ ନିୟମ ଉପରେ ଗୁରୁଗ୍ରାମର ଜ୍ୟାକବ୍‌ପୁରା ନିବାସୀ ଧର୍ମବୀର ହିନ୍ଦୁସ୍ଥାନୀ ତାଙ୍କ ପୁଅ ଓ ଝିଅଙ୍କ ସହ…

ଦୁର୍ବଳ ହୋଇପଡ଼ିଲେ

୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ଭଳି ଅର୍ଥନୈତିକ ଅସ୍ତ୍ର ପ୍ରୟୋଗ କରାଯିବା ପରେ ସେତେବେଳେ ଦେଶବାସୀଙ୍କୁ ବାର୍ତ୍ତା ଦିଆଯାଇଥିଲା ଯେ ଭାରତୀୟ ଅର୍ଥନୀତି ଦୀର୍ଘମିଆଦୀ ସଫଳତା ପାଇବ। ଦେଶ ଭିତରେ ଧନୀମାନେ ଲୁଚାଇ ରଖିଥିବା କଳାଧନ ଠାବ କରାଯିବା ଲାଗି ଏଭଳି…

ଆର୍ଥିକ ସଙ୍କଟ ନେଇ ସରକାର ଗମ୍ଭୀର ତ

ଭାଲଚନ୍ଦ୍ର ଷଡ଼ଙ୍ଗୀ ନିକଟରେ ପ୍ରମୁଖ ବିସ୍କୁଟ୍‌ ପ୍ରସ୍ତୁତକାରୀ କମ୍ପାନୀ ବ୍ରିଟାନିଆର ମୁଖ୍ୟ ଦେଶର ଆର୍ଥିକ ସଙ୍କଟ ଉପରେ ଟିପ୍ପଣୀ ଦେଇ କହିଥିଲେ, ‘ଅବସ୍ଥା ଏପରି ହୋଇଛି ଯେ ବର୍ତ୍ତମାନ ପାଞ୍ଚଟଙ୍କିଆ ବିସ୍କୁଟ ପ୍ୟାକେଟ୍‌ଟିଏ କିଣିବା ପୂର୍ବରୁ ବି ଲୋକେ ଦୁଇଥର ଚିନ୍ତା…

୫-ଟି ଓ ସାମାଜିକ ପରିବର୍ତ୍ତନ

ଶିବରାମ ଶତପଥୀ ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ର ସ୍ବାଗତଯୋଗ୍ୟ। ଅବଶ୍ୟ ଏଥିରେ କିଛି ନୂତନତ୍ୱ ନାହିଁ। ବେଦ ଉପନିଷଦ ଓ ପୁରାଣମାନଙ୍କରେ ଏସବୁ ବିଷୟରେ ଆଗରୁ ମୁନିଋଷିମାନେ ସିଦ୍ଧାନ୍ତ କରିସାରିଛନ୍ତି। ଦଶହଜାର ବର୍ଷ ପୂର୍ବେ ଭାରତରେ ଉନ୍ନତ ଭାଷା, ସାହିତ୍ୟ, ସଂସ୍କୃତି, ସଭ୍ୟତା,…

ଏଇ ଭାରତରେ

ଦେଶରେ ସାମ୍ପ୍ରଦାୟିକ ବିଦ୍ୱେଷ ଦେଖାଯାଉଥିବା ବେଳେ ବିହାର ନାଳନ୍ଦା ଜିଲାର ମାଢି ଗ୍ରାମବାସୀଙ୍କ ମୁକ୍ତ ଚିନ୍ତାଧାରା ଓ ଉଦାର ମନୋଭାବ ଦେଶକୁ ଏକ ବାର୍ତ୍ତା ଦେଇଛି ଏବଂ ପାଇଛି ଏକ ନିଆରା ପରିଚୟ। ବହୁଦିନ ତଳେ ମାଢିରେ ହିନ୍ଦୁ ମୁସଲମାନ ଏକାଠି…

ବହୁ-ଗ୍ରହୀୟ ଜୀବନ

ଆକାର ପଟେଲ ବିବର୍ତ୍ତନୀୟ ମାନଦଣ୍ଡରେ ଆମେ ଯଦି ଜୀବନକୁ ଦେଖିବା, ତେବେ ତା’ର ମୁଖ୍ୟ ମାଇଲ୍‌ଷ୍ଟୋନ୍‌ଗୁଡ଼ିକ କ’ଣ ହେବ? ପ୍ରଥମେ ଆସିବ ପ୍ରାୟ ୩୫୦ କୋଟି ବର୍ଷ ତଳେ ଦେଖାଯାଇଥିବା ଏକକୋଷୀ ପ୍ରାଣୀ। ତା’ପରେ ଆସିବେ ବହୁକୋଷୀ ପ୍ରାଣୀ, ସ୍ତନ୍ୟପାୟୀ ପ୍ରାଣୀ…

ଅଧାଗ୍ଲାସ୍‌ ପାଣି

ପ୍ରକାଶ ତ୍ରିପାଠୀ ଆପଣଙ୍କୁ ଯେତିକି ଶୋଷ ଲାଗୁଛି, ସେତିକି ପାଣି ଗ୍ଲାସ୍‌ରେ ଢାଳି ପିଅନ୍ତୁ। ଅଯଥା ନଷ୍ଟ କରନ୍ତୁ ନାହିଁ। ଏଭଳି ଉପଦେଶ ଯଦି କେହି ଦିଅନ୍ତି, ତେବେ ପ୍ରଥମେ ତ ଆପଣଙ୍କୁ ଏହା ଅଜବ ଲାଗିପାରେ। ମାତ୍ର ଟିକେ ଗଭୀରିଆ…

ଶାନ୍ତିର ଆଲୋକବର୍ତ୍ତିକା

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ବିଶ୍ୱରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ପ୍ରତିଷ୍ଠା ଦିଗରେ ଇଟାଲୀୟ କ୍ୟାଥଲିକ୍‌ ଧର୍ମ ପ୍ରଚାରକ ସେଣ୍ଟ ଫ୍ରାନ୍ସିସ୍‌ଙ୍କ ଭୂମିକା ସ୍ମରଣୀୟ । ଭାଟିକାନ୍‌ ପକ୍ଷରୁ ତାଙ୍କ କାର୍ଯ୍ୟ ଓ ଦିଗ୍‌ଦର୍ଶନକୁ ଉଜ୍ଜୀବିତ କରି ରଖିବା ପାଇଁ ‘ଲ୍ୟାମ୍ପ ଅଫ୍‌…

ଏଇ ଭାରତରେ

ସାରା ଦେଶରେ ଟ୍ରାଫିକ୍‌ ନିୟମ କଡ଼ାକଡି ହେବା ପରେ ପୋଲିସ ଦ୍ୱାରା ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଜରିମାନା କରାଯାଉଛି। ଗୋଟିଏ ଗାଡି ଉପରେ ଯେଭଳି ଜରିମାନା ଆଦାୟ କରାଯାଉଛି ତାହା ଚାଳକଙ୍କ ହୋସ୍‌ ଉଡାଇଦେଉଛି। ଏମିତିକି ଜରିମାନା ଅଧଲକ୍ଷ ପାଖାପାଖି ବି…

ଏମ୍‌ଇଏ ସମ୍ମିଳନୀ ବାତିଲ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ମୋଦି ସରକାରଙ୍କ ଦ୍ୱାରା ଧାରା ୩୭୦ର ଉଚ୍ଛେଦ ପରେ ବହିର୍ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ଇଏ)ର ଦାୟିତ୍ୱ ଓ କାର୍ଯ୍ୟ କିଛି ବଢ଼ିଯାଇଛି। ଭାରତୀୟ କୂଟନୀତିଜ୍ଞମାନେ ପରବର୍ତ୍ତୀ ପରିସ୍ଥିତିର ମୁକାବିଲା କରିବାରେ ଲାଗିପଡ଼ିଥିବା ବେଳେ ଆସନ୍ତା ସପ୍ତାହରେ ଗୁଜରାଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?