ସମ୍ପାଦକୀୟ

ଏଇ ଭାରତରେ

ରାମାୟଣ ଓ ଗୀତା ଉପରେ ପ୍ରବଚନ ଦେଇ ଧାର୍ମିକ ସମନ୍ବୟ ଓ ସଦ୍‌ଭାବନାର ବାର୍ତ୍ତା ଦେଉଛନ୍ତି ଜଣେ ମୁସଲମାନ। ତାଙ୍କ ନାମ ଫାରୁଖ ଖାନ୍‌। ମଧ୍ୟପ୍ରଦେଶର ନରସିଂହଗଡ଼ ଜିଲାର ଏକ ଛୋଟ ଗାଁ ଗୁନିୟାରିରେ ଫାରୁଖଙ୍କ ଜନ୍ମ। କେବଳ ଜିଲା ନୁହେଁ…

ବାବୁ କରିବେ ଗୁରୁଗିରି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଶିକ୍ଷାନବିସ ପ୍ରଶାସନିକ ସେବା ବାବୁମାନଙ୍କୁ ଏଣିକି ନିକଟରେ ଆରମ୍ଭ ହୋଇଥିବା ମୋଦି ସରକାରଙ୍କ ‘ନର୍ଚର ଦ ଫ୍ୟୁଚର’ ବା ‘ଭବିଷ୍ୟତକୁ ପୋଷଣ ଦିଅ’ କାର୍ଯ୍ୟକ୍ରମରେ ଏକ ଅତିରିକ୍ତ ଭୂମିକା ନିଭାଇବାକୁ ପଡ଼ିବ। ଏହି କାର୍ଯ୍ୟକ୍ରମ ଅଧୀନରେ…

ଇଲେକ୍ଟୋରାଲ ବଣ୍ଡ୍‌ : ବେନାମୀ ପ୍ରହସନ

ନୀତୀନ ସେଠୀ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଇଲେକ୍ଟୋରାଲ ବଣ୍ଡ୍‌ କିଣୁଥିବା ଦାତା ତଥା ତା’ର ଗ୍ରହୀତା ରାଜନୈତିକ ଦଳଗୁଡ଼ିକର ଏକ ଗୁପ୍ତ ସଂଖ୍ୟାଭିତ୍ତିକ ରେକର୍ଡ ରଖିଥାଏ। କିନ୍ତୁ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଚାହିଁଲେ ଏହି ରେକର୍ଡକୁ ମାଗି ଦେଖିପାରିବେ। ସୁତରାଂ…

ବିଦେଶିନୀ

ଡ. ବାସୁଦେବ ମିଶ୍ର ଟ୍ରେନର କମ୍ପାର୍ଟମେଣ୍ଟ ଭିତରକୁ ପଶିଯାଇ ଦେଖିଲି ମୋ ପାଖ ସିଟ୍‌ରେ ଉପବିଷ୍ଟା ଗୌରାଙ୍ଗୀ ତନ୍ବୀ ସମ୍ବଲପୁରୀ ଶାଢ଼ି ପରିହିତା ତରୁଣୀଙ୍କୁ ଭାରତୀୟ ଗେଟ୍‌ ଅପ୍‌ରେ। କିଛି କଲେଜପଢୁଆ ପିଲା ତାଙ୍କ ସହିତ ଖଣ୍ଡି ଇଂଲିଶରେ ବାର୍ତ୍ତାଳାପ କରୁଥାନ୍ତି।…

ଏଇ ଭାରତରେ

ସମାଜରେ ଅନେକେ ଅଛନ୍ତି ଯେଉଁମାନଙ୍କ ଉଦ୍ୟମ କେବଳ ଭଲ କାର୍ଯ୍ୟ ଲାଗି ଅଭିପ୍ରେତ। ଏମାନଙ୍କ ମଧ୍ୟରୁ ଛତିଶଗଡ଼ର ଶ୍ରଦ୍ଧା ସାହୁ ଜଣେ। ପରିବେଶକୁ ପ୍ରଦୂଷଣ ପ୍ରକୋପରୁ ରକ୍ଷା କରିବା ପାଇଁ ତଥା ସଚେତନତା ଆଣିବାରେ ଭିଲାଇର ଉମରପଟିର ଶ୍ରଦ୍ଧା ଏକ ଅଭିନବ…

ଆଜିର ଅର୍ଥନୀତି/ଟୋକନ୍‌ର ସ୍ଥାନୀୟକରଣ କର

ଧାନ ଉତ୍ପାଦନରେ ଓଡ଼ିଶା ଏକ ବଳକା ରାଜ୍ୟ ଭାବେ ଜଣାଶୁଣା। ଅର୍ଥାତ୍‌ ଏଠାରେ ଯେତିକି ଧାନ ଅମଳ ହୁଏ, ତାହା ରାଜ୍ୟବାସୀ ବର୍ଷକ ଖାଇବା ପରେ ବି ଆହୁରି ବଳେ। ଯେବେଠାରୁ ଏହାକୁ ବିକେନ୍ଦ୍ରୀକୃତ ଖାଦ୍ୟଶସ୍ୟ ସଂଗ୍ରହ (ଡିଏସ୍‌ପି)ର ରାଜ୍ୟ ଭାବେ…

ଅସମୟରେ ଇଲେକ୍ଟୋରାଲ ବଣ୍ଡ୍‌ ବିକ୍ରିକୁ ଅନୁମତି

ନୀତୀନ ସେଠୀ ଜାନୁୟାରୀ ୨, ୨୦୧୮ରେ ଭାଜପା ସରକାର ବିବାଦୀୟ ଇଲେକ୍ଟୋରାଲ ବଣ୍ଡ୍‌ର ନିୟମକାନୁନ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଥିଲେ। ତା’ପରେ ଅଚିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଉକ୍ତ ବଣ୍ଡ୍‌ଗୁଡ଼ିକର ବେଆଇନ ବିକ୍ରିକୁ ଅନୁମତି ଦେବା ପାଇଁ ସେହି ନିୟମ ଭାଙ୍ଗିବାକୁ…

ଅଯୋଧ୍ୟା: ନାମ ହିଁ ଯଥେଷ୍ଟ

ସୟଦ୍‌ ସଫିର୍‌ ଅଲି ଭାରତବର୍ଷର ସବୁଠାରୁ ଅଧିକ ସମୟ ଚର୍ଚ୍ଚିତ ଆନ୍ଦୋଳନର ନାମ ଥିଲା ରାମ ମନ୍ଦିର ଏବଂ ୯ ନଭେମ୍ବର ୨୦୧୯ରେ ଏହାର ପରିସମାପ୍ତି ଘଟିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ବାବ୍ରୀ ମସ୍‌ଜିଦ, ରାମ ମନ୍ଦିର ବିବାଦ କେବେଠାରୁ…

ଏଇ ଭାରତରେ

ମଣିଷ ଆଧୁନିକ ଜୀବନଶୈଳୀକୁ ଆପଣାଇ ନେଉଥିବା ବେଳେ ହରିୟାଣା ପାନିପଥର ଏକ ଗାଁରେ ଏବେ ସୁଦ୍ଧା ଟେଲିଭିଜନ ଦେଖିବା ଉପରେ କଟକଣା ଲଗାଯାଇଛି। କେବଳ ଏତିକି ନୁହେଁ ଶିକ୍ଷା ଅଭାବରୁ ଗାଁର ସ୍ଥିତି ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଗାଁର ନାମ…

ଶୁଦ୍ଧ ଶାକାହାରବାଦ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ କିଛି ମାସ ତଳେ ଦିଲ୍ଲୀରେ ଏକ ଭିଗନ୍‌ ଫେଷ୍ଟ (ଶୁଦ୍ଧ ଶାକାହାରୀ ଉତ୍ସବ) ଆୟୋଜିତ ହୋଇଥିଲା। ଏହି ଉତ୍ସବରେ ହଜାର ହଜାର ଯୁବକ, ଧନାଢ଼୍ୟ, ଉଚ୍ଚଶିକ୍ଷିତ ଓ ଉତ୍ସାହୀ ଲୋକ ଯୋଗ ଦେଇଥିଲେ। ବିଶ୍ୱର ବିଭିନ୍ନ…

ଇଲେକ୍ଟୋରାଲ ବଣ୍ଡ୍‌: ଇସିକୁ ଉପେକ୍ଷା

ନୀତୀନ ସେଠୀ ଇଲେକ୍ଟୋରାଲ ବଣ୍ଡ୍‌ ସମ୍ପର୍କରେ ଏ ଲେଖାର ପ୍ରଥମ ଭାଗ ଗତକାଲି ଏହି ସ୍ତମ୍ଭରେ ପ୍ରକାଶ ପାଇଥିଲା। ସେଥିରେ ଭାରତୀୟ ରିଜର୍ଭ ବ୍ୟାଙ୍କର ମତାମତକୁ ଅଣଦେଖା କରି ସରକାର କିପରି ବିଲ୍‌ ପାସ୍‌ କରାଇନେଲେ ଏବଂ ବେନାମୀ ଧନ ରାଜନୀତିକୁ…

ଏମାନେ କେମିତିକା ଛାତ୍ର

ଭେଙ୍କଟ ବାଲାଜୀ ବିଶ୍ୱନାଥ ଶତପଥୀ କିଛିଦିନ ଧରି ଦିଲ୍ଲୀ ଜେଏନ୍‌ୟୁରେ କିଛି ଛାତ୍ରୀଛାତ୍ରଙ୍କ ଦ୍ୱାରା ଭୀଷଣ ମହାଭାରତ କାଣ୍ଡ ଦେଖିବାକୁ ମଳୁଛି। ଅନେକ ଗଣମାଧ୍ୟମରେ ଏ ଖବର ପ୍ରସାରିତ କରାଯାଉଛି। କୁହାଯାଏ ଯେ, ଏମିତି ଲଙ୍କାକାଣ୍ଡ କରୁଥିବା ଛାତ୍ରୀଛାତ୍ର ବାମପନ୍ଥୀ ଚିନ୍ତାଧାରାର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?