ସମ୍ପାଦକୀୟ

ଏଇ ଭାରତରେ

ଆଲ୍ଲାହାବାଦରେ ଅନୁଷ୍ଠିତ ସର୍ବପୁରାତନ ରାମଲୀଳା ମହୋତ୍ସବରେ ମୁସଲମାନଙ୍କ ଯୋଗଦାନ ସାମ୍ପ୍ରଦାୟିକ ସଦ୍‌ଭାବନାର ପ୍ରତୀକ ସାଜିଛିି। ଏହି ମହୋତ୍ସବରେ ହନୁମାନଙ୍କ ପ୍ରତିକୃତି ଗଢିଥାନ୍ତି ଏକ ମୁସଲମାନ ପରିବାର। ରାମଲୀଳା ଲାଗି ଆକର୍ଷଣୀୟ ରଥ ଓ ପାରମ୍ପରିକ ଅସ୍ତ୍ରଶସ୍ତ୍ର ମଧ୍ୟ ତିଆରି କରନ୍ତି ଏମାନେ।…

‘ବିକାଶ’ ଲାଗି ଜିଦି

କିଛିବର୍ଷ ଧରି ଭାରତରେ ‘ବିକାଶ’ ଏକ ଚର୍ଚ୍ଚିତ ଶବ୍ଦ ରହିଆସିଛି। ଯେଉଁଠାରେ ଅସଙ୍ଗତି ଦେଖାଦେଉଛି ବା ସମାଲୋଚନା କଲା ଭଳି ପରିସ୍ଥିତି ଉପୁଜୁଛି, ସେଠାରେ ‘ବିକାଶ’ ନାମରେ ସବୁକିଛି ଅତିକ୍ରମ କରାଯିବା ଲାଗି ପ୍ରୟାସ ହେଉଛି। ଏବେ ପ୍ରଶ୍ନ ହେଲାଣି କାହା…

ବିପଦ ଚିହ୍ନିଲେ ବିପର୍ଯ୍ୟୟ ନାହିଁ

ତତ୍ତ୍ୱ ଓ ତର୍କ ବିମଳ ପାଣ୍ଡିଆ ‘ଫାଇଲିନ’ ବାତ୍ୟାର ‘ସଫଳ’ ମୁକାବିଲା ପାଇଁ ଜାତିସଂଘ ଓଡିଶା ସରକାରଙ୍କୁ ବାହାବା କରିଥିଲା। ଏବେ ‘ଫୋନି’ ବାତ୍ୟାର ‘ସଫଳ’ ମୁକାବିଲା କରିଥିବାରୁ ନ୍ୟାଶ୍‌ନାଲ ଜିଓଗ୍ରାଫିକ ଚ୍ୟାନେଲ ଓଡିଶା ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି…

ଚାମୁଣ୍ଡା ଉପାସନା ଓ ଭାରତ

ଡ. ତ୍ରିନାଥ ପଟ୍ଟନାୟକ ଚଣ୍ଡମୁଣ୍ଡ ବିଧ୍ୱଂସିନୀ ଚାମୁଣ୍ଡା, ବିଶ୍ୱ ସଂହାରିଣୀ ହେଲେ ସୁଦ୍ଧା ଦେବୀ ଜଗଜ୍ଜନନୀ, କଲ୍ୟାଣମୟୀ ଦୁର୍ଗାରୂପେ ପରିଚିତା, ଦେବୀ ଚଣ୍ଡମୁଣ୍ଡ ମସ୍ତକ ଦୁଇଟି ଦୁଇ ହାତରେ ଧାରଣ କରିଥିବା ଯୋଗୁ ଚାମୁଣ୍ଡା ନାମରେ ବ୍ୟକ୍ତ ହେଲେ। ଚାମୁଣ୍ଡାଙ୍କ ସହିତ…

ଏଇ ଭାରତରେ

ପାର୍ବଣର କୁମାରୀ ପୂଜା ପରମ୍ପରାରେ ମାନବବାଦ ଓ ସାମ୍ପ୍ରଦାୟିକ ସଦ୍‌ଭାବନାର ଛବି ଦେଖିତ୍ବାକୁ ମିଳିଛି କୋଲକାତାରେ। ପଶ୍ଚିମବଙ୍ଗ ଉତ୍ତର-୨୪ ପ୍ରଗଣାର ଜିଲା ବାଗୁଇହାଟିରେ ମୌସୁମୀ ଓ ତମଳ ଦତ୍ତ ତାଙ୍କ ଘରେ ୨୦୧୩ରୁ ଦୁର୍ଗାପୂଜା କରିଆସୁଛନ୍ତି। ପ୍ରତିବର୍ଷ ସେମାନେ ଭିନ୍ନ ଭିନ୍ନ…

ଆଧୁନିକ ଯୁଦ୍ଧ

ଆକାର ପଟେଲ ସକାଳେ ଖବରକାଗଜ ପଢ଼ୁ ପଢ଼ୁ ଗୋଟିଏ ଖବର ଉପରେ ନଜର ଅଟକି ରହିଗଲା। ଏଥିରେ ଲେଖାଥିଲା ଯେ ଭାରତୀୟ ବାୟୁ ସେନା ଚାହୁଁଛି ଆଉ ୨୦୦ ଲଢ଼ୁଆ ବିମାନ ଏବଂ କେଉଁ ନିର୍ଦ୍ଦିଷ୍ଟ ବିମାନ ଏହା କିଣିବା ଦରକାର…

କାଷ୍ଠ ପାଷାଣ ତରୁ ତୃଣେ

ଦୋଳଗୋବିନ୍ଦ ପଣ୍ଡା ଭାରତରେ ଶକ୍ତି-ଆରାଧନାର ପରମ୍ପରା କେବେ ଆରମ୍ଭ ହେଲା କହିବା ସହଜ ନୁହେଁ। ପୁରାଣରୁ ଯାହା ଜଣାଯାଏ ସତ୍ୟଯୁଗରେ ରାଜା ସୁରଥ ଏବଂ ତ୍ରେତାଯୁଗରେ ରଘୁକୁଳତିଳକ ରାଜା ରାମଚନ୍ଦ୍ର ମହାଶକ୍ତିଙ୍କର ମୂର୍ତ୍ତିଭୂତା ଶକ୍ତିଦାୟିନୀ ମା’ ଦୁର୍ଗାଙ୍କର ଉପାସନା କରିଥିଲେ। ସେମାନଙ୍କ…

ସଂଗମର ସମ୍ମାନଧାରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ବ୍ରିଟିଶ୍‌ ପାର୍ଲାମେଣ୍ଟରୁ ମର୍ଯ୍ୟାଦାଜନକ କନ୍‌ଫ୍ଲୁଏନ୍ସ ଏକ୍ସଲେନ୍ସ ଆଓ୍ବାର୍ଡ ଗ୍ରହଣ କରୁଥିବା ବ୍ୟକ୍ତି ଗର୍ବ ଅନୁଭବ କରିବା ସ୍ବାଭାବିକ। କୌଣସି ଏକ କ୍ଷେତ୍ରରେ ଅଭିନବ ଶୈଳୀରେ ନେତୃତ୍ୱ ନେବାର ଦକ୍ଷତା ପ୍ରଦର୍ଶନ କରିପାରୁଥିବା ବ୍ୟକ୍ତିବିଶେଷଙ୍କୁ କନ୍‌ଫ୍ଲୁଏନ୍ସ (ସଂଗମ) ସମ୍ମାନ…

ଏଇ ଭାରତରେ

ଏସିଆର ସବୁଠୁ ବଡ଼ ରେଡ୍‌ଲାଇଟ ଅଞ୍ଚଳ କୋଲକାତାର ସୋନାଗାଚ୍ଛିରେ ଏଥର ଦୁର୍ଗାପୂଜା ଅଭିନବ ଉପାୟରେ ପାଳନ କରାଯାଉଛି। ସେଠାେରେ ରହୁଥିବା ଦେହଜୀବୀମାନେ ‘ଦୁର୍ବାର ମହିଳା ସମନ୍ବୟ ସମିତି’ ତତ୍ତ୍ୱାବଧାନରେ ମସ୍‌ଜିଦ ବାଡ଼ିରେ ଦୁର୍ଗାପୂଜା ପାଳନ କରୁଛନ୍ତି। ଦୁର୍ଗାପୂଜା ସହ ସେମାନେ ପରିବେଶ…

କ୍ଷେତ୍ରାଧିକାର ଚିନ୍ତା

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ମୋଦି ସରକାରରେ କେବଳ ଆଇଏଏସ୍‌ ଅଫିସରମାନେ ଯେ ସେମାନଙ୍କ କ୍ଷେତ୍ରାଧିକାର ସଂକୀର୍ଣ୍ଣ ହେଉଥିବାର ଅନୁଭବ କରୁଛନ୍ତି ତାହା ନୁହେଁ। ଆଇପିଏସ୍‌ ଅଫିସରମାନେ ମଧ୍ୟ ସେପରି ଅନୁଭବ କରୁଛନ୍ତି। ନିକଟରେ ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟର ଉପଦେଷ୍ଟା ଆର୍‌.କେ.…

କନ୍ଦାଉଛି ପିଆଜ

ଅନିଲ କୁମାର ବିଶ୍ୱାଳ ଲଙ୍ଗଳ କଥା ବୁଝୁଛି ଖେତ, ଖେତ କଥା ବୁଝେ ଚଷା, ଓଡ଼ିଆ ମନ ଓଡ଼ିଆ ପ୍ରାଣ ବୁଝେ ପଖାଳ କଂସା। ଆଉ ଯେତେବେଳେ ପଖାଳର କଥା ଆସେ ସେତେବେଳେ ପିଆଜ ପଖାଳ ସହିତ ଆପେ ଯୋଡ଼ିହୋଇଯାଏ। ଏବେ…

ମା’ଙ୍କ ଧରାବତରଣ

ଡ. କିଶୋର ମହାନ୍ତି ମା’ ପ୍ରକୃତରେ କିଏ? କ’ଣ ତାଙ୍କର ସ୍ବରୂପ? ସେ ହେଉଛନ୍ତି ଜଗଜ୍ଜନନୀ ମା’ ଯୋଗମାୟା, ବିଶ୍ୱେଶ୍ୱରୀ, ଜଗନ୍ମାତା ମା’ ଦୁର୍ଗା। ମାତୃ୍‌ରୂପରେ ସେ ଆବିର୍ଭୂତା ହୋଇଥାନ୍ତି ଏ ବିଶାଳ ଧରାରେ ଶାରଦୀୟ ପ୍ରକୃତି ଓ ନୈସର୍ଗିକ ସୌନ୍ଦର୍ଯ୍ୟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri