ବିପଦରେ ନଦୀ
ଡ. ପ୍ରଫୁଲ୍ଲ କୁମାର ସାହୁ ନଦୀ ହେଉଛି ସଭ୍ୟତାର ଜନ୍ମଦାତ୍ରୀ। ନଦୀର ସୁସ୍ଥତାରୁ ଜଣାପଡ଼େ ସଭ୍ୟତାର ସ୍ଥିତି। ମାତ୍ର ଭାରତବର୍ଷର ବଡ଼ବଡ଼ ସହର ପାର୍ଶ୍ୱରେ ବହିଯାଉଥିବା ଏମିତି ଗୋଟିଏ ନଦୀ ନାହିଁ, ଯାହାର ପାଣିକୁ ପିଇବା ତ ଦୂରର କଥା ଗାଧୋଇବା…
ତର୍କ ବିତର୍କ
ରମେଶ ଚନ୍ଦ୍ର ସାମଲ ଦୁନିଆରେ ଏଭଳି କିଛି ବିଷୟ ନାହିଁ ଯାହାକୁ ନେଇ କିଛି ତର୍କବିତର୍କ କରିହୁଏନା। କାରଣ ସବୁଥିରେ କିଛି ଭଲମନ୍ଦ ଦିଗ ଥାଏ। ଉଭୟ ସପକ୍ଷ ଓ ବିପକ୍ଷବାଦୀମାନେ ତାଙ୍କ ଯୁକ୍ତି ମାଧ୍ୟମରେ ଜନମତକୁ ତାଙ୍କ ଆଡକୁ ପ୍ରଭାବିତ…
ଏଇ ଭାରତରେ
ଯୁବାବସ୍ଥାରେ ପୁତ୍ରର ଦୁର୍ଘଟଣାରେ ମୃତ୍ୟୁ ଘଟିଲା। ଏହା ସତ୍ତ୍ୱେ ଭାଙ୍ଗି ଯାଇନାହାନ୍ତି ଏକ ଦମ୍ପତି। ନିଜ ମନକୁ ଦୃଢ କରି ବସ୍ତିରେ ଶିକ୍ଷାର ପ୍ରସାର କରିବାରେ ଲାଗିପଡିଛନ୍ତି। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଦିଲ୍ଲୀରେ। ଭାରତୀୟ ବାୟୁ ସେନାରେ ସ୍କାଡ୍ରନ୍…
ଅଜବ ମେଣ୍ଟ
ଆକାର ପଟେଲ କଂଗ୍ରେସ ଓ ଜାତୀୟତାବାଦୀ କଂଗ୍ରେସ ଦଳ (ଏନ୍ସିପି)କୁ ସାଙ୍ଗରେ ନେଇ ଶିବସେନା ଯଦି ସରକାର ଗଢ଼େ ତେବେ ମହାରାଷ୍ଟ୍ରରେ ଏହା ସମ୍ପୂର୍ଣ୍ଣ ଏକ ଅଜବ ମେଣ୍ଟ ସରକାର ହେବ। ଏତେ ଅଜବ ଯେ, ନିର୍ବାଚନ ପୂର୍ବରୁ ତାହା କେବେ…
ତଥାପି ଅନ୍ଧାର ହଟିନାହିଁ
ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ଏବେ ଆଧୁନିକତାର ଉତ୍ତାଳ ପ୍ରୀତି ପ୍ରଳୟ ରୂପ ଧାରଣ କରିଛି ପ୍ରତିଟି ଜନମାନସରେ। ବସ୍ତୁବାଦୀ ସଭ୍ୟତାର ଶିଖର ଆରୋହଣ କରି ମଣିଷ ଆଜି ସ୍ବୟଂସମ୍ପୂର୍ଣ୍ଣ। ଆଧ୍ୟାତ୍ମିକ ଅନୁଭବକୁ ଅବଜ୍ଞା କରି ଭୋଗବାଦୀ ଜୀବନଯାତ୍ରାର ଜୟଜୟକାର ମଧ୍ୟରେ…
ମରିସସ୍ର ପ୍ରଧାନମନ୍ତ୍ରୀ
ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ ଆଫ୍ରିକାର ଏକ ସ୍ଥାୟୀ ଗଣତନ୍ତ୍ର ଭାବେ ମରିସସ୍ ଜଣାଶୁଣା। ୧୯୬୮ରେ ବ୍ରିଟେନରୁ ଏହା ସ୍ବାଧୀନତା ପାଇଥିଲା। ଭାରତ ଭଳି ଏହାର ଅର୍ଥନୀତି କୃଷିଭିତ୍ତିକ। ଗରିବ ରାଷ୍ଟ୍ର ହୋଇଥିଲେ ହେଁ ମରିସସ୍ ରାଜସ୍ବକୁ ବୃଦ୍ଧି କରିବାରେ ପର୍ଯ୍ୟଟନ…
ଏଇ ଭାରତରେ
ଆଇଆଇଟି ଏବଂ ଆଇଆଇଏମ୍ରୁ ଶିକ୍ଷାପ୍ରାପ୍ତ ୪ ଜଣ ଯୁବକ ଚାକିରି ପଛରେ ନ ଧାଇଁ ଗ୍ରାମାଞ୍ଚଳ ବିକାଶରେ ଲାଗିଥିବା ଏକ ପ୍ରେରଣାଦାୟକ ଖବର ସାମ୍ନାକୁ ଆସିଛି। ଏମାନେ ଗ୍ରାମ୍ଫୋନ୍ ଷ୍ଟାର୍ଟଅପ୍ ମାଧ୍ୟମରେ କୃଷିଭିତ୍ତିକ ଖର୍ଚ୍ଚ କମାଉଛନ୍ତି। ଦାମୀ ସାରର ଅନାବଶ୍ୟକ ଉପଯୋଗ…
ଗ୍ରୀନ୍ ବାବୁ
ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍ ଅଧିକରୁ ଅଧିକ ଲୋକେ ଟି.ଏନ୍. ଶେଷାନ୍ଙ୍କୁ ଜଣେ ବିଶାଳ ବ୍ୟକ୍ତିତ୍ୱ ଭାବେ ମନେରଖିଛନ୍ତି। ସେ ନିର୍ବାଚନ କମିଶନକୁ ଏକ ଶକ୍ତିଶାଳୀ ସଂସ୍ଥାରେ ପରିଣତ କରିଥିଲେ, ଯାହା ରାଜନେତାଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଥିଲା ଏବଂ…
ମାଟିହାଣ୍ଡିମନସ୍କ କି ମଣିଷ
ଡ. ଦେବାନନ୍ଦ ବେଉରା ବେଶ୍ କିଛିଦିନ ହେବ ଆମ ଘରେ ସମ୍ପୂର୍ଣ୍ଣ ନ ହେଲେ ବି ଆଂଶିକ ଭାବେ ରୋଷେଇ ମାଟିହାଣ୍ଡିରେ ସମ୍ପାଦିତ ହୋଇଆସୁଛି। ତେବେ ରବିବାରର ରନ୍ଧାରନ୍ଧିଟା ପୂରା ମାଟିହାଣ୍ଡିରେ। ଏହାର କାରଣ ମାଟି ତିଆରି ଜିନିଷ ‘ହ୍ୟାଣ୍ଡେଲ ଉଇଥ୍…
ସବୁଲୋକ ଖରାପ ନୁହନ୍ତି
ଡ. ସିଦ୍ଧାର୍ଥ କାନୁନ୍ଗୋ ସେଦିନ ଭୁବନେଶ୍ୱର ହାଟରେ ହଠାତ୍ ରମେଶ ବାବୁ (ଛଦ୍ମନାମ)ଙ୍କ ସହ ଦେଖାହେଲା। ଅତୀତରେ ସେ ମୋର ସହକର୍ମୀ ଥିଲେ। ଏବେ ସେ ଦୀର୍ଘଦିନ ହେଲା ଚାକିରିରୁ ଅବସର ନେଲେଣି। ବର୍ତ୍ତମାନ ଟିକେ ଦୁର୍ବଳ ହୋଇଥିଲେ ମଧ୍ୟ ବେଶ୍…
ଏଇ ଭାରତରେ
ଝାଡ଼ଖଣ୍ଡ ରାଞ୍ଚି ଅନ୍ତର୍ଗତ କୋଟଓ୍ବାଲି ଥାନା ଅଞ୍ଚଳରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ବାଳକଙ୍କ ଅନ୍ତିମ ସଂସ୍କାର ଶେଷ କରିବା ପରେ ସେ ଜୀବିତ ଥିବା ଜଣାପଡିଛି। କୋଟଓ୍ବାଲି ଥାନା ଅଞ୍ଚଳରେ ଚୌରନ୍ଦିର ୪ ଜଣ ପିଲା କିଛିଦିନ…
ଆଜିର ଅର୍ଥନୀତି/ ମୁଦ୍ରାସ୍ଫୀତି କମାଅ
ଖୁଚୁରା ମୁଦ୍ରାସ୍ଫୀତି ଅକ୍ଟୋବର ମାସରେ ୪.୬ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ସେପ୍ଟେମ୍ବରରେ ୩.୯୯ ପ୍ରତିଶତ ଥିଲା। ମୁଦ୍ରାସ୍ଫୀତି ଝୁଡ଼ିର ଅର୍ଦ୍ଧେକ ଦଖଲ କରୁଥିବା ଖାଉଟି ଖାଦ୍ୟ ମୁଦ୍ରାସ୍ଫୀତି ୭.୮୯ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ପୂର୍ବ ମାସରେ ୫.୧ ପ୍ରତିଶତ…
Archives


