ସମ୍ପାଦକୀୟ

ଇଲେକ୍ଟୋରାଲ ବଣ୍ଡ୍‌: ଇସିକୁ ଉପେକ୍ଷା

ନୀତୀନ ସେଠୀ ଇଲେକ୍ଟୋରାଲ ବଣ୍ଡ୍‌ ସମ୍ପର୍କରେ ଏ ଲେଖାର ପ୍ରଥମ ଭାଗ ଗତକାଲି ଏହି ସ୍ତମ୍ଭରେ ପ୍ରକାଶ ପାଇଥିଲା। ସେଥିରେ ଭାରତୀୟ ରିଜର୍ଭ ବ୍ୟାଙ୍କର ମତାମତକୁ ଅଣଦେଖା କରି ସରକାର କିପରି ବିଲ୍‌ ପାସ୍‌ କରାଇନେଲେ ଏବଂ ବେନାମୀ ଧନ ରାଜନୀତିକୁ…

ଏମାନେ କେମିତିକା ଛାତ୍ର

ଭେଙ୍କଟ ବାଲାଜୀ ବିଶ୍ୱନାଥ ଶତପଥୀ କିଛିଦିନ ଧରି ଦିଲ୍ଲୀ ଜେଏନ୍‌ୟୁରେ କିଛି ଛାତ୍ରୀଛାତ୍ରଙ୍କ ଦ୍ୱାରା ଭୀଷଣ ମହାଭାରତ କାଣ୍ଡ ଦେଖିବାକୁ ମଳୁଛି। ଅନେକ ଗଣମାଧ୍ୟମରେ ଏ ଖବର ପ୍ରସାରିତ କରାଯାଉଛି। କୁହାଯାଏ ଯେ, ଏମିତି ଲଙ୍କାକାଣ୍ଡ କରୁଥିବା ଛାତ୍ରୀଛାତ୍ର ବାମପନ୍ଥୀ ଚିନ୍ତାଧାରାର।…

ଏଇ ଭାରତରେ

ସ୍ବଚ୍ଛତା ଅଭିଯାନ ଦେଶରେ ଲାଗୁ ହେବା ପୂର୍ବରୁ ଜଣେ ବ୍ୟକ୍ତି ଦୀର୍ଘବର୍ଷ ହେବ ନିଜ ଗାଁକୁ ସଫା କରୁଛନ୍ତି। ବିହାରର ନଭାଦା ଜିଲା ବାରିସଲିଗଞ୍ଜ ପଞ୍ଚାୟତ ଅନ୍ତର୍ଗତ ସାମ୍ବେ ନିବାସୀ କିଶୋରୀ ସିଂ ଏଭଳି କାର୍ଯ୍ୟରେ ନିଜକୁ ସମର୍ପିତ କରିଦେଇଛନ୍ତି। ସ୍ବଚ୍ଛତାର…

ସମ୍ପାଦକୀୟ/ପଇସା ଦେଲେ ପାଠ

ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ଭାରତର ଅନ୍ୟତମ ପ୍ରମୁଖ ଶିକ୍ଷା କେନ୍ଦ୍ର ଭାବେ ଜଣାଶୁଣା। ସାମାଜିକ, ଅର୍ଥନୈତିକ ଏବଂ ବୌଦ୍ଧିକ ବିଷୟବସ୍ତୁକୁ ନେଇ ଯେତେବେଳେ ଦେଶବ୍ୟାପୀ ହୁରି ପଡ଼ିଥାଏ, ସେତେବେଳେ ଏଠାକାର ଛାତ୍ରୀଛାତ୍ର ଓ ଗବେଷକମାନେ ବିତର୍କରେ ଭାଗ ନେଇ ପ୍ରଗତିଶୀଳ…

ଇଲେକ୍ଟୋରାଲ ବଣ୍ଡ: ଆର୍‌ବିଆଇକୁ ଉପେକ୍ଷା

ନୀତୀନ ସେଠୀ ଇଲେକ୍ଟୋରାଲ ବଣ୍ଡ୍‌ ଉନ୍ମୋଚିତ ହେବାର ଅଳ୍ପଦିନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକୁ ଗୋପନରେ ପାଣ୍ଠି ଯୋଗାଣ ଲାଗି ତରତର ହେଉଥିବା ମୋଦି ସରକାର ଏ ବିଷୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମତାମତ ନେଇଛନ୍ତି ବୋଲି ଛଳନା କରିଛନ୍ତି। ବାସ୍ତବରେ…

ୟୁ ଆର୍‌ ନଟି

ଶୁଭନାରାୟଣ ଶତପଥୀ ଗତ ଛୁଟିରେ ମୁଁ ବଲାଙ୍ଗୀର ଇଣ୍ଟରସିଟିରେ ସମ୍ବଲପୁରରୁ ଫେରୁଥାଏ। ଟ୍ରେନ୍‌ଟି ଭାରି ଭିଡ଼ ହୋଇଥିବାରୁ ସିଟ୍‌ ମିଳିଲା ନାହିଁ। ଠିଆ ହୋଇ ଆସିବା ଭିତରେ ଚାରିଆଡ଼କୁ ନଜର ବୁଲାଉଥାଏ। ଦୁଇଟି ସିଟ୍‌ ଫାଙ୍କା ପଡ଼ିଥିବାର ଦେଖିଲି। ସିଟ୍‌ ପାଖରେ…

ଏଇ ଭାରତରେ

ପିଲାମାନେ ଟଙ୍କାଟିଏ ପାଇଲେ ବଜାରରୁ ବିସ୍କୁଟ କି ଚକୋଲେଟ କିଣିଦିଅନ୍ତି। କିନ୍ତୁ ଏମିତି ପିଲା ଅଛନ୍ତି ଯେଉଁମାନେ ତାଙ୍କ ପକେଟ୍‌ ଖର୍ଚ୍ଚ ସଞ୍ଚୟ କରି ଚଳାଉଛନ୍ତି ଶିଶୁ ବ୍ୟାଙ୍କ। ମଧ୍ୟପ୍ରଦେଶ ଛତରପୁର ଅଞ୍ଚଳରେ ଚାଲୁଛି ଏହି ବ୍ୟାଙ୍କ। ବିଭିନ୍ନ ବ୍ୟାଙ୍କରେ କୋଟି…

ସମ୍ପାଦକୀୟ/କୂଟନୈତିକ ଚ୍ୟାଲେଞ୍ଜ

ଦ୍ୱୀପ ଦେଶ ଶ୍ରୀଲଙ୍କାରେ ୧୮ ନଭେମ୍ବର ୨୦୧୯ରେ ଗୋଟାବାୟା ରାଜପାକ୍‌ସେ ନୂଆ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ଗୋଟାବାୟା କହିଛନ୍ତି ଯେ, ସେ ନିରପେକ୍ଷ ବୈଦେଶିକ ନୀତି ଅନୁସରଣ କରିବେ ଏବଂ ଯେକୌଣସି ବିବାଦରୁ ଦୂରେଇ…

ବିକୃତ ମାନସିକତାର ପ୍ରତିଫଳନ

ବୈକୁଣ୍ଠନାଥ ମିଶ୍ର ଯୁଗେ ଯୁଗେ ସମାଜରେ ଏପରି କିଛି ବ୍ୟକ୍ତିତ୍ୱ ଦୃଶ୍ୟ ହୁଅନ୍ତି, ଯେଉଁମାନଙ୍କର କାର୍ଯ୍ୟକଳାପ ସୂଚାଇଦିଏ ସେମାନେ କେତେ ବିକୃତ ମସ୍ତିଷ୍କଧାରୀ ଓ ନୀଚ ମାନସିକତାର ପରିଚାୟକ। ଅବଶ୍ୟ ଏଥିପାଇଁ ଅନେକ କାରଣ ଯଥା ପାରିପାର୍ଶ୍ୱିକ ଅବସ୍ଥା, ନିଜ ମନ…

କାହା ପାଇଁ ପୁଣ୍ୟ

ସୁଧାକର ଦାସ ସକାଳୁ ଚା’ କପ୍‌ ଆଉ ପେପର ଧରି ବସିଥିଲି, ମଝି ମଝିରେ ଗୁଡ୍‌ ମର୍ନିଂ ମେସେଜ୍‌ ଆସୁଥାଏ ହାଟ୍ସଆପ୍‌ରେ। ସ୍ତ୍ରୀ ଆସି ପାଖରେ ବସିଲେ। ଜମା ଖବରକାଗଜ ନ ପଢ଼ି କେବଳ ହେଡ୍‌ଲାଇନ ଉପରେ ଆଖି ପକେଇ ଲଘୁଚାପର…

ଏଇ ଭାରତରେ

ପବିତ୍ର ଧର୍ମଗ୍ରନ୍ଥ କୋରାନ ସହ ତିନି ପିଢି ହେବ ଭଗବତ୍‌ ଗୀତାକୁ ସାଇତି ରଖିଛନ୍ତି ଏକ ମୁସଲମାନ ପରିବାର। କେବଳ ଏତିକି ନୁହେଁ ତାହାକୁ ପଢୁଛନ୍ତି ଓ ଗୀତାର ଦର୍ଶନ ତାଙ୍କୁ ଜୀବନର ରାସ୍ତା ଦେଖାଉଛି ବୋଲି କହିଛନ୍ତି ଅନିଶ ଅନଓ୍ବାର।…

କାହାର ମଙ୍ଗଳ

ତଥାଗତ ସତପଥୀ ଭାରତୀୟ ଅର୍ଥନୀତି ମାନ୍ଦାବସ୍ଥା କବଳରେ ପଡ଼ିଥିବାରୁ ବିଭିନ୍ନ ସର୍ଭେ ସଂସ୍ଥା ଆର୍ଥିକ ବ୍ୟାପାର ସହ ଜଡ଼ିତ ବିଷୟ ଉପରେ ଅନୁଶୀଳନ କରିବାରେ ଲାଗିଛନ୍ତି। ଏବେ ଏକ ବିଚିତ୍ର କୌତୂହଳ ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସରକାରୀ ସଂସ୍ଥା ଦ୍ୱାରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri